News
lipub
samparksetu

ଜିଲ୍ଲାର ୨ଟି ଭିନ୍ନ ଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣା ; ୨ ମୃତ , ଜଣେ ଗୁରୁତର

ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅନ୍ତର୍ଗତ କୁଟୁରିଆ ଛକରେ ହାଇୱ। ସହ ଏକ ସ୍କୁଟି ର ଧକ୍କା ହେବା ଫଳରେ ଜଣେ ମୃତ ଆଉ ଜଣେ ଗୁରୁତର । ମୃତକ ହେଲେ ମହବିରୋଡ ଗ୍ରାମର କମଳ ଲୋଚନ ହାତୀ ଓ ଗୁରୁତର ହେଲେ ମୂରଲୀଧର ସାହୁ । ସୂଚନା ଅନୁଯାୟୀ , ମହାବିରୋଡ଼ କଲେଜ ର ଦୁଇ କର୍ମଚାରୀଅପର

ହାତୀ ଉପଦ୍ରବ ; ଭାଙ୍ଗୁଛି ଘର-ନଷ୍ଟ କରୁଛି ଫସଲ, ଚିନ୍ତାର ଅଞ୍ଚଳବାସୀ

ହାତୀ ଉପଦ୍ରବରେ ଭାଙ୍ଗୁଛି ଘର , ଉଜୁଡୁଛି ଫସଲ ନଷ୍ଟ ହେଉଛି ଧନ ଜୀଵନ । ଢେଙ୍କାନାଳ ଜିଲ୍ଲା ରେ ଦେଖିବାକୁ ମିଳୁଛି ହାତୀର ଅପଦ୍ରବ । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏପରିକି ସୁରକ୍ଷା ଦେବାରେ ବନବିଭାଗ ବିଫଳ ବୋଲି କିଛି ଲୋକ ଅଭିଯୋଗ କରିଛନ୍ତି । ଖବର

ରାସ୍ତା ପାର ହେଉଥିବା ସମୟରେ ବୃଦ୍ଧା ଙ୍କୁ ଧକ୍କା ଦେଲା ଟ୍ରକ , ଅକାଳରେ ଚାଲିଗଲା ଜୀଵନ

ଏପଟେ ସଡକ ସୁରକ୍ଷା ମାସ ପାଳନ କରାଯାଉଥିବା ବେଳେ ଢେ଼ଙ୍କାନାଳର ସହରର ଟ୍ରକ ଧକ୍କାରେ ଆଜି ଜଣେ ବୃଦ୍ଧାଙ୍କର ଜୀବନ ଚାଲିଯାଇଛି । ଢେ଼ଙ୍କାନାଳ ଟାଉନ ଥାନା ବାଜିଚଉକ ଓଭର ବ୍ରିଜ ନିକଟରେ ଟ୍ରକ ଧକ୍କାରେ ବୃଦ୍ଧା ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ବାଜିଚଉକର ର ତାରା ରାଉତ(୮୦) ବୋଲି

ଇଲେଭେନ କେଭି ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ନାବାଳକ ଗୁରୁତର !

କାମାକ୍ଷାନଗର ଏନଏସି ର ଅନନ୍ତପୁର ସାହି ରେ ଇଲେଭେନ କେଭି ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ଜଣେ ନାବାଳକ ଗୁରୁତର ହୋଇଛନ୍ତି । ଗୁରୁତର ଜଣକ ହେଲେ ସେହି ସାହି ର ପ୍ରଦୀପ୍ତ ବିଶ୍ୱାଳ ଙ୍କ ପୁଅ ବୈକୁଣ୍ଠ ବିଶ୍ୱାଳ (୧୪) । ସୂଚନା ଅନୁସାରେ ବୈକୁଣ୍ଠ ଆଜି ନିଜ ଦୁଇମହଲା ଘର ଉପରେ ଚଢି ପାଣି

ଢେ଼ଙ୍କାନାଳ ଜିଲ୍ଲା ଭୁବନ ଏନ.ଏ.ସି ଅଞ୍ଚଳରେ ଢେ଼ଙ୍କାନାଳ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ପାଳିତ ହୋଇଯାଇଛି ଜାତୀୟ…

ଢେ଼ଙ୍କାନାଳ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଏକ ସଚେତନତା ରଥ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନତା କରାଯାଇଛି । ଭୁବନ ପୋଲିସ, ଘରୋଇ ମୋଟର ଚାଳକ ସଙ୍ଘ, ତୃପ୍ତି ପାଠାଗାର ପକ୍ଷରୁ ସଚେତନତା ରଥକୁ ସ୍ୱାଗତ କରାଯାଇଥିଲା । ରାସ୍ତାରେ ଯାଉଥିବା ଯାତ୍ରୀ ମାନଙ୍କୁ ଲିଫଲେଟ ବାଣ୍ଟି

ଖାଦ୍ୟ ନେଉଛି ମାଙ୍କଡ଼ଙ୍କ ଜୀବନ, ପ୍ରତିଦିନ ଘଟୁଛି ଦୁର୍ଘଟଣା

ଜଙ୍ଗଲରେ ମାଙ୍କଡ଼ଙ୍କୁ ଖାଦ୍ୟ ପ୍ରଦାନ କରିବାରେ କିଏ ଯେ ଆନନ୍ଦ ଲାଭ ନ କରିଥାଏ । ଆମ ଓଡ଼ିଶା ର କୈଳାସ କପିଳାସ ଯିବା ରାସ୍ତାରେ ଘଞ୍ଚ ଜଙ୍ଗଲ ମଧ୍ୟରେ ଏଭଳି ଦୃଶ୍ୟ ପ୍ରତିଦିନ ଦେଖିବାକୁ ମିଳିଥାଏ । ସେହି ରାସ୍ତା ରେ ଯିଏ କେହିବି ଗଲାବେଳେ ରାସ୍ତା କଡ଼ରେ ବସିଥିବା ମାଙ୍କଡ଼ଙ୍କୁ ଶ୍ରଦ୍ଧା

ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ

ମେଷ: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ କମ୍‌ ଓ ବ୍ୟୟ ଅଧିକ ରହିବ। ଆୟର ସିଂହଭାଗ ଅଯଥା ଖର୍ଚ୍ଚରେ ଯିବ ଓ ପରିବାରର ବ୍ୟୟ ଅହେତୁକ ଭାବରେ ବଢିଚାଲିବ। କର୍ମରେ ଆଳସ୍ୟତା ଭାବ ପ୍ରକାଶ ପାଇବ ଓ କର୍ମ ପ୍ରତି ଅନାଗ୍ରହ ଭାବ ଜାଗ୍ରତ ହେବ ଏବଂ ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ।

ମଠକରଗୋଳା ମହାବିଦ୍ୟାଳୟ ରେ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଜି ଭୁବନ ମଠକରଗୋଳା ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ଗୁଣବତ୍ତା ପ୍ରକୋଷ୍ଠର ଆୟୋଜନରେ ଏକ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ଚିତ୍ତରଞ୍ଜନ ଦାଶ ସଭାପତିତ୍ବରେ ଛାତ୍ରଛାତ୍ରୀ ମାନେ ଉଚ୍ଚ ଆଶାରଖି

ମା ଖପରମଲ୍ଲୀ ସପ୍ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ତଣ୍ଟିଚିରା କ୍ରିକେଟ ଟିମ୍ ଚାମ୍ପିଅନ

ହିନ୍ଦୋଳ ଉପଖଣ୍ଡ ସଦର ମା ଖପରମଲ୍ଲୀ ଦଶହରା ପଡ଼ିଆରେ ୭ମ ମା ଖପରମଲ୍ଲୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ୍ ହିନ୍ଦୋଳ ରାଧାନାଥପୁର ଓ ତଣ୍ଟିଚିରା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ତନ୍ତିଚିରା ଦଳ ବିଜୟୀ ହୋଇ ଚାମ୍ପିଅନ ହୋଇଥିଲା ।

ମା ବୁଢୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ କୁଟୁଣିଆ ଠାରେ ଆଜି ମା ବୁଢୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ର ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇ ଯାଇଅଛି । ଏହି ଟୁର୍ଣ୍ଣାମେଣ୍ଟ ରେ ୮ ଟି ଦଳ ଅଂଶ ଗ୍ରହଣ କରିବା ସହ ଆଜି ଫାଇନାଲ୍ ମ୍ୟାଚ୍ ଟି ଘୋଡାଡିଆଁ ଓ ବେଡାପଡା ମଧ୍ୟ ରେ ଅନୁଷ୍ଠିତ ହୋଇ ଯାଇଅଛି ।
error: Content is protected !!