News
lipub
samparksetu

ଗୋଟିଏ ରାତିରେ ୨ମନ୍ଦିରରୁ ଲୁଟ !

ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଛାଟିଆ ଗ୍ରାମରେ ଥିବା ତାରିଣୀ ମନ୍ଦିର ଓ ଶିବ ମନ୍ଦିରର ତାଲା ଭାଙ୍ଗି ଗତକାଲି ରାତିରେ ଲୁଟ ହୋଇଛି । ତାରିଣୀ ମନ୍ଦିର ହୁଣ୍ଡି ସହ ପାଖରେ ଥିବା ଶିବ ମନ୍ଦିର ହୁଣ୍ଡିକୁ ଭାଙ୍ଗି ଦକ୍ଷିଣା ଟଙ୍କା ମଧ୍ୟ ଲୁଟି ନେଇଛନ୍ତି ।ଦୁର୍ବୃତ୍ତ ମାନେ

ଭୟାବହ ଅଗ୍ନିକାଣ୍ଡ ; ଜଳିଗଲା ୫ ବଖରା ଘର !

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କାମର୍ଦା ଗ୍ରାମ ରେ ଭୟାବହ ଅଗ୍ନିକାଣ୍ଡ । ୫ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଭଷ୍ମିଭୂତ । ସୂଚନା ଅନୁସାରେ, ଆଜି ଅପରାହ୍ନ ସମୟରେ ଗ୍ରାମର ପ୍ରମୋଦ ସାହୁ ଙ୍କ ଘରେ କୌଣସି କାରଣ ରୁ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡର

ମହିଳାଙ୍କ ଠାରୁ ଲୁଟିନେଲେ ୩ଲକ୍ଷ ଟଙ୍କା !

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଅନ୍ତର୍ଗତ ସାତମାଇଲ ସ୍ଥିତ ବ୍ୟାଙ୍କ ନିକଟରୁ ମଙ୍ଗଳବାର ଜଣେ ମହିଳାଙ୍କଠାରୁ ୩ ଲକ୍ଷ ଟଙ୍କା ଲୁଟ ହୋଇଥିବାର ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ , ଅପରାହ୍ନ ରେ ନୂଆବାଗ ପଞ୍ଚାୟତ ଅନ୍ତର୍ଗତ ବାହାଲୁଣ୍ଡା ଗ୍ରାମର ସ୍ୱୟଂ ସହାୟିକା ଗୋଷ୍ଠୀର ନର୍ମଦା

ସଡ଼କ ଦୁର୍ଘଟଣାରେ ୨ ଗୁରୁତର ; ଟାୟାର ଜାଳି ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୁମୁସି ପାଣିଗେଙ୍ଗୁଟିଆ ପୂର୍ତ୍ତବିଭାଗ ରାସ୍ତାର ଗେଙ୍ଗୁଟିଆ କାଜୁ ଜଙ୍ଗଲ ନିକଟରେ ସ୍କର୍ପିଓ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକରେ ବସିଥିବା ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତର ଦୁଇଜଣ ହେଲେ ପରଜଙ୍ଗ ଥାନା ପାଣି ଗେଙ୍ଗୁଟିଆ

ପୌରାଞ୍ଚଳର ବିଭିନ୍ନ ସମସ୍ୟା ନେଇ ନିର୍ବାହୀ ଅଧିକାରୀଙ୍କୁ ଘେରିଲା ଢେଙ୍କାନାଳ ବିଜେପି

ଢେଙ୍କାନାଳ ବରିଷ୍ଠ ବିଜେପି ନେତା ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ସମସ୍ତ କର୍ମୀ ପୌରନିର୍ବାହୀ ଅଧିକାରୀଙ୍କୁ ଢେଙ୍କାନାଳ ପୌରାଞ୍ଚଳରେ ନିତିଦିନିଆ ସମସ୍ୟା ନେଇ ଘେରାଉ କରିଛନ୍ତି । ପୋୖରାଞ୍ଚଳ ର ବିଭିନ୍ନ ସମସ୍ୟା ଯେପରିକି

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ ଦ୍ୱିଜା ନକ୍ଷତ୍ର ସରଳ ଭାବରେ ଅନ୍ୟକୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ମିଳିବ ଏବଂ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। କର୍ମକ୍ଷେତ୍ରରେ ଫାଇଲ୍‌ କାମ ବୃଦ୍ଧି ପାଇବ। ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ।

ବାଇକ୍ ଧକ୍କାରେ ଯୁବକ ଗୁରୁତର

ବାଇକ୍ ଧକ୍କାରେ ଯୁବକ ଗୁରୁତର । ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ଭିତରଦିଗ ପାଟଣାର ନନ୍ଦ କିଶୋର ସାହୁଙ୍କ ପୁଅ ଶିଶିର ସାହୁ(୨୬)ନିଜ ବାଇକ୍ ଯୋଗେ କାଳୀବଜାରରୁ କଲେଜରୋଡ ଯିବା ସମୟରେ ବିପରୀତ ଦିଗରୁ ଦୃତଗତିରେ ଆସୁଥିବା ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କୁହିକା

ବାଇକ ଓ କାର ମୁହାଁମୁହିଁ ଧକ୍କା ; ବାଇକ ଚାଳକ ଗୁରୁତର

କଙ୍କଡାହାଡ଼ ଥାନା ଢୋଲଖମଣ ଛକ ନିକଟରେ ସଡ଼କ ଦୁର୍ଘଟଣା l ବାଇକ ଓ କାର ମୁହାଁମୁହିଁ । ବାଇକ ଆରୋହୀ ନୟାଗଡ ଅଞ୍ଚଳ ର ଦୀପକ ଶାସମଲ ଗୁରୁତର । ସୂଚନା ଅନୁଯାୟୀ , ଦୀପକ ଏକ ବାଇକ ଯୋଗେ କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳ ରୁ ନିଜ ଘର ନୟାଗଡ କୁ ଫେରୁଥିଲେ ।କିନ୍ତୁ ଢୋଲଖମଣ ଛକ ନିକଟରେ

ଟଙ୍କା ନଦେବାରୁ ବାପାକୁ ହାଣିଲା ପୁଅ !

ଟଙ୍କା ନଦେବାରୁ ବାପାକୁ ହାଣିଲା ପକାଇଲା ପୁଅ, ଏପରି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ସଦର ଥାନା ପାରିଖେଦା ଗ୍ରାମରେ ଗୁରୁତର ବାପାକୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି। ବାପାକୁ ହାଣିବା ପରେ ଅଭିଯୁକ୍ତ ପୁଅ ଫେରାର ହୋଇଯାଇଛି। ସୂଚନା ଯୋଗ୍ୟ କି , ପୁଅ ଲିଙ୍ଗା ନାୟକ ମଦ୍ୟ ପାନ

ତାତିଲେ ଚାଷୀ! ଧାନ ମଣ୍ଡି ବନ୍ଦ ପରେ ସମବାୟ ସମିତିର କର୍ମଚାରୀମାନଙ୍କୁ କାର୍ଯ୍ୟାଳୟରେ ପକାଇଲେ ତାଲା

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ସମବାୟ ସମିତି ଅଧିନରେ କଣ୍ଟାପାଳ, ତୁମୁଁସିଙ୍ଗା, କନ୍ତିଓକାଟେଣୀ ଓ କନ୍ତିଓପୁଟସାହି ଚାରୋଟି ପଞ୍ଚାୟତର ୧୫ଟି ରାଜସ୍ବ ଗ୍ରାମର ୧୦୩୦ ଜଣ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଚଳିତ ବର୍ଷ ନାମ ପଞ୍ଜିକୃତ କରିଥିଲେ। ବର୍ତ୍ତମାନ
error: Content is protected !!