News
lipub
samparksetu

ଭୁବନ ଗାର୍ଲ୍ସ ହାଇସ୍କୁଲ ୧୯୮୭ ମାଟ୍ରିକ ବ୍ୟାଚର ବନ୍ଧୁମିଳନ

ଭୁବନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ୧୯୮୭ ମାଟ୍ରିକ ବ୍ୟାଚର ବନ୍ଧୁମିଳନ ପ୍ରସିଦ୍ଧ ଶୈବପୀଠ ବାବା ବୁଦ୍ଧେଶ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୁଷ୍ପିତା ସିଂ ସାମନ୍ତ ଙ୍କ ଆବାହକତ୍ୱ , ମମତା ଦାଶ ଙ୍କ ଆୟୋଜନ ଓ ପୁଷ୍ପଲତା ସାହୁ ଙ୍କ ସହଯୋଗ କ୍ରମେ ୨୦ ରୁ ଉର୍ଦ୍ଧ୍ୱ

ଭୁବନ କୃଷକ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀ ଉଦ୍ଦ୍ୟେଶରେ ଦାବିପତ୍ର

ଭୁବନ ତହସିଲ ଅର୍ନ୍ତଗତ ବିଭିନ୍ନ ମୈାଜାରେ ଲଗାଣ ବର୍ଷା ଯୋଗୁ ହୋଇଥିବା ଫସଲ କ୍ଷତିର ଆକଳନ କରାଯାଇ ଚାଷୀମାନଙ୍କୁ କ୍ଷତିପୁରଣ ପ୍ରଦାନ କରିବା ଉଦ୍ଦେଶ୍ୟରେ ଭୁବନ କୃଷକ ସମାଜ ପକ୍ଷରୁ ସ୍ଥାନୀୟ ତହସିଲଦାରଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଲଗାଣ ବର୍ଷା ଯୋଗୁ ଧାନ ଫସଲ ସହ ପନିପରିବା

ୱାଲମୀ ପକ୍ଷରୁ କୃଷି ଯନ୍ତ୍ରପାତି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ରେଙ୍ଗାଳୀ ବାମ କେନାଲ ଅଧିନରେ ପାଣି ପାଇବାକୁ ଥିବା ସମସ୍ତ ଚାଷୀ କିଭଳି ଭାବରେ ଚାଷପୋଯୋଗୀ ଜମିରେ ଉକୃଷ୍ଟ ଫସଲ ଫଳାଇ ପାରିବେ ସେ ନେଇ ସହଯୋଗୀ ସଂସ୍ଥା ୱାଲମୀ ପକ୍ଷରୁ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଭୁବନ ଶାଖାର ମୁଖ୍ୟ ପ୍ରଦୁମ୍ନ କୁମାର ମିଶ୍ରଙ୍କ

ସାମୂହିକ ଉପନୟନ ସଂସ୍କାର , ୧୦୮ ବ୍ରାହ୍ମଣ ବାଳକ ଙ୍କୁ କରାଗଲା ଉପନୟନ

ଓଡିଶା ରେ ପ୍ରଥମ ଥର ପାଇଁ ଉତ୍କଳ ଶିବ ଶକ୍ତି ମନ୍ଦିର ପୂଜକ ସଂଘ ପକ୍ଷରୁ ଢେଙ୍କାନାଳ ସଦର କଙ୍କଡ଼ାହାଡ଼ ରେ ଥିବା ପ୍ରସିଦ୍ଧ ଶୈବ ପୀଠ ବାବା ସ୍ଵପ୍ନେଶ୍ଵର ମନ୍ଦିର ରେ ଏକ ସାମୂହିକ ଉପନୟନ ସଂସ୍କାର ରେ ୧୦୮ ବ୍ରାହ୍ମଣ ବାଳକ ଙ୍କୁ ଉପନୟନ କରାଯାଇଥିଲା | ଏହି ମହତ୍ କାର୍ଯ୍ୟ ରେ ରାଜ୍ୟ

ନିଜ ଘର କାମ କରିବା ପାଇଁ ମାର୍ବଲ ଆଣୁଥିଲେ ; ମାର୍ବଲ ଚପାରେ ଜୀବନ ଗଲା !

ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ସୁକିଆବାଉତୀ ନିକଟରେ ଆଜି ସନ୍ଧ୍ୟାରେ ମାର୍ବଲ ଚାପିଦେବା ଫଳରେ ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ହିନ୍ଦୋଳ ଥାନା ମାଧପୁର ପଞ୍ଚାୟତ କଣ୍ଟାପାଳ ଗ୍ରାମର ସିନ୍ଧୁଆ ବେହେରା ଙ୍କ ପୁଅ ଦଣ୍ଡଧର ବେହେରା ( ୩୦ ) । ସୂଚନା ଅନୁଯାୟୀ ,ଦଣ୍ଡଧର ନିଜ ଘର

ବେଙ୍ଗଳା କରୁଥିବା ବେଳେ, ମେସିନରେ ହାତ କଟିଲା !

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଧୂଳିଗୋଠ ଗାଁରେ ଧାନ ମେସିନ ସାହାଯ୍ୟରେ ବେଙ୍ଗଳା କରୁଥିବା ସମୟରେ ଅସାବଧାନତା ପାଇଁ ଯୁବକଙ୍କ ହାତ ପଶି ଯାଇଥିବାରୁ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତର ଯୁବକ ଜଣଙ୍କ ସେହି ଗାଁର ମହେଶ୍ୱର ବେଜ । ଆହାତ ମହେଶ୍ୱରଙ୍କୁ କାମାକ୍ଷାନଗର ଉପଖଣ୍ଡ

ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ

ଢେଙ୍କାନାଳ କଲେଜପଡା ସ୍ଥିତ ଡା.ଦାଶରଥୀ ମିଶ୍ର ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷୟତ୍ରୀ ଅଜ୍ଞନା ମିଶ୍ରଙ୍କ ସଭାପତିତ୍ୱରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଛାତ୍ର ଅଭିଜିତ୍ ପାତ୍ର,ଦେବସ୍ମିତା ନାଥ,ବିଷ୍ଣୁପ୍ରୀୟା ସାହୁ ପ୍ରମୁଖ ଯୋଗଦେଇ ଶକ୍ତି

ଇପିଏଫ ପେନସନ ଆସୋସିଏସନର ବୈଠକ

ଢେଙ୍କାନାଳ ଜିଲ୍ଲା ଇପିଏଫ ପେନସନ ଭୋଗୀଙ୍କର ୩ୟ ସାଧାରଣ ବୈଠକ ସ୍ଥାନୀୟ ଯାଉଁଳିପୋଖରୀ ମଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା ସଭାପତି ଜ୍ୟୋତିରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲାର ବିଭିନ୍ନ କଳକାରଖାନା ଏବଂ ଅନୁଷ୍ଠାନରୁ ପେନସନ ଭୋଗୀମାନେ ଯୋଗଦେଇଥିଲେ

ବାଲ୍ୟ ବିବାହ ବନ୍ଦ କଲା ପ୍ରଶାସନ !

ସଭ୍ୟ ସମାଜ ରେ ଅସଭ୍ୟ କାମ। ଯେତେ ସଚେତନ କଲେ ମଧ୍ୟ ଲୋକମାନେ ସେହି ପୁରୁଣା ପରମ୍ପରା ଅନୁଯାୟୀ ଆଜି ମଧ୍ୟ ବାଲ୍ୟବିବାହ ପ୍ରଚଳିତ ରହିଛି।ଢ଼େଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଆଣ୍ଠୁକୁଡା କାଟେଣୀ ପାଖ କୁମ୍ଭରୁଣୀଭାଟି ଗ୍ରାମ ରେ ଏକ ବାଲ୍ୟବିବାହ କୁ ବନ୍ଦ କରିଛି ସ୍ଥାନୀୟ ପୋଲିସ ଓ

ରୋଷେଇ କରୁଥିବା ବେଳେ ଜଳିଗଲେ ମହିଳା

ରୋଷେଇ କରୁଥିବା ବେଳେ ନିଆଁରେ ଜଳି ଆଜି ଜଣେ ମହିଳା ଗୁରୁତର ଆହତ ହୋଉଛନ୍ତି । ଗୁରୁତର ଜଣଙ୍କ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ କଙ୍କଡ଼ାହାଡ଼ ଥାନା ରୋଡ଼ଙ୍ଗ ଗାଁ ପଡ଼ିଆସାହିର ବିଳାସିନୀ ସିଂହ (୨୪)। ସୂଚନା ଅନୁଯାୟୀ , ବିଳାସିନୀ ଆଜି ଅପରାହ୍ନ ସମୟରେ ନିଜ ଘରେ ରୋଷେଇ
error: Content is protected !!