ବାରହା ଆକ୍ରମଣରେ ମହିଳା ଗୁରୁତର ଆହତ !
ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ରାଧାଦେଈପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ନୂଆପଡ଼ା ଗ୍ରାମରେ ଦିନ ଦ୍ୱିପ୍ରହର ରେ ବାରହା ଆକ୍ରମଣ ରେ ଅବସରପ୍ରାପ୍ତ ଶିକ୍ଷକ ରଙ୍ଗାଧର ସାହୁଙ୍କ ଧର୍ମପତ୍ନୀ ଦ୍ରୌପଦୀ ସାହୁ (୫୮) ଗୁରୁତର ଆହତ ହୋଇଥିବା ଜଣାପଡିଛି।
ସୂଚନା ଅନୁଯାୟୀ , ସେ ଘର!-->!-->!-->…
ଅସ୍ତିତ୍ୱ ଖୋଜୁଛି ସାହିଦ ବାଜି ରାଉତଙ୍କ ଗାଁ ; ଭାଙ୍ଗିଗଲା ସ୍ମୃତିସ୍ତମ୍ଭ ,କୂଳ ଖାଉଛି ବ୍ରାହ୍ମଣୀ
ଭୁବନ ବ୍ଳକ୍ ମହୁଲପାଳ ପଞ୍ଚାୟତର ନୀଳକଣ୍ଠପୁର ଗ୍ରାମ ସହିଦ ବାଜିରାଉତ ଙ୍କ ଗାଁ ଭାବରେ ପରିଚିତ । ବ୍ରାହ୍ମଣୀ ନଦୀତଟରେ ଗଢି ଉଠିଥିବା ଏହି ଗାଁର ଲୋକସଂଖ୍ୟା ଏବେ ୨ହଜାର ରୁ ଅଧିକ । ୧୯୩୮ ମସିହାରେ ଇଂରେଜ ଙ୍କ ଗୁଳିରେ ବାଜି ରାଉତ ଙ୍କ ସମେତ ୬ଜଣ ଏହି ଗାଁର ସହିଦ ହୋଇଥିଲେ । ଇତି ମଧ୍ୟରେ!-->…
ବୁଲି ଯିବା ବାଲି ଯାତରା
ପୁଣ୍ୟ କାର୍ତ୍ତିକର ଶେଷରେ ଆସିଛିକାର୍ତ୍ତିକ ପୁନେଇଁ ତିଥିଭରି ଦେଇ ପ୍ରତି ପ୍ରାଣରେ ପୁଲକଧର୍ମୀୟ ଭାବନା ପ୍ରୀତି ll
ଏ ଜାତିର ଧର୍ମ ପ୍ରଥା ପରମ୍ପରାବୋଇତ ବନ୍ଦାଣ ପର୍ବଅତୀତର ସେହି ସାଧବ ପୁଅରନୌ- ଯାତ୍ରା ଆମ ଗର୍ବ ll
ସେହି ସ୍ମୃତି ଧୀରେ ଉଜ୍ଜୀବିତ ହୁଏଗୌରବମୟ!-->!-->!-->!-->!-->…
ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ୮ ବିଷୟରେ ଖୋଲିଲା ପିଜି
ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ନୂତନ ଭାବରେ ୮ଟି ବିଭାଗରେ ପିଜି ଶ୍ରେଣୀ ଖୋଲିଥିବାର ଜଣାପଡିଛି । ଏହାକୁ ନେଇ ଉଚ୍ଚ ଶିକ୍ଷାବିଭାଗ ପତ୍ରସଂଖ୍ୟା ୪୫୨୭୪/୨୨ରେ ରାଜ୍ୟ ସରକାରଙ୍କ ଠାରୁ ଅନୁମତି ମିଳିଛି । ଓଡିଆ,ଇଂରାଜୀ,ଅର୍ଥନିତୀ,ରସାୟନ ଶାସ୍ତ୍ର, ପଦାର୍ଥବିଜ୍ଞାନ, ଗଣିତ,!-->…
ହେତୁବାଦୀ ଙ୍କ ବିରୁଦ୍ଧରେ ଥାନାରେ ମାମଲା
ଢେଙ୍କାନାଳ ଜିଲ୍ଲା ସୌର ବ୍ରାହ୍ମଣ ସଙ୍ଘ ପକ୍ଷରୁ ହେତୁବାଦୀ ସଙ୍ଗଠନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସଙ୍ଘ ତରଫରୁ ଏସପିଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରାଯିବା ସହ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।ସୂର୍ଯପରାଗ ଅବସରରେ ସନାତନ ଲୋକମାନେ ହିନ୍ଦୁଶାସ୍ତ୍ରୀୟ ଏବଂ ଜ୍ୟେତିର୍ବିଦ!-->…
ବିପଦ ସଙ୍କୁଳ ଅବସ୍ଥାରେ ଦୁଇଟି ବିଦ୍ୟୁତ ସବଷ୍ଟେସନ
ଢେଙ୍କନାଳ ଜିଲ୍ଲା ଭୁବନ ବ୍ଲକର ଦୁଇଟି ସବଷ୍ଟେସନ ଅବ୍ୟବସ୍ଥା ରେ ରହିଛି I ଜାତିୟରାଜପଥ ୫୩ କଡରେ ଥିବା ଦୟାଣାବିଲି ସବ ଷ୍ଟେସନର ଘରଛାତରୁ ପାଣି ପଡ଼ିବା ସହ କାନ୍ଥ ଫାଠିକି ଆଁ କଲାଣି । ପାଚେରି ନଥିବାକାରଣରୁ ବିପଦରେ ଗୃହପାଳିତ ପଶୁ ପକ୍ଷୀ ଓ ପାଖରେ ବିଦ୍ୟାଳୟ ଥିବାରୁ ବିଦ୍ୟାଳୟର ଛାତ୍ର!-->…
ଘରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି !
କାମାକ୍ଷାନଗର ଥାନା ବୁଢ଼ୀପଦଉନି ସାହିର ବିକାଶ କୁମାର ସରକାର ଙ୍କ ଘରୁ ଗତକାଲି ରାତିରେ ଲକ୍ଷାଧିକ ଟଙ୍କା ର ସାମଗ୍ରୀ ଲୁଟି ନେଇଛନ୍ତି ଦୁର୍ବୃତ୍ତ l ସୂଚନା ଅନୁଯାୟୀ , ବିକାଶ କୁମାର ସରକାର ନିଜ ଦେହ ଖରାପ ଥିବାରୁ ଗତ ଦଶ ଦିନ ହେବ ଭୁବନେଶ୍ୱର ରେ ରହି ଚିକିତ୍ସାତ ହେଉଥିଲେ l
ଏହାର!-->!-->!-->…
କାମାକ୍ଷାନଗର ରେ ସଚେତନତା ରଥ ପରିକ୍ରମା
କାମାକ୍ଷାନଗର ସିଡିପିଓ ଅଫିସ ପରିସରରେ ଆଜି ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବାଲ୍ୟ ବିବାହ ଓ ମହିଳା ଙ୍କ ଉପରେ ହେଉଥିବା ନିର୍ଯାତନା ଉପରେ ବ୍ଲକ ର ବିଭିନ୍ନ ଗ୍ରାମ ରେ ସଚେତନ କରିବା ପାଇଁ ରାଜ୍ୟ ସରକାର ଙ୍କ ତରଫରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l
ମୁଖ୍ୟ!-->!-->!-->…
ସବୁଠୁ ସୁନ୍ଦର
ଆକାଶ କେତେ ସୁନ୍ଦର ଦିଶେତା ଦେହେ ଯେବେ ତାରା ଟି ହସେ... ଟିକିଟିକି ହେଇ ସେ ପୁଟନ୍ତି..ମିଟିମିଟି କରି ଚାହଁ ଥାଆନ୍ତି! ଆକାଶେ ହେବେ ଜହ୍ନ ଉଏଁରେ କଇଁ ଭଲପାଏ ତାକୁ କେତେରେ!ଜହ୍ନକୁସମସ୍ତେ ଡାକନ୍ତି ମାମୁଁସଭିଏଁ ଚିହଁନ୍ତି ପିଲାଟି ଦିନୁ!
!-->!-->!-->…
ଜୟ ଜଗନ୍ନାଥ
ଯେତେ ଦୁଃଖ ଦିଅ ତୁହିରେ "କାଳିଆ" ରହିଥିବି ତୋର ସଙ୍ଗେଭାବର ଠାକୁର ମୋ ପାଇଁ ପଥର ସୁନା ସଂସାର ମୋ ଭାଙ୍ଗେ।(୧)ଯେଉଁ ଦିନ ତୋତେ ଦେଖିଲି!-->…