ବୋଝ
ବୋଝ ଏକ ପ୍ରୟାସ ଲାଭରକର୍ତ୍ତବ୍ୟର ହେଉ ଅବା ହେଉ ଜିନିଷର ,ଭଗବାନଙ୍କ ବିଚିତ୍ର ଷଡଯନ୍ତ୍ରରସତେ ଅବା ସଂଜ୍ଞାଟିଏ ଅଟେ ଜୀବନର ||ସତେ ଅବା……ସଂଜ୍ଞାଟିଏ ଅଟେ ଜୀବନର |
ଅସମୟେ ପରିହାସସାଥେ ଥିଲେ ବୋଝ ,ଜୀବନଟା ଶିକ୍ଷାହୀନସାଥ ନଦେଲେ ବୋଝ ||
ଅସମୟେ ପରିହାସସାଥେ ଥିଲେ ବୋଝ ,ଜୀବନଟା!-->!-->!-->!-->!-->…
୭ମ କେସିସି ଅଣ୍ଡର-୧୫ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ଚଳିତ ବର୍ଷ କାରନ୍ଦା ଖେଳ ପଡିଆ ଠାରେ, କାରନ୍ଦା ଗ୍ରାମ ପକ୍ଷରୁ ୭ମ କେସିସି ଅଣ୍ଡର-୧୫ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଉକ୍ତ ଉଦଯାପନୀ ମ୍ୟାଚ ରେ ନୂଆ କ୍ରିକେଟ ଦଳ ଓ ଖଜୁରିଆକଟା କ୍ରିକେଟ ଦଳ ଫାଇନାଲ ମ୍ୟାଚ କୁ ଉତ୍ତିର୍ଣ୍ଣ ହୋଇ ସାମ୍ନାସାମ୍ନି ହୋଇଥିଲେ ।
ଖଜୁରିଆକଟା!-->!-->!-->…
ପରିବେଶ ଭିତିକ ଚଳଚିତ୍ର କରି ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହେଲେ ଢେଙ୍କାନାଳ ପୁଅ ଶୁଭ୍ରାଂଶୁ
ହାତରେ କ୍ୟାମେରା ଥିଲେ କେତବେଳେ ଚାଲି ଆସେ ସୁନ୍ଦର ଉଡ଼ନ୍ତା ଚଢେଇ ତ ଆଉ କେବେ ପ୍ରକୃତିର କମନୀୟ କାନ୍ତି । ପ୍ରକୃତିର ଏଭଳି କିଛି ଶୋଭନୀୟ ଛାୟାଛବି କଏଦ ହୋଇଯାଏ ତାଙ୍କ କ୍ୟାମେରା ଲେନ୍ସ ରେ ଏବଂ ତିଆରି ହୁଏ ପ୍ରାମାଣିକ ଚଳଚିତ୍ର ଦେଶ ବିଦେଶରେ ଆୟୋଜିତ ଫିଲ୍ମ ଫେଷ୍ଟିଭାଲ ଗୁଡିକରେ!-->…
ଆସ ବୁଲିଯିବା ମା’ ବନଦୂର୍ଗାଙ୍କ ପୀଠ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ୍ ଆମ୍ବିଠି ଗ୍ରାମର ପାହାଡ ପାଦଦେଶରେ ଅବସ୍ଥିତ ମା ବନଦୂର୍ଗାଙ୍କ ପୀଠ। ଥରେ ବୁଲି ଆସିଲେ ବାରମ୍ବାର ଆସିବାକୁ ଇଛା ହୁଏ ।ମାଙ୍କ ପୀଠ ସହିତ ଅନତି ଦୂରରେ ଥିବା ପାହାଡ ଉପରେ ମହାପ୍ରଭୁ ବିଷ୍ଣୁ ପୂଜା ପାଉଛନ୍ତି।ଅବିରତ ପ୍ରଭୁଙ୍କ ପାଦଦେଶରୁ ବହିଚାଲିଛି!-->…
ବେଆଇନ ମଦ ବେପାର ପାଇଁ ଦୁଇ ଦୋଷୀ ଙ୍କୁ ମିଳିଲା ଜେଲ ଦଣ୍ଡ !
ଆଜି ମାନ୍ୟବର ଜେ.ଏମ. ଏଫ.ସି, ଭୁବନ ଶ୍ରୀଯୁକ୍ତ ଶ୍ରୀଚନ୍ଦନ ଦାସ ମୋହଦୟଙ୍କ କୋଟ ରେ ଏକ କେସ ର ବିଚାର କରି ଅଭିଯୁକ୍ତ ଜୋତ୍ୟି ରଂଜନ ଜେନା ଏବଂ ବେବିନା ଜେନା ଙ୍କୁ ଓଡିଶା ଏକ୍ସଇଜ ଆକ୍ଟ ୨୦୦୮ ଦଫା ୫୨ (ଏ)(ଆଇ) ରେ ତିନି ବର୍ଷ ଲେଖା ସଶ୍ରମ କାରାଦଣ୍ଡ ସହିତ ୧୦,୦୦୦ ଟଙ୍କା ଲେଖାଏଁ!-->…
ରାଜରାସ୍ତାରେ ଚାଷୀ,ଧାନ ବସ୍ତା ରଖି ଦେଲେ ଧାରଣା !
ହିନ୍ଦୋଳ ଉପଖଣ୍ଡ ରଂଜାଗୋଳ ପଞ୍ଚାୟତ ରାସ୍ତାରେ ଆଜି ୫ ଗୋଟି ପଂଚାୟତର ଚାଷୀ ଧାନ ବସ୍ତା ରଖି ରାସ୍ତା ରୋକ କରିବା ସହ ଧାରଣାରେ ବସିଥିଲେ ।
ରଂଜାଗୋଳ ସେବା ସମବାୟ ସମିତି ଅଧିନରେ ରଂଜାଗୋଳ,ଅସରଡା,କୁକୁଟା,ଠୋକର ,କଡଲା ପ୍ରଭୃତି ୫ ଗୋଟି ପଂଚାୟତର ଚାଷୀ ଅନଲାଇନ ମାଧ୍ୟମରେ ନାମ!-->!-->!-->…
ଟାଟାଷ୍ଟିଲ ବିଏସ୍ଏଲ୍ ଦ୍ବାରା ଟାଟା ଗ୍ରୁପର ପ୍ରତିଷ୍ଠାତା ଜେଏନ୍ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି
ଢେଙ୍କାନାଳ ଜିଲ୍ଲା ନରେନ୍ଦ୍ରପୁର ସ୍ଥିତ ପ୍ଳାଣ୍ଟ ପରିସରରେ ଟାଟାଷ୍ଟିଲ ବିଏସ୍ଏଲ୍ ଦ୍ବାରା ଟାଟା ଗ୍ରୁପର ପ୍ରତିଷ୍ଠାତା ଜାମସେଦଜୀ ନସେରୱାନଜୀ ଟାଟାଙ୍କ ୧୮୨ତମ ଜନ୍ମ ବାର୍ଷିକ ପାଳିତ ହୋଇଯାଇଛି।
କମ୍ପାନୀର ମୂଖ୍ଯ ମାନବ ସମ୍ବଳ ଅଧିକାରୀ ଶ୍ରୀ ସନ୍ଦିପ ଧରଙ୍କ ନେତୃତ୍ବରେ କମ୍ପାନୀର!-->!-->!-->…
ଜଙ୍ଗଲ ନିଆଁରେ ଫସିଛନ୍ତି ହାତୀ ; ଚିତ୍କାରରେ ଫାଟିପଡୁଛି ଜଙ୍ଗଲ !
ଢେଙ୍କାନାଳ ଜିଲ୍ଲାରେ ଥିବା ବିଭିନ୍ନ ବନାଞ୍ଚଳରେ ଲାଗିଛି ନିଆଁ ।ବନ ବିଭାଗ ନିକଟରେ କୌଣସି ସରଞ୍ଜାମ ନଥିବାବେଳେ ନିଆଁରେ ଫସିରହିଥିବା ବନ୍ୟଜନ୍ତୁ ହାତୀ ଫସି ଚିତ୍କାର କରିଥିବାରୁ ଅଂଚଳରେ ଆତଙ୍କ ଖେଳିଯାଇଛି ।
ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ବନାଞ୍ଚଳ ବମ୍ଫା ସେକସନରେ ଥିବା ବୁଢ଼ୀ!-->!-->!-->…
ବିଧାରପୁର ମଣ୍ଡିରେ ଧାନବିକ୍ରି ରେ ଅନିୟମିତତା ହେତ ୫ଘଣ୍ଟାୁ ରାସ୍ତା ରୋକ
ଗଁଦିଆ ବ୍ଲକ ବିଧାରପୁର ଛକ ଠାରେ ଆଜି ଶତାଧିକ ଚାଷୀ ଧାନର ଅଭାବୀ ବିକ୍ରି ମଣ୍ଡିରେ ଧାନଦେଇନପାରିବା ଘଟଣାର ପ୍ରତିବାଦରେ ଆଜି ଧାନବସ୍ତା ରଖିରାସ୍ତା ରୋକ କରିଥିଲେ ।
ବିଧାରପୁର ପଞ୍ଚୟତର ଚାଷୀମାନେ ଢେଙ୍କାନାଳ ଭୁବନ ମୁଖ୍ୟ ରାସ୍ତା କୁ ବିଧାରପୁର ଛକ ଠାରେ ଧାନ ବସ୍ତା ରଖି ଅବରୋଧ!-->!-->!-->…
କଟକଣା ଭିତରେ ହେବ କପିଳାସର ଜାଗର ଯାତ୍ରା; ରାଜ୍ୟ ବାହାର ଭକ୍ତଙ୍କୁ କପିଳାସ ଆସିବାକୁ ବାରଣ କରାଯାଇଛି ,ବିନାଵ…
ମାର୍ଚ୍ଚ ୧୧ ତାରିଖରେ ମହାଶିବରାତ୍ରି ,ଓଡ଼ିଶାର କୈଳ।ଶ କପିଳାଶ ପୀଠ ରେ ଜାଗର ଯାତ୍ରା ଦିନ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ।
ହେଲେ ଚଳିତ ବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ କଟକଣା ଜାରି କରିଛନ୍ତି । ଏ ନେଇ ଆଜି ଜିଲ୍ଲା ପ୍ରଶାସନ ଦ୍ୱାରା ଦ୍ଵିତୀୟ ବୈଠକ!-->!-->!-->…