ହାତୀ ଆକ୍ରମଣରେ ଦିନ ମଜୁରିଆ ଙ୍କ ଗଲା ଜୀଵନ !
ହିନ୍ଦୋଳ ଉପଖଣ୍ଡ କନ୍ତିମିଲି ଗ୍ରା.ପ ଅନ୍ତର୍ଗତ କୁମୁରିସିଂହା ଗ୍ରାମର ଜୈନିକ ବ୍ୟକ୍ତି ଏକ ହାତୀ ଆକ୍ରମଣରେ ମୃତ୍ୟ ବରଣ କରିଥିବା ସମୟରେ ଆଜି ସକାଳ ସମୟରେ ଯୁବକଙ୍କ ମୃତଦେହ ଦୁଦୁରୁକୋଟ କୁମୁରିସିଂହା ବାଟରେ ପଡିଥିବା ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ ,ଗ୍ରାମର ବୈଷ୍ଣବ ନାଏକ(!-->!-->!-->…
ହାତୀ ଉପଦ୍ରବରେ ଜନଜୀବନ ଅସ୍ତବ୍ୟସ୍ତ , ଘର ଭାଙ୍ଗିଲା ଦନ୍ତା
ଢେଙ୍କାନାଳ ଜିଲ୍ଲାରେ ହାତୀ ସମସ୍ୟା ଥମିବାର ନାମ ନେଉନି।ହାତୀ ଆକ୍ରମଣରେ ମୃତ୍ୟୁବରଣ କରିବା ଓ ହାତୀ ଉପଦ୍ରବ କରିବା ନିତିଦିନିଆ ଘଟଣାରେ ପରିଣତ ହୋଇଛି।
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ ଏ ସି ୱାର୍ଡ ନଂ-୧୫ ଅନ୍ତର୍ଗତ ବରଗୋଜ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଚାରି ପାଞ୍ଚଟିକିଆ!-->!-->!-->…
କୁଲେଇ-ଜକା ଶୋଚନୀୟ ହୋଇଛି ପୂର୍ତ୍ତ ବିଭାଗ ରାସ୍ତା ; ମରାମତି ନହେଲେ ଆନ୍ଦୋଳନର ଚେତାବନୀ
ରେଙ୍ଗାଲି ବାମ ପାର୍ଶ୍ଵ କେନାଲ ରାସ୍ତା ଉପରେ ନିର୍ଭର କରିଥାନ୍ତି ପରଜଙ୍ଗ ବ୍ଲକର ମାଣକିମରା,ବସୁଲେଇ,ଗେଙ୍ଗୁଟିଆ ପଞ୍ଚାୟତର ପ୍ରାୟ ୨୦ ହଜାର ରୁ ଅଧିକ ଗ୍ରାମବାସୀ । ସୂଚନା ମୁତାବକ ଜାତୀୟ ରାଜପଥ ନଂ ୧୪୯ ଠାରୁ ସମଲ ପର୍ଯ୍ୟନ୍ତ କେନାଲ ରାସ୍ତା ଉପରେ ନିର୍ଭର କରିଥାନ୍ତି ଏହି ତିନୋଟି!-->…
ବର୍ଷାଜଳ ସଂରକ୍ଷଣ ଓ ସଚେତନତା ଆଲୋଚନା ଚକ୍ର
ଯୋରନ୍ଦା ଉଚ୍ଚ ବିଦ୍ୟାଳୟର ଏନସିସି ବିଭାଗ ତରଫରୁ ବର୍ଷା ଜଳ ସଂରକ୍ଷଣ ଓ ସଚେତନତା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ତନୁଶ୍ରୀ ମିଶ୍ର ମୋହଦୟା ସଭାପତିତ୍ୱ କରିବା ସହ ଛାତ୍ର ଛାତ୍ରୀ ମାନଙ୍କୁ ନିଜେ ବର୍ଷା ଜଳର!-->…
ଗେଣ୍ଡାଳିଆ ଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି ଷଡ଼ଙ୍ଗୀ
ବିଦେଶୀ ପକ୍ଷୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି ଢେଙ୍କାନାଳ ସହରରୁ ୪୦ କିମି ଦୂରରେ ଅବସ୍ଥିତ ଗଁଦିଆ ବ୍ଳକ ଅନ୍ତର୍ଗତ ଷଡ଼ଙ୍ଗୀ । ଗାଁ କୁ ଆସୁଥିବା ହଜାର ହଜାର ସଂଖ୍ୟାରେ ଗେଣ୍ଡାଳିଆ ପକ୍ଷୀଙ୍କ ଆଗମନ ହେଲେ ଏଠାକାର ଚାଷୀ ଚାଷ କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ହୁଏ। ମୌସୁମୀ ଆସିଲେ ଦଳ ଦଳ!-->…
ମୁଖ୍ୟ ଶାସନ ସଚିବଙ୍କୁ ଅଭିଯୋଗ ପରେ ବି ମିଳିଲାନି ଭତ୍ତା ,ବିଡିଓ କହୁଛନ୍ତି ଆଉଥରେ ଆବେଦନ କର !
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ କତ୍ତମ ପଞ୍ଚାୟତର ଜଣେ ଗରିବ ଲୋକ ଭତ୍ତା ପାଇଁ ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ ଭତ୍ତା ମିଳିଲା ନାହିଁ । ବିଡିଓଙ୍କୁ ନିବେଦନ କଲେ ଆଉଥରେ ଦରଖାସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋତ୍ତମ ପଞ୍ଚାୟତ ଖଇରା ସାହିର!-->…
ବର୍ଷା
ମୁଁ ଜାଣିନି...ତୁମେ ଶ୍ରାବଣ ର କୋହଭରା ଅଶ୍ରୁନା ଛାତିଫଟା ଆନନ୍ଦ ର ଲୁହବାସ୍ ଏତିକି ଜାଣିଛି...ଅପେକ୍ଷା ର ଅନ୍ତ ନିମନ୍ତେଚାଲିଆସ ଅମୃତ ରୂପରେ ...ତ କେବେ ମୁର୍ଦାର ଗ୍ରୀଷ୍ମ ର ବାସ୍ନାରେ ...
ରିମ୍ ଝିମ୍ ରିମ୍ ଝିମ୍ ହୋଇଝରି ପଡ଼ ବୋଲି ସଭିଁଏ କୁହନ୍ତି ତୁମକୁ ବର୍ଷାକିନ୍ତୁ ମୁଁ!-->!-->!-->…
ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଜେଆରଡି ଟାଟାଙ୍କୁ ତାଙ୍କ ୧୧୮ତମ ଜନ୍ମବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ
ଟାଟା ଷ୍ଟିଲ ମେରାମଣ୍ଡଳୀ (ଟିଏସ୍ଏମ୍) ପକ୍ଷରୁ ଜୁଲାଇ ୨୯ ତାରିଖ ଦିନ ଏହାର ନରେନ୍ଦ୍ରପୁରସ୍ଥିତ କାରଖାନାରେ ଭାରତ ରତ୍ନ ଜେଆରଡି ଟାଟାଙ୍କ ୧୧୮ତମ ଜନ୍ମବାର୍ଷିକୀ ପାଳିତ ହୋଇଯାଇଛି । ଏହି ଅବସରରେ ଟିଏସ୍ଏମ୍ର ବରିଷ୍ଠ ନେତୃମଣ୍ଡଳୀ ଯଥା ସେୟାର୍ଡ଼ ସର୍ଭିସେସ୍ ବିଭାଗ ଚିଫ୍ ବେଦ!-->!-->!-->…
ସରକାରୀ ରିପୋର୍ଟ ପଜିଟିଭ୍ ଘରୋଇ ରେ ନେଗେଟିଭ୍, ଦ୍ଵନ୍ଦ ରେ ସ୍ୱାସ୍ଥ୍ୟ ସେବା !
କ୍ୟାନସର ଚିକିତ୍ସା ନିମନ୍ତେ ସମସ୍ତ ପ୍ରସ୍ତୁତି ଅସ୍ତ୍ରୋପଚାର ପରେ ଆସିଲା ନେଗେଟିଭ ରିପୋର୍ଟ । ତେବେ ଏଭଳି କିଛି ଅଭିଯୋଗ ଆଣିଛନ୍ତି ରୋଗୀ ଙ୍କ ସମ୍ପର୍କିୟ । ତେବେ ଏଭଳି ଅଭିଯୋଗ କୌଣସି ଛୋଟିଆ କ୍ଲିନିକ କିମ୍ବା ଘରୋଇ ହସ୍ପିଟାଲ ଵିରୋଧ ରେ ନୁହେଁ ବରଂ ଯାହାକୁ ଏମ୍ସ ପ୍ଲସ୍!-->!-->!-->…
ହିନ୍ଦୋଳରେ ଉଜ୍ବଳ ଭାରତ ଉଜ୍ବଳ ଭବିଷ୍ୟତ ସଚେତନତା ଶିବିର ଅନୁଷ୍ଠିତ
ଭାରତ ସରକାରଙ୍କ ପକ୍ଷରୁ ବିଦ୍ୟୁତ ଶକ୍ତି ସଂରକ୍ଷଣ ପାଇଁ ୨୫ ଜୁଲାଇରୁ ଚାରିଦିନ ପାଇଁ ସାରାଦେଶରେ ପାଳନ କରାଯାଇଛି ଉଜ୍ବଳଭାରତ ଉଜ୍ବଳ ଭବିଷ୍ୟତ ।ସେହି ପରିପ୍ରେକ୍ଷିରେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ସ୍ୱଭାଗୃହରେ ଢେଙ୍କାନାଳ ଜିଲ୍ଲାପାଳଙ୍କ ଶ୍ରୀ ସରୋଜ କୁମାର ସେଠୀଙ୍କ!-->…