News
lipub
samparksetu

ଡାକ୍ତର ଙ୍କୁ ମାଡ଼ ମାରି ବନ୍ଧା ହେଲେ ଯୁବକ

ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ଙ୍କୁ ମାଡ଼ ମାରି ବନ୍ଧା ହେଲେ ଯୁବକ l ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟରତ ଜଣେ ଡାକ୍ତର ସୋମେନ୍ଦ୍ର ସାହୁ ଙ୍କୁ ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବକ ମାଡ଼ ମାରିଥିଲେ l ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହୋଇଛି l

ହାତୀ ନେଲା ବୃଦ୍ଧାଙ୍କ ଜୀବନ

ଢେଙ୍କାନାଳ ଜିଲ୍ଲା ବଳରାମ ପ୍ରସାଦ ସ୍ଥିତ ପାନିକଝର ପାହାଡତଳ ଆମ୍ବତୋଟାରେ ଆମ୍ବ ଗୋଟାଉଥିବା ସମୟରେ ଏକ ବଣୁଆ ହାତୀ ସମ୍ମୁଖରେ ପାଇ ଦଳିଦେବାରୁ ଘଟଣା ସ୍ଥଳରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ମୃତବୃଦ୍ଧା ହେଉଛନ୍ତି ନିକଟସ୍ଥ ବଳରାମପ୍ରସାଦ ଗ୍ରାମର ୭୫ ବର୍ଷ ବୟସ୍କା ଲକ୍ଷ୍ମୀପ୍ରିୟା

ଯୌତୁକ ପାଇଁ ନବ ବଧୂକୁ ହତ୍ୟା ଅଭିଯୋଗ, ସ୍ବାମୀକୁ ଆଜୀବନ କାରାଦଣ୍ଡ

ଢେଙ୍କାନାଳ ଜିଲା କାମାକ୍ଷାନଗର ଅତିରିକ୍ତ ଜିଲ୍ଲା ଦୌରାଜଜ ମଧୂମିତା ମହାନ୍ତି ଶୁକ୍ରବାର ଯୌତୁକ ପାଇଁ ହତ୍ୟା ମାମଲାର ଶୁଣାଣି କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରାବାସହ ୧୦ ହଜାର ଟଙ୍କା ଜୋରିମନା ଆଦେଶ ଦେଇଛନ୍ତି। ଜୋରିମନା ଅନାଦେୟ ଅଧିକ ୬ ମାସ ସଶ୍ରମ

କୂଅରୁ ଛେଳି ଉଦ୍ଧାର କରିବାକୁ ଯାଇ ଯୁବକର ମୃତ୍ୟୁ

ଗତକାଲି ସନ୍ଧ୍ୟା ସମୟରେ କୂଅରୁ ଛେଳି ଉଦ୍ଧାର କରିବାକୁ ଯାଇ ଜଣଙ୍କର ମୃତ୍ୟୁ ହୋଇଯାଇଛି । ସୂଚନା ଅନୁଯାୟୀ , ଗଁଦିଆ ଥାନା ଅନ୍ତର୍ଗତ ସୋରିଶିଆପଦା ଗ୍ରାମ ପଂଚାୟତ ଅଧୀନ ବଣିଆ ଗ୍ରାମର ପାତ୍ର କାଲୁଣ୍ଡିଆ ର ପୁଅ ଗୋପୀ କାଲୁଣ୍ଡିଆ (୩୮) ନିଜର ଘର ପାଖରେ ଥିବା ଏକ ଖୋଲା କୂଅରେ ଏକ ଛେଳି

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ଆବଶ୍ୟକ ଠାରୁ ଅଛନ୍ତି ଖୁବକମ୍ ଡାକ୍ତର , ନାହାନ୍ତି ରେଡିଓଲୋଜିଷ୍ଟ ହୋଇପାରୁନାହିଁ…

ଢେଙ୍କାନାଳ ଜିଲ୍ଲା କୁ ସ୍ବାସ୍ଥ୍ୟ ବିଭାଗର ହେହ୍ୟ ମନୋଭାବ, ବିପର୍ଯ୍ୟସ୍ତ ହୋଇପଡିଛି ସ୍ୱାସ୍ଥ୍ୟ ସେବା ଆବଶ୍ୟକ ଠାରୁ ଖୁବ କମ୍ ଡାକ୍ତର ଙ୍କୁ ନେଇ ଚାଲିଛି ଚିକିତ୍ସା । ୬ ମହଲା ବିଶିଷ୍ଠ କୋଠା ହେଲେ ମଧ୍ୟ ଜିଲ୍ଲାବାସୀଙ୍କ ସ୍ୱାସ୍ଥ୍ୟ ସେବାରେ କାମରେ ଆସୁନାହିଁ । ସୂଚନା ଅନୁଯାୟୀ

ଶୋଚନୀୟ ଅଵସ୍ଥାରେ ବଣିଆପଡ଼ା ଗାଁ ରାସ୍ତା

ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ବଣିଆପଡ଼ା ଗାଁ କୁ ଯାଇଥିବା ରେଲୱେ ଅଣ୍ଡର ପାସ ରାସ୍ତା ଶୋଚନୀୟ ଅବସ୍ଥାରେ ପରିଣତ ହୋଇଛି ।ଏହା ଗାଁ କୁ ଯିବାକୁ ମୁଖ୍ୟ ରାସ୍ତା ହୋଇଥିବା ବେଳେ , ନିକଟସ୍ଥ ବାଲିଘାଟକୁ ସେହି ରାସ୍ତା ଦେଇ ଦୈନିକ ଶତାଧିକ ଥର ବାଲିବୋଝେଇ ହାଇୱା ଯିବା ଆସିବା କରୁଛି ।।

ବଡ଼ ବାପା ଟାଙ୍ଗିଆ ଚୋଟରେ ପୁତୁରାର ଜୀଵନ ଗଲା

ନିଜର ବଡ଼ ବାପାର ଟାଙ୍ଗିଆ ଚୋଟରେ ପୁତୁରାର ମୃତ୍ୟୁ ହୋଇଥିବାର ଜଣାପଡ଼ିଛି । ସୂଚନା ଅନୁଯାୟୀ , ଗଁଦିଆ ଥାନା ଅନ୍ତର୍ଗତ ବିଧାରପୁର ଗ୍ରାମ ପଂଚାୟତ ଅଧୀନ ଝିଲ୍ଲୀ ଗ୍ରାମର ଦୁଇ ପରିବାର ଧନେଶ୍ୱର ଦେହୁରୀ (୬୦) ଓ ତାର ପୁତୁରା ଗୌରାଙ୍ଗ ଦେହୁରୀ (୩୪) ମଧ୍ୟରେ ଜାଗାବାଡି଼କୁ ନେଇ ଦୀର୍ଘ

ରୋଡ ଡିଭାଇଡର ରେ ପିଟି ହୋଇ ଯୁବକ ମୃତ

ଭୁବନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୩ ଅନନ୍ତପୁର ଛକ ନିକଟରେ ରୋଡ ଡିଭାଇଡର ରେ ପିଟି ହୋଇ ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ , ନିହଲପ୍ରସାଦ ଗ୍ରାମ ର ସ୍ବର୍ଗତ ନବଘନ ସାହୁ ଙ୍କ ପୁଅ ସୌରପ ସାହୁ (୩୧) କୌଣସି କାର୍ଯ୍ୟ ରେ ସାମଳ ଗ୍ରାମ କୁ ଆସିଥିଲେ । ସାମଳ ଗାଁରେ କାମ

ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ୍ବାର୍ଡ ନଂ-୨ର ଲୁଣିଖିଆ ମୌଜାରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ କୌଣସି ପରିଚୟ ମିଳି ପାରିନାହିଁ। ଘଟଣା ସ୍ଥଳରେ ଭୁବନ ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ପାରିପାର୍ଶ୍ବିକ ଘଟଣାରୁ ମୃତ ଯୁବକଙ୍କ

ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ

ଅସହ୍ୟ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ଟେବୁଲ ଫ୍ୟାନ ସଜାଡୁ ଥିବା ବେଳେ ବିଦ୍ୟୁତ ଆଘାତରେ ଯୁବକଙ୍କର ମୃତ୍ୟୁ ହୋଇଛି । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ଅନ୍ତର୍ଗତ ସାମଳ ଗାଁରେ । ଗାଁର ପ୍ରକାଶ ଥାଟୋଇ ଗତକାଲି ରାତି ପ୍ରାୟ ଦଶଟା ସମୟରେ ଖାଇସାରି ଶୋଇବା ସମୟରେ
error: Content is protected !!