ଚିକିତ୍ସିତ ଅବସ୍ଥାରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ !
ଢେଙ୍କାନାଳ ମୁଖ୍ୟ କାରାଗାରର ଜବେ ବିଚାରଧୀନ କଏଦୀଙ୍କ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ।ମୃତକ ହେଲେ ଭଦ୍ରକ ଜିଲ୍ଲାର ନିରଞ୍ଜନ ପାଣୀ (୩୦)।
ବରପଦା ଛକ ଠାରେ ଥିବା ଏସବିଆଇ ଏଟିଏମ ଲୁର ଘଟଣାରେ ସେ ସଂମ୍ପୃକ୍ତ ଥିଲେ ।ଗଁଦିଆ ପୋଲିସ ନିରଞ୍ଜନ ସମେତ ୩ଜଣଙ୍କୁ!-->!-->!-->…
ତୁମ କାନର ଝୁମୁକା
ମନେଅଛି ମୋର ଅନେକ ଦିନରୁତୁମ କାନର ଝୁମୁକା,ଯାହାକୁ ପିନ୍ଧିକି ତୁମେ ଆସିଥିଲଦେଖା କରିବାକୁ ଏକା।
ଗୋଧୂଳି ବେଳାରେ ନିର୍ଜନ ସ୍ଥାନରେଆସୁଥିଲ ହସିହସି,ସେତିକି ବେଳକୁ ଝୁଣ୍ଟୁକି ପଡିଲଝୁମୁକା ପଡ଼ିଲା ଖସି।
ଝୁମୁକା ଖସିବା ଚିନ୍ତାକରି ତୁମେଉଣା କରୁଥିଲ ମନ,କଥା ଦେଇଥିଲି ଏଥର!-->!-->!-->!-->!-->…
ଜିଲ୍ଲା ନିର୍ବାହୀ ଅଧିକାରୀ ସଂଘର ସାଧାରଣ ଅଧିବେଶନ
ଢେ଼ଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଲକ ସମ୍ମିଳନୀ କକ୍ଷରେ ଆଜି ଢେ଼ଙ୍କାନାଳ ଜିଲ୍ଲା ନିର୍ବାହୀ ଅଧିକାରୀ ସଂଘର ସାଧାରଣ ଅଧିବେଶନ ବୈଠକ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ସଂଘର ସଭାପତି ଶ୍ରୀଯୁକ୍ତ ସୁବ୍ରତ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା।
ଗଁଦିଆ!-->!-->!-->…
ଯୁବକଙ୍କୁ ପନିକିରେ ମରଣାନ୍ତକ ଆକ୍ରମଣ !
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଖଜୁରିଆ ପାତ୍ର ସାହିରେ ଗତ ଦୁଇ ତାରିଖ ବୁଧବାର ସନ୍ଧ୍ୟା ପ୍ରାୟ ସାତଟା ସମୟରେ ଏକ ମେଳା ଚାଲୁଥିବା ସମୟରେ ମାନସ ନାଏକ ନାମକ ଯୁବକ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏକ ପନିକି ସାହାଯ୍ୟରେ ସେହି ପାତ୍ର ସାହିର ବୁଦ୍ଧିଆ ପାତ୍ରକୁ ଜୀବନରେ ମାରିଦେବା!-->…
ଦାବି ପୂରଣ ନହେଲେ ଜିଲ୍ଲା ଓ ପଞ୍ଚାୟତ ସ୍ତରରେ ଅସହଯୋଗ ନିଷ୍ପତି
ଢେଙ୍କାନାଳ ଜିଲ୍ଲା ତଥା ରାଜ୍ୟ ଡ୍ରାଇଭର ମହାସଙ୍ଘର ଦାବି ପୂରଣ ପାଇଁ ସଙ୍ଘ ତରଫରୁ ଦଣ୍ଡବତ ପ୍ରତିବାଦ ସହିତ ଶହ ଶହ ଡ୍ରାଇଭର ନବୀନ ନିବାସ ଅଭିମୂଖେ ଯାତ୍ରା କରିଛନ୍ତି ।ସରକାର ଦାବି ପୂରଣ ନକଲେ ଡ୍ରାଇଭର ମାନେ ପଞ୍ଚାୟତ ଏବଂ ଜିଲ୍ଲା ସ୍ତରରେ ସରକାରଙ୍କୁ ଅସହଯୋଗ କରିବା ପାଇଁ ନିଷ୍ପତି!-->…
କାରଖାନା ବନ୍ଦ ଦାବିରେ ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ
ଢେଙ୍କାନାଳ ସଦର ବ୍ଳକ୍ ଅନ୍ତର୍ଗତ ତାଳବରକୋଟ ଗାଁ ଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବା ଏକ ପିଚୁ ବାଲି ମିଶ୍ରଣ କାରଖାନା ଏବଂ କ୍ରସର ହେତୁ ପ୍ରଦୂଷଣ ସୃଷ୍ଟି ହେଉଛି । ଯାହାକୁ ନେଇ ସ୍ଥାନୀୟ ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।ବ୍ୟାପକ ପ୍ରଦୂଷଣ ହେତୁ କୂଅ , ପୋଖରୀ ଏବଂ ଘରେ!-->…
ଓଁ ମା’ ଚ୍ଛିନ୍ନ ମସ୍ତା ମନ୍ଦିରରେ ୧୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ଗ୍ରାମର ଜାତୀୟ ରାଜପଥ ୫୩କୁ ଲାଗି ରହିଥିବା ଓଁ ମା ଚ୍ଛିନ୍ନ ମସ୍ତା ମନ୍ଦିରର ୧୪ ତମ ବାର୍ଷିକ ଉତ୍ସବ ଶନିବାର ମହାସମାରୋହରେ ପାଳିତ ହୋଇଯାଇଛି। କରୋନାର ଯୋଗୁଁ ଦୁଇ ବର୍ଷ ଧରି ଏହି ମନ୍ଦିରର ବାର୍ଷିକ ଉତ୍ସବ ସ୍ଥଗିତ ଥିବାରୁ ସରାଙ୍ଗ!-->…
ଦୀର୍ଘ ୨ ମାସ ପରେ କାରନ୍ଦା ବିଦ୍ୟାଳୟ ରେ ପୁନର୍ବାର ପଡିଲା ତାଲା
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ କାରନ୍ଦା ବିଦ୍ୟାଳୟ ରେ ଶିକ୍ଷକ ମରୁଡି ନେଇ ୨ ମାସ ହେବା ଗ୍ରାମବାସୀ ମାନେ ବିଦ୍ୟାଳୟ ରେ ତାଲା ପକାଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଦ୍ୟାଳୟ ବନ୍ଦ କରିଥିଲେ ।
ବିଦ୍ୟାଳୟ ବନ୍ଦ ହେବାର ୧୦ ଦିନ ପରେ ବିଭାଗୀୟ ଅଧିକାରୀ ମାନେ ଆସି ଶିକ୍ଷକ!-->!-->!-->…
ଡାକ୍ତରଙ୍କ ଅବହେଳା ହେତୁ ରୋଗୀ ହୀନସ୍ଥା
ଢେଙ୍କାନାଳ ଜିଲ୍ଲାର ରାସୋଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ଙ୍କ ମନମୁଖୀ ଶାସନ ଏବେ ସାଧାରଣ ରେ ଚିନ୍ତାର ବିଷୟ ପଲଟିଛି । ରାସୋଳ ଅଞ୍ଚଳ ଜନ ବହୁଳ ଅଞ୍ଚଳ ତଥା ଏହି ମେଡିକାଲ ସାମ୍ନା ଦେଇ ଯାଇଥିବା ପୁରୁଣା କଟକ ସମ୍ବଲପୁର ରାସ୍ତା ଏବେ ବ୍ୟସ୍ତ ବହୁଳ କାରଣରୁ ଅନେକ ସମୟରେ!-->…