News
lipub
samparksetu

” ଜେଜେମାଆ “

ମନେ ପଡେ ଭାରି ଆଜିଜେଜେମାଆ କଥାତା କୋଳରେ ଶୋଇଯାଏରଖି ଦେଇ ମଥା ।ଘୋଡେ଼ଇ ଦିଏରେ ସିଏତା ପଣତ କାନିଶୁଆଇ ଦିଏରେ କହିକେତେ ପରୀ କାହାଣୀ ।ତା ହାତ ସ୍ପରଶେ ସତେକି ଯାଦୁ ଥାଏରେ ଏତେ --୨ନିମିଷେକେ ଅପସରିଯାଏ ସବୁ ବ୍ୟଥା ।ଭାରି ମନେ ପଡେ ଆଜିଜେଜେମାଆ କଥା । ଦୁନିଆକୁ ଯେବେ ଠାରୁମୁଁ

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ କର୍ମଭାବରେ ଚାରୋଟି ଗ୍ରହ ଦ୍ୱାରା ସୃଷ୍ଟି ହୋଇଥିବା ରାଜଯୋଗ ସାମଗ୍ରିକ ଦୃଷ୍ଟିକୋଣରୁ ସଫଳତା ଆଣିଦେବ। ଧନ ସ୍ଥାନରେ ରାହୁଯୁକ୍ତ ଚନ୍ଦ୍ର କାରଣରୁ ଧନହାନିଜନିତ ମନସ୍ତାପ କରିପାରନ୍ତି। ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ସାମାଜିକ ସ୍ତରରେ ମନ ଭୁଲାଣିଆ କଥା

ମୁଣ୍ଡ ଉପରେ ଝୁଲୁଛି ମୃତ୍ୟୁ !

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ମହୁଲପାଳ ପଞ୍ଚାୟତ ବିଜାଡିହି ଗାଁ ର ଏ ଦୃଶ୍ୟ । ସାତ କି ଆଠ ଫୁଟ ଉଚ୍ଚତାରେ ଝୁଲି ରହିଛି ୧୧ କେଭି ବିଜୁଳି ତାର। ଅନ୍ୟମନସ୍କ ଭାବେ ଯଦି କେହି ହାତ ଉଠାଇ ଦେବ, ଜୀବନ ଚାଲି ଯିବାର ଭୟ ରହିଛି । ବଡ଼ ଗାଡ଼ି ଟିଏ ଗାଁ ଭିତରକୁ ପ୍ରବେଶ କରିବା

ରାମେଶ୍ୱରପୁର ଅଞ୍ଚଳରୁ ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ରାମେଶ୍ୱରପୁର ଅଞ୍ଚଳରୁ ୧୦,୪୪୦ ଗ୍ରାମ ବ୍ରାଉନ ସୁଗାର ସହ, ୨ ଲକ୍ଷ ୯୩ ହଜାର ଟଙ୍କା ଜବତ ହୋଇଥିବା ବେଳେ ଜଣଙ୍କୁ ଗିରଫ କରାଯାଇଛି । ଧଳା ଜହର କବଜାରେ ଢେଙ୍କାନାଳ ସହର ଟାର୍ଗେଟ ରେ ଯୁବ ପିଢ଼ି । ପଇସା ଅଭାବରୁ ବଢୁଛି ଲୁଟ୍ ଡକାୟତି ସବୁରି ପଛରେ

ଢେଙ୍କାନାଳ ରେ ଟାଟା ଓଡ଼ିଶା ହକି ତରଫରୁ ଏକ ଗ୍ରାସରୁଟ ସେଣ୍ଟର ଉଦଘାଟିତ

ଢେଙ୍କାନାଳ ଜିଲ୍ଲାରେ ଟାଟା ଓଡ଼ିଶା ହକି ତରଫରୁ ଏକ ଗ୍ରାସରୁଟ ସେଣ୍ଟର ଉଦଘାଟିତ ହୋଇଛି। ଏହା ଦ୍ବାରା ଜିଲ୍ଲାରେ ହକିର ଉନ୍ନତି ହେବା ସହିତ ଖେଳାଳି ମାନଙ୍କୁ ଉନ୍ନତ ମାନର ପ୍ରଶିକ୍ଷଣ ଓ କ୍ରୀଡ଼ା ସାମଗ୍ରୀ ମିଳି ପାରିବ। ଭୂବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ହକି ପ୍ରଶିକ୍ଷଣ ପାଇଁ

୩ ବର୍ଷ ହେବ ବ୍ଳକ ଅଫିସ ଧାଇଁ ଧାଇଁ ଆଜି ଯାଏଁ ଶୈଳବାଳା ଙ୍କୁ ମିଳିଲା ନାହିଁ ବିଧବା ଭତ୍ତା

ତିନି ବର୍ଷ ତଳେ ସ୍ବାମୀଙ୍କ ଦେହାନ୍ତ ହୋଇଗଲା। ଦୁଇ ପୁଅ ଯେ ଜଣେ ଛୋଟ ପାନ ଦୋକାନ କରିଛି ଓ ଅନ୍ୟ ଜଣଙ୍କ ବେକାରୀ। ବୟସ ଷାଠିଏ ପାଖାପାଖି। ସ୍ବାମୀଙ୍କ ଚାଲିଯିବା ପରେ ସର୍ବଦା ଦୁଃଖରେ ବୁଡି ରହୁଛନ୍ତି। ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଗୋବିନ୍ଦ ପ୍ରସାଦ ପଞ୍ଚାୟତ ଗୋବିନ୍ଦପ୍ରସାଦ

ହିନ୍ଦୋଳ ତହସିଲ ର ଅଚାନକ ଚଢ଼ାଉ

ଖଣିଖାଦାନ ଭରା ହିନ୍ଦୋଳ ଉପଖଣ୍ଡରେ ବହୁତ ଖଣି ମାଫିଆ ସକ୍ରିୟ ଥିବା କାହାକୁ ଅଗୋଚର ନୁହେଁ। ଅନେକ ମାଫିଆଙ୍କ ଯୋଗୁଁ ସରକାର ରାଜସ୍ବ ହାନି ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସେମିତି କିଛି ଆଖି ଦୃଶିଆ କାର୍ଯ୍ୟ ଅନୁଷ୍ଠାନ ହେଉ ନାହିଁ। ଯେଉଁ କାରଣ ପାଇଁ ମାଫିଆଙ୍କ ରାଜୁତି ଚରମ ସୀମାରେ

ବିଳମ୍ବିତ ରାତି ରେ ଅଗ୍ନିକାଣ୍ଡ ; ଜଳିଗଲା ତିନି ବଖରା ଘର !

ଗତକାଲି ବିଳମ୍ବିତ ରାତି ରେ ଅଗ୍ନିକାଣ୍ଡ ଘଟି ଜଳିଯାଇଛି ତିନି ବଖରା ଘର । ଏହା ସହ ଗୋଟିଏ ବାଛୁରୀ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ପାଞ୍ଚ ଟି ଗୋରୁ ନିଆଁ ରେ ପୋଡି ହୋଇ ଗୁରୁତର ହୋଇଛନ୍ତି l ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କନ୍ତିଓକାଟେଣୀ ଗ୍ରାମରେ ଗତ କାଲି ବିଳମ୍ବିତ

କୌଶଲ୍ୟା ଙ୍କ ମୁହଁରେ ଫୁଟିଲା ହସ ; ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଲେ

କୋଶଲ୍ଯା ବେହେରା ବୟସ ୧୫ , ଜୀବନ କଣ ଜାଣିବା ପୂର୍ବରୁ ଏହି ନାବାଳିକାଙ୍କ ଜିଭ ତଳେ ମାଂସ ପିଣ୍ଡୁଳା ବୃଦ୍ଧି ପାଇବାରେ ଲାଗିଥିଲା । ଚିକିତ୍ସାରେ ଅର୍ଥ ବାଧକ ସାଜିଥିବା ବେଳେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ବାପା ଜଣେ ଦିନ ମଜୁରିଆ ହୋଇଥିବା ରୁ ଝିଅର ଚିକିତ୍ସା କରିପାରୁନଥିଲେ

ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ

ମେଷ ଆଜିର ଏକାଦଶ ଚନ୍ଦ୍ର ସଙ୍ଗକୁ କର୍ମସ୍ଥଗ୍ରହ ପ୍ରଭାବରୁ ଅଟକି ରହିଥିବା କାମ ସମ୍ପନ୍ନ କରିପାରିବେ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ କିନ୍ତୁ ଶନି କ୍ଷେତ୍ରସ୍ଥ ଚନ୍ଦ୍ର ହେତୁ ମାନସିକ ସ୍ଥିରତା ରହି ନ ପାରେ। ଜମିଜମା, କଳ କାରଖାନା, ଜଳ, ତୈଳ ବ୍ୟବସାୟରୁ ଲାଭବାନ ହେବେ। ରାଜନୀତିରେ
error: Content is protected !!