News
lipub
samparksetu

ଆପ୍ ରାଜ୍ୟ ଆବାହକଙ୍କ ଢେଙ୍କାନାଳ ଗସ୍ତ

ଆମ୍ ଆଦମୀ ପାର୍ଟି ଓଡ଼ିଶା ରାଜ୍ୟ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ର ଦୀର୍ଘ ଦଶ ଦିନ ହେଲା ପଶ୍ଚିମ ଓଡ଼ିଶା ଗସ୍ତ କରିବାପରେ ଢେଙ୍କାନାଳ ଠାରେ ଜିଲ୍ଲା କର୍ମୀ ମାନଙ୍କର ସ୍ୱାଗତ ଏବଂ ସ୍ଥାନୀୟ ବଳରାମ ମନ୍ଦିର ପ୍ରାଙ୍ଗଣରେ ଏକ ଔପଚାରିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ

ଗୋଲେଇ ଛକ ନିର୍ମାଣ ଦାବି ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ !

ଢେଙ୍କାନାଳ ସହରକୁ ମହିଷାପାଟ ଦେଇ ଆସିଥିବା ସଂଯୋଗୀକରଣ ରାସ୍ତା ଏବେ ପାଲଟିଛି ଦୁର୍ଘଟଣା ପ୍ରବଣ ସ୍ଥାନ । ପ୍ରତିଦିନ ଘଟୁଛି ନାହିଁନଥିବାର ଦୁର୍ଘଟଣା । ସମ୍ପୃକ୍ତ ସଂଯୋଗୀ କରଣ ରାସ୍ତା ଉପରେ ନିର୍ଭର କରନ୍ତି ଅନ୍ୟୁନ୍ୟ ୪ ପଞ୍ଚାୟତ ଏବଂ ୨୦ ରୁ ଉର୍ଦ୍ଧ୍ବ ଗ୍ରାମର ବାସିନ୍ଦା ।

ନିର୍ମାଣ ନାରୀତ୍ୱର

ନାରୀ ….ଜାୟା,ଜନନୀ,ପ୍ରେମିକା, ଭଗିନୀମାତା,ଧାତ୍ରୀ ଆଦ୍ୟ ଚିରନ୍ତନୀକେତେଯେ ଲୁଚେଇ ରଖେହୃଦୟରେ ନିନ୍ଦାର ସେ ବହ୍ନି ||କେତେଯେ ଲୁଚେଇ ରଖେହୃଦୟରେ ନିନ୍ଦାର ସେ ବହ୍ନି…… ନାରୀ……ନୂତନ ସୃଷ୍ଟିର ଗନ୍ତା ଘରଉପସ୍ଥିତି କିଏବା ନଲୋଡେ ତାରଅଭିନବ ପ୍ରୟାସଟିଏ ଅଟେ ସୃଷ୍ଟିରତଥାପି ନାରୀ

ନାରୀ ପାଇଁ

ନାରୀ ତୁମେ ମାୟାରମ୍ୟା ତୁମ କାୟାକେବେ ହୁଅ ଜାୟାସର୍ବେ କରି ବାୟା ।ପିତୃ ମାତୃ କନ୍ୟାଆନନ୍ଦର ବନ୍ୟାଭାଇର ଭଗିନୀସ୍ୱାମୀର ସଙ୍ଗିନୀ ।ଆନନ୍ଦ ଦାୟିନୀଦୁଃଖର ହାରିଣୀମଧୁର ଭାଷିଣୀଦୁର୍ଗତି ନାଶିନୀ ।ନାରୀ ତୁମେ ସୃଷ୍ଟି, ସ୍ଥିତି,ପ୍ରଗତିର ଅବିଶ୍ରାନ୍ତ ଧାରାତୁମେ ଗତି, ତୁମେ ମୁକ୍ତି,ତୁମ

ଅଙ୍ଗନୱାଡ଼ି କର୍ମୀଙ୍କୁ ଦୁଇଦିନ ଧରି ଗୋଟିଏ ଘରେ ଅଟକ ରଖି ମାନସିକ ନିର୍ଯାତନା ଅଭିଯୋଗ

ଢେଙ୍କାନାଳ ଜିଲ୍ଲା ଭୁବନରେ ଜଣେ ଅଙ୍ଗନୱାଡ଼ି କର୍ମୀଙ୍କୁ ଦୁଇଦିନ ଧରି ଗୋଟିଏ ଘରେ ଅଟକ ରଖି ମାନସିକ ନିର୍ଯାତନା ଅଭିଯୋଗ । ବାହା ହେବାକୁ ରାଜି ନହେଲେ ଅଶ୍ଲୀଳ ଭିଡିଓ ଭାଇରାଲ କରିବାକୁ ଧମକ, ଖବର ପାଇ ଉଦ୍ଧାର କଲା ପୋଲିସ, ଅଭିଯୁକ୍ତ ଯୁବକ ଗିରଫ । ସୂଚନା ଅନୁଯାୟୀ ଭୁବନ ଥାନା

ଗଛରେ ପିଟିହୋଇ ବାଇକ ଚାଳକ ଗୁରୁତର !

ଗଁଦିଆ ଥାନା ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ଯୋରନ୍ଦା-ବିରିଖୁଣ୍ଟି ରାସ୍ତାରେ ସଡ଼କ ଦୁର୍ଘଟଣା। ଆଜି ସନ୍ଧ୍ୟା ୭ଟା ପାଖାପାଖି ଏହି ଦୁର୍ଘଟଣା ଘଟିଛି। ନାଗିଆପଶି ପଞ୍ଚାୟତର ଡାହିମାଳ ଗାଁ ର ପଙ୍କଜ ଦେହୁରୀଙ୍କ ପୁଅ ଚନ୍ଦନ ଦେହୁରୀ ନିଜ ପଲସର ବାଇକ୍ (ଓଡି୦୬ଜେ୫୨୮୭) ନେଇ ଯାଉଥିବା ସମୟରେ

କାମାକ୍ଷାନଗର ସମାଟାଙ୍ଗି ଗାଁ ରେ ଭୟାନକ ଅଗ୍ନିକାଣ୍ଡ ; ଜଳିଗଲା ୬ ବଖରା ଘର !

କାମାକ୍ଷାନଗର ବ୍ଲକ କାଦୁଆ ପଞ୍ଚାୟତର ସମାଟାଙ୍ଗି ଗାଁରେ ଭୟାବହ ଅଗ୍ନିକାଣ୍ଡରେ କୈଳାସ ସାହୁ(କଇ)ଙ୍କ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଛି। ୬ ବଖରା ଘର ସହ ଘରେ ଥିବା ସମସ୍ତ ଆସବାବପତ୍ର ସହ ଧାନ ଚାଉଳ ଟଙ୍କା ସବୁ ପୋଡ଼ି ପାଉଁଶ ହୋଇଯାଇଛି। ନିକଟ ଅତୀତରେ କୈଳାସଙ୍କ ସାନ ପୁଅ ବିବାହ

ଆସ ବୁଲିଯିବା ମେଣ୍ଢାପଦା ଡ୍ୟାମ

ଢେଙ୍କାନାଳ ଜିଲ୍ଲାର ଅନେକ ସ୍ଥାନ ଏପରି ରହିଛି ଯେଉଁ ଗୁଡ଼ିକର ଉନ୍ନତିକରଣ କରାଯାଇ ପର୍ଯ୍ୟଟନ ସ୍ଥଳୀ ଭାବରେ ବିକଶିତ କରାଯାଇ ପାରିବ। ପର୍ଜଙ୍ଗ ବ୍ଲକ ଲୋଧଣୀ ପଞ୍ଚାୟତ ମେଣ୍ଢାପଦା ଗାଁ ନିକଟରେ ଥିବା ଡ଼୍ୟାମ ଏମାନଙ୍କ ମଧ୍ୟରେ ଅନ୍ୟତମ। ପାଖାପାଖି ୩୫୦ ଏକର ଜାଗା ଜଳ ପରିଧି ଥିବା

ଠିକା କମ୍ପାନୀ କ୍ୟାମ୍ପରେ ଅଗ୍ନିକାଣ୍ଡ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଳକ୍ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଦଶିପୁର ଠାରୁ ଘାଗରାମୁଣ୍ଡା ରାସ୍ତା ପାଇଁ ଗତରେଇ ଗ୍ରାମ ଠାରେ ଏକ କ୍ୟାମ୍ପ କରାଯାଇଥିଲା । ସେଠାରେ ଶ୍ରମିକ ମାନଙ୍କ ସହିତ ମେସିନ , ପାଇପ , ମୋଟର ଆଦି ରଖାଯାଇଥିଲା । ସମସ୍ତ ଶ୍ରମିକ କାମ କରିବାକୁ ଯାଇଥିବା
error: Content is protected !!