ପ୍ରିୟବ୍ରତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣ।ମେଣ୍ଟର ଉଦଘାଟିତ
ଦେଓଗାଁ ପଞ୍ଚାୟତ ଅନ୍ତର୍ଗତ ମହୁଲ ଖୋଳି ଗାଁରେ ୧୧ତମ ପ୍ରିୟବ୍ରତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ଉଦଘାଟନ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଯୋରନ୍ଦା ଷ୍ଟେଟ ବ୍ୟାଙ୍କର ସହ ପରିଚାଳକ ଶ୍ରୀ ସ୍ବୟଂଯୁକ୍ତ ବେହେରା ଓ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଶାଗରିକା ସାହୁ ଯୋଗ ଦେଇଥିଲେ।
ଯୁବ ବର୍ଗ!-->!-->!-->…
ହରିଣ ଛାଲ , ବଜ୍ରକାପ୍ତା କାତି ଜବତ ; ୪ ଗିରଫ୍
ବନ ବିଭାଗର ଚଢ଼ାଉ, ଢେଙ୍କାନାଳ କପିଳାଶ ରେଞ୍ଜ ବନ କର୍ମଚାରୀମାନେ ଢେଙ୍କାନାଳ ନିହଲ ପ୍ରସାଦ ଅଞ୍ଚଳରେ ଚଢ଼ାଉ କରି ହରିଣ ଛାଲ ଓ ବଜ୍ର କାପ୍ତାକାତି ଜବତ କରିବା ସହ ଏଥିସହ ୪ ଶିକାରୀଙ୍କୁ ଗିରଫ କରିଛି ଵନ ବିଭାଗ
ବିଶେଷ ସୁତ୍ରରୁ ଖବର ପାଇ ଗତ ରାତିରେ କପିଳାଶ ବନ କର୍ମଚାରୀମାନେ!-->!-->!-->…
ଟ୍ରକ୍ ସହ ପିଟି ହେଲା ବାଇକ ; ବାପା ମୃତ ,ଝିଅ ଗୁରୁତର !
ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ରଣପସି ଗ୍ରାମ ନିକଟର ଟ୍ରକ ବାଇକ ଦୁର୍ଘଟଣା । ଘଟଣା ସ୍ଥକରେ ବାରକ ଆରୋହୀ ମୃତ ଝିଅ ଗୁରୁତର । ମୃତକ ହେଲେ ପରଜଙ୍ଗ ଚନ୍ଦପୁର ଗ୍ରାମର ନବକକିଶୋର ।
ସୂଚନାଯୋଗ୍ୟ କି , ନବକକିଶୋର ପାଣୀ ବାଇକ୍ ଯୋଗ ଝିଅକୁ ନେଇ ଗ୍ରାମକୁ ଫେରୁଥିବା ବେଳେ ରଣପସି ଗ୍ରାମ!-->!-->!-->…
ସଦର ରେଞ୍ଜ୍ ଗହମଖୁଣ୍ଟି ଗ୍ରାମରେ ହାତୀ ଆକ୍ରମଣ, ଜୀବନ ହାରିଲେ ଚାଷୀ
ଢେଙ୍କାନାଳ ବନଖଣ୍ଡ ସଦର ରେଞ୍ଜ ଭଗବାନପୁର ବିଟ୍ ଅନ୍ତର୍ଗତ ଗହମଖୁଣ୍ଟି ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଜଣେ ଚାଷୀ ହାତୀ ଆକ୍ରମଣର ଶିକାର ହୋଇଛନ୍ତି, ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ଢେଙ୍କାନାଳ ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ ଗହମଖୁଣ୍ଟି!-->!-->!-->…
ଜାଣନ୍ତୁ କିପରି କଟିବ ଆଜିର ଦିନ
ମେଷ
ଶନି ଦୃଷ୍ଟ ଚନ୍ଦ୍ରଙ୍କ ଯୋଗୁ ବିଭିନ୍ନ ପ୍ରକାର ସମସ୍ୟା ନେଇ ମାନସିକ ଦ୍ୱନ୍ଦ୍ୱ ଲାଗିରହିବ। ଘରକଥା ହେଉ କିମ୍ବା କର୍ମକ୍ଷେତ୍ର ସବୁ କାମ ଗୋଳିଆ ରହିବ। ନିଜ ଲୋକମାନେ ଅସୁବିଧାରେ ପକାଇପାରନ୍ତି।ସଭାସମିତିରେ ଆଲୋଚନା ଓ ସମାଲୋଚନା ଭିତରେ ସମାଧାନ ପୂର୍ବକ ପରିବାରରେ ଶାନ୍ତି ଫେରି!-->!-->!-->…
ଖବର ପ୍ରସାରଣର ପ୍ରଭାବ ; ଜଳିଲା ବାଜିରାଉତ ସେତୁର ଆଲୋକ
ପ୍ରାୟ ୧୦ ଦିନ ଅଧିକ ଦିନ ହେବ ବାଜିରାଉତ ସେତୁର ଗୋଟିଏ ପାର୍ଶ୍ଵ ର ଆଲୋକ ଅଚଳ ହୋଇ ପଡିଥିଲା , ଯାହା ଫଳରେ ପଥଚାରି ନାହିଁ ନଥିବାର ଅସୁବିଧା ଭୋଗୁଥିଲେ ।
ଜାନୁଆରୀ ୯ ତାରିଖରେ ଏ ନେଇ ଢେଙ୍କାନାଳ ଅପଡେଟ ରେ ଖବର ପ୍ରସାରଣ ହୋଇଥିଲା, ଖବର ପ୍ରସାରଣ ପରେ ବନ୍ଦ ହୋଇ ପଡ଼ିଥିବା ସେତୁ ର!-->!-->!-->…
ପ୍ରଭାବ ; ଗିରଫ୍ ହେଲେ ୨ଅଭିଯୁକ୍ତ , ମହିଳା ଚା’ଦୋକାନୀ କୁ ଆକ୍ରମଣ କରି ଲୁଟିଥିଲେ ଟଙ୍କା, ସୁନା ଗହଣା !
ଗତ ୨୫ ଡିସେମ୍ବର ରାତିରେ ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଛକରେ ଜନୈକ ମହିଳା ଚା’ଦୋକାନୀ ତାଙ୍କ ପରିବାର ଉପରେ ସ୍ଥାନୀୟ ଅଂଚଳ ର କିଛି ଦୁର୍ବୃତ୍ତ ଆକ୍ରମଣ କରିବା ସହିତ ତାଙ୍କ ଘରର ଲକ୍ଷାଧିକ ଟଙ୍କା ର ଆସବାବ ପତ୍ର ଭଙ୍ଗାରୁଜା କରିି ନଗଦ ଟଙ୍କା, ସୁନା!-->…
ନାବାଳିକା ଅପହରଣ ମାମଲାରେ ନୀରବଦ୍ରଷ୍ଟା ସାଜିଛି ପୋଲିସ! ଏପରି ଅଭିଯୋଗ ଆଣିଛନ୍ତି ନାବାଳିକାଙ୍କ ମା !
ପରଜଙ୍ଗ ଥାନା କନ୍ଦରସିଙ୍ଗା ପଞ୍ଚାୟତ କଟରାପଡା ରଗୁଡି ସାହିର ଅମୂଲ୍ୟ ନାଏକ ଓ ମଞ୍ଜୁ ନାଏକଙ୍କ ୧୩ ବର୍ଷୀୟା ନାବାଳିକା ଝିଅକୁ କନ୍ଦରସିଙ୍ଗା(ମଝିକା) ର ବସନ୍ତ ନାଏକଙ୍କ ପୁଅ ସୁଶାନ୍ତ ନାଏକ ଅପହରଣ କରି ନେଇଥିଲା। ମଞ୍ଜୁ ଏ ସମ୍ପର୍କରେ ପରଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ ହେଲେ!-->…
ପରିଣତ ବୟସରେ ଭତ୍ତା କୁ ଅନେଇ ବସିଛନ୍ତି ଟାଙ୍ଗୁରୁ ମଉସା
ବୟସ୍କଙ୍କ ସହାୟତା ନିମନ୍ତେ ସରକାର ଭତ୍ତା ଯୋଗାଇ ଦେଉଛନ୍ତି ହେଲେ ସଠିକ୍ ସମୟରେ ଭତ୍ତା ଏମାନେ ପାଇ ପାରନ୍ତି ନାହିଁ। ବୟସ ଷାଠିଏ ପାର ହେବା ପରେ ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇ ଏମାନଙ୍କୁ ସହାୟତା ଯୋଗାଇ ଦେବା ପରିବର୍ତେ ଦରଖାସ୍ତ ଦାଖଲ ପାଇଁ ସର୍ତ୍ତାବଳୀ ରହିଛି। ଯଦି ଏହି ବୟସ୍କ!-->…
ଭିଜିଲାନ୍ସ ସ୍କାନରରେ ଢେଙ୍କାନାଳ ସଦର ଅତିରିକ୍ତ ତହସିଲଦାର
ପଥର ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଅତିରିକ୍ତ ତହସିଲଦାରଙ୍କୁ ଧରିଲା ଭିଜିଲାନ୍ସ । ଏଭଳି ଏକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାରେ ।
ସୂଚନା ଅନୁଯାୟୀ ଢେଙ୍କାନାଳ ସଦର ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇ ଜଣେ ପଥର ବ୍ୟବସାୟୀଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ!-->!-->!-->!-->!-->…