News
lipub
samparksetu

ବାଲେଶ୍ୱର କଲେଜ ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ !

ଜଣେ ନାବାଳିକା କଲେଜ ଛାତ୍ରୀର ସନ୍ଦେହଜନକ ମୃତ୍ୟୁକୁ ନେଇ ଢେଙ୍କାନାଳ ସଦର ଥାନା ଓ ବାଲେଶ୍ୱର ଖଇରା ଥାନା ପୁଲିସ ଛାନଭିନ ଆରମ୍ଭ କରିଛନ୍ତି । ଏପରିକି ଛାତ୍ରୀର ମୃତଦେହକୁ ଢେଙ୍କାନାଲ ମୁଖ୍ୟ ଡାକ୍ତରଖାନାରୁ ସଦର ଥାନା ପୁଲିସ ଜବତ କରିଥିବାବେଳେ ଏହି ନାବାଳିକାର ମୃତ୍ୟୁକୁ ନେଇ ସସପେନ୍ସ

ଏବିଭିପି ଢେଙ୍କାନାଳ ପକ୍ଷରୁ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ଛତିଶଗଡ଼ର ବୀଜାପୁର ର ସୁଖମା ଠାରେ ମାଓବାଦୀ ଙ୍କ ସହ ଗୁଳି ବିନିମୟ ରେ ଭାରତ ମାତାର ବୀର ପୁତ୍ର ୨୨ ଜଣ ସିଆରପିଏଫ୍ ଯବାନ ଓ କିଛି ଯବାନ ଆହତ ହୋଇଛନ୍ତି lଏହି ବୀର ଯବାନ ମାନଙ୍କ ଅମର ଆତ୍ମାର ସଦାଗତୀ ନିମନ୍ତେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଢେଙ୍କନାଳ ନଗର୍ ଶାଖା ପକ୍ଷରୁ ଏକ

ଚିକିତ୍ସା ପାଇଁ ପ୍ରଶାସନର ସାହାଯ୍ୟ ଲୋଡିଲେ ପ୍ରମୋଦ

ଢେଙ୍କାନାଳ ଜିଲ୍ଲା ବିମ୍ବୋଳ ଗ୍ରାମର ଲେମ୍ବୁବାରି ସାହିରେ ରହୁଥିବା ପ୍ରମୋଦ ସାହୁ (୩୧) ଜଣେ ଦିନ ମଜୁରିଆ ଭାବରେ କାମ କରି ପରିବାର ପ୍ରତିପୋଷଣ କରନ୍ତି । ପରିବାର କହିଲେ ୨ପୁଅ ଓ ସ୍ତ୍ରୀ ସୁକାନ୍ତି ସାହୁ । ଏକ ଝାଟିମାଟି କୁଡିଆରେ ଏହି ପରିବାର ଦିନ କାଟନ୍ତି । ୨୦୨୦ ଜାନୁଆରୀ ରେ

ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ଶ୍ୱେତାଲିନା

ଜନ୍ମଦିନ ପାଳନ ଏକ ଟ୍ରେଣ୍ଡ ରେ ପରିଣତ ହେଲାଣି । ତାରକା ହୋଟେଲରେ ସାଙ୍ଗସାଥୀଙ୍କ ସହ ଜାକଜମକରେ ଜନ୍ମଦିନର ଖୁସି ମନାଉଛନ୍ତି । ହେଲେ ଏମିତି ହାତଗଣତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଏଭଳି ଚାକଚକ୍ୟଠୁ ଦୂରେଇ ନିଆରା ଢଙ୍ଗରେ ଜନ୍ମଦିନ ପାଳିବାକୁ ପସନ୍ଦ କରିଥାନ୍ତି । ଏମିତି

ରାଜ୍ୟରେ ଦିନ ବେଳେ ଲାଗୁ ହେବ କର୍ଫ୍ୟୁ , ୪ରୁ ୫ ଦିନ ମଧ୍ୟରେ କର୍ଫ୍ୟୁ ଲାଗିପାରେ ବୋଲି କହିଲେ ବାଚସ୍ପତି !

ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ସରକାର ଦିନବେଳା କଟକଣାକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନେଇପାରନ୍ତି। ଏନେଇ ବିଚାର ବିମର୍ଷ ଏବଂ ଅନୁଧ୍ୟାନ ଚାଲିଥିବା କହିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଆସନ୍ତା ୪ ରୁ ୫ ଦିନ ମଧ୍ୟରେ ଏନେଇ

ମୋ ଗାଁ

ଦୂର ଦିଗବଳୟ ରେ ବାଦଲ ପରିସ୍ମୃତି କାନଭାସ ରେ ଆଜି, ଉଙ୍କି ଉଠେ ମୋର ଗାଁବ୍ରାହ୍ମଣୀ ତୀରରେ ଅବସ୍ଥିତି ଯାରରାୟନୃସିଂହ ପୁର ତା ନାଁ କେତେ ଯେ ପଣ୍ଡିତ ଜ୍ଞାନୀ ବଇଷ୍ଣବଜନମି ଯା ଅଙ୍କ କଲେ ଉନ୍ନତଢେଙ୍କାନାଳ ଗଡ ରାଜା ପରା ଏଠିଦିନେ କରୁଥିଲେ ସସମ୍ମାନେ ମଥାକୁ ନତ ଏଇ ଗାଁ ବିଲ

ଇଲେଇଜଙ୍ଗ ନିକଟରେ ଦୁର୍ଘଟଣା, ଚାଳକ ଗୁରୁତ୍ତର

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଢେଙ୍କାନାଳ ଭୁବନ ଯୋଗାଯୋଗ ରାସ୍ତା ନିକଟସ୍ତ ଇଲେଇଜଙ୍ଗ ନିକଟରେ ଦୁର୍ଘଟଣା । ଗଛ ରେ ପିଟିହେଲା କାର୍, ଚାଳକ ଜଣଙ୍କ ଗୁରୁତ୍ତର ଅବସ୍ଥାରେ ଶ୍ରୀରାମଚନ୍ଦ୍ର ପୁର ଗୋଷ୍ଠୀ ସ୍ୟାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବାର ସୂଚନା । ଭାରସାମ୍ୟ ହରାଇ

ସ୍ୱାମୀର ଫାର୍ସା ଚୋଟରେ ସ୍ତ୍ରୀ ଓ ଦୁଇଝିଅ ଗୁରୁତର ଆହତ !

ଢେଙ୍କାନାଳ ଜିଲ୍ଳା କାମାକ୍ଷାନଗର ଥାନାର ଡିମିରିଆ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ସ୍ୱାମୀର ଫାର୍ସା ଚୋଟରେ ସ୍ତ୍ରୀ ଓ ଦୁଇଝିଅ ଗୁରୁତର ଆହତ ହୋଇଛନ୍ତି।ଆହାତ ୩ ଜଣ ଗୁରୁତ୍ଵରଙ୍କୁ କଟକ ବଡ଼ ଡ଼ାକ୍ତର ଖାନା ଙ୍କୁ ସ୍ଥାନନ୍ତର କରାଯାଇଛି । ଲକ୍ଡ଼ାଉନ୍‌ ସମୟରେ ସ୍ଵାମି ବେରୋଜଗାର ହୋଇ

ତୁମୁଁସିଙ୍ଗା ସେବା ସମବାୟ ସମିତିରେ ଚାଷୀଙ୍କ ଧାନ କ୍ରୟ କରିବାରେ ଅନିୟମିତତା ଅଭିଯୋଗ

ଚଳିତ ବର୍ଷ କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ସମବାୟ ସମିତି ଅଧିନରେ ପଞ୍ଜିକୃତ ଅର୍ଦ୍ଧାଧିକ ଚାଷୀ ଧାନ ବିକ୍ରି କରିବାରୁ ବଞ୍ଚିତ ହୋଇଥିଲେ। ଧାନ ବିକ୍ରି କରି ନପାରି ଥିବା ଚାଷୀ ଧାରଣାରେ ବସିଥିଲେ ମଧ୍ୟ ନିରାଶ ହେବାକୁ ପଡ଼ିଛି। ତେବେ ବେନାମୀ ଚାଷୀଙ୍କ ମାଧ୍ୟମରେ ସମବାୟ ସମିତିର

ଢେଙ୍କାନାଳ କଲେଜ ଓଡ଼ିଆ ବିଭାଗ ମୂଖ୍ଯଙ୍କ ବଦଳି

ଢେଙ୍କାନାଳ କଲେଜ ଓଡ଼ିଆ ବିଭାଗ ମୁଖ୍ୟଙ୍କ ବଦଳି ,ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଭବ୍ଯ ସମ୍ବର୍ଦ୍ଧନା ।ଓଡ଼ିଆ ବିଭାଗ ମୂଖ୍ଯ ଡଃ ରମେଶ ଚନ୍ଦ୍ର ବେହେରା ଙ୍କ ରାଜ୍ଯ ଏନ୍ ଏସ୍ ଏସ୍ ଅଧିକାରୀ ତଥା ଉପଶାସନ ସଚିବ ଭାବେ ଯୋଗଦେବା ପାଇଁ ରାଜ୍ୟ ସରକାରଙ୍କ ଦ୍ଵାରା ବଦଳି ନିର୍ଦ୍ଦେଶ ଆସିଛି ।
error: Content is protected !!