News
lipub
samparksetu

ବ୍ୟବସାୟ ସାରି ଘରକୁ ଫେରୁଥିଲେ, ପଛରୁ ଚାପିଦେଲା ଟ୍ରକ ; ବାଇକ ଚାଳକ ମୃତ

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଢେଙ୍କାନାଳ ଭୁବନ କୁ ସଂଯୋଗ କରୁଥିବା ରାସ୍ତା ର ଷଡ଼ଙ୍ଗୀ ମନ୍ଦାର ଧନିଆନାଳି ଝରଣ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି ।ଏହି ଦୁର୍ଘଟଣାରେ ଜଣେ ବାଇକ ଚାଳକ ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ , ଭୁବନ

କମ୍ପାନୀ ର ଧୂଆଁ ରେ ଅଣନିଃଶ୍ବାସୀ ପରଜଙ୍ଗ ବାସିନ୍ଦା ; ନିରବଦ୍ରଷ୍ଟା ସାଜିଛି ପ୍ରଦୂଷଣ ବିଭାଗ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅଞ୍ଚଳ ଦେଇ ଯାଇଥିବା ୫୩ ନଂ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ କରୁଥିବା ଠିକା ସଂସ୍ଥା କୁନାଲ କମ୍ପାନୀ ପରଜଙ୍ଗ ଅଞ୍ଚଳ ବାସୀଙ୍କ ପାଇଁ ସାଜିଛି ଏବେ କ୍ଷତିକାରକ ଧୂଆଁ । ପୂର୍ବରୁ ଠିକା ସଂସ୍ଥା ରାସ୍ତା କାର୍ଯ୍ୟରେ କିଛି ପ୍ରଶାସନର ଅଧିକାରୀ ଙ୍କୁ ହାତରେ

ନବଜାତର ଶିଶୁର ଅନ୍ତ ବୁଜୁଳା ପଦାରେ ;ଚିକିତ୍ସା ପାଇଁ ସରକାରୀ ମେଡ଼ିକାଲରେ ମିଳିଲା ନାହିଁ ସୁବିଧା

ନବଜାତର ଅନ୍ତ ବୁଜୁଳା ପଦାରେ , ଚିକିତ୍ସା ପାଇଁ ସରକାରୀ ମେଡ଼ିକାଲରେ ମିଳିଲା ନାହିଁ ସୁବିଧା ପରିବାର ଲୋକେ ଫେରିଲେ ଘରକୁ l ଏହି ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କଣ୍ଟାପାଳ ପଞ୍ଚାୟତ କୁସୁମୁଣ୍ଡିଆ ଗାଁରେ l ଗତ ଶନିବାର ପୂର୍ବାହ୍ନ ପ୍ରାୟ ୧୧ ଟା ସମୟରେ

ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଗୁରୁତର

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ଯୋରନ୍ଦା ଗାଁ ବୁଲାଣି ନିକଟରେ ୨ଟି ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ୨ଜଣ ହେଲେ ଖଙ୍କର ଗ୍ରାମ ର ନାରଣ ସେଠୀଙ୍କ ପୁତ୍ର ସୋମ୍ୟରଂଜନ ସେଠି (୩୨) ଓ ବଜୁରିଆ ଗ୍ରାମର ବୈରାଗୀ ପ୍ରଧାନ

ବ୍ରିଜ୍ ତଳକୁ ଖସିଲା ଆଇରନ୍ ବୋଝେଇ ଟ୍ରକ୍, ଦୁର୍ଘଟଣା ରେ ଟ୍ରକ୍ ଚାଳକ ର ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଜଟିଆ ଗ୍ରାମ ନିକଟରେ ଥିବା ବ୍ରାହ୍ମଣୀ ବ୍ରିଜରେ ଦୁର୍ଘଟଣା । ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସିଲା ଆଇରନ୍ ବୋଝେଇ ଟ୍ରକ୍, ଦୁର୍ଘଟଣା ରେ ଚାଳକ ର ମୃତ୍ୟୁ । ମୃତକ ହେଉଛନ୍ତି ଅନୁଗୋଳ ଜିଲ୍ଲା ପାଲଲହଡା ଥାନା ଅନ୍ତର୍ଗତ ସାମିଆପାଲ୍ଲୀ

ଅବହେଳିତ ବାବା ବୁଦ୍ଧେଶ୍ୱର ଙ୍କ ପୀଠ

ଓଡିଶାର ପର୍ଯ୍ୟଟନ ମାନଚିତ୍ରରେ ଭୁବନର ବୁଦ୍ଧେଶ୍ୱର ମନ୍ଦିର ଅନ୍ୟତମ । ଏଠାକାର ପରିବେଶ ବେଶ ମନୋରମ । ହେଲେ ଏଠାରେ ଥିବା ଜଳାଶୟ ଟି ଦଳ ଭର୍ତ୍ତି ହୋଇ ପଡିଛି । ଏନ.ଏ.ସି ପ୍ରଶାସନ ପକ୍ଷରୁ ଦଳ ସଫା ନିମନ୍ତେ ବ୍ୟବସ୍ଥା କରାଯାଉନଥିବାରୁ ହଜାରହଜାର ଶ୍ରଦ୍ଧାଳୁ ଭକ୍ତ ମନ୍ଦିର ପରିଚାଳନା କମିଟ

ବାଜିରାଉତ କଲେଜରେ ପରିବେଶ ସମ୍ପର୍କରେ ସମ୍ପାନ

ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ ପରିସରରେ ଇକୋ କ୍ଲବ ଆନୁକୁଲ୍ୟରେ ଏକ ପରିବେଶ ସଂକ୍ରାତିୟ ଏକ ସମ୍ପାନ ଅନୁଷ୍ଠିତ ହୋଇଯାଇଛି । ଶନିବାର ଦିନ ଇକୋ କ୍ଲବ ସଂଯୋଜକ ପ୍ରଭାତ ଜେନାଙ୍କ ସଂଯୋଜନାରେ ଅଧକ୍ଷ ଅଜିତ କୁମାର ବେହେରା ମୁଖ୍ୟଅତିଥି ପ୍ରାଣୀ ବିଜ୍ଞାନ ମୁଖ୍ୟ ଡଃ ହରେକୃଷ୍ଣ ପଣ୍ଡା

ସହୀଦ କୁ ଶେଷ ସଲାମ ଦେଲା ଢେଙ୍କାନାଳ ମାଟି

ଗତ ୯ ତାରିଖ ଦିନ ତାମିଲନାଡୁର କୁନ୍ନୁର ନିକଟରେ ହେଲିକପ୍ଟର କ୍ରାସ ହୋଇ ସିଡିଏସ ମେଜର ବିପିନ ରାୱତଙ୍କ ସହ ତେର ଜଣଙ୍କ ମୃତ୍ୟୁ ଘଟିଥିଲା । ଏହି ହେଲିକପ୍ଟରରେ ସିଡିଏସ ଜେନେରାଲ ବିପିନ ରାୱତଙ୍କ ସହ ଥିଲେ ଆମ ଓଡିଶାର ମାଟିର ସୁଯୋଗ୍ୟ ସନ୍ତାନ ରାଣା ପ୍ରତାପ ଦାସ । ଆଜି

ସୁଲକ୍ଷଣାଦେବୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭିଭାବକ ବୈଠକ ଅନୁଷ୍ଠିତ

ଆଜି ସୁଲକ୍ଷଣ।ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସାଧାରଣ ଶିକ୍ଷକ ଓ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପିଲାମାନଙ୍କର ଶିକ୍ଷା ଓ ପରୀକ୍ଷା ନିମନ୍ତେ ସରକାରଙ୍କର ଗାଇଡ଼ ଲାଇନ ଅନୁସାରେ ପାଠପଢ଼ା କିପରି ପରିଚାଳିତ ବିଷୟରେ ଆଲୋଚନା କରାଯାଇଥିଲା । ବିଦ୍ୟାଳୟ ବୈଠକରେ ଉପସ୍ଥିତ

ରାମଚଣ୍ଡୀ ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ନାଧରା, ସ୍ଥିତ ମା ରାମଚଣ୍ଡୀ ମନ୍ଦିର ପରିସରରେ ଚଳିତ ବର୍ଷ ହେବାକୁ ଥିବା ଶ୍ରୀବିଷ୍ଣୁ ମହାଯଜ୍ଞ ଓ ରାମଚଣ୍ଡୀ ମହୋତ୍ସବ ନିମନ୍ତେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଯଜ୍ଞ କମିଟି ର ସଭାପତି ହେମନ୍ତ କୁମାର ପାଣିଗ୍ରାହୀ ଙ୍କ ସଭାପତିତ୍ବରେ
error: Content is protected !!