News
lipub
samparksetu

ଲେମ୍ବୁ

ପରିବା ଦୋକାନୀଙ୍କୁଯାଇ ପଚାରେ ଗ୍ରାହକଦୋକାନେ ତମଅଛି କି ସୁନା...ଏପଟେ ବ୍ୟାଙ୍କ୍ ରେ ଚାଲିଛି" ଲେମ୍ବୁ ଲୋନ୍ ମେଳା I " କିନ୍ତୁ ଜିଓ ଭାଇଙ୍କୁଲୋନ୍ ମିଳେନା...ସହର ସୁନ୍ଦରୀଲେମ୍ବୁ ସହ ଉଠାଇ ସେଲ୍ଫିଲାଇକ୍ ସେୟାରକମେଣ୍ଟସ୍ ଗଣି ପାରେନା...ଲଙ୍କା ସହ ମିଶିନଜର କାଟୁଥିବାଲେମ୍ବୁ

ଛାତ୍ରୀ ମାନଙ୍କ ଆତ୍ମରକ୍ଷା ତାଲିମ ଶିବିର ଉଦଘାଟିତ

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଭାପରୁ କୋଇଲି ପଙ୍ଗି ସ୍ଥିତ ଦେବେନ୍ଦ୍ର ଶତପଥୀ ସ୍ମାରକୀ ଉଚ୍ଚ ମାଧ୍ୟମକି ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ତରଫରୁ ଛାତ୍ରୀ ମାନଙ୍କ ଆତ୍ମରକ୍ଷା ତାମିଲ ଶିବିର ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ

ଛଣବୋଲୁଅ ଗ୍ରାମକୁ ରାଜସ୍ୱ ଗ୍ରାମ ମାନ୍ୟତା ଦାବି

ଢେଙ୍କାନାଳ ଜିଲ୍ଲା ସଦର ତହସିଲ ବେଲଟିକିରି ରାଜସ୍ୱ ନିରୀକ୍ଷକଙ୍କ ଅଧୀନରେ ଥିବା ଛଣବୋଲୁଅ ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବା ପାଇଁ ଗ୍ରାମାବାସୀ ମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଛଣବୋଲୁଅ ଗ୍ରାମଟି ଏକ ପଡା ଗ୍ରାମ ହୋଇଥିବା ବେଳେ ନାଗିଆପଶି ପଞ୍ଚାୟତ କୃଷ୍ଣ

ଆତ୍ମରକ୍ଷା ତାଲିମ ଶିବିର ଉଦଘାଟିତ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ହିନ୍ଦୋଳ ରୋଡ ସ୍ଥିତ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟ ତରଫରୁ ଛାତ୍ରୀ ମାନଙ୍କ ଆତ୍ମରକ୍ଷା ତାଲିମ ଶିବିର ଅନୁଷ୍ଠତି ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା

କପିଳାସର ଅନନ୍ୟ ଆକର୍ଷଣ ନେପାଳୀ ମୂଷା

ଢେଙ୍କାନାଳ ଜିଲ୍ଲାର ତଥା ଓଡିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ତଥା କପିଳାସ ଅଭୟାରଣ୍ୟରେ ବୃହତ ଗୂଣ୍ଡୁଚିମୂଷା ବା ନେପାଳୀ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଣ କରୁଛନ୍ତି । ନେପାଳୀ ମୂଷା ବା ବୃହତ ଗୁଣ୍ଡୁଚିମୂଷାଙ୍କର ବଂଶ ବିସ୍ତାର,ସୁରକ୍ଷାପାଇଁ ପରିବେଶବିତ ମାନେ ଦାବି କରିଛନ୍ତି । କପିଳାସ

ରାମ ନବମୀରେ ମାନବିକତାର ପରିଚୟ ଦେଖାଇଲେ ବଜରଙ୍ଗ ଦଳ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଗଡ଼ନୃସିଂହପ୍ରସାଦ ପଞ୍ଚାୟତ ଅନ୍ତର୍ଗତ କାଶୀପୁର ହରିଜନ ସାହିର ୫୫ ବର୍ଷୀୟ ଖେଳଣା ନାଏକ ଙ୍କର ଏକ ମାତ୍ରପୁଅ ଦୀପୁ ନାଏକ (୨୫) ଅର୍ଥ ଅଭାବରୁ ଗତ ସପ୍ତାହରେ ଯକ୍ଷ୍ମାରୋଗରେ ପୀଡିତ ହୋଇ ମୃତ୍ୟୁ ବରଣ କରିଛନ୍ତି । ପରିବାରର ଆର୍ଥିକ ଅବସ୍ଥା ଶୋଚନୀୟ ଥିବା ବେଳେ

ବାରହା ଆକ୍ରମଣରେ ବୃଦ୍ଧା ଗୁରୁତର

ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ବନଖଣ୍ଡ ଅନ୍ତର୍ଗତ ଡିହଡୋଳ ସେକ୍ସନ ଖାଲପାଳ ଗ୍ରାମରେ ବାରହା ଆକ୍ରମଣରେ କିଶୋରୀ ସିଂ ବି ବର୍ମା (୬୨) ଗୁରୁତର ହୋଇଛନ୍ତି । ଖବର ମୁତାବକ ଶ୍ରୀ ବର୍ମା ପ୍ରତ୍ୟେକ ଦିନ ସକାଳୁ ପରିଭ୍ରମଣ ନିମନ୍ତେ ନିଜ ଘରଠାରୁ ପୁରୁଣା ଗ୍ରାମ ଅଭିମୁଖେ ଯାଇଥାନ୍ତି । ସେହିପରି

ଚୀନର ହୀନଚକ୍ରାନ୍ତ ପରେ ମଧ୍ଯ ଚମକିବ ଭାରତ

ସମଗ୍ର ବିଶ୍ଵରେ ବର୍ତ୍ତମାନ ସମୟରେ ବିଭିନ୍ନ ନାଟକୀୟ ଭାବେ ଉପୁଜିଥିବା ପରିବର୍ତ୍ତନ ଆଶ୍ଚର୍ଯ୍ୟ କରିଥିବା ବେଳେ, ଦକ୍ଷିଣ ଏସିଆ ମଧ୍ଯ ସେଥିରୁ ବାଦ୍ ପଡି ନାହିଁ l ନିକଟରେ ଚୀନର ଚତୁରତାକୁ ବୁଝି ନପାରି ପାକିସ୍ଥାନ ଓ ଶ୍ରୀଲଙ୍କା ଦୁର୍ଦ୍ଦଶା ଭୋଗୁଛନ୍ତି l କୋଭିଡ଼ ମହାମାରୀ ସଂକ୍ରମଣ

କେନାଲ ରୁ ମହିଳାଙ୍କ ମୃତଦେହ ଉଦ୍ଧାର

ପରଜଙ୍ଗ ବ୍ଲକ ମାଣିକ ମରା ପଞ୍ଚାୟତ କାଦପଡ଼ା ଗ୍ରାମ ଦେଇ ଯାଇଥିବା ରେଙ୍ଗାଳି ବାମ କେନାଲରେ ଏକ ମହିଳାଙ୍କ ଶବ ଭାସୁଥିବା ର ଦେଖି ଦଦରା ଘାଟି ଫାଣ୍ଡି ଅଧିକାରୀ ଙ୍କୁ ଜଣାଇଥିଲେ। ଦଦରା ଘାଟି ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ କେନାଲ ଦୁଇ ହୁଡ଼ା ରେ ଶହ ଶହ ଲୋକ ରୁଣ୍ଡ ହୋଇ
error: Content is protected !!