News
lipub
samparksetu

କାମାକ୍ଷାନଗର ବ୍ଲକରେ ପଂଚାୟତ ସମିତି ବୈଠକ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ସଭାଗୃହରେ ଆଜି ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଛି ।ବ୍ଲକର ସମସ୍ତ ୨୨ଟି ପଂଚାୟତର ଲୋକ ପ୍ରତିନିଧି ମାନେ ଉପସ୍ଥିତ ଥିବାବେଳେ ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁଙ୍କ ସଭାପତିତ୍ୱ ଅନୁଷ୍ଠିତ ଆଜିର ଏହି ପଂଚାୟତ ସମିତି ବୈଠକରେ ମୁଖ୍ୟ ଅତିଥି ଭାବରେ

ସ୍କୁଟି ଡିକି ଭାଙ୍ଗି ଲୁଟ ; ସିସି ଟିଭିରେ କଏଦ ହେଲା ଲୁଟେରା

ଗଁଦିଆ ଅଂଚଳରେ ଘଟିଛି ଅଘଟଣ ,ଡିକିଭାଙ୍ଗି ଦୁର୍ବୃତ୍ତ୍ୱ ଲୁଟିନେଲେ ଟଙ୍କା । ସୂଚନା ଅନୁଯାୟୀ , ଗଁଦିଆ ଥାନା ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ମେଡିକାଲ ଛକ ଠାରେ ଅଙ୍କୁର୍ଦ୍ଦା ଗ୍ରାମର ବୁଦ୍ଧଦେବ ମହାନ୍ତି ଆଜି ଏଟିଏମ ରୁ୧୨ ହଜାର ଟଙ୍କା ଉଠାଇ ତାଙ୍କର ଜୁପିଟର ସ୍କୁଟି ଡିକିରେ ରଖି ସିଧା

ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ପାଇଁ ଦାବିପତ୍ର ଦେଲେ ଅଭିଭାବକ ; ଆନ୍ଦୋଳନ ପାଇଁ ସଜବାଜ

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ରାମେଶ୍ବର ସରକାରୀ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନଶିକ୍ଷକ ଶଙ୍କର୍ଷଣ ପଣ୍ଡାଙ୍କ ଅନ୍ୟତ୍ର ବଦଳି ପାଇଁ ଦାବି ଜୋର ଧରିଲା ।ମହାବିରୋଡ୍ ଗ୍ରାମବାସୀଙ୍କ ତରଫରୁ ଏହି ଦାବିକୁ କାମାକ୍ଷାନଗର ଉପ ଜିଲ୍ଲାପାଳ , ଢେଙ୍କାନାଳ ଜିଲ୍ଲାପାଳ, ଜିଲ୍ଳା ଶିକ୍ଷା

ଜଣେ ଶିକ୍ଷୟତ୍ରୀ ରେ ଚାଲିଛି ପ୍ରାଥମିକ ସ୍କୁଲ !

ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ନଡ଼ିଆଳୀ ପଞ୍ଚାୟତ ର ରାଜସ୍ୱ ଗାଁ ଦଲକ । ଏହା ଜିଲ୍ଲା ମୁଖ୍ୟ।ଳୟ ଠାରୁ ମାତ୍ର ୧୭ କିମି ଦୂରରେ ଅବସ୍ଥିତ । ଏହି ଗାଁରେ ରହିଛି ୧୯୭୫ ରେ ପ୍ରତିଷ୍ଠିତ ସରକାରୀ ପ୍ରାଥମିକ ବିଦ୍ୟାଳୟ । ବର୍ତ୍ତମାନ ଏହି ବିଦ୍ୟାଳୟରେ ୨୫ ଜଣ ଛାତ୍ର ଓ ୨୬ ଜଣ ଛାତ୍ରୀ ଅଧ୍ୟୟନ

ଅନେକ ଯନ୍ତ୍ରଣା ପରେ

ଏତେ ଦିନ ପରେ ହସିବା ଶିଖିଲିସୁଖେ ଆଉ ଦୁଃଖ ବେଳେ,ଲୁହ ବୁଝେ ନାହିଁ ସ୍ଵାର୍ଥ ର ଦୁନିଆଦୁଃଖେ ନିଆଁ ଘିଅ ଢାଳେ । ଦୁଃଖ ଯେ ବାନ୍ଧିଛି ମୋସାଥେ ବନ୍ଧୁତାସମ୍ପର୍କ ତା'ର ଅମାପ,ସୁଖ ସାଥେ ଖାଲି ସ୍ଵପ୍ନ ରେ ଭେଟିଛିବାସ୍ତବେ ଦୁଃଖ ର ତାପ। କେବେ ଦେଖି ନାହିଁ ଦିନର ଆଲୁଅକଠୋରି ଝରକା

ବାଜି ରାଉତ ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ; ମୁମ୍ବାଇ କେନକ୍ରେ ଏଫସି ବିଜୟୀ

ଢେଙ୍କାନାଳ ଏବଂ ଅନୁଗୁଳ ଜିଲ୍ଲାରେ ସର୍ବଭାରତୀୟ ଫୁଟବଲ ସଂଘ ସହଯୋଗରେ ଆମେ ଓଦିଆ ଫାଉଣ୍ଡେସନ ଟଷ୍ଟ୍ର ଦ୍ଵରା ବାଜି ରାଉତ ଜାତୀୟ ଫଟୁବଲ ଟୁର୍ଣ୍ଣାମେଣ୍ଟ ଗୁରୁବାର ଦିନ ଢେଙ୍କାନାଳ ମିନି ଷ୍ଟାଡିୟମ ପରିସରରେ ଉଦଘାଟିତ ହୋଇଛି। କେନ୍ଦ୍ର ଶିକ୍ଷା,ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର

ଆବାସ ଯୋଜନା ସହିତ ଅନ୍ତୋଦୟ ଯୋଜନାରୁ ବଂଚିତ ଅସହାୟ ବିଧବା ବୃଦ୍ଧା !

ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଯୋଗ୍ୟ ହିତାଧିକାରୀ ମାନଙ୍କୁ ଚୟନ କରି ସମସ୍ତ ସୁବିଧା ଯୋଗାଇ ଦେବାପାଇଁ ଲକ୍ଷାଧିକ ଟଙ୍କା ବ୍ୟୟବରାଦ କରି କଚ୍ଚା ଘର କୁ ପକ୍କା ଘର କରିବାକୁ ପ୍ରଚାର ପ୍ରସାର କରୁଛନ୍ତି। ବିଡମ୍ବନା ର ବିଷୟ ଯେ ଏହି ଯୋଜନାକୁ ଏବେ ମଧ୍ୟ ଅନେକ ଅସହାୟ ପରିବାରଙ୍କ ପାଇଁ

ଭଦ୍ର ମୁଖା ତଳେ ଅଭଦ୍ରାମି କାମ

ସମ୍ଭାଳ ସମ୍ଭାଳ ନିଜକୁ ସମ୍ଭାଳ ହୁଅ କାହିଁ ଏତେ ଉଚ୍ଛୁଳ,ଯୌବନ ତୁମର ଉଜୁଡ଼ି ଯିବ ଲୋ ଏତେ ହୁଅ କାହିଁ ଅସମ୍ଭାଳ। ମୁଁହରେ ତୁମର ଭଦ୍ରାମିର ଚିତ୍ର ତୁଣ୍ଡରେ ପ୍ରଭୁଙ୍କ ନାମ,ଭଦ୍ର ମୁଖା

ଗଜରାଜ ଙ୍କ ସୁରକ୍ଷା ପାଇଁ କମିଟି ଗଠନ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡର ରକଲା ମନ୍ଦିର ପ୍ରାଙ୍ଗଣରେ ମନ୍ଦିରର ଆଖପାଖ ଅଂଚଳର ଅନେକ ବ୍ୟକ୍ତି ଏକତ୍ରିତ ହୋଇ ଅଞ୍ଚଳରେ ହାତୀ ମାନଙ୍କୁ କିଭଳି ସୁରକ୍ଷା ପ୍ରଦାନ କରାଯିବ ସେନେଇ ବିଷଦ ଆଲୋଚନା ଓ ତର୍ଜମା ହୋଇଥିଲା । ଦିନକୁ ଦିନ ହାତୀ ମଣିଷ ଲଢେଇ ରେ କେତେବେଳେ ହାତୀ ର ଜୀବନ

ହାତୀ ଆକ୍ରମଣ ରେ ଯୁବକ ଙ୍କ ମୃତ୍ୟୁ !

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୁଲେଇ ଗାଁ ରେ ହାତୀ ଆକ୍ରମଣ ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଉଛନ୍ତି ମାଟିଆ ସାହିର ରାମଚନ୍ଦ୍ର ବେହେରା । ସୂଚନା ମୁତାବକ ରାମଚନ୍ଦ୍ର ଶୌଚ ପାଇଁ ଗାଁ ପାଖ ବ୍ରାହ୍ମଣୀ ନଦୀ କୁ ଯାଉଥିବା ବେଳେ,୩୨ଟିକିଆ ହାତୀ ପଲ ସହ ମୁହାଁ
error: Content is protected !!