ହାତୀ ଆକ୍ରମଣରେ ଜଣେ ଗୁରୁତର
ଢେଙ୍କାନାଳ ଜିଲ୍ଲାର ବନାଞ୍ଚଳରେ ହାତୀ ଉପଦ୍ରବ ଓ ହାତୀ ଆକ୍ରମଣରେ ମୃତାହତ ଥମିବାର ନାମ ଧରୁନାହିଁ।ଢେଙ୍କାନାଳ ବନବିଭାଗ ସବୁ କ୍ଷେତ୍ରରେ ଫେଲ ମାରିଥିବା ଏଥିରୁ ଜଣାପଡୁଛି।
ସୂଚନା ଅନୁଯାୟୀ , ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବନାଞ୍ଚଳର ବାଉଁଶପୋଖରୀ ପଂଚାୟତ ଅନ୍ତର୍ଗତ ବରଡାପାଳ ଗ୍ରାମର!-->!-->!-->…
ବିବର୍ତ୍ତନ କ୍ରାନ୍ତି
ଶୁଭିବ ଗର୍ଜନ ଚନ୍ଦ୍ରଭାଗା କୂଳେଓଡ଼ିଶା ପଡ଼ିବ ଥରିହେବ ପୁନର୍ବାର ସତ୍ୟର ବିଜୟଫେରିବ ଅଯୋଧ୍ୟା ପୁରୀଆସ ଧର୍ମପଦ ଫେରିକର ପ୍ରାରମ୍ଭ ଏ ବିବର୍ତ୍ତନ କ୍ରାନ୍ତିଶାନ୍ତି ଯାଉ ପୁଣି ଭରି
ଖୋରଧା ମାଟିରୁ ପୁଣି ଶୁଭିବତାନ୍ତ୍ରିକର ମନ୍ତ୍ର ଡାକନିଆଁଖୁଣ୍ଟା ନିଆଁ ପୁଣି ଜଳିବଉଠ ଉଠ ହେ ପାଇକକାଟି!-->!-->!-->…
କେନାଲରୁ ଚାଷଜମିକୁ ପାଣି ନଯିବାରୁ ଚାଷୀଙ୍କ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହୁତି ଚେତାବନି
କଙ୍କଡାହାଡ଼ ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ଅଭାବନୀୟ ପରିସ୍ଥିତି ଉପୁଜିଥିଲା । କଙ୍କଡାହାଡ଼ ଗ୍ରାମର ଜଣେ ଚାଷୀ ସୁଦର୍ଶନ ପଣ୍ଡା(୪୫)ନିଜ ଚାଷ ଜମିକୁ କେନାଲରୁ ପାଣି ନଯିବାରୁ ବାରମ୍ବାର ଅଭିଯୋଗ କଲାପରେ ମଧ୍ୟ କେହି ନଶୁଣିବାରୁ ଆତ୍ମହୁତି କରିବାକୁ ଚେତାବନୀ ଦେଇଥିଲେ ।ବ୍ଲକ ପ୍ରଶାସନ!-->…
ମେଡ଼ିକାଲ୍ ରେ ସନ୍ଧ୍ୟା
ଭବିଷ୍ୟ କୁ ଆଖିରେ ରଖିଖୋଲା ପଲକ ରେ ଦେଖିଥିବା ସ୍ବପ୍ନ ସବୁଉଡ଼ି ଯାଆନ୍ତି ମେଡ଼ିସିନ୍ ଗନ୍ଧ ରେ...ଇଞ୍ଜେକ୍ସନ ବୋତଲ ଭଙ୍ଗା ହେବାର ଶବ୍ଦ ଶୁଣୁଶୁଣୁହୃଦୟ ଭାଙ୍ଗି ଛଅ ଫାଳ ହୁଏ ବିନା ଶବ୍ଦ ରେ...
କେହି ସିନା ବୁଝନ୍ତି ନି ସିରିଞ୍ଜ ଫୋଡା ହେବା ର ବାଧା ଟା..!ସେ ମା ଆଖି ର ଲୁହ , ବାପ!-->!-->!-->…
ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ରୋଡ଼ ପଞ୍ଚାୟତ ଗଇଲ ଗ୍ରାମରେ ଗତକାଲି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗଇଲ ଗ୍ରାମର ଭାରତ ଚନ୍ଦ୍ର ସାହୁଙ୍କ ଘର ପଛ ପାଖରେ ପଡିଶା ଘର ଲୋକ ବିଦ୍ୟୁତ୍ ତାର ଫସଲ କୁ ହାତୀ ଦାଉରୁ ରକ୍ଷା କରିବା ପାଇଁ ଟାଣିଥିଲେ। ସେହି ଗ୍ରାମର ଭରତ ସାହୁଙ୍କ ସ୍ତ୍ରୀ!-->…
ଦିନରେ ମାଙ୍କଡ଼ ର ଉତ୍ପାତ ଆଉ ରାତିରେ ହାତୀ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ସଂଜପଡା ପଂଚାୟତ ରକଲା ଗ୍ରାମରେ ଦିନବେଳେ ହନୁମାଙ୍କଡ଼ ଓ ରାତିରେ ହାତୀର ଉତ୍ପାତ ଲାଗିରହିଛି । ଏତେ ମାତ୍ରାରେ ହାତୀର ଆତଙ୍କ ଯେ ରାତିହେଲେ ଲୋକେ ଭୟରେ ରହୁଛନ୍ତି ।
କିଛିଦିନ ପୂର୍ବରୁ ୧୪ବର୍ଷର ବାଳକକୁ ହାତୀ ମାରି ଦେଇଥିଲା, ରାତି ଗାଁ ଲୋକମାନେ!-->!-->!-->…
ପ୍ରାତଃ ସ୍ମରଣୀୟ
ପ୍ରତି ଓଡ଼ିଆର ପ୍ରାତଃ ସ୍ମରଣୀୟପ୍ରଭୁ ଜଗନ୍ନାଥ ତୁମେତୁମରି ନାମରେ ଆସଇ ପ୍ରଭାତପୁଣ୍ୟ ଏ ଜଗତ ଧାମେ ll
କୋଟିଏ ପ୍ରାଣର ଗୋଟିଏ ଠାକୁରତୁମ ବିନା ନାହିଁ ଗତିସାରଜିଛ ତୁମେ ପାଳୁଛ ବି ତୁମେତୁମେ ହିଁ ଜଗତ ପତି ll
ତୁମେ ଦେଖାଇଛ ପ୍ରୀତିର ପୁଲ୍ଲକସୁମଧୁର ସମ୍ମୋହନଦେଇଛ ବି ତୁମେ ଅମୃତ!-->!-->!-->!-->!-->…
ରାସ୍ତା ମରାମତି ଦାବିରେ ଗଛ ଲଗାଇବାକୁ ଯାଇଥିବା ବନ କର୍ମଚାରୀଙ୍କୁ ଅଟକ ରଖିଲେ ବାଘମୁଣ୍ଡା ଗ୍ରାମବାସୀ
ରାସ୍ତା ମରାମତି ଲୋକମାନେ ନିଜେ କରୁଛନ୍ତି , ପ୍ରଶାସନ କୁ ଯେତେ ଗୁହାରୀ କଲେ ବି କୌଣସି ସୁଫଳ ମିଳୁନାହିଁ ପୁଣି ସେହି ରାସ୍ତାରେ ବନ ବିଭାଗର ଟ୍ରାକ୍ଟର ଯାଇ ରାସ୍ତାକୁ କରୁଛି ଖରାପ ।
ଯାହାକୁ ନେଇ ଆଜି ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ କୁଟୁରିଆ ପଂଚାୟତ ବାଘମୁଣ୍ଡା ଗାଁର ଲୋକମାନେ!-->!-->!-->…
ମହିମାଗାଦି ତୃତୀୟବେଢା ମାହାଳ ମୂଳ ଉଚ୍ଛେଦ ପ୍ରକ୍ରିୟା ସମ୍ପର୍କରେ ଶାନ୍ତି କମିଟି ବୈଠକ ;ଉଚ୍ଛେଦ କାର୍ଯ୍ୟ ସ୍ଥଗିତ…
ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଗ୍ରାମ ପଞ୍ଚାୟତ ସଭାଘରେ ଆଜି ମହିମାଗାଦି ତୃତୀୟ ବେଢା ଉଚ୍ଛେଦ ପ୍ରକ୍ରିୟା ଓ ସମ୍ଭାବ୍ୟ ଆଇନ୍ ଶ୍ରୃଙ୍ଖଳା ପରିସ୍ଥିତି ଉପୁଜିବା ଦୃଷ୍ଟିରେ ରଖି ଆଜି ଯୋରନ୍ଦା ସରପଞ୍ଚ ଆରତୀ ନାୟକ ଙ୍କ ସଭାପତିତ୍ବରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା ।ଗତ ୨୩ ତାରିଖ!-->…
ମହାମହିମା ବିମଣ୍ଡିତା ଦ୍ରୌପଦୀ ମୁର୍ମୁ
ମହିୟସୀ ହେ ମହାମହିମା ବିମଣ୍ଡିତାପଞ୍ଚଦଶ ରାଷ୍ଟ୍ରପତି ଭାବରେ ଶୋଭିତାତୁମ୍ଭେ ଆମ୍ଭ ଅତି ପ୍ରିୟ ଉତ୍କଳ ଲଳନାତେଣୁ ଆମେ ଗାଉଥିବୁ ତୁମରି ବନ୍ଦନା !
ରହିବ ସିନା ଯାଇ ରାଷ୍ଟ୍ରପତି ଭବନେଯଶ ତୁମ ବ୍ୟାପି ଯିବ ଭୁବନେ ଭୁବନେଶରୀର ତୁମର ରହୁ ରାଇସିନା ଧାମେମନ କିନ୍ତୁ ରହିଥାଉ!-->!-->!-->!-->!-->…