ପଞ୍ଚାୟତ ସମିତି ର ନବମ ସାଧାରଣ ଅଧିବେଶନ
କାମାକ୍ଷାନଗର ପଞ୍ଚାୟତ ସମିତି ସଭାଗୃହ ଠାରେ ପଞ୍ଚାୟତ ସମିତି ର ନବମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ପୂର୍ତ୍ତ ଖଣି ଓ଼ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗ ଦେଇଥିଲେ ।
ଗତ ବର୍ଷ ପଞ୍ଚାୟତ ସମିତି ରେ ଥିବା!-->!-->!-->…
ହାତୀ ଆକ୍ରମଣ ରେ ବ୍ୟବସାୟୀଙ୍କ ମୃତ୍ୟୁ !
ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ ପଟାଳୁ ଗ୍ରାମ ନିକଟରେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ଜୋଟବେରେଣା ଗ୍ରାମର ମାୟାଧର ସ୍ୱାଇଁ ବୋଲି ସୂଚନା ମିଳିଛି ।
ସୂଚନା ଅନୁଯାୟୀ ମାୟାଧର ଜଣେ ଗୂଡ଼ ବ୍ୟବସାୟୀ । ଗୂଡ଼ ବିକିବାକୁଯାୟୀ ଗତକାଲି ନିଜ ସାଇକଲ ଯୋଗେ!-->!-->!-->!-->!-->…
କମଳେଶଙ୍କ ବଗିଚାରେ ହସୁଛି ବିରଳ ପାରିଜାତ !
ଢେଙ୍କାନାଳ ସହର ସ୍ଥିତ ଶ୍ରୀ ଅରବିନ୍ଦ ନଗରରେ ଥିବା କମଳେଶତୁଙ୍ଗଙ୍କ ବଗିଚାରେ ପାରିଜାତ ଫୁଲ ଫୁଟିଛି, ଯାହାକୁ ସ୍ୱର୍ଗର ପାରିଜାତ ଫୁଲ ବୋଲି କୁହାଯାଉଛି ।
କମଳେଶଙ୍କ ବଗିଚାରେ ପାରିଜାତ ଫୁଲ ଫୁଟିବା ଦେଖି ଅଞ୍ଚଳବାସୀ ଖୁସି ଜାହିର କରିବା ସହିତ ପାରିଜାତ ଫୁଲ ଫୁଟିବା ଶୁଭଙ୍କର!-->!-->!-->!-->!-->…
ଛୁଟି କାଟିବାକୁ ଘରକୁ ଆସିଥିଲେ ଯବାନ ଦୁର୍ଘଟଣାରେ ଚାଲିଗଲା ଜୀବନ
ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ରଥପଦା ନିକଟରେ ଦୁର୍ଘଟଣା, ହାଇୱା ଏବଂ କାର୍ ମଧ୍ୟରେ ଦୁର୍ଘଟଣା ଘଟିଥିବା ବେଳେ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ।
ସୂଚନା ଅନୁଯାୟୀ କୋତ୍ତମ ଗ୍ରାମର ମନୋଜ ବେହେରା ଏବଂ ଗଣ୍ଡାନାଳୀ ଗ୍ରାମ ର ଗୋପବନ୍ଧୁ ରାଉତ ଏକ କାର୍ ଯୋଗେ ପୁରୁଣା କଟକ -!-->!-->!-->!-->!-->…
ଟ୍ରକ ଦୁର୍ଘଟଣାରେ ଚାଳକଙ୍କ ମୃତ୍ୟୁ !
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅନ୍ତର୍ଗତ ବଡସୁଆଁଳ ଠାରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭୋର ସକାଳ ସମୟରେ ଗୋଟେ ଟ୍ରକ କାମାକ୍ଷାନଗର ରୁ ଭୁବନ ଆଡକୁ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଅନ୍ୟ ଏକ ଟ୍ରକକୁ ପଛରୁ ଧକ୍କା ଦେଇଥିଲା ଏହି ଟ୍ରକଟି ।
ଏହି ଧକ୍କା ଫଳରେ ଟ୍ରକ ଚାଳକ!-->!-->!-->…
ଚିନ୍ତା ବଢ଼ାଉଛି ଥର୍ମୋକୁଲ ପ୍ଲେଟ
ପ୍ଲାଷ୍ଟିକ ବ୍ୟବହାର ଯୋଗୁଁ ପରିବେଶ ବ୍ୟାପକ ପ୍ରଦୂଷଣ ହେଉଥିବା ବେଳେ ବୋଝ ଉପରେ ଲଳିଲା ବିଡା ସାଜିଛି ଥର୍ମୋକୁଲ ପ୍ଲେଟ । ଏହି ପ୍ଲେଟ ପରିବେଶ ପାଇଁ କ୍ଷତିକାରକ କାରଣ ଏହା ମାଟିରେ ମିଶିନଥାଏ କିମ୍ବା ପାଣିରେ ମିଶ୍ରଣ ହୋଇପାରିନଥାଏ ।
ସୂଚନା ଅନୁଯାୟୀ କେନ୍ଦ୍ର ସରକାର ପ୍ଲାଷ୍ଟିକ!-->!-->!-->!-->!-->…
ଟାଉନଥାନା ପୋଲିସ ହାତରେ ୨ ଚୋର ; ଚୋରି ପିକ୍ଅପ ଭ୍ୟାନ ଜବତ
ଢେଙ୍କାନାଳ ପୋଲିସ ହାତରେ ଲାଗିଛି ନୂଆ ସଫଳତା , ଗତ ମାର୍ଚ୍ଚମାସ ୨୧ ଓ ୨୨ ତାରିଖ ରାତି ୩ଟାରେ ଏକ କାର ଯୋଗେ ୨ ଜଣ ଦୃବୃତ ଆସି ଗଣେଶ ବଜାର ପରିବା ମାର୍କେଟ ନିକଟରୁ ଏକ ପିକଅପ ଭ୍ୟାନ ଚୋରି କରି ନେଇଥିଲେ ।
ଏ ସମ୍ବନ୍ଧରେ ଗାଡି ମାଲିକ ଏକ ମାମଲା ରୁଜୁ କରିଥିବା ବେଳେ , ଢେଙ୍କାନାଳ!-->!-->!-->…
ଗତକାଲି ଯାଇଥିଲେ କେନ୍ଦୁ ତୋଳିବାକୁ ; ନାଳରୁ ମିଳିଲା ମୃତଦେହ
ନାଳରୁ ନାବାଳିକାର ମୃତଦେହ ଉଦ୍ଧାର ,ମୃତକ ହେଲେ କଙ୍କଡାହାଡ ଥାନା ସାଧୁଆମୁଣ୍ଡା ଗ୍ରାମର ୭ବର୍ଷର ନବାଳିକା ଲଦର କୁଲଦି।ଗତକାଲି କେନ୍ଦୁ ତୋଳିବା ପାଇିଁ ଲଦର ଯାଇଥିବା ବେଳେ ନାଳ ଭିତରକୁ ଖସିପଡିଥିଲେ।ପରିବାର ଲୋକ ବିଳମ୍ବିତ ରାତି ଯାଏଁ ଘରକୁ ନଫେରିବା ହେତୁ ବହୁଖୋଜା ଖୋଜି କରିଥିଲେ!-->…
ଗୁରୁତର ଅବସ୍ଥାରେ କୁଟୁରା ଉଦ୍ଧାର !
କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ କାମାକ୍ଷାନଗର ମହାବିଦ୍ୟାଳୟ ସାମ୍ନାରେ ଏକ କୁଟୁରା କୁ ଗୁରୁତର ଭାବେ ଉଦ୍ଧାର କରିଛି ବନବିଭାଗ ।ସୂଚନା ଅନୁସାରେ ଆଜି ସକାଳୁ କୁଟୁରା ଟି ସ୍ଥାନୀୟ ଜଙ୍ଗଲ ରୁ ଜନବସତି ଆଡ଼କୁ ଆସିଯାଇଥିବା ବେଳେ କିଛି କୁକୁର ଙ୍କ ହାବୁଡ଼ରେ ପଡିଯାଇଥିଲା । ଫଳରେ କୁକୁର!-->…
କଲେଜ ଛାତ୍ରୀ ନିଖୋଜ!
ରାଜ୍ୟରେ ଏବେ ଗୋଟିଏ ପରେ ଗୋଟିଏ ଛାତ୍ରୀ ନିଖୋଜ ଘଟଣା ଚାଞ୍ଚଲ୍ୟ ଖେଳାଉଥିବା ବେଳେ ୫ ଏପ୍ରିଲ ରୁ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ସୁରପ୍ରତାପପୁର ଫାଣ୍ଡି ଅନ୍ତର୍ଗତ ଟିପିଲେଇ ଗାଁ ର ଗଣେଶ୍ୱର ନାୟକଙ୍କ ଝିଅ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ଛାତ୍ରୀ କଲେଜ ଯାଇ ଘରକୁ ଫେରି ନାହାଁନ୍ତି।
!-->!-->!-->…