ସେନା ରେ ଭର୍ତ୍ତି ହେବା ପାଇଁ କରୁଥିଲେ ପ୍ରସ୍ତୁତି ; ଅକାଳରେ ଚାଲିଗଲା ଜୀବନ !
ଦେଶ ପାଇଁ ଲଢ଼ିବା ଭାଗ୍ୟରେ ଥିଲେ ମିଳେ । ସେନାରେ ଭର୍ତ୍ତି ହେବା ର ସୌଭାଗ୍ୟ ସମସ୍ତଙ୍କ ଭାଗ୍ୟରେ ନଥାଏ । ସେନା ବାହିନି ନାଁ ନେବା ବେଳେ ଶରୀର ଶିହରୀ ଉଠେ । ସେନା ବାହିନୀର ଯୋଗଦେବା ପାଇଁ କର୍ତ୍ତୃପକ୍ଷ ଯୁବପୀଢ଼ିଙ୍କୁ ସବୁ ବେଳେ ଉତ୍ସାହିତ କରିଥାନ୍ତି ।
ହିନ୍ଦୋଳ ବ୍ଲକ ଠୋକର ସାମଲର!-->!-->!-->…
ଏକ ସପ୍ତାହ ହେବ ଅଚଳ ହୋଇ ପଡିଛି ଷ୍ଟେଟବ୍ୟାଙ୍କ ଏଟିଏମ ; ଟଙ୍କା ଉଠାଇବା ପାଇଁ ଗ୍ରାହକ ହନ୍ତସନ୍ତ !
ଢେଙ୍କାନାଳ ଜିଲ୍ଲା ଦୁର୍ଗା ବଜାର କୋର୍ଟ ଛକ ନିକଟରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମ ଟି ପ୍ରାୟ ଏକ ସପ୍ତାହ ହେବ ଅଚଳ ହୋଇ ପଡ଼ିରହିଛି । ଯାହା ଫଳରେ ଗ୍ରାହକ ମାନେ ଟଙ୍କା ଉଠାଇବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଏହି ଅଞ୍ଚଳରେ ବିଭିନ୍ନ ସରକାରୀ ଅଫିସ ରହିଥିବା ବେଳେ!-->!-->!-->…
ବାଇ ଚଢେଇ ବସା
ତାଳ ଗଛର ବରଡା ପରେବାଇ ଚଢେଇ ବସାନ ଥାଏ ଡର ନ ଥାଏ ଭୟଆସୁରେ ଝଡ ବରଷା ।ଆସୁରେ ଶୀତ କାକର ଖରାଲାଗି ରହୁରେ ବରଷା ଧାରା -୨ନା ଥାଏ ତାର ଦକା ।ତାଳ ଗଛର ବରଡା ପରେ …..।
କାଠି କୁଟାକୁ ଥଣ୍ଟରେ ଧରିଉଡି ଉଡିକା ଆସେମନ ଉଲ୍ଲାସେ କେତେ ସରାଗେବସା ତିଆରି କରି ବସେ ।ଥଣ୍ଟଟି ତାର ଯାଦୁର!-->!-->!-->…
ଜାଣନ୍ତୁ କିପରି କଟିବ ଆଜିର ଦିନ
ମେଷ
ସାମୟିକ ପ୍ରତିବନ୍ଧକ ଥିଲେ ମଧ୍ୟ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍ ହୋଇଯିବ। ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ବିବାଦଜନିତ ଶାରୀରିକ ଅସୁସ୍ଥତା ଦେଖାଦେଇ ପାରେ।
ବୃଷ
ବନ୍ଧୁମାନଙ୍କ ସାହାଯ୍ୟରେ!-->!-->!-->!-->!-->!-->!-->!-->!-->…
ଅଜଣା ଗାଡି ଧକ୍କାରେ ଜଣେ ମୃତ
ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ୫୫ ନଂ ଜାତୀୟ ରାଜପଥ ସାଇଁବିରି ନିକଟରେ ଅଜଣା ଗାଡ଼ି ଧକ୍କା ରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ କୋରିଆଁ ଗ୍ରାମର ଶୁଶାନ୍ତ ରଣା(୩୨) ବୋଲି ସୂଚନା ମିଳିଛି ।
ଶୁଶାନ୍ତ ଆଜି ନିଜ ସ୍ତ୍ରୀ ଏବଂ ପିଲାଙ୍କୁ ନେଇ ବାଇକ୍ ଯୋଗେ ନିଜ ଶଶୁର ଘରକୁ!-->!-->!-->…
ମାମୁଁ ହେଲା କଂସେଇ ; ୮ବର୍ଷ ର ନାବାଳିକା ଭାଣିଜୀକୁ କଲା ଦୁଷ୍କର୍ମ !
ସ୍ପଷ୍ଟ ଦିବାଲୋକରେ ହିନ୍ଦୋଳ ଥାନା ହିନ୍ଦୋଳ ଏନ ଏ ସି ଅନ୍ତର୍ଗତ ଚଉଦ ନମ୍ବର ୱାର୍ଡର ଚରଣପୁର ଗ୍ରାମରେ ଏକ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା ।
ଦୂର ସମ୍ପର୍କ ମାମୁଁ ଆଠ ବର୍ଷର ନାବାଳିକା ଭାଣିଜୀକୁ ଶୌଚ ହେବାକୁ ପାଣି ଆଣିଦେବାକୁ ଡାକି ନେଇ ଦୁଷ୍କର୍ମ କରି ପକାଇ ଚାଲିଯାଇଥିବା!-->!-->!-->…
ଯୋରନ୍ଦା ରେ ରଥଯାତ୍ରା ପାଇଁ କାଠ ଅନୁକୂଳ
ଯୋରନ୍ଦା ଜଗନ୍ନାଥ ମନ୍ଦିରରେ ୭ମ ବାର୍ଷିକ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ହୋଇଛି। ପବିତ୍ର ବସନ୍ତ ପଞ୍ଚମୀ ତଥା ସରସ୍ଵତୀଙ୍କ ପୂଜା ଅବସରରେ ଜଗନ୍ନାଥ ରେ ନୀତିକାନ୍ତି ସହିତ ପୂଜାର୍ଚ୍ଚନ କରାଯାଇ ଅପରାହ୍ନ ୫ ଘଟିକା ସମୟରେ ରଥଖଳା ରେ ରଥ କାଠକୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନ!-->…
ନିର୍ମାଣଧିନ ଶେତୁ କାର୍ଯ୍ୟରେ ନିୟୋଜିତ ଶ୍ରମିକ ର ମୃତଦେହ ଉଦ୍ଧାର !
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଶାଳପଡ଼ା ନିକଟରେ ବ୍ରାହ୍ମଣୀନଦୀ ରୁ ଆଜି ଏକ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ବିହାର ରାଜ୍ୟ ର ଆକାଶ କୁମାର (୨୧) ।
ସୂଚନା ଅନୁଯାୟୀ , ଭୁବନ ଦିଘୀ ପଞ୍ଚାୟତ ର କାଳୁରିଆ ଗାଁ ଠାରୁ ଗଁଦିଆ ବ୍ଳକ୍ କାଲୁରିଆ ପର୍ଯ୍ୟନ୍ତ!-->!-->!-->…
ସ୍ତ୍ରୀଙ୍କ ସହ ଝଗଡା ହେବା ପରେ ; ବିଚ୍ ରାସ୍ତାରେ ହାତ କାଟିଲା ସ୍ୱାମୀ !
ବିଚ୍ ରାସ୍ତାରେ ହାତ କାଟିଲା ସ୍ୱାମୀ । ସ୍ତ୍ରୀଙ୍କ ସହ ଝଗଡା ହେବା ପରେ ଏବଳି ଉନ୍ମତକାଣ୍ଡ ଘଟାଇଛନ୍ତି ଯୁବକ । ଢେଙ୍କାନାଳ ସହରର ବସଷ୍ଟାଣ୍ଡ ଛକ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ନିଜ ହାତକୁ କାଟି ଆତ୍ମହତ୍ୟା ଉଦ୍ୟମ କରିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ଟାଉନ୍ ପୋଲିସ!-->…
ଖବର ପ୍ରସାରଣ ପରେ ଠିକ ହେଲା ୨ ନଳକୂପ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ବାରିହାପୁର ଗ୍ରାମର ଚକ୍ରଧରପୁର ଠାରେ ଏକ ମାସ ହେବ ଏକ ନଳକୂପ ଖରାପ ହୋଇ ପଡ଼ିଥିଲା ଯାହା ଫଳରେ ଗ୍ରାମବାସୀ ପାଣି ଟୋପାଏ ପାଇଁ ଡ଼ହକ ବିକଳ ହେଉଥିଲେ , ଗ୍ରାମବାସୀ ଙ୍କ ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳିପାରି ନଥିଲା ତେବେ ଏ ନେଇ!-->…