ମଣ୍ଡିରେ ଧାନ ବିକ୍ରି ହେଉନଥିବା କାରଣରୁ ବିଜେପି ତରଫରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର
କାମାକ୍ଷାନଗର ବିଭିନ୍ନ ଧାନ ମଣ୍ଡିରେ ଧାନ ବିକ୍ରି ହୋଈନପାରିବା ହେତୁ ଆଜି ବିଜେପି ତରଫରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବିପତ୍ର ପ୍ରଦାନ କରାଯାଇଥିଲା।
ମଣ୍ଡିରେ ଚାଷୀଙ୍କର ନାମ ପଞ୍ଜିକରଣ ହୋଇଥିବା ବେଳେ ଧାନ ବିକ୍ରିହୋଈପାରି ନାହିଁ!-->!-->!-->…
୪୨ ଥରରେ ମ୍ୟାଟ୍ରିକ ଏବଂ ୬୫ ରେ ଏଲଏଲବି ; ପରିଶ୍ରମର ଲଉଡି ସହ ଶିକ୍ଷାର ସେତୁ ପାରି ହୋଇଛନ୍ତି ତ୍ରିଲୋଚନ
ଶିକ୍ଷା ପାଇଁ ବୟସ ବାଧା ନୁହେଁ, ବରଂ ଆବଶ୍ୟକ ଇଚ୍ଛାଶକ୍ତି ।ଏହାର ଏକ ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି ଢେଙ୍କାନାଳ ଜିଲ୍ଲାସଦର ବ୍ଳକ ସୋଗରପଶି ପଞ୍ଚାୟତ ଅନ୍ତର୍ଗତ ପାରିଖେଦା ଗ୍ରାମର ତ୍ରିଲୋଚନ ନାଏକ । ତ୍ରିଲୋଚନ ୪୨ ଥରରେ ମ୍ୟାଟ୍ରିକ ଏବଂ ୬୫ ରେ ଏଲଏଲବି ପାସ କରିଥିବା ଏହି ଘଟଣା ଏବେ!-->!-->!-->…
ଅସହାୟ ପରିବାରକୁ ସାହାଯ୍ୟ ଯୋଗାଇ ଦେବାକୁ ବିଡିଓ ଙ୍କୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ପଞ୍ଚାୟତ ର ଆଦିପୁରା ଗ୍ରାମର ରୋହିତ ନାଏକ (୪୨) । ସେ ଜଣେ ବାଦ୍ୟକାର ଭାବେ ବେଶ୍ ପରିଚିତ ଗାଁ ଗହଳିରେ ।
ନିଖୂଣ ବାଦ୍ୟ ପରିବେଷଣ କରି ୨୦୦୬ ମସିହାରେ ରାଜ୍ଯ କଳା ବିକାଶ ପରିଷଦ ପକ୍ଷରୁ ସମ୍ମାନିତ ହୋଇଛନ୍ତି । ଦଇବର ଲେଖନୀ ଥିଲା!-->!-->!-->…
ପୁଟୁଳି ବୈଶ୍ୟ ସମାଜର ବାର୍ଷିକ ସମ୍ମିଳନୀ
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଭୀମ ନଗରୀ ଥାନ ର ବାର୍ଷିକ ଉତ୍ସବ ଥାନ ସଭାପତି ଶ୍ରୀ ଯୁକ୍ତ ଗୋବର୍ଦ୍ଧନ ନାୟକ ଙ୍କ ସଭାପତିତ୍ବରେ ମାର୍ଚ୍ଚ ମାସ ଚଉଦ ତାରିଖରେ ଝାରଦାଗ୍ରାମର ଗିରିଧାରୀ ଆଶ୍ରମ ଠାରେ ଅନୁଷ୍ଠିତ ହୋଇଯାଇଅଛି।
ଏହି ଉତ୍ସବରେ ଶ୍ରୀ ଶ୍ରୀ ଲକ୍ଷ୍ମୀ ନାରାୟଣ ପୁଟୁଳି ବୈଶ୍ଯ!-->!-->!-->…
ସହାୟତା ଆଶାରେ ପୁରା ପରିବାର !
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ପଞ୍ଚାୟତ ର ଆଦିପୁରା ଗ୍ରାମର ରୋହିତ ନାଏକ (୪୨) । ସେ ଜଣେ ବାଦ୍ୟକାର ଭାବେ ବେଶ୍ ପରିଚିତ ଗାଁ ଗହଳିରେ ।
ନିଖୂଣ ବାଦ୍ୟ ପରିବେଷଣ କରି ୨୦୦୬ ମସିହାରେ ରାଜ୍ଯ କଳା ବିକାଶ ପରିଷଦ ପକ୍ଷରୁ ସମ୍ମାନିତ ହୋଇଛନ୍ତି । ଦଇବର ଲେଖନୀ ଥିଲା!-->!-->!-->…
ଖବର ପ୍ରସାରଣ ପରେ ବଦଳିଲା ବିପଦ ସଙ୍କୁଳ ବିଦ୍ୟୁତ୍ ଖୁଣ୍ଟ
ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ କାଙ୍କଡପାଳ ଛକ ରାଧାକୃଷ୍ଣ ମନ୍ଦିର ନିକଟ ଛକରେ ଏକ ବିଦ୍ୟୁତ୍ ଖୁଣ୍ଟ ବହୁ ଦିନ ହେବ ବିପଦ ସଙ୍କୁଳ ଅବସ୍ଥାରେ ରହିଥିଲା , ଯାହାକି ବାଟୋଇ ମାନଙ୍କ ପାଇଁ ବିପଦ ହୋଇ ପଡ଼ିଥିଲା ।
ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ ଗାଁ କୁ ବିଜୁଳି ସଂଯୋଗ ହେବା ଦିନଠାରୁ ଏ!-->!-->!-->…
କରୋନା କଟକଣାକୁ ବର୍ଷେ, ଆଜିର ଦିନରେ ବିପର୍ଯ୍ୟୟ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ
ମାର୍ଚ୍ଚ ୧୩ ୨୦୨୦, ବର୍ଷେ ତଳେ ଠିକ ଆଜିର ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନକୁ ବିପର୍ଯ୍ୟୟ ବୋଲି ଘୋଷଣା କରିଥିଲେ । ଅନ୍ୟ ରାଜ୍ୟ ଏହି ଭୟାବହତାକୁ ବୁଝିବା ପୂର୍ବରୁ ସତର୍କତା ମୁଳକ ପଦକ୍ଷେପ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ବିପର୍ଯ୍ୟୟ ଭାବେ ଘୋଷଣା କରିଥିଲେ!-->!-->!-->…
ତୁମୁଁସିଙ୍ଗା ସମବାୟ ସମିତି କାର୍ଯ୍ୟାଳୟ ରେ ୭ ଦିନ ହେବ ଝୁଲୁଛି ତାଲା ; ଚାଷୀ ହନ୍ତସନ୍ତ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ସମବାୟ ସମିତି ଅଧିନରେ କଣ୍ଟାପାଳ, ତୁମୁଁସିଙ୍ଗା, କନ୍ତିଓକାଟେଣୀ ଓ କନ୍ତିଓପୁଟସାହି ଚାରୋଟି ପଞ୍ଚାୟତର ୧୫ଟି ରାଜସ୍ବ ଗ୍ରାମର ୧୦୩୦ ଜଣ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଚଳିତ ବର୍ଷ ନାମ ପଞ୍ଜିକୃତ କରିଥିଲେ।
ପଞ୍ଜିକୃତ!-->!-->!-->…
ବିପର୍ଯ୍ୟସ୍ତ ପ୍ରାଣୀ ଧନ ଚିକିତ୍ସା ବ୍ୟବସ୍ଥା
ଲୋକଙ୍କୁ ସ୍ବାବଲମ୍ବୀ କରିବା ତଥା ବେକାରୀ ଦୂରୀକରଣ ପାଇଁ ସରକାରୀ କାଗଜ କଲମରେ ସୀମିତ ରହିଛି। ଲୋକଙ୍କୁ କାମ ଯୋଗାଇ ଦେବା ଦୂରର କଥା ଯେଉଁ ସାଧାରଣ ଲୋକଟିଏ ନିଜସ୍ଵ ଉଦ୍ୟମରେ ଚାଷ କରି ଜୀବିକା ନିର୍ବାହ କରୁଛି ସେ ବି ସମସ୍ୟା ଘେରରେ।
ପ୍ରାଣୀଧନ ଉପରେ ନିର୍ଭର କରି ବଞ୍ଚୁଥିବା ସାଧାରଣ!-->!-->!-->…
୧୦ ମିନିଟ ବିଳମ୍ବ ହେତୁ ହିନ୍ଦୀ ଶିକ୍ଷୟିତ୍ରୀ ଙ୍କୁ ଗାଳି ; ଆତ୍ମହତ୍ୟା ଉଦ୍ୟମ କଲେ ଶିକ୍ଷୟିତ୍ରୀ !
୧୦ ମିନିଟ ବିଳମ୍ବ ହେତୁ ହିନ୍ଦୀ ଶିକ୍ଷୟିତ୍ରୀ ଙ୍କୁ ଗାଳି ହୋଇଛି ଗାଳି ପରେ ଶିକ୍ଷୟିତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି , ଏହିଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ।
ସୂଚନା ଅନୁଯାୟୀ , ଆଜି ସୁଲତାନା ବେଗମ ସ୍କୁଲ କୁ ୧୦ ମିନିଟ ବିଳମ୍ବ ରେ!-->!-->!-->…