News
lipub
samparksetu

ଆମ୍ ଆଦମୀ ପାର୍ଟି ର ସାଙ୍ଗଠନିକ ବୈଠକ

ଢେଙ୍କାନାଳ ଆମ୍ ଆଦମୀ ପାର୍ଟି ର ଏକ ସାଙ୍ଗଠନିକ ବୈଠକ ପଣ୍ଡୁଆ ସ୍ଥିତ ପାରିମାଳ ଅଞ୍ଚଳର ଅବସର ପ୍ରାପ୍ତ କର୍ମଚାରୀ ସଂଘ ସଭା ଗୃହଠାରେ ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏବଂ କାମାକ୍ଷା ନଗର

ଟାଟା ଷ୍ଟିଲ ପକ୍ଷରୁ ଚତୁର୍ଥ ଗ୍ରାମୀଣ ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ୮ଟି ଗ୍ରାମର ୯୫ରୁ ଊର୍ଦ୍ଧ୍ୱ ଖେଳାଳିଙ୍କ…

ଟାଟା ଷ୍ଟିଲ ମେରାମୁଣ୍ଡଳୀ ପକ୍ଷରୁ ଢେଙ୍କାନାଳ ଜିଲ୍ଲାର ନରେନ୍ଦ୍ରପୁରଠାରେ ଅବସ୍ଥିତ ଏହାର କାରଖାନା ପାଶ୍ୱର୍ବର୍ତ୍ତୀ ୮ଟି ଗ୍ରାମର ୯୬ ଜଣ ଖେଳାଳିଙ୍କୁ ନେଇ ଚତୁର୍ଥ ଗ୍ରାମୀଣ ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । କମ୍ପାନୀର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର) ଟିମ୍

ନିଆଁରେ ପୋଡ଼ି ହୋଇ ବୃଦ୍ଧ ଗୁରୁତର !

ଗତ କିଛି ଦିନ ହେଲା ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳର ତାପମାତ୍ରା ହ୍ରାସ ପାଇଥିବା ବେଳେ ବୟସ୍କମାନଙ୍କ ପାଇଁ ଅସହ୍ୟ ହୋଇ ପଡ଼ିଛି। ଜାଡର ପ୍ରକୋପରୁ ବର୍ତ୍ତୀବା ପାଇଁ ନିଆଁର ସାହାରା ଖୋଜୁଛନ୍ତି। ଗତକାଲି କଙ୍କଡ଼ାହାଡ଼ ଅନ୍ତର୍ଗତ ରୋଡଙ୍ଗ ଗାଁ ର ବୃଦ୍ଧ ଲଲମୋହନ ମହାନ୍ତ (୭୨ ବର୍ଷ) ଶୀତରୁ

୧୫ ତମ ସାଆନ୍ଦା ଜୟ ଭାରତୀ କ୍ରିକେଟ ଟୁର୍ଣ୍ଣlମେଣ୍ଟ ଉଦଘାଟିତ

ସାଆନ୍ଦା ଜୟ ଭାରତୀ କ୍ରିକେଟ କ୍ଲବ ର ୧୫ ତମ କ୍ରିକେଟ ଟୁର୍ଣ୍ଣମେଣ୍ଟ ଉଦଘାଟିତ ହୋଇଯାଇଛି । ଏହି ଟୁର୍ଣ୍ଣ।ମେଣ୍ଟ ୧୬ ଗୋଟି ଟିମକୁ ନେଇ ଆୟୋଜିତ ହୋଇଛି । ପ୍ରଥମ ମ୍ୟାଚ ଟି ଗୁତୁମୁର ଏବଂ ଅନିଲ ୱରିୟରର୍ସ ମଧ୍ୟରେ ଅନୁଷ୍ଠିତ ଆଜି ଅନୁଷ୍ଠିତ ହୋଇଛି । ପ୍ରଥମେ ଗୁତୁମୁର ଟସ ଜିତି

ବ୍ଲକ ସ୍ତରୀୟ ମେଗା ଋଣ ମେଳା ;୧ କୋଟି ୭୭ ଲକ୍ଷ ଟଙ୍କା ମଞ୍ଜୁର

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ନୂତନ ସଭାଗୃହରେ ଓଡିଶା ଜୀବିକା ମିଶନ ତରଫରୁ ବ୍ଲକ ସ୍ତରୀୟ ମେଗ ଋଣମେଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳୀ ଭୁୟାଁ,ଉପାଧ୍ୟକ୍ଷ ପ୍ରଫୁଲ କୁମାର ସାହୁ,ବିଡିଓ ଆଶିଷ କୁମାର ସାହୁ,ସିଡିପିଓ ଉର୍ମୀଳା ଦେହୁରୀ,ବିପିସି ସସ୍ମିତା ରାଉତ

ମାମୁଁ ଘର ହେଲା ଶେଷ ଯାତ୍ରା ; ଘରକୁ ଫେରୁଥିବା ବେଳେ ଚାପିଦେଲା ଟ୍ରକ,ନାବାଳକ ମୃତ

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ୫୫ନଂ ଜାତୀୟ ରାଜପଥ ପଞ୍ଚୁପଟି କେନାଲ ବ୍ରିଜ ଉପରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ନାବାଳକର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଆହତ ହୋଇଛନ୍ତି । ମୃତ ନାବାଳକ ହେଲେ ସଦର କାଇମାଟି ନିକଟସ୍ଥ ଅସନ ପାଟିଆ ଗ୍ରାମର ଶୁୁଭମ ଦାସ (୧୨) , ଆହତ ୨ଜଣ

ଭୁବନ ଗାର୍ଲ୍ସ ହାଇସ୍କୁଲ ୧୯୮୭ ମାଟ୍ରିକ ବ୍ୟାଚର ବନ୍ଧୁମିଳନ

ଭୁବନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ୧୯୮୭ ମାଟ୍ରିକ ବ୍ୟାଚର ବନ୍ଧୁମିଳନ ପ୍ରସିଦ୍ଧ ଶୈବପୀଠ ବାବା ବୁଦ୍ଧେଶ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୁଷ୍ପିତା ସିଂ ସାମନ୍ତ ଙ୍କ ଆବାହକତ୍ୱ , ମମତା ଦାଶ ଙ୍କ ଆୟୋଜନ ଓ ପୁଷ୍ପଲତା ସାହୁ ଙ୍କ ସହଯୋଗ କ୍ରମେ ୨୦ ରୁ ଉର୍ଦ୍ଧ୍ୱ

ଭୁବନ କୃଷକ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀ ଉଦ୍ଦ୍ୟେଶରେ ଦାବିପତ୍ର

ଭୁବନ ତହସିଲ ଅର୍ନ୍ତଗତ ବିଭିନ୍ନ ମୈାଜାରେ ଲଗାଣ ବର୍ଷା ଯୋଗୁ ହୋଇଥିବା ଫସଲ କ୍ଷତିର ଆକଳନ କରାଯାଇ ଚାଷୀମାନଙ୍କୁ କ୍ଷତିପୁରଣ ପ୍ରଦାନ କରିବା ଉଦ୍ଦେଶ୍ୟରେ ଭୁବନ କୃଷକ ସମାଜ ପକ୍ଷରୁ ସ୍ଥାନୀୟ ତହସିଲଦାରଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଲଗାଣ ବର୍ଷା ଯୋଗୁ ଧାନ ଫସଲ ସହ ପନିପରିବା

ୱାଲମୀ ପକ୍ଷରୁ କୃଷି ଯନ୍ତ୍ରପାତି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ରେଙ୍ଗାଳୀ ବାମ କେନାଲ ଅଧିନରେ ପାଣି ପାଇବାକୁ ଥିବା ସମସ୍ତ ଚାଷୀ କିଭଳି ଭାବରେ ଚାଷପୋଯୋଗୀ ଜମିରେ ଉକୃଷ୍ଟ ଫସଲ ଫଳାଇ ପାରିବେ ସେ ନେଇ ସହଯୋଗୀ ସଂସ୍ଥା ୱାଲମୀ ପକ୍ଷରୁ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଭୁବନ ଶାଖାର ମୁଖ୍ୟ ପ୍ରଦୁମ୍ନ କୁମାର ମିଶ୍ରଙ୍କ

ସାମୂହିକ ଉପନୟନ ସଂସ୍କାର , ୧୦୮ ବ୍ରାହ୍ମଣ ବାଳକ ଙ୍କୁ କରାଗଲା ଉପନୟନ

ଓଡିଶା ରେ ପ୍ରଥମ ଥର ପାଇଁ ଉତ୍କଳ ଶିବ ଶକ୍ତି ମନ୍ଦିର ପୂଜକ ସଂଘ ପକ୍ଷରୁ ଢେଙ୍କାନାଳ ସଦର କଙ୍କଡ଼ାହାଡ଼ ରେ ଥିବା ପ୍ରସିଦ୍ଧ ଶୈବ ପୀଠ ବାବା ସ୍ଵପ୍ନେଶ୍ଵର ମନ୍ଦିର ରେ ଏକ ସାମୂହିକ ଉପନୟନ ସଂସ୍କାର ରେ ୧୦୮ ବ୍ରାହ୍ମଣ ବାଳକ ଙ୍କୁ ଉପନୟନ କରାଯାଇଥିଲା | ଏହି ମହତ୍ କାର୍ଯ୍ୟ ରେ ରାଜ୍ୟ
error: Content is protected !!