ଶ୍ବଶୁର ଘର ପଛ ପଟୁ ଜ୍ବାଇଁର ମୃତଦେହ ଉଦ୍ଧାର !
ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ରାଇତୈଳା ଗ୍ରାମରେ ଶ୍ବଶୁର ଘର ପଛ ପଟୁ ଜ୍ବାଇଁର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ହାତା ଗ୍ରାମର ସନ୍ତୋଷ ବେଉରା ବୋଲି ଜଣାପଡିଛି ।
ଖବର ପାଇ ଗଁଦିଆ ପୋଲିସ ଏହି ଗ୍ରାମର!-->!-->!-->…
ଭଙ୍ଗା ଦଦରା କୁଡିଆ ତଳେ ଜୀବନ ବିତାଉଛନ୍ତି ବିଧବା ଖୁଲଣା
ଗରିବ ଲୋକଙ୍କୁ ବାସଗୃହ ଯୋଗାଇ ଦେବା ପାଇଁ ସରକାର ଅନେକ ଯୋଜନା କରୁଛନ୍ତି ।ହେଲେ ସ୍ବାଧୀନତା ପୂର୍ବରୁ ଜନ୍ମ ହୋଇଥିବା ଖୁଲଣା ପରିଡା ବୟସ (୭୪) ଭଙ୍ଗା ଚାଳଘରେ ପଡିରହିଛନ୍ତି ।
ଜମିବାଡି ନଥିବା ଖୁଲଣା ଙ୍କ ଉପରେ କୋଡ଼ିଏ ବର୍ଷ ହେଲା ଦଇବ ଦାଉ ସାଜିଛି ।ଯେଉଁଠି ଦଇବ ଦାଉ ସାଧୁଛି ସେଠି!-->!-->!-->…
ପୁଷ୍ପ ର ଦୁଃଖ ଶୁଣିବ କିଏ ; ଘର ଖଣ୍ଡିଏ ପାଇଁ ସରପଞ୍ଚ ଙ୍କ ଠାରୁ ବିଡ଼ିଓ ଙ୍କ ନିକଟକୁ ଧାଇଁ ଧାଇଁ ନିରାଶ !
ସରକାର ଙ୍କ ଆବାସ ଯୋଜନାରେ ଗରିବ ଲୋକଙ୍କୁ ପକ୍କା ଘର ଖଣ୍ଡିଏ ଯୋଗାଇବା ପାଇଁ ବ୍ୟବସ୍ଥା ରହିଥିବା ବେଳେ । ଆଜି ମଧ୍ୟ ଅନେକ ଗରିବ ପରିବାର ଅଛନ୍ତି ଯାହାଙ୍କ ପାଖରେ ଏହି ଯୋଜନା ପହଞ୍ଚିବା କଷ୍ଟକର ।
ଏହି ଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ସଦର ବ୍ଳକ୍ ବାଲ୍ୟମ୍ବା ପଞ୍ଚାୟତ!-->!-->!-->…
ଭଡ଼ାଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର !
ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଆହୁସିଂବୋର୍ଡ ର ଏକ ଭଡ଼ା ଘରୁ ଆଜି ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ।
ମୃତକ ଜଣଙ୍କ ମଠତେନ୍ତୁଲିଆ ଗ୍ରାମର ପ୍ରତିମା ଦାସ , ସେ ୨୦୦୨ ରେ ବିବାହ କରିଥିଲେ ସେ ନିଜ ସ୍ୱାମୀଙ୍କ ସହ ଏକ ଭଡା ଘରେ ରହୁଥିଲେ ।
ଆଜି ସ୍ୱାମୀ ନିଜ!-->!-->!-->!-->!-->!-->!-->…
ଜୟ ଜୟ ହନୁମାନ ହେ, ଜୟ ବୀର ମାରୁତି
ଜୟ ଜୟ ହନୁମାନ ହେ, ଜୟ ବୀର ମାରୁତିରାମ ପଦାମ୍ବୁଜେ ସତତ, ଥାଏ ତୁମ୍ଭର ମତି ।
ସଙ୍କଟ ମୋଚନ ସଙ୍କଟ, କାଳେ ହୁଅ ପ୍ରବେଶସଙ୍କଟ ହରଣ କରିଣ, ଭକ୍ତେ ଦିଅ ଆଶ୍ଵସ ।
ନାହିଁ ମୋର ଶକ୍ତି ତୁମ୍ଭଙ୍କୁ, ଦେବି କେଉଁ ଦରବଯାହା ଦେଖୁଅଛି ସକଳ, ସିନା ତୁମ୍ଭ ସରବ ।
ଭକ୍ତି ଆରାଧନା ନ!-->!-->!-->!-->!-->!-->!-->!-->!-->…
ଫୁଟବଲ ଖେଳକୁ ନେଇ ଗୋଷ୍ଠୀ କନ୍ଦଳ
ପରଜଙ୍ଗ ଥାନା ଅନ୍ତର୍ଗତ ସରାଙ୍ଗ ଆଇଜିଆଇଟି କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ବିବାଦ । ଚତୁର୍ଥ ବର୍ଷର ଛାତ୍ର ଏବଂ ତୃତୀୟ ବର୍ଷ ଛାତ୍ର ମଧ୍ୟରେ ଗୋଷ୍ଠୀ କନ୍ଦଳ ଶ୍ରୁଷ୍ଟି ହୋଇଥିଲା ।
ମଙ୍ଗଳବାର ଦିନ ଫୁଟବଲ ଖେଳକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଓ ପରେ ହାତାହାତି!-->!-->!-->!-->!-->…
ଭାରତ ରତ୍ନ ଓ ଭାରତ ବର୍ଷର ସମ୍ବିଧାନ ନିର୍ମାତା ଡ଼ା: ବାବା ସାହେବ ଭୀମରାଓ ରାମଜୀ ଆମ୍ବେଦକର
ଭାରତ ବର୍ଷର ସମ୍ବିଧାନ ନିର୍ମାତା ଡ଼ା: ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜନ୍ମ ୧୪ ଅପ୍ରେଲ ୧୮୯୧ ମସିହାରେ ମହୁ (ମଧ୍ୟପ୍ରଦେଶ)ରେ ହୋଇଥିଲା। ତାଙ୍କ ପିତା ଶ୍ରୀ ରାମଜୀ ଶକପାଲ ଏବଂ ମାତା ଭୀମାବାଇ ଧର୍ମପ୍ରେମୀ ଦମ୍ପତି ଥିଲେ। ତାଙ୍କ ଜନ୍ମ ମହାର ଜାତିରେ ହୋଇଥିଲା,ଯାହାକି!-->!-->!-->…
ପଣା ସଂକ୍ରାନ୍ତିର ବିଶେଷ ବ୍ୟଞ୍ଜନ ବେଲପଣା
ଓଡ଼ିଆ ନବ ବର୍ଷ ବା ପଣା ସଂକ୍ରାନ୍ତିରେ ଅଧିକାଂଶ ଓଡ଼ିଆ ଲୋକଙ୍କ ଘରେ ପଣା ପ୍ରସ୍ତୁତ ହୋଇଥାଏ । ତେବେ ଆସନ୍ତୁ ଜାଣିବା କିପରି ସ୍ୱାଦିଷ୍ଟ ବେଲ ପଣା ତିଆରି କରି ହେବ
ଘରେ ପଣା ତିଆରି କରିବାକୁ ଆବଶ୍ୟକୀୟ ସାମଗ୍ରୀ
୧. ଗୋଟିଏ ବଡ଼ ବେଲ, ୨-୪ଟି ପାଚିଲା କଦଳୀ, ୩. ଏକ କପ୍ କଟା ଆମ୍ବ!-->!-->!-->!-->!-->!-->!-->…
ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ପାଳନର ମହତ୍ତ୍ଵ
ଆଜି ମହା ବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ । ଆଜିର ଦିନକୁ ଲୋକେ ପଣା ସଂକ୍ରାନ୍ତି ଭାବେ ମଧ୍ୟ ପାଳନ କରନ୍ତି । ଓଡିଶାରେ ଏହି ଦିନକୁ ଖୁବ ଧୁମଧାମ୍ ରେ ପାଳନ କରନ୍ତି । କେବଳ ସେତିକି ନୁହେଁ ଆଜିର ଦିନକୁ ଓଡିଆ ନବ ବର୍ଷ ଭାବେ ମଧ୍ୟ ଜଣାଯାଏ ।
ଆଜି ଓଡିଆମାନଙ୍କ ନୂଆ ବର୍ଷରେ!-->!-->!-->!-->!-->…
ଅଗ୍ନିବିପନ୍ନଙ୍କୁ ସାହାଯ୍ୟର ହାତ ବଢ଼ାଇଲା ଟାଟା ଷ୍ଟିଲ ବିଏସଏଲ
କୌଣସି କାରଣ ବଶତଃ ଟାଟା ଷ୍ଟିଲ ବିଏସଏଲ କମ୍ପାନୀ ନିକଟରେ ଥିବା ଏକ ଗ୍ରାମରେ ଆଜି ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ପ୍ରାୟ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି ।
ତେବେ ଅଗ୍ନିକାଣ୍ଡ ଖବର ପାଇ କମ୍ପାନୀର ଅଗ୍ନିଶମ କର୍ମଚାରୀ ସେଠାରେ ପହଁଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡ ରେ ସାହୁ!-->!-->!-->!-->!-->…