News
lipub
samparksetu

ହାଣ୍ଡିଆ ବିକିବାକୁ ଯାଇଥିଲେ ଫେରିଲେ ମୃତ ଅବସ୍ଥାରେ!

କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ଥାନା ଅନ୍ତର୍ଗତ ଡଙ୍କାବୁଲର ଶ୍ରୀମତୀ ଛାତର ସ୍ବାମୀ ଶଙ୍କର ଛାତର ବୟସ ୩୮। ସବୁଦିନ ଶ୍ରୀମତୀ କଦଳୀପାଳ ଠାରେ ହାଣ୍ଡିଆ ବିକିବାକୁ ଯାଇଥାନ୍ତି। ଗତକାଲି ହାଣ୍ଡିଆ ବିକିବାକୁ ଯାଇଥିଲା ବେଳେ ଦୁଇ ଯୁବକଙ୍କ ମଧ୍ୟରେ ଝଗଡ଼ା ରୋକିବା ପାଇଁ ଚେଷ୍ଟା କରିଥିଲେ।

ଆବାସ ଯୋଜନା ବାଟମାରଣା ; ଆବାସ ଯୋଜନାରୁ ବଞ୍ଚିତ ନିରଞ୍ଜନ ଙ୍କ ପରିବାର

ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ବାଲ୍ଯାମ୍ବା ପଞ୍ଚାୟତର ଝୁନୁ ନାଏକ ସ୍ବାମୀ ନିରଞ୍ଜନ ନାଏକ। ଘର ତାଙ୍କର ବାଲ୍ଯାମ୍ବା ଗାଁରେ। ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ। ମୂଲମଜୁରୀ ଲାଗି ସ୍ବାମୀ ନିରଞ୍ଜନ ପରିବାର ଚଳାଉଛନ୍ତି। ଗୋଟିଏ ବୋଲି ଝିଅ, ସେ ବି ଦିବ୍ଯାଙ୍ଗ। ସରକାରୀ ସହାୟତା ରୂପେ

ମାସିକ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ପ୍ରତ୍ୟେକ ପରିବାରକୁ ବିନା ମୂଲ୍ୟରେ ଯୋଗାଇବା ଦାବିରେ ଧାରଣା ଓ ଅନଶନ

ମାସିକ ଦୁଇ ଶହ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିନା ମୂଲ୍ୟରେ ଯୋଗାଇବା ଦାବିରେ ଆମ୍ ଆଦମୀ ପାର୍ଟି ଓଡ଼ିଶା ପକ୍ଷରୁ ରାଜ୍ୟ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ର ଏବଂ ଅନ୍ୟ ସହଯୋଗୀଙ୍କ ଅନିର୍ଦ୍ଧିଷ୍ଟ କାଳ ପାଇଁ ଅନଶନ ଭୁବନେଶ୍ୱର ସ୍ଥିତ ମାଷ୍ଟର କ୍ୟାଣ୍ଟିନ ଠାରେ ଆଜି ବୁଧବାର ଠାରୁ ଆରମ୍ଭ

ଶ୍ୱଶୁର ଘରେ ଜ୍ୱାଇଁ ର ସନ୍ଦେହ ଜନକ ମୃତ୍ୟୁ !

ପରଜଙ୍ଗ ଥାନା ଖଇରାପଶି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ତାଳଚେର ଅଂଚଳର ଝରି ବେହେରା ଏବଂ ସୁଜନ ବେହେରା ପୁଅ ମିଥୁନ ବେହେରା(୩୦) ନିଜ ଶ୍ୱଶୁର ଘର ଖଇରାପଶିକୁ ବୁଲି ଆସିଥିବା ବେଳେ ଶ୍ୱଶୁର ଘରୁ ତାଙ୍କର ମୃତ ଦେହ ଉଦ୍ଧାର ହୋଇଛି । ତାଙ୍କୁ ତାଙ୍କ ଶାଶୁ ଅଖରୀ ବେହେରା , ଶଳା ନବ

ଚାଲିଛି ବହି ପଢ଼ା, ଫୁଣି ବନ୍ଦ୍ ଆଖିରେ !

ଆଖିରେ ବନ୍ଧା ହୋଇଛି ପଟି, ହେଲେ ଚାଲିଛି ଲେଖା ପଢ଼ା ଏବଂ ଶୁଙ୍ଘିକି କହୁଛନ୍ତି ରଙ୍ଗ, ଏଭଳି ଚମତ୍କାର ସହ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ଢେଙ୍କାନାଳ ଜିଲ୍ଲା ଭୁବନର ବିସ୍ମୟ ଭାଇ ଭଉଣୀ । ବିସ୍ମୟ ଭାଇ ଭଉଣୀ ନିବେଦିତା ଓ ରଶ୍ମିରଂଜନ । ଆଖିରେ ପଟି ବାନ୍ଧିଲା ପରେ ବି ସବୁକିଛି

କାମାକ୍ଷାନଗର ଆଳତୁମା ଗାଁରେ କୂଅ ଖୋଳୁଥିବା ବେଳେ ଅଘଟଣ, ଅତଡାରେ ଚାପି ହୋଇ ଜଣେ ଶ୍ରମିକ ମୃତ ,୩ଘଣ୍ଟା ପରେ ଉଦ୍ଧାର…

ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଆଳତୁମା ଗାଁରେ କୂଅ ଖୋଳୁଥିବା ବେଳେ ଅଘଟଣ। ଅତଡା ଖସି ଚାପିହୋଇ ଜଣେ ଶ୍ରମିକ ଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ଜଣଙ୍କ ହେଲେ ଦିଗୁଡିଆ ସାହିର ଧୁଳିଆ ମଲ୍ଲୀକ ବୋଲି ସୂଚନା ମିଳିଛି । କାମାକ୍ଷାନଗର ଅଗ୍ନୀଶମ ବାହିନି ପହଂଚିବା ସହିତ ୩ଟି

ପାଣି ବୁନ୍ଦେ ପାଇଁ ଡହକ ବିକଳ ହେଉଛନ୍ତି ଗ୍ରାମ ବାସୀ, ପ୍ରସାଶନ ଚୁପ

ଖରାଦିନ ଆସିଲେ ଚିନ୍ତା ମାଡି ବସୁଛି ପାଣି ବୁନ୍ଦେ ପାଇଁ । ପିଇବା ପାଣି ଟିକେ ପାଇଁ ଛଟପଟ ହେଉଛନ୍ତି ଗ୍ରାମବାସି ମାନେ । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ଇନ୍ଦିପୁର ଗ୍ରାମରେ,ଗ୍ରାମରେ ଦୁଇ ଗୋଟି ଓଭର ହେଡ ପାଣି ଟାଙ୍କି ଓ ଗ୍ରାମର ସବୁ

ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଗହମଖୁଣ୍ଟି ରୁ ଗତକାଲି ପୋଲି ଜନ୍ର ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି । ମୃତ୍ୟୁର କାରଣ ଜଣାପଡ଼ିନଥିବା ବେଳେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି । ସୂଚନାଯୋଗ୍ୟ କି , ସଦର ଥାନା ଗହମଖୁଣ୍ଟି ରାସ୍ତା କଡରେ ଜଣେ ବ୍ୟକ୍ତି ଅଚେତ

ମୋ ସ୍କୁଲ ଅଭିଯାନର ରାଜ୍ୟ ପ୍ରକଳ୍ପ ସଂଯୋଜକଙ୍କ ଗସ୍ତ ଓ ସମୀକ୍ଷା କାର୍ଯ୍ୟକ୍ରମ

ଢେଙ୍କାନାଳ ଜିଲ୍ଲାର ସଦର ଓ ଓଡାପଡା ବ୍ଲକର ୭ଟି ବିଦ୍ୟାଳୟକୁ ମୋ ସ୍କୁଲ ଅଭିଯାନର ରାଜ୍ୟ ପ୍ରକଳ୍ପ ସଂଯୋଜକ ତଥା ପ୍ରୋଗ୍ରାମ ଅଫିସର ହିମାଂଶୁ ଭୂଷଣ ଓଝା ଓ ସମ୍ପର୍କ ଅଧିକାରୀ ମୈତ୍ରୀ ବାବୁ ନିକଟରେ ପରିଦର୍ଶନ କରିଥିଲେ।ସଦର ଓ ଓଡାପଡାର ବିଭିନ୍ନ ବିଦ୍ୟାଳୟଗୁଡିକର ଅଭାବ ଅସୁବିଧା
error: Content is protected !!