ରାସୋଳକୁ ଏନଏସି ମାନ୍ୟତା ନ ମିଳିବାରୁ ରାସୋଳ ବନ୍ଦ ଡାକରା
ରାଜ୍ୟ ସରକାର ଓଡ଼ିଶାର ବିଭିନ୍ନ ଜିଲ୍ଲାର ୩୪ଟି ପଞ୍ଚାୟତକୁ ଏନଏସି ର ମାନ୍ୟତା ଦିଆଯାଇଥିବା ଘୋଷଣା କରିଥିଲେ I ମାତ୍ର ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକର ରାସୋଳ ପଞ୍ଚାୟତ ଏନଏସି ମାନ୍ୟତା ପାଇବାର ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ଏଥିରୁ ବଞ୍ଚିତ ହୋଇଥିଲା I
ହିନ୍ଦୋଳ ବିଧାୟିକାଙ୍କ ଠାରୁ!-->!-->!-->…
ବିଜେଡ଼ି ଛାଡ଼ୁଛନ୍ତି ପୁରୁଖା ନେତା, ସ୍ଥାନୀୟ ନେତାଙ୍କ ହେତୁ ବଢୁଛି ଦଳୀୟ ଅସନ୍ତୋଷ
ପାଖେଇ ଆସୁଛି ନିର୍ବାଚନ ବଢୁଛି ନେତା ଓ କର୍ମୀ ଙ୍କ ମନରେ ଉତ୍ସାହ। ସେହିପରି ଗ୍ରାଉଣ୍ଡ ସ୍ଥରରେ ସଙ୍ଗଠନ କୁ ମଝବୁତ କରିବା ପାଇଁ କସରତ ଭିଡିଛନ୍ତି ବିଭିନ୍ନ ଦଳର ମୁଖିଆ । ଅନ୍ୟଦଳ ଭଳି ଶାସକ ଦଳ ବିଜେଡିରେ ପ୍ରତିଦିନ ମିଶ୍ରଣ ପର୍ବ ଆରମ୍ଭ ହୋଇଛି, ହେଲେ ଏହାର ବିପରୀତ ଦିଗ ଦେଖାଦେଇଛି!-->…
ମହିମା ମହାବିଦ୍ୟାଳୟ ରେ ଜାତୀୟ ବିଜ୍ଞାନ ଦିବସ ପାଳନ
ମହିମା ଗାଦି ସ୍ଥିତ ମହିମା ମହାବିଦ୍ୟାଳୟ ରେ ବିଜ୍ଞାନ ସମାଜ ଆନୁକୁଲ୍ୟ ରେ ଜାତୀୟ ବିଜ୍ଞାନ ଦିବସ ପାଳନ ହୋଇଯାଇଛି। ଉକ୍ତ ଉତ୍ସବ ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ।
ବିଜ୍ଞାନ ସମାଜ ର!-->!-->!-->…
ପୁନଃରୁଦ୍ଧାର ହେଉଥିବା ସାଗର ଓ ପୋଖରୀ ଗୁଡିକର ପଙ୍କ ମାଟି ବାହାରକୁ ସ୍ଥାନାନ୍ତର ହେବ
ଢେଙ୍କାନାଳ ସହର ମଧ୍ୟରେ ଥିବା ପ୍ରମୁଖ ଭାଗିରଥି ସାଗର, ଗୋପାଳ ସାଗର, ହୀରାସାଗର, କୁଞ୍ଜକାନ୍ତ ପୋଖରୀ, ଗୋଡ଼ିପୋଖରୀ ଗୁଡିକର ପୁନଃରୁଦ୍ଧାର କରାଯାଉଛି । ପୌରପାଳିକା ଏହି ସାଗର ଓ ପୋଖରୀ ଗୁଡିକର ପଙ୍କ ମାଟି ବାହାରକୁ ସ୍ଥାନାନ୍ତର ନକରି ସେହି ପୋଖରୀ ଭିତରେ ପୋତିବା ପାଇଁ ମସୁଧା କରିଛି ।
!-->!-->…
ନିର୍ମାଣ ପାଇଁ କୋଟିକୋଟି ହେଲେ ସ୍ୱାସ୍ଥ୍ୟ ସେବା ପାଇଁ ନାହିଁ ପାଣ୍ଠି , ବନ୍ଦ ରହିଛି ଢେଙ୍କାନାଳ ପୌର ଦାତଵ୍ୟ ହୋମିଓ…
ରାଜ୍ୟବାସୀଙ୍କୁ ଉନ୍ନତ ମାନର ସେବା ଯୋଗାଇ ଦେବାକୁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ଢେଙ୍କାନାଳ ପୌର ଦାତଵ୍ୟ ହୋମିଓ ଚିକିତ୍ସାଳୟ ରେ ଏହାର ବିପରିତ ଦିଗ ଦେଖା ଦେଇଛି । ବହୁତ ବର୍ଷ ପରେ ହୋମିଓ ଚିକିତ୍ସାଳୟ ନିଜସ୍ୱ ଗୃହ ପାଇଥିବା ବେଳେ ଏବେ ତାହା ବନ୍ଦ ହେବାକୁ!-->!-->!-->…
ବ୍ରାହ୍ମଣୀ କୂଳରେ କଇଁଛ ଙ୍କ ଅଣ୍ଡାଦାନ
ମଧୁର ଜଳର କଇଁଛ, ସହ ସହ ସଂଖ୍ୟାରେ ଆସି କୂଳରେ ଅଣ୍ଡା ଦେଲେ । ଅଣ୍ଡାକୁ ସୁରକ୍ଷା ଦେଉଛନ୍ତି ବନବିଭାଗ ସହ ଗ୍ରାମବାସୀ। ଦିନ ରାତି ଚାଲିଛି କଇଁଛ ଅଣ୍ଡା ସୁରକ୍ଷାରେ ପାଟ୍ରୋଲିଂ। ଅଣ୍ଡାଦାନ ଠାରୁ ଆରମ୍ଭକରି ଅଣ୍ଡାରୁ ଛୁଆ ଫିଟି ପାଣିକୁ ଜିବା ପର୍ଯ୍ୟନ୍ତ ଚାଲିବ ପାଟ୍ରୋଲିଂ। ଚିହ୍ନଟ!-->…
ପୂର୍ବ ଶତୃତାରୁ ଗଣ୍ଡଗୋଳ ,ରାସ୍ତାରେ ଗୋଡେଇ ଗୋଡେଇ ଯୁବକଙ୍କୁ ଆକ୍ରମଣ
ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଶାସନ ଛକରେ ରବିବାରଦିନ ଏକ ଅଭାନୀୟ କାଣ୍ଡ ଦେଖିବାକୁ ମିଳିଛି । ପୂର୍ବ ଶତୃତାକୁ କେନ୍ଦ୍ର କରି ଦୁଇ ଜଣ ଯୁବକ ଅନ୍ୟଜଣେ ଯୁବକକୁ ରାସ୍ତାରେ ଗୋଡେଇ ଗୋଡେଇ ମାଡ ମାରିବା ସହିତ ଲହୁଲୁହାଣ କରିଦେଇଥିବାର ଜଣାପଡିଛି ।
ଟାଉନ ଥାନା ଅନ୍ତର୍ଗତ ମୀନା ବଜାରର!-->!-->!-->…
ପଦାରେ ପଡିଲା ପୌରପାଳିକାର ପୋଖରୀ ଦୁର୍ନୀତି, ପୋଖରୀ ପୁନରୁଦ୍ଧାର ପାଇଁ ଆସିଥିବା କୋଟିକୋଟି ଅର୍ଥକୁ ଆତ୍ମସାତ !
ସହରାଞ୍ଚଳରେ ଥିବା ଜଳାଶୟ ଗୁଡ଼ିକୁ ପୁନରୁଦ୍ଧାର କରାଯିବା ଯେଉଁ ଜଳଶୟ ବା ପୋଖରୀ ଗୁଡ଼ିକ ଅବ୍ୟବହୃତ ଅବସ୍ଥାରେ ରହିଛି ତାହାକୁ ବ୍ୟବହାର ଉପଯୋଗୀ କରାଯିବ । ଭୂତଳ ଜଳସ୍ତର ବୃଦ୍ଧି ସହ ଅବସର ବିନୋଦନ ପାଇଁ ଏହି ଜଳାଶୟ ଗୁଡ଼ିକୁ ପ୍ରସ୍ତୁତ ମଧ୍ୟ କରାଯିବ। ଏଭଳି କିଛି ଲକ୍ଷ୍ୟ ନେଇ ଗୃହ ନିର୍ମାଣ!-->…
୬ ଦଫା ଦାବିରେ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର କଙ୍କଡାହାଡ଼ ତହସିଲ ସମ୍ମୁଖରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଓଡିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ଡାକରାରେ ସାରା ରାଜ୍ୟରେ ସମସ୍ତ ତହସିଲରେ ରାଜସ୍ୱ ପରିଦର୍ଶକ,ରାଜସ୍ୱ ନିରୀକ୍ଷକ ଓ ସହକାରୀ ରାଜସ୍ୱ ନିରୀକ୍ଷକ ମାନେ ସମୂହ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରୁଛନ୍ତି ।ଏହି ପରିପ୍ରେକ୍ଷୀରେ ଆଜି ଦ୍ୱିତୀୟ ଦିବସରେ କଙ୍କଡାହାଡ଼ ତହସିଲ ସମ୍ମୁଖରେ!-->…
ବାଇକ ଧକ୍କାରେ ଫରେଷ୍ଟର ମୃତ
ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗିରିଧରପ୍ରସାଦର ଜଣେ ବନକର୍ମଚାରୀଙ୍କ ବାଇକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି ।
ଖବରରୁ ପ୍ରକାଶ ଯେ ,ରାସୋଳ ଥାନା ଗିରିଧରପ୍ରସାଦ ଗ୍ରାମର ଫରେଷ୍ଟର ଚାକିରୀ କରୁଥିବା ତରୁଣସେନ ପଟ୍ଟନାୟକ ନୟାଗଡ ଜିଲ୍ଲା ମହାନଦୀ ୱାଇଲଡ ଲାଇଫରେ ଫରେଷ୍ଟର ଭାବେ କାର୍ଯ୍ୟ!-->!-->!-->…