News
lipub
samparksetu

ସଡ଼କ ଦୁର୍ଘଟଣାରେ ଜଣେ ମୃତ

ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ଓସ୍ତପାଳ ବ୍ରିଜ ନିକଟରେ ଗତକାଲି ଏକ ଦୁର୍ଘଟଣାରେ ଘଟିଥିଲା ଦୁର୍ଘଟଣାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ କି , ଖଜୁରିଆକଟାର ରଶ୍ମିରଞ୍ଜନ ବିଶ୍ୱାଳ (୩୦) ରୁ ଭାପୁର ରୁ ନିଜ ଘରକୁ ବାଇକ ଯୋଗେ ଫେରୁଥିବା ସମୟରେ ଭଦ୍ରକ ଯାଉଥିବା ଏକ

ସୁବୋଧ ଙ୍କ ଓଜେଏସ୍ ପରୀକ୍ଷାରେ ସଫଳତା

କାମାକ୍ଷାନଗର ମୁଣ୍ଡିଦେଉଳି ସାହିର ସୁବୋଧ କୁମାର ସେଠୀ ଓଡ଼ିଶା ଜୁଡିସିଆଲ ସର୍ଭିସ (ଓଜେଏସ୍)ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ।ସ୍ବର୍ଗତ ଜଗନ୍ନାଥ ସେଠୀ ଓ ଭାନୁମତି ସେଠୀଙ୍କ ପୁଅ ଏବେ ଓଡିଶା ଉଚ୍ଚ ନ୍ୟାୟାଳୟରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଭାବେ କାର୍ଯ୍ୟରତ ଅଛନ୍ତି । ଓଜେଏସ୍ ରେ

ଟାଟାଷ୍ଟିଲ ବିଏସ୍ଏଲ୍ ଦ୍ବାରା ଅନ୍ତର୍ଜାତିକ ମହିଳା ଦିବସ ପାଳିତ

ଟାଟାଷ୍ଟିଲ ବିଏସ୍ଏଲ୍ ଦ୍ବାରା ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଢେଙ୍କାନାଳ ନରେନ୍ଦ୍ରପୁର ସ୍ଥିତ ପ୍ଳାଣ୍ଟ ତରଫରୁ ସ୍ଥାନୀୟ ଗ୍ରାମରୁ ସଫଳ ମହିଳା ଉଦ୍ୟୋଗୀ ମାନଙ୍କୁ ସମ୍ମାନିତ କରାଯାଇଛି ।ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଆୟୋଜିତ ହୋଇଥିବା କାର୍ଯ୍ଯକ୍ରମରେ

ଆସନ୍ତା କାଲି ମହା ଶିବରାତ୍ରୀ ;ପ୍ରସିଦ୍ଧ ଶୈବପୀଠ କପିଳାସ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ଆସନ୍ତା କାଲି ମହା ଶିବରାତ୍ରୀ ପାଇଁ ସଜେଇ ହେଉଛି ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ କପିଳାସ। କରୋନା କଟକଣା ରହିଥିବାରୁ ବାହାର ଜିଲ୍ଲାର ଭକ୍ତ ପାଇଁ ପ୍ରତିବନ୍ଧକ ରହିଛି। ତଥାପି ସ୍ଥାନୀୟ ବାସିନ୍ଦାଙ୍କ ମନରେ ଆବେଗ ଭରି ରହିଛି। ଦେବୋତ୍ତର ବିଭାଗ ତତ୍ତ୍ଵାବଧାନରେ ସେବାୟତମାନେ

ଗୋଲେଇ ଛକ କିମ୍ଵା ଓଭରବ୍ରିଜ ଦାବିନେଇ ମହିଷାପାଟ ଛକ ନିକଟରେ ଜାତୀୟ ରାଜପଥ ଅବରୋଧ ; ପ୍ରତିଶ୍ରୁତି ପରେ ହଟିଲା ରାସ୍ତା…

୫୫ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ କରୁଥିବା ଠିକା ସଂସ୍ଥାର ମନମାନୀ ଯୋଗୁଁ ରାଜପଥର ଯାତ୍ରୀଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ହନ୍ତସନ୍ତ ହେଉଛନ୍ତି । ଏହାର ପ୍ରତିବାଦରେ ଢେଙ୍କାନାଳ ସହରର ମହିଷାପାଟ ବାଇପାସ ଛକରେ ସ୍ଥାନୀୟ ଲୋକମାନେ ପଥର ରଖି

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ ରାଶ୍ୟାଧିପଙ୍କ ନକ୍ଷତ୍ରସ୍ଥ ବୁଧଙ୍କ ପ୍ରଭାବରେ ପଡ଼ୋଶୀଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ। ସାମାଜିକ, କଳା, ସାହିତ୍ୟ, ଚଳଚ୍ଚିତ୍ର କ୍ଷେତ୍ରରେ ବନ୍ଧୁ ମହଲରେ ପ୍ରଶଂସିତ ହେବେ। ସ୍ବଗୃହୀ ବଳବାନ୍‌ କର୍ମାଧିପ ହେତୁ ଅଫିସ୍‌ରେ ଦକ୍ଷତା ପ୍ରତିପାଦନ କରି ପ୍ରଶଂସିତ ହେବେ। ଏକାଧିକ

ଗ୍ରୀଷ୍ମ ପ୍ରବାହର ମୁକାବିଲା ନିମନ୍ତେ ପ୍ରସ୍ତୁତି ବୈଠକ ; ଏପ୍ରିଲ ୧ ତାରିଖରୁ ଜୁନ ୧୦ ତାରିଖ ଖୋଲିବ କଣ୍ଟ୍ରୋଲ ରୁମ

ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟସ୍ଥ ସଦଦ୍ଭାବନା ସଭା ଗୃହଠାରେ ଜିଲ୍ଲାପାଳ ଶ୍ରୀ ଭୂମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ନିମନ୍ତେ ଏକ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ଥିବା ବିଭିନ୍ନ ଅଞ୍ଚଳର ନଳକୂପ ଗୁଡିକ

ବସ-ବାଇକ ମୁହାଁମୁହିଁ ଧକ୍କା ; ବାଇକ ଚାଳକ ମୃତ !

ଢ଼େଙ୍କାନାଳ ଜିଲ୍ଲା ପୁରୁଣା କଟକ ସମ୍ବଲପୁର ରାସ୍ତାର ସୁକିଆବାଉତୀ ନିକଟରେ ଦୁର୍ଘଟଣା । ବସ-ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଚଳକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ , ଆଜି ଭୋରୁ ଦୁର୍ଗା ମାଧବ ବସ୍ ସାତମାଇଲ୍ ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ ଆଜି ଚତୁର୍ଥଭାବକୁ ଚାରୋଟି ଗ୍ରହ ଦେଖୁଥିବାରୁ ପିଲାମାନଙ୍କ ଦାବି ମୁତାବକ ଜିନିଷ ସେମାନଙ୍କର ଆନନ୍ଦ ବର୍ଦ୍ଧନ କରିବ। ଚେଷ୍ଟା କରୁଥିବା ଦିଗରୁ ଅର୍ଥ ଲାଭ, ଶାରୀରିକ ସୁସ୍ଥତା ବନ୍ଧୁଙ୍କ ପରାମର୍ଶ ଆପଣଙ୍କ କାମରେ ସାହାଯ୍ୟ କରିବ। କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର କାମରେ

ବିଶ୍ୱ ମହିଳା ଦିବସ ଅବସରରେ ଡାକମୋହର ଉନ୍ମୋଚିତ

ଢେଙ୍କାନାଳ ପ୍ରଧାନ ଡାକଘର ପରିସରରେ ଡାକମଣ୍ଡଳ ତରଫରୁ ବିଶ୍ୱ ମହିଳା ଦିବସ ଉପଲକ୍ଷେ ଏକ ବିଶେଷ ଡାକ ମୋହର ଉନ୍ମୋଚିତ ହୋଇଯାଇଅଛି। ଆଜିର ଏହି ବିଶେଷ ମୋହର ଜରିଆରେ ମହିଳା ମାନଙ୍କର ସମସ୍ତ କ୍ଷେତ୍ରରେ ସମାନ ଅଧିକାର, ଆଉ ଦେଶର ବିକାଶ ପଥରେ ତାଙ୍କର ଅବଦାନ କିଛି କମ ନୁହଁ ବାର୍ତ୍ତା ର
error: Content is protected !!