ଦିନ ଦ୍ବିପ୍ରହରରେ ମାରଣାସ୍ତ୍ର ଦେଖାଇ ବ୍ୟବସାୟୀଙ୍କ ଠାରୁ ଲୁଟ !
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବଡ଼ଝରା ନୂଆ ସାହି ନିକଟରେ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ଉପରେ ଶୁକ୍ରବାର ଅପରାହ୍ନ ପ୍ରାୟ ସାଢେ ଗୋଟାଏ ମଧ୍ୟରେ ଜଣେ ବ୍ୟବସାୟୀଙ୍କ ଠାରୁ ଡକାୟତ ମାନେ ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟି ନେଇଥିବା ଜଣାପଡିଛି ,
ସୁଚନା ଅନୁଯାୟୀ , ଢେଙ୍କାନାଳ ସଦର!-->!-->!-->…
ଜିଲ୍ଲାର ମହାବିଦ୍ୟାଳୟ ଗୁଡ଼ିକର ହେବ ନବୀକରଣ
ଜିଲ୍ଲା କାର୍ଯ୍ୟ।ଳୟସ୍ଥିତ ସଦଭାବନା ସ୍ୱଭାଗୃହରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ଥିବା ମହାବିଦ୍ୟାଳୟ ଗୁଡ଼ିକର ସର୍ବାଙ୍ଗୀନ ଉନ୍ନତି ଵିଧାନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ପରିବେଶ ସୁନ୍ଦର ଓ ଶାନ୍ତ ରହିଲେ ଶିକ୍ଷା ପାଇଁ!-->…
୧୬ ଟନ୍ ବେଆଇନ କୋଇଲା ଜବତ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ସରାଙ୍ଗ ଫାଣ୍ଡି ଅଧୀନରେ ଥିବା ସରାଙ୍ଗ ଗ୍ରାମର ଏକ ଆମ୍ବ ତୋଟା ରୁ କୌଣସି ସୂତ୍ରରୁ ଖବର ପାଇ ଉପ ମହାପ୍ରବନ୍ଧ ଖଣି ଓ ଇସ୍ପାତ କାର୍ଯ୍ୟାଳୟ ପକ୍ଷରୁ ଚଢ଼ାଉ କରି ୧୬ ଟନ୍ ବେଆଇନ କୋଇଲା ଜବତ କରିଛି ।
ତାଳଚେର ରୁ ଆସୁଥିବା ଚୋରା ସାଇକେଲ ଓ!-->!-->!-->…
ଈଶ୍ୱରଙ୍କ ଆରାଧନା ଓ ପ୍ରକୃତି ବର୍ଣ୍ଣନା
ଧୀମନ୍ତ ମଣ୍ଡଳୀ ଏ ରସ ଆବଳୀଘେନା କର ଅତି ସାବଧାନଏ ମର୍ତ୍ତ୍ୟ ମଣ୍ଡଳ ଭୂତଳ ଅତଳତଳାତଳ ଆଉ ସ୍ୱର୍ଗ ଘେନ,ଯା'ର ଇଙ୍ଗିତରେଚଉଦ ବ୍ରହ୍ମାଣ୍ଡ ଗତି କରେ,ସେ ଅତି ବିଚିତ୍ର ନାହିଁ ତା'ର ଗୋତ୍ରନାହିଁ ନେତ୍ର,ହସ୍ତ ଗାତ୍ର ଟିରେ ।୧।
ଶଇଳ ନିର୍ଝର ଅବିରତ ଝରକୁଳୁକୁଳୁ ଗାନେ ଯାଏ!-->!-->!-->…
ବ୍ରାହ୍ମଣୀ ଦେବୀ ଙ୍କ ପୀଠରେ ମାର୍ଗଶିର ଗୁରୁବାର
ମାର୍ଗଶିର ମାସ ଶେଷ ଗୁରୁବାରକୁ ବଡ ଧୁମଧାମରେ ପାଳନ କରିଛନ୍ତି ଢେଙ୍କାନାଳ ଓ ଯାଜପୁର ଜିଲ୍ଲା ସୀମାନ୍ତ ଗ୍ରାମଭାବେ ପରିଚିତ ଅନଳ ଗ୍ରାମରେ ।ଦୀର୍ଘ ଆଠ ବର୍ଷ ଧରି ଏହିଦିନ ଗ୍ରାମର ମା ବ୍ରାହ୍ମଣୀ ଦେବୀ ପୀଠ ଚଳଚଚଂଳ ହୋଇ ଉଠୁଛି ।
ଶ୍ରଦ୍ଧାଳୁ ମାନେ ବହୁ ସଂଖ୍ୟାରେ ଯୋଗଦାନ କରି ଭଜନ!-->!-->!-->…
ସଡ଼କ ଦୁର୍ଘଟଣାରେ ଯୁବକ ମୃତ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଜ୍ଞ।ପିତ ଅଞ୍ଚଳ ପରିଷଦରେ ବୁଧବାର ସଂଧ୍ୟାରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ହେଲେ ୧୨ନଂ ୱାର୍ଡ ର ରବି ବେହେରା ଙ୍କ ପୁଅ ରାଜେନ୍ଦ୍ର ବେହେରା (୩୦) ।
ସେ ଘର ନିକଟରେ ଚାଲିଚାଲି ଯାଉଥିବା ବେଳେ ଏକ ବାଇକ ଆସି ତାଙ୍କୁ!-->!-->!-->…
୧୫ କେଜି ବାରହା ମାଂସ ଜବତ,୨ ଶିକାରୀ ଗିରଫ
ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ଷଢଙ୍ଗୀ ବନାଞ୍ଚଳ କପିଳାସ ସଂରକ୍ଷିତ ଜଙ୍ଗଲ ନକଟରେ ଥିବା ନେଉଳପୋଇ କାଜୁ ବଗିଚାରେ ବନବିଭାଗ ଚଢାଉ କରି ୧୫ କେଜି ବାରହା ମାଂସ ସହିତ ୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ନେଉଳପୋଇ କାଜୁ ଜଙ୍ଗଲ ମଧ୍ୟରେ ଏକ ବାରହାକୁ ମାରି ମାଂସ କାଟୁଥିବାର ଖବର!-->!-->!-->…
ବ୍ୟାଙ୍କ ଘରୋଇକରଣକୁ ବିରୋଧ,ଆଜି ଠାରୁ କର୍ମଚାରିଙ୍କ ୨ଦିନିଆ ଧର୍ମଘଟ
କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତି ବିରୋଧରେ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ (ୟୁଏଫ୍ବିୟୁ) ପକ୍ଷରୁ ୨ଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି।ଏହାର ପ୍ରଭାବ ମଧ୍ୟ କାମାକ୍ଷାନଗରରେ ଦେଖିବାକୁ ମିଳିଛି।କାମାକ୍ଷାନଗର ଠାରେ ଥିବା ସମସ୍ତ ବ୍ୟାଙ୍କ!-->…
ହାତୀ ପାଇଁ ୧୦ ଦିନ ହେବ ଚାଲିଛି ବିଦ୍ୟୁତ କାଟ
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ କଣ୍ଟାବଣିଆ ଅଞ୍ଚଳରେ ହାତୀମାନଙ୍କ ଚଳପ୍ରଚଳ ଯୋଗୁ ଦୀର୍ଘ ୧୦ ଦିନ ହେବ ରାତିରେ ବିଦ୍ୟୁତ୍ କାଟ ହେଉଛି ।ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ଦେଖା ଦେବା ସହିତ ଏହାର ପ୍ରତିକାର ପାଇଁ ଦାବୀ କରିଛନ୍ତି ।ଏହି ଅଞ୍ଚଳରେ ଥିବା ମେରାମୁଣ୍ଡଳୀ ସେକସନରୁ!-->…
ବିଜୟ ଦିବସ ପାଳିତ
ଢେଙ୍କାନାଳ ଜିଲ୍ଲା ପୂର୍ବତନ ସୈନିକ ମାନଙ୍କ ତରଫରୁ ସ୍ଥାନୀୟ ବିନୋଦ ଭବନ ଠାରେ ବିଜୟ ଦିବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସୈନିକ ଯେଉଁମାନେ ୧୯୭୧ ମସିହାରେ ଯୁଦ୍ଧରେ ଅଂଶ ଗ୍ରହଣକରି ସେମାନଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରାଯାଇଥିଲା ।
ଏହି ଅବସରରେ ମୁଖ୍ୟ ଅତିଥି!-->!-->!-->…