News
lipub
samparksetu

ଦିନକ ପରେ ପ୍ରଥମ ପର୍ଯ୍ୟାୟ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ,ଗଁଦିଆ ଓ ହିନ୍ଦୋଳରେ ଶେଷ ହେଲା ପ୍ରଚାର

ଢେଙ୍କାନାଳ ଜିଲ୍ଲାରେ ତ୍ରୀସ୍ତରୀୟ ନିର୍ବଚାନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରଚାର ସୋମବାର ସନ୍ଧ୍ୟାରେ ଶେଷ ହେଇଛି । ଦୁଇ ବ୍ଲକ ରେ ୧୬ ତାରିଖ ରେ ନିର୍ବାଚନ ଅନୁଷ୍ଠତି ହେଉଥିବା ବେଳେ ପ୍ରଶାସନ ପକ୍ଷରୁବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗଁଦିଆ ବ୍ଲକରେ ମୋଟ ୨୯ ପଞ୍ଚାୟତ ପାଇଁ ଭୋଟ

ଆଦର୍ଶ ଶିକ୍ଷକ ତଥା ଏବିଓଙ୍କ ଅକାଳ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକର ଆଦର୍ଶ ଶିକ୍ଷକ ଇଶ୍ୱର ଚନ୍ଦ୍ର ସାହୁଙ୍କର ଅକାଳ ବିୟୋଗରେ ଜିଲ୍ଲା ତଥା ଶିକ୍ଷକ ମହଲରେ ଶୋକର ଛାୟା ଖେଳିଯାଇଛି । ରବିବାର ଦିନ ସେ ଅସୁସ୍ଥ ଅନଭୁବ କରିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର

ଟୁର୍ଣ୍ଣାମେଣ୍ଟ ଚାଲିଥିବା ସମୟରେ ଟାଙ୍ଗିଆ ଆକ୍ରମଣ, ଥାନା ରେ ଅଭିଯୋଗ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଆରୁହା ଗ୍ରାମରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଇଯାଇଛି l ଏହି ଅନୁଷ୍ଠିତ ମ୍ୟାଚ ରେ ୧୩ଫେବୃଆରୀ ଦିନ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେଇଥିଲା ଏହି ମ୍ୟାଚରେ ମହୁଲଖୋଳି କ୍ରିକେଟ ଟିମ ଓ ଆରୁହା କ୍ରିକେଟ ଟିମ ସହିତ ଖେଳ ଜାରି ରହିଥିଲା l ଏହି

ପାଖେଇ ଆସୁଛି ନିର୍ବାଚନ, ଉପର ମୁହାଁ ନିର୍ବାଚନ ଜନିତ ହିଂସା

ପାଖେଇ ଆସୁଛି ପୋୖର ନିର୍ବାଚନ, ଗ୍ରାମାଞ୍ଚଳରେ ଚାଲିଛି ଜୋର ପ୍ରଚାର । କିଏ ହାତ ଯୋଡୁଛି ତ କିଏ ଭୋଟରଙ୍କ ସହ ପଖାଳ ଖାଉଛି ତ କିଏ ମୁଣ୍ଡ ରେ ହାତ ଛୁଆଇଁ ରାଣ ନିୟମ ପକାଉଛି ବିଭିନ୍ନ ଅଞ୍ଚଳ ରୁ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଏହାରି ଭିତରେ ଉପର ମୁହାଁ ନିର୍ବାଚନ ଜନିତ

ବିବି ହାଇସ୍କୁଲ କୁ ପଞ୍ଚାୟତ ନିର୍ବାଚନ ପାଇଁ ବ୍ୟବହାରକୁ ନେଇ ଅସନ୍ତୋଷ ;ଜିଲ୍ଲାପାଳଙ୍କ ନିକଟରେ ପରିଚାଳନା ସମିତିର…

ଢେଙ୍କାନାଳ ଜିଲ୍ଲାର ପ୍ରମୁଖ ଶିକ୍ଷାନୁଷ୍ଠାନ ବିବି ହାଇସ୍କୁଲରେ ପଞ୍ଚାୟତ ନିର୍ବାଚନରେ ଭୋଟ ପାଇଁ ବିଦ୍ୟାଳୟକୁ ବ୍ୟବହାର କରାଯାଉଥିବାର ଅସନ୍ତୋଷ ଦେଖାଦେଇଛି । ଏହି ବିଦ୍ୟାଳୟ ବ୍ୟବହାର ନକରିବାକୁ ପରିଚାଳନା କମିଟିର ସଦସ୍ୟମାନେ ଜିଲ୍ଲାପାଳଙ୍କ ନିକଟରେ ନିବଦେନ କରିଛନ୍ତି । ବିବି

ମୋ ଭୋଟ ମୋ ଅଧିକାର ସଚେତନତା କର୍ମଶାଳା

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଠାରେ ମୋ ଭୋଟମୋ ଅଧିକାର ଶିର୍ଷକ କର୍ମଶାଳା ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧିନରେଥିବା କେନ୍ଦୁଝର ଜନସମ୍ପର୍କ କାର୍ଯ୍ୟାଳୟ ତରଫରୁ ଅନୁଷ୍ଠିତ ହୋଇଯାଇଛି । ଭୋଟ ଅଧିକାର ସହିତ କୋଭିଡ୍ ମାର୍ଗଦର୍ଶିକାକୁ ଦୃଷ୍ଟିରେ ରଖି ଭୋଟର ମାନେ

ଉଦ୍ଧବ ହତ୍ୟାକାଣ୍ଡ ର ପର୍ଦ୍ଦାଫାସ ; ମଠ ପୂଜକ ଗିରଫ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଅନ୍ତର୍ଗତ ମନ୍ଦାର ଗ୍ରାମ ନିକଟ ଚୈତ୍ରନ୍ୟ ମଠ ରେ ଗତ ୯ ତାରିଖରେ ଘଟିଥିବା ଉଦ୍ଧବ ପାତ୍ର ହତ୍ୟାକାଣ୍ଡ ର ପର୍ଦ୍ଦାଫାସ ହୋଇଛି । ଏଥିରେ ଉକ୍ତ ମଠର ପୂଜକ ବବ ଦାଶରଥି ବେହେରା ସମ୍ପୃକ୍ତ ଥିବା ପୋଲିସ ତଦନ୍ତରୁ ଜଣା ପଡ଼ିଛି । ଅଭିଯୁକ୍ତ ବାବା କୁ ପୋଲିସ

“ଅବୁଝା ମନ”

ସ୍ବପ୍ନ ର ଢେଉ ଆସେମନର ବେଳାଭୂମିରେ ମଥା ପିଟେକ୍ଷତାକ୍ତ କରିଦିଏକିଛି ଫେରିଯାଏ।ପୁଣି ଫେରିଆସେମନଟା କୁ ଭସାଇ ନିଏ। ଇନ୍ଦ୍ରଧନୁ ଆସେମନ ର କାନଭାସ ରେସପ୍ତରଙ୍ଗ ରେ ରଙ୍ଗାୟିତ କରେବର୍ଷା ସରିଯାଏମନ ଟା ଫିକା ପଡିଯାଏ। ବସନ୍ତ ଆସେମଳୟ ପବନ ରେମନ ର ପ୍ରଜାପତିଏଣେତେଣେ ଉଡି

ସରକାରୀ ସୁବିଧାରୁ ବଞ୍ଚିତ ବୃଦ୍ଧା ବିଧବା ଚନ୍ଦ୍ରିକା

ଅସହାୟଙ୍କ ପାଇଁ ସରକାରଙ୍କ ବହୁ ଯୋଜନା ଥିବା ବେଳେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ନବକିଶୋରପୁର ପଞ୍ଚାୟତ ଅଧୀନ ଖଇରାବହାଳୀ ଗ୍ରାମ( ହରିଜନସାହି) ର ଚନ୍ଦ୍ରିକା ନାଏକ (୬୨) ଙ୍କ ପାଇଁ ୫କେ.ଜି ଚାଉଳ ହିଁ ସାହାଭରସା । ସ୍ୱାମୀ ଖଇରା ନାଏକ ଙ୍କ ଦେହାନ୍ତ ପରେ ପୁରା ନିଂସଗ

ସଡ଼କ ଦୁର୍ଘଟଣାରେ ଦୁଇ ଆହତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ରେ ଆଜି ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ହୋଇଛି l ଦୁର୍ଘଟଣାରେ ୨ ଜଣ ଆହତ ହୋଇଛନ୍ତି ।ସୂଚନା ଅନୁସାରେ ଆଜି ସମ୍ବଲପୁର ର ଉତ୍କଳ ମଣି ବାଘ୍ (୨୨) ଓ ବିଦ୍ୟାଧର ପିଙ୍ଗ (୨୮) । କୌଣସି କାମ ପାଇଁ କାମାକ୍ଷାନଗର ଆସିଥିଲେ l କାମସାରି କାମାକ୍ଷାନଗର
error: Content is protected !!