News
lipub
samparksetu

ଟଙ୍କିକିଆ ଚାଉଳ ପାଲଟିଛି ଲାଭଜନକ ବ୍ୟବସାୟ ; ୧ଟଙ୍କାରେ କିଣି ୧୫ଟଙ୍କାରେ ବିକ୍ରୀ କରୁଛନ୍ତି ହିତାଧିକାରୀ

ଢେଙ୍କାନାଳ ଜିଲ୍ଲାରେ ଟଙ୍କିକିଆ ଚାଉଳ ଦେଉଛି ରୋଜଗାର । କଥାଟା ଯେତିକି ସମ୍ବେଦନଶୀଳ ସେତିକି ଚିନ୍ତନର ବିଷୟ । ସରକାରଙ୍କୁ ଠକି ଖାଦ୍ୟସୁରକ୍ଷା ଯୋଜନାରେ ନିଜକୁ ସାମିଲ କରି ୧ଟଙ୍କାରେ ଚାଉଳ କିଣିବା ପରେ ସେହି ଚାଉଳକୁ ୧୫ ଟଙ୍କାରେ ବିକ୍ରୀ କରିବା ବେଶ ଲାଭଜନକ ବ୍ୟବସାୟରେ ପରିଣତ ହୋଇଛି

ଜଙ୍ଗଲର ଡାକ

ଜଙ୍ଗଲର ଚିତ୍କାର ସୂର୍ଯ୍ୟର ପ୍ରକୋପକୁ ବି ସିଥଳ ରୂପରେ ପରିଣତ କରିଦିଏ,ତା'ର ଛାତି ଚିରି ଯଦି ସହର ଆଉ ରାସ୍ତା ନିର୍ମାଣ ହୁଏ ତେବେ ସେ ପ୍ରାନ୍ତରେ ବାଟୋଇକୁ ବି ଆଶ୍ରୟ ମିଳେନାହିଁଖାଲି ମା'' ପରି ସିନା ସିଏ ତା'ର ଶିଥଳ ଛାଇ ଆଉ ଅମ୍ଳଜାନ ଦେଇ ଆମ ଜୀବନ ବଞ୍ଚାଏ ହେଲେ ସମୟ ଆସିବ

ରାସ୍ତା କଡରେ ଥିବା ଗଛରେ ପିଟି ହେଲା କାର ,ଚାଳକ ମୃତ !

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କାମାକ୍ଷାନଗର-କଙ୍କଡାହାଡ଼ ପୂର୍ତ୍ତ ବିଭାଗ ରାସ୍ତାର ତଣ୍ଡିମୁଣ୍ଡା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ କାମାକ୍ଷାନଗର ଥାନା ମହୁଲପାଳ ଗାଁର ସନ୍ତୋଷ ସାସମାଲ । ସେ କୌଣସି କାମରେ ଘରୁ କଙ୍କଡାହାଡ଼

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୱାର୍ଡ ସଭ୍ୟ ମୃତ

କପିଳାସ ମୁଖ୍ୟରାସ୍ତା ଦେଓଗାଁ ଛକ ରେ ଗତକାଲି ବିଳମ୍ବିତ ରାତ୍ରୀ ରେ ଏକ ସଡ଼କ ଦୁର୍ଘଟଣା ରେ ନବ ନିର୍ବାଚିତ ୱାର୍ଡ ସଭ୍ୟ ଗୋପୀନାଥ ସାମଲ (୪୫ )ଙ୍କର ମୃତ୍ୟୁ ଘଟିଛି |ପ୍ରତ୍ୟକ୍ଷଦର୍ଶୀ ଙ୍କ କହିବା ଅନୁସାରେ ନିଜ ଗାଁ ଦେଓଗାଁ ରୁ ପାଖ ଗାଁ କୁ ଯାତ୍ରା ଦେଖିବାକୁ ଯାଉଥିବା ସମୟରେ ଛକ ଉପରେ

ସଡକ ଦୁର୍ଘଟଣା ରେ ଜଣେ ମୃତ

ପିକଅପ୍ ଭ୍ୟାନ ଓଲଟି ଡ୍ରାଇଭର ମୃତ୍ୟୁ ହୋଇଛି। ମୃତକ ହେଲେ ପରଜଙ୍ଗ ଥାନା ଗଡପଳାଶୁଣି ଗ୍ରାମର କିରଣ ସାହୁ। ସେ ଆଜି ଅପରାହ୍ନ ସମୟରେ ଚୁଡା ବୋଝେଇ କରି କାମାକ୍ଷାନଗରୁ ନିଜ ଗାଁ ଗଡପଳାଶୁଣି ଫେରୁଥିଲେ। ଆସିବା ବାଟରେ ଜରଡା ଗ୍ରାମ ନିକଟରେ ଘାଟି ଅତିକ୍ରମ କରୁଥିବା ବେଳେ ଭାରସମ୍ୟ ହରାଇ

” ମୁଁ ବି ସ୍ୱୟଂ ସମ୍ପୂର୍ଣ୍ଣା ” ସମ୍ମାନ ରେ ସମ୍ବର୍ଦ୍ଧିତ ହେଲେ ଢେଙ୍କାନାଳ ଝିଅ ଅଙ୍କିତା

ଭୁବନେଶ୍ୱର ପ୍ରେସକ୍ଳବ ଠାରେ ମଙ୍ଗଳବାର ଦିନ ଆୟୋଜିତ ମାସିକ ଓଡ଼ିଆ ଖବର କାଗଜ ଶାନ୍ତିସ୍ତୁପ ର ପ୍ରଥମ ସ୍ୱନକ୍ଷେତ୍ର ଉତ୍ସବରେ "ମୁଁ ବି ସ୍ୱୟଂ ସମ୍ପୂଣ୍ଣା -୨୦୨୨ " ସମ୍ମାନରେ ସମ୍ବର୍ଦ୍ଧିତ ହୋଇଛନ୍ତି ଢେଙ୍କାନାଳ ଝିଅ ଅଙ୍କିତା ସାହୁ । ପୁରସ୍କାର ସ୍ୱରୂପ ମାନପତ୍ର ,ପୁଷ୍ପଗୁଚ୍ଛ ଏବଂ

ପେଟ୍ରୋଲ ଏବଂ ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ନେଇ ବିକ୍ଷୋଭ

ଢେଙ୍କାନାଳ ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ଦେଶରେ ତୈଳ ଦର ଏବଂ ରନ୍ଧନ ଗ୍ୟାସ ବୃଦ୍ଧିନେଇ କୁଞ୍ଜକାନ୍ତ ସ୍ଥିତ ପେଟ୍ରୋଲ ପମ୍ପ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶ ରେ ମହଙ୍ଗାୟୀ ମକ୍ତୁ ଭାରତ ଅଭିଯାନ ଆହ୍ଵାନରେ ଏହି ବିକ୍ଷୋଭ

ଆତ୍ମରକ୍ଷା ତାଲିମ ଶିବିର ଉଦଘାଟିତ

ଢେଙ୍କାନାଳ ଓଡାପଡା ବ୍ଲକ ସିମିନଈ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ମାନଙ୍କର ଆତ୍ମରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ତରଣୀସେନ ଗଡନାୟକଙ୍କ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ଛାତ୍ରୀ

ବ୍ଲକ୍ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ

ଢେଙ୍କାନାଳ ସହର ଅନ୍ତର୍ଗତ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ୍‌ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ବୁଧବାର ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସେ ସ୍ୱର୍ଗତ

ହାତୀ ଆକ୍ରମଣରେ ଯୁବକ ମୃତ

ଗଁଦିଆ ବ୍ଲକରେ ହାତୀ ଆକ୍ରମଣରେ ଜଣେ ଯୁବକ ମୃତ୍ୟୁ ବରଣ କରିଥିବାର ଜଣାଯାଇଛି l ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ଯେ ଷଡ଼ଙ୍ଗୀରେଞ୍ଜ ଅନ୍ତର୍ଗତ ଅଶ୍ୱଖୋଲା ସଂରକ୍ଷିତ ଜଙ୍ଗଲ ମଧ୍ୟକୁ ଗତକାଲି ପାଖ ପାଖ ଆମ୍ବପଡା ଗ୍ରାମର ବାବୁ ମଳିକ ର ପୁଅ ରାଜେନ୍ଦ୍ର ମଳିକ (୩୨) ଗ୍ରାମଠାରୁ ୩କିମି
error: Content is protected !!