News
lipub
samparksetu

ପ୍ରଶାସନ ର ଦୃଷ୍ଟି ଆଢୁଆଳ ରେ ଶଯ୍ୟାଶାୟୀ ରମେଶ

ଭୁବନ ବ୍ଲକ ବାଲିବୋ ଗ୍ରାମ ପାତ୍ର ସାହିର ରମେଶ ପାତ୍ର ,ସ୍ତ୍ରୀ ପୁଷ୍ପଲତା , ଗୋଟିଏ ଝିଅ ଓ ଦୁଇ ପୁଅ ଙ୍କୁ ନେଇ ହସଖୁସିରେ ଚଳିଯାଉଥିଲା ପରିବାର l ପରଘରେ ମୁଲମଜୁରୀ କରି ପାଞ୍ଚପ୍ରାଣୀ ଙ୍କ ମୁହଁରେ ଆହାର ଦେଉଥିଲେ ରମେଶ l ଯେମିତି ସେମିତି କଷ୍ଟ ରେ ହେଲେ ମଧ୍ୟ ପରିବାର ର ପ୍ରତିପୋଷଣ

ନିରାଶ୍ରୟ ମହିଳା ଙ୍କୁ ଅସଦାଚରଣ ଅଭିଯୋଗ, ଥାନାରେ ମାମଲା

କାମାକ୍ଷାନଗର ଥାନା ପଲ୍ଲୀ ସାଆନ୍ତାରାପୁର ଗ୍ରାମ ରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଜଣେ ସ୍ୱାମୀ ପରିତ୍ୟକ୍ତ ନିରାଶ୍ରୟ ମହିଳା ଙ୍କୁ ଅସଦାଚରଣ କରାଯାଇଥିବା ନେଇ କାମାକ୍ଷାନଗର ଥାନାରେ ଏକ ମାମଲା ରୁଜୁ ହୋଇଛି l ସୂଚନା ଅନୁସାରେ , ପଲ୍ଲୀ ସାଆନ୍ତାରାପୁର ଗ୍ରାମ ର ଜନୈକା ମହିଳା

ମୋବାଇଲ ଗେମ୍ ଖେଳି ଜୀବନ ହାରିଲେ ଯୁବକ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଆରଖପାଳ ପଞ୍ଚାୟତ ବେଢାପାଳ ଗ୍ରାମରେ ଜଣେ ଯୁବକ ମୋବାଇଲ ଗେମ୍ ରେ ୨୦ହଜାର ଟଙ୍କା ହାରିଯିବା ପରେ ପରିବାର ନିକଟରେ ମିଛୁଆ ହେବା ଭୟ ରେ ଆତ୍ମହତ୍ୟା କରିଥିବା ଜଣାଯାଇଛି। ବେଢାପାଳ ଗ୍ରାମର ସୁଶାନ୍ତ ମହାରଣା ଙ୍କ ପୁଅ ସତ୍ୟବ୍ରତ ମହାରଣା(୧୯) ଗାଁ ନିକଟସ୍ଥ

ସରକାରୀ କାର୍ଯ୍ୟକ୍ରମ ରେ ଅଣଦେଖା,ସରପଞ୍ଚଙ୍କ ସମୂହ ଇସ୍ତଫା

ସରକାରୀ କାର୍ଯ୍ୟକ୍ରମ ରେ ସରପଞ୍ଚ ମାନଙ୍କୁ ଅଣଦେଖା ପ୍ରତିବାଦରେ ଭୁବନ ବ୍ଲକ ର ୭ଜଣ ସରପଞ୍ଚ ଇସ୍ତଫା ପାଇଁ ଲିଖିତ ଭାବେ ଜଣାଇଛନ୍ତି । ଖବର ରୁ ଜଣାଯାଏ ଯେ ,ବିଜେପି ସମର୍ଥିତ ସରପଞ୍ଚ ମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି । ଏନେଇ ଭୁବନ ବ୍ଲକ ବିଡିଓ ଙ୍କୁ ଜମୁନାକୋଟ ସରପଞ୍ଚ

ହାଇୱା ଗାଡ଼ି ଓଲଟି ଡ୍ରାଇଭର ମୃତ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ପଞ୍ଚାୟତ ଡିହଡୋଳ ଛକରୁ ମହାବିରୋଡ , ପଙ୍ଗାତିରା ଓ ପଳାଶୁଣି ଦିଗକୁ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା ଉପରେ ଅପରାହ୍ନ ସମୟରେ ଏକ ହାଇୱା ଗାଡ଼ି ଓଲଟି ପଡିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ପାଉଁଶ ବୋଝେଇ ହାଇୱା ଗାଡ଼ି ମହାବିରୋଡ ଦିଗକୁ ଦୃତ ଗତିରେ

ଟ୍ରକ୍ ଚୋରି

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ କାଳୀ ବଜାର ଅଞ୍ଚଳ ରୁ ଟ୍ରକ୍ ଚୋରି ହୋଇଥିବା ଭୁବନ ଥାନା ରେ ଅଭିଯୋଗ ହୋଇଛି । ଭୂଷଳ ଗ୍ରାମର ପୂର୍ବତନ ବ୍ୟାଙ୍କ୍ ମ୍ୟାନେଜର ଭୀମ ସେନ ହୋତା ଙ୍କ ପୁଅ କମଲ କୁମାର ହୋତା ଙ୍କ ଗାଡ଼ି କୁ ଭୁବନ

କାମାକ୍ଷାନଗର ରେ ପୁଣି ମାତିଲେ କଳା ପଲସର ଲୁଟେରା,ଲୁଟିନେଲେ ଲକ୍ଷାଧିକ ଟଙ୍କା

କାମାକ୍ଷାନଗର ଥାନା ଅଞ୍ଚଳ ରେ ଲୁଟ ଆତଙ୍କ ର ଅନ୍ତ ହେଉନି l କିଛି ଦିନ ବ୍ୟବଧାନ ରେ ଆଜି ପୁଣି କଳାପଲସର ଗ୍ୟାଙ୍ଗ ଦ୍ୱାରା ଲୁଟ ର ଶିକାର ହୋଇଛନ୍ତି ଦମ୍ପତି l ସୂଚନା ଅନୁସାରେ , କନ୍ତିଓ ପୁଟସାହି ଗ୍ରାମର ରୀନା ସାହୁ ଆଜି ନିଜ ସ୍ୱାମୀ ସୁଦାମ ଚରଣ ସାହୁ ଙ୍କ ସହ କାମାକ୍ଷାନଗର ସ୍ଥିର

ଦୁର୍ଘଟଣାରେ ଦୁଇ ଛାତ୍ରଙ୍କ ସହ ତିନି ଗୁରୁତର

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ରେ ଦୁର୍ଘଟଣାରେ ତିନିଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ , ଆଜି ସକାଳ ୯ ଘଟିକା ସମୟରେ ହିନ୍ଦୋଳ ଏନଏସି ର ଦୁଇଜଣ କଲେଜ ଛାତ୍ର ସାଗର ବେହେରା(ୱାର୍ଡନଂ-୪), ରାଜା ମହାପାତ୍ର(ୱାର୍ଡନଂ-୧୧) ଏକ ବାଇକ ଯୋଗେ ସ୍ଥାନୀୟ ରିଜିଓନାଲ

ନ୍ୟାୟ ପାଇଁ ପରିବାର ସହ ଏସ୍‌ପିଙ୍କ ଦ୍ୱାରସ୍ଥ

ଓଡାପଡା ବ୍ଲକ୍ ଅନ୍ତର୍ଗତ କାଶିଆଡିହି ଗ୍ରାମର ରଶ୍ମିତା ଦାସ ନାମକ ଜଣେ ବିବାହିତା ମହିଳା ଶ୍ୱଶୁର ଘର ଶାରୀରିକ, ମାନସିକ ଓ ଯୌତୁକ ନିର୍ଯ୍ୟାତନା ଦେଇ ମାଡପିଟ୍ କରିଥିବା ଘଟଣାକୁ ନେଇ ଢେଙ୍କାନାଳ ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସମ୍ପଦଙ୍କ ନିକଟକୁ ନ୍ୟାୟ ପାଇଁ ପରିବାର ସହିତ ଏକ

କାଉଁରିଆପାଳ ପ୍ରିମିୟର ଲିଗ୍ ଉଦଯାପିତ, ଚାନ୍ଦପୁର ଚାମ୍ପିୟନ

ଓଡ଼ାପଡ଼ା ବ୍ଲକ କାଉଁରିଆପାଳ ମା ବାଉତୀ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଆୟୋଜିତ କାଉଁରିଆପାଳ ପ୍ରିମିୟର ଲିଗ୍ -୨୦୨୪ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ଚାନ୍ଦପୁର ଓ ଆଠଗଡ଼ ଏକ ସିରିଜ ଫର୍ମାଟରେ ପରସ୍ପରକୁ ସାମ୍ନା କରିଥିଲେ । ନିର୍ଦ୍ଧାରିତ ମୋଟ ୩ ମ୍ୟାଚ ରୁ ପ୍ରଥମ ୨ ମ୍ୟାଚ
error: Content is protected !!