ଢେଙ୍କାନାଳ ଜିଲ୍ଲାରେ ଧାନର ଅଭାବୀ ବିକ୍ରି, ଯୋଗାଣ ଅଧିକାରୀଙ୍କୁ ଘେରିଲା ଆପ୍
ଢେଙ୍କାନାଳ ଜିଲ୍ଲାରେ ଧାନର ଅଭାବୀ ବିକ୍ରି କୁ ନେଇ ଆମ୍ ଆଦମୀ ପାର୍ଟି ଜିଲ୍ଲା ଆବାହକ ପଙ୍କଜ ନାୟକ ଏବଂ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅଧ୍ୟକ୍ଷ ପର୍ଶୁରାମ ମହାଭୋଇଙ୍କ ନେତୃତ୍ୱରେ ୮ଟି ସମବାୟ ସମିତିରେ ଧାନ ବିକ୍ରି କରିପାରିନଥିବା ଚାଷୀମାନେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଘେରିଲେ ।
!-->!-->!-->…
ଜିଲ୍ଲ ଯୋଗାଣ ବିଭାଗ ଅଧିକାରୀଙ୍କୁ ଘେରିଲେ ଚାଷୀ, ଧାନ ମଣ୍ଡିରେ ଧାନ ବିକ୍ରି କରି ନପାରି ଅସନ୍ତୁଷ୍ଟ
ଟୋକନ ବ୍ୟବସ୍ଥାରେ ଅନିୟମିତତା ଯୋଗୁଁ ଚାଷୀମାନେ ସଠିକ୍ ସମୟରେ ମଣ୍ଡିରେ ଧାନ ଦେଇ ପାରୁ ନଥିବା ଅଭିଯୋଗ ଜିଲ୍ଲାର କୋଣଅନୁକୋଣରୁ ଆସୁଛି। ପୂର୍ବରୁ ଆମେ ଏ ସମ୍ପର୍କରେ ଖବର ପ୍ରକାଶ କରିଥିଲୁ। ଆଜି ଏହି ପରି ଅଭିଯୋଗ କରିଛନ୍ତି କାମାକ୍ଷାନଗର ବ୍ଲକ କୁସୁମ ଯୋଡ଼ି ସେବା ସମବାୟ ସମିତିରେ!-->…
ପିଲା ଚୋର ସନ୍ଦେହରେ ଥାନାରେ ଅଭିଯୋଗ ; ପୋଲିସର ଅସଦ ବ୍ୟବହାର ଅଭିଯୋଗକୁ ନେଇ ୧୨ ଘଣ୍ଟିଆ ରାସ୍ତା ରୋକ
ହିନ୍ଦୋଳ ଉପଖଣ୍ଡରେ ପିଲା ଚୋରକୁ ନେଇ ଜନସାଧାରଣ ଆତଙ୍କିତ । ଗତ କାଲି ସଂନ୍ଧ୍ୟା ହିନ୍ଦୋଳ ଏନଏସି ୧୨ ନଂ ୱ।ର୍ଡ ରେ କ।ହ୍ନ।ବାଟୁଳ ବେହେରା ଙ୍କ ପୁଅ ବେହେରା ପିତା (୧୯) କୁ ଆଚେତ ଅବସ୍ଥାରେ ବାରିପଟ ଏକ ଗଛ ମୁଳୁ ଉଦ୍ଧାର କରି ହିନ୍ଦୋଳ ଡାକ୍ତର ଖାନା ରେ ଭର୍ତ୍ତି କରାଯାଇଥିଲା , ସେଠାରୁ!-->…
ଜରିପାଲ ଛକ ନିକଟରେ ଦୁର୍ଘଟଣା, ସ୍କୁଟି ଚାଳକ ଆହତ
ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ଅନ୍ତର୍ଗତ ଜରିପାଲ ଛକ ନିକଟରେ ଦୁର୍ଘଟଣା। ଦୁଇଟି କାର୍ ମଧ୍ୟରେ ମୁହାଁମୁହିଁ ଦୁର୍ଘଟଣା ଘଟିଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା ସ୍କୁଟି ଚାଳକ ଗଛରେ ପିଟି ହୋଇ ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ ଆଜି ଜରିପାଲ ଛକ ନିକଟରେ ଦୁଇଟି କାର!-->!-->!-->!-->!-->…
ମହାମାରି ଅଧିନିୟମ ଏବଂ କରୋନା ପାଇଁ ସଚେତନତା କାର୍ଯ୍ୟକ୍ରମ
ଜିଲ୍ଲାଜଜ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଶରତ କୁମାର ଦେହୁରୀଙ୍କ ନିର୍ଦ୍ଦେଶକ୍ରମେ ପ୍ରାଧିକରଣ ର ପାନେଲ ଲୟାର,PLV ଶ୍ରୀ ପ୍ରଫୁଲ୍ଲ କୁମାର ନାୟକ, ଶ୍ରୀ ସୁଧୀର କୁମାର ନାୟକ, ଶ୍ରୀ ବୈଶିଷ୍ଟ ବରାଳ, ଶ୍ରୀ ଅନୁପ ନାୟକ, ଶ୍ରୀ ଅଶୋକ ନାୟକ, ଶ୍ରୀ ଅଭିରାମ ବାରିକ,!-->!-->!-->…
ବଜରଙ୍ଗୀ ବାଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ନୂଆଟିପିଲେଇ ବଜରଙ୍ଗ ବାଲି କ୍ରିକେଟ କ୍ଲବ ପକ୍ଷରୁ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଫାଇନାଲ ମ୍ୟାଚ ସୁରପ୍ରତାପପୁର ସଞ୍ଜୟ କ୍ରିକେଟ କ୍ଲବ ପ୍ରଥମେ ବ୍ୟାଟିଂ କରି ୧୨ ଓଭର ରେ ୧୨୯ ରନ କରିଥିଲା।
ଏହାର ଜବାବରେ ପପୁଲାର କ୍ରିକେଟ କ୍ଲବ (ବୋଲୁଅ) ୧୨ ଓଭର ଶେଷ ସୁଧା ୧୦୧ରନ!-->!-->!-->…
ଜାଣନ୍ତୁ କିପରି କଟିବ ଆଜିର ଦିନ
ମେଷ
ଆଜି ବନ୍ଧୁଙ୍କ ସହ ପରିସ୍ଥିତିବଶତଃ ସାମାନ୍ୟ ବିତର୍କରୁ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ସହକର୍ମୀମାନଙ୍କୁ ଉତ୍ତମ ପରାମର୍ଶ ଦେଇ ପ୍ରଶଂସିତ ହେବେ। ଅର୍ଥନୈତିକ, ସାମାଜିକ ଓ ରାଜନୈତିକ ସ୍ଥିତି ସଂଘର୍ଷମୟ ରହିବ। ଯାତ୍ରା, ବାଣିଜ୍ୟ ଓ ନୂତନକର୍ମାରମ୍ଭ ପାଇଁ ଦିନଟି ଭଲ ରହିବ।!-->!-->!-->!-->!-->…
‘ମାତୃତ୍ବ’
ମାତୃତ୍ବ…….
କିଛି ଲୁଚିଯାଇଛିଅଫିସ୍ ର ଗହଳି ଚହଳି ରେଦାରିଦ୍ର୍ଯ ର ଚଦର ତଳେରାତ୍ରି ର ଅନ୍ଧକାର ମଧ୍ଯରେପରିତ୍ଯକ୍ତ, ନିଷ୍ପାପ ଶିଶୁରକୁଆଁ କୁଆଁ କାନ୍ଦରେ।
କିଛି ବି ଚାପିହୋଇଯାଉଛିବିକଶିତ ହେବାରେଲେପି ହୋଇଯାଉଛିଜୀର୍ଣ୍ଣ ଶୀର୍ଣ୍ଣ କଙ୍କାଳ ରେଆତଙ୍କିତ ଏ ମାତୃତ୍ବଅବାଞ୍ଛିତ!-->!-->!-->!-->!-->!-->!-->…
ନାବାଳକକୁ ଅପହରଣ ଉଦ୍ୟମ ; ବେକରେ ଛୁରୀ ଲଗାଇ ଉଠେଇ ନେଉଥିଲେ ୩ଦୁର୍ବୃତ୍ତ
ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ବେଡାପଡା ଗ୍ରାମରୁ ଏକ ନାବାଳକକୁ ପିଲାଚୋର ଉଠାଇ ନେଇଯାଉଥିବା ବେଳେ , ଉପସ୍ଥିତ ବୁଦ୍ଧି ହେତୁ ନାବାଳକ ଜଣକ ଖସିଯାଇଥିବାର ଜଣାପଡିଛି ।
ସୂଚନା ଅନୁଯାୟୀ , ବେଡ଼ାପଡା ଗ୍ରାମ ବିରଞ୍ଚୀ ସାମଲଙ୍କ ପୁଅ ଆକାଶ ସାମଲ (୧୪) କାଲି ସଂନ୍ଧ୍ୟା ସମୟରେ!-->!-->!-->…
ଧାନ ମଣ୍ଡି ବନ୍ଦ ପରେ ଧାନ ବିକ୍ରି କରି ନପାରି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଚାଷୀ
ଚଳିତ ବର୍ଷ ରାଜ୍ୟ ସରକାର ଧାନ ମଣ୍ଡି ବନ୍ଦ ପରେ ଅନେକ ପଞ୍ଜିକୃତ ଚାଷୀ ଧାନ ବିକ୍ରିରୁ ବଞ୍ଚିତ ହୋଇଛନ୍ତି। ଜିଲ୍ଲାର ଅନେକ ସମବାୟ ସମିତି ଅଧିନରେ ପଞ୍ଜିକୃତ ଚାଷୀ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଜିଲ୍ଲାର ବାଇଁସିଆ ସମବାୟ ସମିତି ଅଧିନରେ ପଞ୍ଜିକରଣ!-->…