News
lipub
samparksetu

ଦନ୍ତା ଆକ୍ରମଣରେ ହାତୀ ଶାବକର ମୃତ୍ୟୁ !

ହିନ୍ଦୋଳ ରେଞ୍ଜ ଗୋବିନ୍ଦପୁର ଗ୍ରାମ ନିକଟ କନ୍ଧରା ସଂରକ୍ଷିତ ବନାଞ୍ଚଳରେ ଏକ ହାତୀ ଶାବକର ମୃତଦେହ ମିଳିଛି । ୩-୪ ଦିନ ହେବ ହାତୀ ଶାବକ ଟିର ମୃତ୍ୟୁ ଘଟିଥିବା ର ଅନୁମାନ କରାଯାଉଥିବା ବେଳେ ଆଜି ଶବ ବ୍ୟବଚ୍ଛେଦ କରାଯାଇ ପ୍ରକୃତ କାରଣ ଜଣାପଡିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ

ଗାଁ ରାସ୍ତା ପାଇଁ ଲଢେଇ, ପୋଲିସ୍ ଗ୍ରାମବାସୀ ମୁହାଁମୁହିଁ !

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଝାଡବନ୍ଧ ଅଞ୍ଚଳରେ ଥିବା ରୁଙ୍ଗଟା ମାଇନ୍ସର ପ୍ରସ୍ତାବିତ ରାସ୍ତା କାମକୁ ଗ୍ରାମବାସୀଙ୍କ ବିରୋଧ । ଦୀର୍ଘ ୪୦ ଦିନ ହେଲା ଧାରଣା ଦେଇଥିଲେ ତର୍କାବେଡ଼ା ଗ୍ରାମବାସୀ । ତେବେ ଆଜି ଗ୍ରାମବାସୀ ଓ ପୁଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି

ଢେଙ୍କାନାଳରେ କର୍କଟ ଚିକିତ୍ସାଳୟ ସ୍ଥାପନ ପାଇଁ ଦାବି

ଢେଙ୍କାନାଳର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନୂତନ ଗୃହକୁ ସ୍ଥାନାନ୍ତରିତ ହେବା ପରେ ପୁରୁଣା ଡାକ୍ତରଖାନା ଗୃହକୁ ପୁନରୁଦ୍ଧାର କରାଯାଇ କର୍କଟ ରୋଗର ଚିକିତ୍ସାଳୟ ସ୍ଥାପନ କରାଗଲେ ଢେଙ୍କାନାଳ ଜିଲ୍ଲା ବ୍ୟତୀତ ପଡୋଶୀ ପାଞ୍ଚ ଛଅଟି ଜିଲ୍ଲାର ଲୋକ ଉପକୃତ ହୋଇପାରିବେ ବୋଲି ଜିଲ୍ଲାର ସମାଜସେବୀ ଓ

ଶେଷ ହେଲା ପରଜଙ୍ଗ ଉପନିର୍ବାଚନ ; ଭୋଟ ବାକ୍ସରେ ବନ୍ଦ ପ୍ରାର୍ଥୀଙ୍କ ଭାଗ୍ୟ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନମଣ୍ଡଳୀ ୩ ନଂ ଜୋନ୍ ଜିଲ୍ଲାପରିଷଦ ଉପନିର୍ବାଚନ ଓ ଜୟପୁରାକାଟେଣୀ ପଞ୍ଚାୟତ ସରପଞ୍ଚ ପଦବୀ ପାଁଇ ଆଜି ସକାଳ ୭ଟା ରୁ ମତଦାନ ଆରମ୍ଭ ହୋଇଯାଇଥିଲା । ଏଥିପାଇଁ ପ୍ରାର୍ଥୀ ଓ ଭୋଟର ଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଥିଲା , ତେବେ ୩ନଂ ଜିଲ୍ଲାପରିଷଦ

ଦୀର୍ଘ ଦିନ ଧରି ଅଚଳ ଅବସ୍ଥା ରେ ଦୁଇ ସୋଲାର ପମ୍ପ, ପ୍ରଶାସନ ର ପଡୁନି ଦୃଷ୍ଟି !

ଗ୍ରୀଷ୍ମରୁତୁ ର ଆଗମନ ରେ ପାନୀୟ ଜଳ ସମସ୍ୟା ଆରମ୍ଭ ହୋଇଥାଏ , ଏହି ସମୟରେ ଗଁଦିଆ ବ୍ଲକ କାବେରଣା ପଂଚାୟତର ବିଧାରପୁର- ଯୋରନ୍ଦା ରାସ୍ତା ର ଯଦପୁର ଗ୍ରାମ ନିକଟରେ ଥିବା ଯାତ୍ରୀ ବିଶ୍ରାମଗର ଠାରେ ସୋଲାର ପମ୍ପ ପାଣିଟାଙ୍କି ଓ ଯଦପୁର ଗ୍ରାମ ଭିତରେ ଥିବା ସୋଲାର ପମ୍ପ ପାଣିଟାଙ୍କି

ଦାନ୍ତ ପାଇଁ ଦନ୍ତାକୁ ଗୁଳିକରି ହତ୍ୟା

ଦନ୍ତାହାତୀକୁ ହତ୍ୟାକରି ଦାନ୍ତ ଲୁଟିନେଲେ ଦୁର୍ବୃତ୍ତ, ଏଭଳି ଜଘନ୍ୟ ଘଟଣା ଘଟିଛି ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ହିନ୍ଦୋଳ ରେଞ୍ଜ ନରସିଂହପୁର ରେଞ୍ଜ ସୀମାରେ । ସୂଚନା ଅନୁଯାୟୀ ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ରେଞ୍ଜ୍ ବେଜିଆ ଜଙ୍ଗଲରେ ଏକ ଦନ୍ତା ହାତୀକୁ ଗୁଳିକରି କିଛି

ଆସ ବୁଲିଯିବା ଯୋରନ୍ଦା ସ୍ଥିତ ଡୁଗୁରି ପାହାଡ଼ ; ଦର୍ଶନ କରିବା ଶ୍ରୀ ହନୁମାନ ଜୀଉ ଙ୍କୁ

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଠାରୁ ପ୍ରାୟ ଦୁଇ କିଲୋମିଟର ଦୂର ଡୁଗୁରି ପାହାଡ଼ ଉପରେ ହାରାହାରି ଶହେ ବର୍ଷରୁ ଉର୍ଦ୍ଧ୍ୱ ହେବ ଶ୍ରୀ ଜୀଉ ହନୁମାନଙ୍କୁ ଅଯୋଧ୍ୟା ଦାସ ନାମକ ଜଣେ ବାବା ସେହି ଗ୍ରାମର ସଚ୍ଚିଦାନନ୍ଦ ତ୍ରିପାଠୀ, ଗୌରାଙ୍ଗ ଚରଣ ରାଉତ ପ୍ରମୁଖଙ୍କୁ ନେଇ ଏହି ପାହାଡ଼ ଉପରେ

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ ଆଜି ମୁଖ୍ୟତଃ ଅର୍ଥ ସଂଗ୍ରହର ପ୍ରଚେଷ୍ଟା ଫଳବତୀ ହେବ, କିନ୍ତୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ପଡ଼ୋଶୀଙ୍କ ସହ ସମ୍ପର୍କ ବୃଦ୍ଧି ସାଙ୍ଗକୁ ବନ୍ଧୁ ମହଲରେ ପ୍ରଶଂସାର ପାତ୍ର ହେବେ। ନିଜ ପରିସରରେ ଭଲ କରିବାକୁ ଯାଇ ଅପଦସ୍ଥ ହେବେ। ନିଜର ଦକ୍ଷତା ପ୍ରତିପାଦନ କରି କର୍ମକ୍ଷେତ୍ରରେ

ଖୋଲିଲା ଯୁକ୍ତ ୩ ଦ୍ବିତୀୟ ବର୍ଷ ଓ ପିଜିର ପ୍ରଥମ ବର୍ଷ କ୍ଲାସ୍

ଆଜିଠୁ ଖୋଲିଛି ଯୁକ୍ତ ୩ ଦ୍ବିତୀୟ ବର୍ଷ ଓ ପିଜିର ପ୍ରଥମ ବର୍ଷ କ୍ଲାସ୍ । କୋଭିଡ୍‌ ଗାଇଡ ଲାଇନ୍‌ ଅନୁସାରେ କ୍ଲାସ୍‌ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଛାତ୍ରଛାତ୍ରୀ ମାନେ କିଭଳି ହଷ୍ଟେଲରେ ସୁରକ୍ଷିତ ଭାବେ ରହିବେ, ସାମାଜିକ ଦୂରତା ରକ୍ଷା କରିବେ ସେଥିପାଇଁ ସମସ୍ତ ବ୍ୟବସ୍ଥା

କାମରେ ଆସୁନାହିଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ; ରାଜ୍ୟ ସରକାରଙ୍କ ମାଗଣାରେ ଚିକିତ୍ସା ଯୋଗାଇ ଦେବାକୁ…

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତୁମଁସିଙ୍ଗା ପଞ୍ଚାୟତର ପାଟିଆଗୁଡାର ନୀରଞ୍ଜନ ସେଠୀ, ବୟସ ୪୨ ବର୍ଷ(ପିତା ରାମଚନ୍ଦ୍ର ସେଠୀ)। ଦୂରାରୋଗ୍ୟ ବ୍ୟାଧିର ଶିକାର। ପାଞ୍ଚ ମାସ ତଳେ ପେଟରେ ହଠାତ୍ ଯନ୍ତ୍ରଣା ହେବାରୁ ଢେଙ୍କାନାଳ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରୁ ଡାକ୍ତର କଟକ
error: Content is protected !!