ଭୁଶୁଡ଼ିଲା ସାରଙ୍ଗଧର ଷ୍ଟାଡିୟମର ପାଚେରୀ
ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କିଛି ଅସାଧୁ କର୍ମଚାରୀ ଓ ଠିକାଦାରଙ୍କ ପାଇଁ ଜନ ହିତରେ ହେଉଥିବା କାମ ସଠିକ ଭାବରେ ହେଉନାହିଁ ଯାହାଫଳରେ ନିର୍ମାଣର ଦିନ କେତେଟାରେ ଭାଙ୍ଗି ଭୁଶୁଡି ଯାଉଛି ।
କାମାକ୍ଷାନଗର ଏନଏସି ଅନ୍ତର୍ଗତ ସାରଙ୍ଗଧର ଷ୍ଟାଡିୟମରେ ନିର୍ମାଣ ହୋଇଥିବା!-->!-->!-->…
ଗୋରଡିଆ ଗାଁରେ ଗତବର୍ଷ ଭଳି ପୁଣି ଭାଙ୍ଗିଲା କେନାଲ
ସରକାର ଚାଷୀ ଓ ଚାଷର ଉର୍ଣ୍ଣତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବାସ୍ତବରେ ତାହା କିପରି ଖର୍ଚ୍ଚ ହେଉଛି ଏହେଲା ତାର ଜ୍ୱଳନ୍ତ ଉଦାହରଣ ।ଗତବର୍ଷ କେନାଲ ଭାଙ୍ଗିଥିଲା ପୁଣି ଏହି ବର୍ଷ ପ୍ରଥମ ପାଣି କେନାଲରେ ଯେତେବେଳେ ଆସିଥିଲା ପୁଣି ଭାଙ୍ଗିଲା କେନାଲ ।କାମାକ୍ଷାନଗର ଗୋରଡିଆ!-->…
ବିବାଦର ଅନ୍ତ ଘଟିଲା ,୧୪୪ଧାରା ଲାଗୁକରି ରାସ୍ତାଚି଼ହ୍ନଟ ଓ କାମ ଆରମ୍ଭ କଲା ପ୍ରଶାସନ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନଏସି ୱାର୍ଡ ନଂ-୧୫ ବାସୀଙ୍କ ବହୁଚର୍ଚ୍ଚିତ ରାସ୍ତା ପାଇଁ ଆନ୍ଦୋଳନର ଅନ୍ତ ଘଟିଛି । ହିନ୍ଦୋଳ ପ୍ରଶାସନ ଜନତାଙ୍କ ଜରୁରୀ ଆବଶ୍ୟକତା କୁ ହୃଦୟଙ୍ଗମ କରି ତତ୍ପରତା ଦେଖାଇ ରାସ୍ତା ଚି଼ହ୍ନଟ ଆରମ୍ଭ କରିଛନ୍ତି । ହିନ୍ଦୋଳ ଏନଏସି ରୁ ସିଙ୍କୋଳ ପର୍ଯ୍ୟନ୍ତ!-->…
ମୃତ୍ତିକା ଉନ୍ନତ୍ତିକରଣ ପାଇଁ ଓଡ଼ିଶାରେ ପ୍ରଥମ ଇସ୍ପାତ ଶିଳ୍ପ -ସରକାରୀ ସହଯୋଗିତା
ରାଜ୍ୟରେ ଏକ ଦୀର୍ଘସ୍ଥାୟୀ କୃଷି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଟାଟା ଷ୍ଟିଲ୍ ଓଡ଼ିଶା ସରକାରଙ୍କ ସହ ହାତ ମିଳାଇଛି । ଏହି ସହଯୋଗିତାର ଲକ୍ଷ୍ୟ ହେଉଛି ଓଡ଼ିଶାରେ ଅମ୍ଳୀୟ ମୃତ୍ତିକାର ପୁନରୁଦ୍ଧାର ପାଇଁ ବେସିକ ଅକ୍ସିଜେନ ଫର୍ଣ୍ଣେସ୍ (ଏଲଡି) ସ୍ଲାଗ୍ ଏବଂ ଫ୍ଲାଏ ଆସ୍ ଭଳି ଶିଳ୍ପ!-->…
ରାସ୍ତାନିର୍ମାଣ ବନ୍ଦକୁ ନେଇ , ସରକାରୀ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ କଲେ ଲୋକେ
ରାସ୍ତା ନିର୍ମାଣରେ ବାଧାସୃଷ୍ଟି ଓ ରାସ୍ତା ନିର୍ମାଣ ବନ୍ଦ ଯୋଗୁଁ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ୱାର୍ଡନଂ -୧୫ବାସୀଙ୍କ ସହ ଆଖପାଖ ୩/୪ଟି ପଂଚାୟତ ବାସି ଆଜି ଦିନ ତମାମ ଘେରିଥିଲେ ହିନ୍ଦୋଳ ଉପଜିଲ୍ଲାପାଳ, ତହସିଲ ଓ ଏନ ଏ ସି ଅଫିସ ।
ବନ୍ଦ ରହିଲା ସରକାରୀ କାର୍ଯ୍ୟ, ଜନସାଧାରଣ!-->!-->!-->…
ଭୁଲ ଧାରଣାରେ ଅଟକିଲା ଟ୍ରେନ୍ ; ଷ୍ଟେସନ ସୁପରିଟେଣ୍ଡେଣ୍ଟ ନିଲମ୍ବିତ ,ଷ୍ଟେସନ ମ୍ୟାନେଜର ଙ୍କୁ ମଧ୍ୟ କାରଣ ଦର୍ଶାଅ…
ଢେଙ୍କାନାଳ ରେଳ ଷ୍ଟେସନ ରେ ଗତ ୧୫ ତାରିଖ ସକାଳ ୭ଟା ୪୬ ରେ ଭୁବନେଶ୍ଵର - ସୋନପୁର ଏକ୍ସପ୍ରେସ ୧ ନମ୍ବର ପ୍ଲାଟଫର୍ମ ବଦଳରେ ମଝିରେ ଯାଇଥିବା ରେଳ ଧାରଣା ରେ ଭୁଲ ରେ ଅଟକି ଥିଲା । ଫଳରେ ଯାତ୍ରୀ ମାନେ ଟ୍ରେନ ରୁ ଓହ୍ଲାଇବା ଏବଂ ଚଢ଼ିବା ରେ ବ୍ୟାପକ ଅସୁବିଧା ର ସମ୍ମୁଖୀନ ହେଇଥିଲେ । ଏଥି!-->…
ଦନ୍ତା ଆକ୍ରମଣରେ ମହିଳା ଗୁରୁତର।
ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ମୁକ୍ତାପଶି ଗାଁ ଅଙ୍ଗାରପାଟିଆ ନିକଟରେ ଦନ୍ତା ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ମହିଳା ଜଣଙ୍କ ମୁକ୍ତାପଶି ଗାଁର ସରୋଜ ନାୟକଙ୍କ ସ୍ତ୍ରୀ ରଚନା ନାୟକ।
ରଚନା ଶୌଚ ହେବା!-->!-->!-->…
ବିନା ବର୍ଷା ପବନରେ ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ କୁ ନେଇ ଜନ ଅସନ୍ତୋଷ
ସାମ୍ପ୍ରତିକ ସ୍ଥିତିରେ ତାପମାତ୍ରା ୪୨ ଡିଗ୍ରୀ ଅତିକ୍ରମ ହେଇଥିବା ବେଳେ ଅଘୋଷିତ ବିଦ୍ୟୁତ କାଟ ଲୋକଙ୍କୁ ବ୍ୟଥିତ କରିଛି ।ଗ୍ରୀଷ୍ମପ୍ରବାହ ସମୟରେ ୨୪ ଘଣ୍ଟା ବିଦ୍ୟୁତ ସେବା ରହିବା ପାଇଁ ସରକାରଙ୍କ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ଥିବାବେଳେ ଏହାକୁ କାର୍ଯ୍ୟକାରୀ କରୁ ନାହିଁ ବିଦ୍ୟୁତ ବିଭାଗ!-->…
ବଜାର ମଧ୍ୟରେ ବିପଦପୂର୍ଣ୍ଣ ଡ୍ରେନ
ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ହିନ୍ଦୋଳରୋଡ ବଜାର ଧ୍ୟରେ ନିର୍ମାଣଧୀନ ଡ୍ରେନ କାର୍ଯ୍ୟ ଶେଷନହୋଇ ଦୀର୍ଘସମୟ ଧରି ଅଧାପାନ୍ତରିଆ ହୋଇ ପଡ଼ିଥିବାରୁ ହିନ୍ଦୋଳ ରୋଡ ବଜାର ଵ୍ୟବସାୟୀ ତଥା ବଜାରକୁ ଯିବା ଆସିବା କରୁଥିବା ଲୋକମାନେ ନାହଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା!-->…
ରଶି ଲଗେଇ ଯୁବକଙ୍କ ଆତ୍ମହତ୍ୟା
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ହିନ୍ଦୋଳ ଉପଖଣ୍ଡର ହିନ୍ଦୋଳ ଏନଏସି ୱାର୍ଡ ନଂ -୧୧ରେ ସ୍ଥାନୀୟ ଜଣେ ଯୁବକ କରିଥିବା ଏକ ମଟର ସାଇକେଲ ମରାମତି ଗ୍ୟାରେଜରେ ଅନୁଗୋଳ ଜିଲ୍ଲାର ଠାକୁରଗଡ଼ ଥାନା ଅନ୍ତର୍ଗତ କନ୍ତପଡ଼ା ଗ୍ରାମର ଦୁଃଖୀଶ୍ୟାମ!-->…