ପେଟ୍ରୋଲ ଏବଂ ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ନେଇ ବିକ୍ଷୋଭ
ଢେଙ୍କାନାଳ ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ଦେଶରେ ତୈଳ ଦର ଏବଂ ରନ୍ଧନ ଗ୍ୟାସ ବୃଦ୍ଧିନେଇ କୁଞ୍ଜକାନ୍ତ ସ୍ଥିତ ପେଟ୍ରୋଲ ପମ୍ପ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶ ରେ ମହଙ୍ଗାୟୀ ମକ୍ତୁ ଭାରତ ଅଭିଯାନ ଆହ୍ଵାନରେ ଏହି ବିକ୍ଷୋଭ!-->…
ଆତ୍ମରକ୍ଷା ତାଲିମ ଶିବିର ଉଦଘାଟିତ
ଢେଙ୍କାନାଳ ଓଡାପଡା ବ୍ଲକ ସିମିନଈ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ମାନଙ୍କର ଆତ୍ମରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ତରଣୀସେନ ଗଡନାୟକଙ୍କ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ।
ଛାତ୍ରୀ!-->!-->!-->…
ବ୍ଲକ୍ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ
ଢେଙ୍କାନାଳ ସହର ଅନ୍ତର୍ଗତ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ୍ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ବୁଧବାର ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।
ସେ ସ୍ୱର୍ଗତ!-->!-->!-->…
ହାତୀ ଆକ୍ରମଣରେ ଯୁବକ ମୃତ
ଗଁଦିଆ ବ୍ଲକରେ ହାତୀ ଆକ୍ରମଣରେ ଜଣେ ଯୁବକ ମୃତ୍ୟୁ ବରଣ କରିଥିବାର ଜଣାଯାଇଛି l ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ଯେ ଷଡ଼ଙ୍ଗୀରେଞ୍ଜ ଅନ୍ତର୍ଗତ ଅଶ୍ୱଖୋଲା ସଂରକ୍ଷିତ ଜଙ୍ଗଲ ମଧ୍ୟକୁ ଗତକାଲି ପାଖ ପାଖ ଆମ୍ବପଡା ଗ୍ରାମର ବାବୁ ମଳିକ ର ପୁଅ ରାଜେନ୍ଦ୍ର ମଳିକ (୩୨) ଗ୍ରାମଠାରୁ ୩କିମି!-->…
ଭିଜିଲାନ୍ସ ଜାଲରେ ଭୁବନ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ସହକାରୀ କିରାଣୀ
ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କାର୍ଯ୍ୟରତ କନିଷ୍ଠ ସହକାରୀ କିରାଣୀ ବିଧୁପ୍ରସାଦ ବେହେରା ।
ମେଡ଼ିକାଲ ଚିକିତ୍ସା ବିଲ କରେଇ ଦେବା ପରେ ଜଣେ ଶିକ୍ଷୟିତ୍ରୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ।!-->!-->!-->…
ପାନୀୟ ଜଳ ସଙ୍କଟ , ବସ୍ତି ବାସିନ୍ଦାଙ୍କ ରାଜପଥ ଅବରୋଧ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଆଖୁଆପାଳ ପଞ୍ଚାୟତ ରଙ୍ଗଥଳି ଛକ ନିକଟରେ ୧୪୯ ନମ୍ବର ଜାତୀୟ ରାଜପଥକୁ ଲାଗି ପାଞ୍ଚ ନମ୍ବର ବସ୍ତି ବାସିନ୍ଦା ରହିଛି ।ଏଠାରେ ପ୍ରାୟ ୩୫ରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଥିବା ବେଳେ ଏମାନଙ୍କ ପାଇଁ ଘୋର ପାନୀୟ ଜଳର ଅଭାବ ରହିଛି ।
ଉକ୍ତ ବସ୍ତିରେ ୨ଟି!-->!-->!-->…
ଦଶୀପୁର ଗାଁରେ ହୋଇଥିବା ଆବାସ ଘର କଲେଙ୍କାରୀ ଘଟଣା ଉପରେ ରିପୋର୍ଟ ମାଗିଲେ ଉପଜିଲ୍ଲାପାଳ
କଙ୍କଡାହାଡ଼ ବ୍ଲକ ଦଶୀପୁର ପଂଚାୟତରେ ଆବାସ କଲେଙ୍କାରୀ ର ଗୋଟିଏ ପରେ ଗୋଟିଏ ଦୁର୍ନୀତି ଏବେ ପଦାକୁ ଆସୁଛି ।ବିଭିନ୍ନ ଗଣମାଧ୍ୟମରେ ଏହି ଖବର ପ୍ରକାଶିତ ହେଲାପରେ ଆଜି କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ଏହା ଉପରେ ବ୍ଲକ କୁ ରିପୋର୍ଟ ମାଗିଛନ୍ତି ।ଅଭିଯୋଗ ଏଭଳିଆ ଏଠାରେ ଘର!-->…
କାଜୁ ପ୍ଲାଣ୍ଟେସନ ନାମରେ ଲକ୍ଷ ଲକ୍ଷ ଟଙ୍କା ଚଳୁ ଅଭିଯୋଗ ;ନ୍ୟାୟ ପାଇଁ ଚାଷୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ
ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ବେଲଟିକିରି ପଞ୍ଚାୟତ ଦାମୋଦରନାଳୀ ଗ୍ରାମରେ କାଜୁ ପ୍ଲାଣ୍ଟେସନ ନାମରେ ଲକ୍ଷ ଲକ୍ଷ ଟଙ୍କା ହେରଫେର ହୋଇଥିବା ଚାଷୀ ମାନେ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଭାବରେ ଅଭିଯୋଗ କରିଥିବାର ଜଣାପଡିଛି । ଗ୍ରାମର ତପନ କୁମାର ସାହୁ କାଳନ୍ଦୀ ବେହେରା,ବୁନୁ ନାଏକ,ଦୀପକ!-->…
ହାତୀ ଆକ୍ରମଣରେ ଜଣେ ଗୁରୁତର
ଢେଙ୍କାନାଳ ବନଖଣ୍ଡ ମହାବି ରାଡ ରେଞ୍ଜ ଡିହ ଡୋଳ ଫରେଷ୍ଟ ସେକସନ ରିଆ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଆହତ ହୋଇଥିବାର ଜଣାପଡିଛି । କୁମୁସି ପଞ୍ଚାୟତ ରିଆ ଗ୍ରାମର ରବି ନାରାୟଣ ରାଉତ(୬୦) ଏବଂ ବେଣୁଧର ସାହୁ (୬୫)ଗ୍ରାମ ନିକଟରେ ଥିବା କାଜୁ ବଗିଚାକୁ ଯାଇଥିଲେ ।
ଦିନ ପ୍ରାୟ!-->!-->!-->…
ସ୍ବାସ୍ଥ୍ୟ ଓ ଆରୋଗ୍ଯ କେନ୍ଦ୍ର ଶ୍ରୀମୂଳା ଠାରେ ଆନାଲାଇଜର ଉଦଘାଟିତ
ଶୋଭା ଦ୍ବାରା ପରିଚାଳିତ ସ୍ବାସ୍ଥ୍ୟ ଓ ଆରୋଗ୍ଯ କେନ୍ଦ୍ର ଶ୍ରୀମୂଳା ଠାରେ ନବଭାରତ ଭେଞ୍ଚରସ ଲିମିଟେଡ ସହାୟତାରେ ଜନସାଧାରଣ ଙ୍କ ସୁବିଧା ନିମନ୍ତେ ଏକ ସେମି ଅଟୋ ଆନାଲାଇଜର ର ଉଦଘାଟନ ଓ ଜନସାଧାରଣ ଙ୍କ ନିମନ୍ତେ କାର୍ଯ୍ୟଖ୍ୟମ ଢେଙ୍କାନାଳ ର ମାନ୍ୟବର ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର!-->…