ଅଙ୍ଗନୱାଡ଼ି କେନ୍ଦ୍ରରେ କର୍ମୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ
କଙ୍କଡ଼ାହାଡ଼ ବ୍ଲକ ଘାଗରାମୁଣ୍ଡା ପଞ୍ଚାୟତର ଅସନବାହାଳି ଗାଁ ର ମଲାରସରୁଆ ନୂତନ ଅଙ୍ଗନୱାଡ଼ି କେନ୍ଦ୍ରରେ କର୍ମୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ କରିଛନ୍ତି ସ୍ଥାନୀୟ ଆଦିବାସୀ ଆଶାୟୀ ଓ ସାହି ବାସିନ୍ଦା। ସୂଚନା ଅନୁଯାୟୀ ମଲାରସୁଆର ନୂତନ ଅଙ୍ଗନୱାଡ଼ି କେନ୍ଦ୍ରରେ ନିଯୁକ୍ତି ନିମନ୍ତେ ଗତ!-->…
ପଞ୍ଚାୟତ ରାସ୍ତା ଖନନକୁ ନେଇ ତାତିଲେ ଜନଜାତୀ!
ଆଲୁଅଝରଣ-ଭାଲୁମୁଣ୍ଡା ପୂର୍ତ୍ତ ବିଭାଗ ରାସ୍ତା ଅବରୋଧ।କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ପଞ୍ଚାୟତର ମହୁଲଡଗର, ଡଙ୍କାବୋଲ, ରଘୁଆବୋଲ, ଓ କୁସୁମଯୋଡି ପଞ୍ଚାୟତର କିଆପାତିନି ଗ୍ରାମବାସୀ ଆଜି ସକାଳୁ ଆଲୁଅଝରଣ-ଭାଲୁମୁଣ୍ଡା ପୂର୍ତ୍ତ ବିଭାଗ ରାସ୍ତାକୁ ଅବରୋଧ କରିଛନ୍ତି। ସୂଚନା ଅନୁଯାୟୀ ଏହି!-->…
କୁକୁଡ଼ା ଫାର୍ମକୁ ନେଇ ଦୁଇ ଗାଁ ମଧ୍ୟରେ ଗଣ୍ଡଗୋଳ, ପୁଲିସ ଭ୍ୟାନ ଅଟକ
ଗଁଦିଆ ଥାନା ଅନ୍ତର୍ଗତ ରାଇତଳା ପଞ୍ଚାୟତର କୋକେଇଦା ଗ୍ରାମରେ ଜଗନ୍ନାଥ ଆଗ୍ରୋଭିଟ ନାମକ କମ୍ପାନୀ କୋଟି କୋଟି ଟଙ୍କା ବିନିଯୋଗ କରି ପଲିଟ୍ରି ଫାର୍ମ କରିଛି। ଏହି ଫାର୍ମକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଛି।
ପ୍ରକାଶ ଥାଉକି ଉକ୍ତ ଗ୍ରାମ ଠାରୁ ମାତ୍ର କେଇ ମିଟର!-->!-->!-->…
ମର୍ତ୍ତ୍ୟେ ଦଶଭୂଜା
ପାର୍ବଣେ କାକର ଉଲ୍ଲାସ ଶରତେହସେ କାଶତଣ୍ଡୀ ଧବଳର ପୁଷ୍ପେହୁଏ ଆଗମନ ଦଶଭୂଜା ମର୍ତ୍ତେଶିଶିରର ମୁକ୍ତା ଶେଫାଳିର ପୁଷ୍ପେ
ଗଳାରେ ନାଲିମାଳ ମସ୍ତକେ ସିନ୍ଦୁରଆଶ୍ୱିନ ଆଗମାନେ ଚହଟେ ମନ୍ଦାରନାରୀର ସନ୍ନାମାନେ ବିନାଶ ଦୁଷ୍ଟରଅପୂର୍ବ ଲୀଳା ତୋ ସାହସ ନାରୀର
ଦିବ୍ୟ ଜନନୀ ମା!-->!-->!-->!-->!-->…
ସହରରେ ବୁଲୁଛନ୍ତି ନକଲି ଚାନ୍ଦା ଆଦାୟକାରୀ, ପୋଲିସ ମହାନିର୍ଦ୍ଦେଶକଙ୍କ ଦୃଷ୍ଟିଗୋଚର କରି ଦୃଢ଼ କାର୍ଯ୍ୟାନୁଷ୍ଠାନ…
ଆରମ୍ଭ ହୋଇଛି ପାର୍ବଣ ଋତୁ କଟକଣା ଭିତରେ ପୂଜା ପାଇଲେ ଗଜାନନ, ସେହିପରି ଆରମ୍ଭ ହୋଇଯାଇଛି ମା' ଦୁର୍ଗାଙ୍କ ଆବାହନ । ପୀଠରେ ଚାଲିଛି ନବରାତ୍ର ପୂଜା, ଏବଂ ବିଶ୍ୱ ପ୍ରସିଦ୍ଧ ଢେଙ୍କାନାଳ ଲକ୍ଷ୍ମୀପୂଜା ପାଇଁ ମଧ୍ୟ ଆରମ୍ଭ ହୋଇଛି ପ୍ରସ୍ତୁତି । କରୋନା କଟକଣା ଭିତରେ କିପରି ପୂଜା ପାଇବେ ଏନେଇ!-->…
ଅଧାରେ ରହିଗଲା କାର୍ଯ୍ୟ ରେ ଯୋଗଦାନ , ମଝି ରାସ୍ତାରେ ହାତୀ ନେଇଗଲା ଜୀବନ !
ଢେଙ୍କାନାଳ ଜିଲ୍ଲା ଓଡ଼ାପଡା ବ୍ଲକ ଅନ୍ତର୍ଗତ ସୁରଭି ଗ୍ରାମ ନିକଟରେ ଅଘଟଣ, ଆଜି ସକାଳେ ଡ୍ୟୁଟି ଯାଉଥିବା ବେଳେ ହାତୀ ଆକ୍ରମଣ ର ଶିକାର ହେଲେ ସେହି ଗ୍ରାମର ଜଣେ ବାସିନ୍ଦା ।
ସୂଚନା ଅନୁଯାୟୀ ଓଡ଼ାପଡା ବ୍ଲକ ସୁରଭି ଗ୍ରାମର ମଧୁସୂଦନ ସ୍ୱାଇଁ ଆଜି ବଡି ସକାଳୁ ଡ୍ୟୁଟି ଯାଇଥିଲେ ।!-->!-->!-->!-->!-->…
ମୃତ୍ୟୁ ସହ ସଂଗ୍ରାମ କରୁଥିବାବେଳେ ପରିହାସ କରୁଛି ସ୍ବାସ୍ଥ୍ୟ ସେବା ଯୋଜନା!
ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବଡଶୁଆଁଳ ଗାଁ ର ଅଜିତ ପଣ୍ଡା ଗତ ୬/୧୦/୨୦୨୧ ଦିନ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ସ୍ଥାନୀୟ କାମାକ୍ଷାନଗର ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। କାମାକ୍ଷାନଗରରୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସେଠାରୁ କଟକ ବଡ଼ ମେଡ଼ିକାଲକୁ!-->…
ହେ ବିଶ୍ୱ ନିୟନ୍ତା
ହେ ବିଶ୍ୱ ନିୟନ୍ତା ଗତିମୁକ୍ତି ଦାତା କେଶବ ମାଧବ ହରି !ମଙ୍ଗଳମୟ ମହେଶ୍ୱର ତୁମେ ପତିତ ଉଦ୍ଧାର କାରି !!କୀଟତରୁଲତା ନିର୍ଜୀବ!-->…
ରୋଟ୍ରାକ୍ଟ କ୍ଲବ ଢେଙ୍କାନାଳ ତରଫରୁ ପୁସ୍ତକ ଦାନ ଓ ବୃକ୍ଷରୋପଣ
ଢେଙ୍କାନାଳ ରୋଟ୍ରାକ୍ଟ କ୍ଲବ ତରଫରୁ ବହିଦାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବନମାଳୀପ୍ରସାଦ ଠାରେ ଆରମ୍ଭ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମରେ ଡିଷ୍ଟ୍ରିକ୍ଟ ରୋଟ୍ରାକ୍ଟ ରିପ୍ରେଜେଣ୍ଟଟିଭ ଇଂଟରିଂ ପ୍ରଯୁକ୍ତା ଦେବରାୟ, ଡିଷ୍ଟ୍ରିକ୍ଟ ସେକ୍ରେଟାରୀ!-->…
ବୁଢା ବାପା-ମା ଙ୍କ ଉପରେ ବୋଝ ସାଝିଛନ୍ତି ଦୀପକ !
ଗୋଟିଏ ବୋଲି ସନ୍ତାନ, ବୁଢାକାଳକୁ ସାହାରା ହେବ କ'ଣ! ନିୟତି କିଛି ଅଲଗା କରି ଗଢିଛି ଦୀପକଙ୍କୁ। ଜନ୍ମରୁ ଦିବ୍ଯାଙ୍ଗ ଦୀପକ କଥା କହିବାକୁ ଓ ଶୁଣିବାକୁ ଅକ୍ଷମ। ସ୍କୁଲ ହତା ବି ମାଡ଼ି ନାହାଁନ୍ତି। ପରଜଙ୍ଗ ବ୍ଲକ ପଥରଖମ୍ବ ପଞ୍ଚାୟତ କାମର୍ଦା ଗାଁ ର ଅନନ୍ତ ସାହୁଙ୍କ ପୁଅ ଦୀପକ ସାହୁ, ବୟସ!-->…