News
lipub
samparksetu

ଜଙ୍ଗଲକୁ କାଠ ଆଣି ଯାଇଥିଲେ ; ଦନ୍ତା ଆକ୍ରମଣ ରେ ଜୀଵନ ଗଲା !

ଢେ଼ଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କପିଳାସ ରେଞ୍ଜ ଗୁଣ୍ଡୁରପସି ଗ୍ରାମପଞ୍ଚାୟତ ର ଫୁକାର ସାହି ର ବ୍ରଜକିଶୋର ବେହେରା (୫୫ )ଙ୍କ ଆଜି ଦନ୍ତା ଆକ୍ରମଣରେ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଆଜି ଗୁଣ୍ଡୁରପସି ଜଙ୍ଗଲ କୁ ବ୍ରଜକିଶୋର କାଠ ପାଇଁ ଯାଇଥିଲେ ସେଠାରେ ଦନ୍ତା ହାବୁଡ଼ରେ ପଡ଼ିଥିଲେ

ଢେଙ୍କାନାଳ ସଚେତନ ନାଗରିକ ପକ୍ଷରୁ ରାଷ୍ଟ୍ରୀୟ ମହିଳା ଦିବସ ପାଳିତ

ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ଡି ସି ସି ପ୍ଲେ ସ୍କୁଲ ପରିସରରେ ସ୍ୱାଧୀନ ଭାରତର ପ୍ରଥମ ମହିଳା ରାଜ୍ୟପାଳ ସରୋଜିନୀ ନାଇଡ଼ୁଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି । ତାଙ୍କର ମହାନ କାର୍ଯ୍ୟ ଦକ୍ଷତା ଯୋଗୁଁ ଆଜିର ଦିନକୁ ଭାରତ ବର୍ଷ ରାଷ୍ଟ୍ରୀୟ ମହିଳା ଦିବସ ଭାବରେ ପାଳନ

ଆଜିବି ମନରୁ ଲିଭିନି ସେହି ଛାତିଥର ଘଟଣା

ପୁଲଓ୍ୱାମା ଆକ୍ରମଣକୁ ପୂରିଛି ୨ ବର୍ଷ, ହେଲେ ଆଜିବି ମନରୁ ଲିଭିନି ସେହି ଛାତିଥର ଘଟଣା । ଆତଙ୍କବାଦୀଙ୍କୁ ଆକ୍ରମଣରେ ସହିଦ ହୋଇଥିଲେ ୪୦ ସିଆରପିଏଫ୍‌ ଯବାନ। ଏହି ଘଟଣା ପୂରା ଦେଶକୁ ଦୋହଲାଇ ଦେଇଥିଲା । ଯବାନଙ୍କ ପ୍ରାଣବଳୀରେ କାନ୍ଦିଥିଲା ସାରାଦେଶ । ଏହି ଘଟଣାରେ କିଏ ନିଜ

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ ବହୁତ ଦିନରୁ ଚିନ୍ତା କରିପାରି ନ ଥିବା କାମଟିକୁ ଆଜି ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇବେ। ନିର୍ଦ୍ଦିଷ୍ଟ ସମୟରେ ବନ୍ଧୁଙ୍କ ଉପସ୍ଥିତିର ଅଭାବକୁ ନେଇ କ୍ଷୋଭ ପ୍ରକାଶ କରିପାରନ୍ତି। ପରିବାରରେ ମନୋମାଳିନ୍ୟଜନିତ ବିବାଦ ବଢ଼ିପାରେ। ଯାହା କରନ୍ତୁ ନା କାହିଁକି ସ୍ବାସ୍ଥ୍ୟପ୍ରତି

ବି.ବି.ହାଇସ୍କୁଲ ରେ ଦଶମ ଶ୍ରେଣୀର ଅଭିଭାବକ, ଶିକ୍ଷକ/ ଶିକ୍ଷୟିତ୍ରୀ ବୈଠକ ଅନୁଷ୍ଠିତ

ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ରମହୋତ୍ରୀ ବିଶ୍ୱାଳଙ୍କର ମାର୍ଗଦର୍ଶନରେ ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ସଭାଗୃହରେ କେବଳ ଦଶମ ଶ୍ରେଣୀର ଛାତ୍ରୀ ,ଛାତ୍ର ମାନଙ୍କର ଅଭିଭାବିକା,

କୃଷି ଅଧିକାରୀଙ୍କ ପ୍ରସଂଶନୀୟ କାମ, ଅସନ୍ତୁଷ୍ଟ ଚାଷୀଙ୍କୁ ନିଜେ ସାର, ଔଷଧ ଯୋଗାଇ ଦେଲେ

ଢେଙ୍କାନାଳ ସଦର ବ୍ଲକ ମଧୁସାହୁପାଟଣା ପଞ୍ଚାୟତର କିଛି ଚାଷୀ ସ୍ଥାନୀୟ ପଞ୍ଚାୟତର କୃଷକ ସାଥୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସ୍ଥାନୀୟ ସମାଜସେବୀକା ଶ୍ରୀମତୀ ପ୍ରିୟଦର୍ଶିନୀ ମହାପାତ୍ର ଓ କୃଷି ଅଧିକାରୀ ଶ୍ରୀ ସୁରେଶ ଚନ୍ଦ୍ର ସିଂହଙ୍କୁ ଭେଟିଥିଲେ। ସରକାରୀ ବିହନ, ଔଷଧ ଓ ସାର

ଆସୁଛି ଖରାଦିନ ଅଚଳ ପଡିଛି ନଳକୂପ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବାରିହାପୁର ଗ୍ରାମ ପଞ୍ଚାୟତ ଚକ୍ରଧର ପୁର ରେ ସବୁବେଳେ ପାଣି ସମସ୍ୟା ଲାଗିରହିଛି । ଗତ କିଛି ଦିନ ତଳେ ଗୋଟିଏ ନଳକୂପ ଖରାପ ହୋଇ ଠିକ ହୋଇ ଥିବାବେଳେ, ଏକ ସପ୍ତାହ ନ ପୁରୁଣୁ ଅନ୍ୟ ଏକ ନଳକୂପ ଖରାପ ହୋଇ ପଡ଼ିଛି ଯାହା ଫଳରେ ଜନସାଧାରଣ ପାଣି

ଟାଟା ବିଏସ୍ଏଲ୍ ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ଅଭିଯାନ ୨୦୨୧ ପାଳନ

ଛାତ୍ରଛାତ୍ରୀ,ଗ୍ରାମବାସୀ ଏବଂ ଏନ୍ଏଚ୍ ୫୫ ର ଯାତ୍ରୀମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଲେ ଢେଙ୍କାନାଳ ଆରଟିଓ ଶ୍ରୀଯୁକ୍ତ ବସନ୍ତ କୁମାର ମାଝୀ। ଜାତୀୟ ସଡ଼କ ସୁରକ୍ଷା ମାସର ଏକ ଅଂଶ ଭାବରେ ଟାଟାଷ୍ଟିଲ ବିଏସ୍ଏଲ୍ କମ୍ପାନୀ ଦ୍ବାରା ସମସ୍ତ କର୍ମଚାରୀ , ସ୍ଥାନୀୟ

ପୁଣି ଶଙ୍ଖ ନାଦ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବିପୁଳ ଭୋଟରେ ବିଜୟୀ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଜୋନ- ୩ ଜିଲ୍ଲା ପରିଷଦ ଉପନିର୍ବାଚନ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ବିଜେଡି ପ୍ରାର୍ଥୀ ମମତା ପାଣି ବିପୁଳ ଭୋଟରେ ବିଜୟଲାଭ କରିଛନ୍ତି ସେହିଭଳି ଜୟପୁରା କାଟେଣୀ ପଞ୍ଚାୟତ ଉପନିର୍ବାଚନରେ ସରପଞ୍ଚ ଭାବେ ରୋଜାଲିନ କାଣ୍ଡି ମଧ୍ୟ ବିଜୟ ମୁକୁଟ

ଆସିଛି ପ୍ରେମ ଋତୁ

ଆସିଛି ପ୍ରେମଋତୁସଭିଙ୍କର ମନ କୁତୁକୁତୁ।୦।ଚାରିଆଖି ହେଲେ ମିଳନଚାଲିଆସେ ପ୍ରେମଫଗୁଣସପନର ହୁଏ ମେଲଣରଙ୍ଗ ଭରା ଲାଗେ ଜୀବନପ୍ରେମତ ଶାସ୍ଵତ ନୁହେଁତ ଦୈହିକଦେହଧର୍ମୀ ପ୍ରେମ ଦେଇଥାଏ ଦୁଃଖପଵିତ୍ର ପ୍ରେମରେ ଏ ମନ ମାତୁ।୧। ପ୍ରେମରେ ରହିଲେ ସର୍ତ୍ତଛଳନା ସନ୍ଦେହ ସ୍ଵାର୍ଥପ୍ରେମ
error: Content is protected !!