News
lipub
samparksetu

ଗଁଦିଆ ଚ୍ୟାଲେଂଜର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଗଁଦିଆ ଖେଳ ପଡିଆରେ ଗଁଦିଆ କ୍ରିକେଟ୍ କ୍ଳବ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଥିବା ଚ୍ୟାଲେଂଜର କପ୍ ର ଫାଇନାଲ ମ୍ୟାଚ୍ ରେ ଗଁଦିଆ ପାଟଣା ବନାମ ଭୁବନ କ୍ରିକେଟ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଦୁଇ ଟୁର୍ଣ୍ଣାମେଣ୍ଟରେ ଉତ୍ତମ ଖେଳ ପ୍ରଦର୍ଶନ କରି ଫାଇନାଲରେ ସାମ୍ନାସାମ୍ନି ହୋଇଥିଲେ । ଭୁବନ

ମା ଥାନପତି ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଆଜି ଓଡ଼ାପଡ଼ା ବ୍ଲକ ମିନିଷ୍ଟାଡିୟମ ଠାରେ ମା ଥାନପତି କ୍ରିକେଟ କପ୍ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ୧୬ ଟି ଟିମ୍ କୁ ନେଇ ଗତ ୯ ତାରିଖରୁ ଆରମ୍ଭ ହୋଇ ଥିବା କ୍ରିକେଟ ସିରିଜ ଆଜି ଅପରାହ୍ନରେ ପୁରସ୍କାର ବିତରଣ କରାଯାଇଛି। ୨୦ ଓଭର୍ ବିଶିଷ୍ଟ ଫାଇନାଲ ମ୍ୟାଚ ରେ ପ୍ରଥମେ ବିନଦାସ

ଜାଣନ୍ତୁ କିପରି କଟିବ ଆଜିରଦିନ

ମେଷ ଆଜିର ଏକାଦଶ ଚନ୍ଦ୍ର ସଙ୍ଗକୁ କର୍ମସ୍ଥଗ୍ରହ ପ୍ରଭାବରୁ ଅଟକି ରହିଥିବା କାମ ସମ୍ପନ୍ନ କରିପାରିବେ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ କିନ୍ତୁ ଶନି କ୍ଷେତ୍ରସ୍ଥ ଚନ୍ଦ୍ର ହେତୁ ମାନସିକ ସ୍ଥିରତା ରହି ନ ପାରେ। ଜମିଜମା, କଳ କାରଖାନା, ଜଳ, ତୈଳ ବ୍ୟବସାୟରୁ ଲାଭବାନ ହେବେ।

ମୋ ଆଖି ଲୁହରେ

ମୋ ଆଖି ଲୁହରେ ତୋ ପାଦ ଧୋଉଛିପଣତେ ଦେଉଛି ପୋଛିଭୁଲ୍ ବୁଝିବୁନି ମୋ କଳା ଠାକୁରଧରିବୁନି ଦୋଷ କିଛି ।ତୋ ପାଇଁ ଆଜି ଦୁନିଆ ଦେଖୁଛିଚାଲୁଛି ମୁଁ ରେ ବାଟକେତେବେଳେ ଝଡ ତୋଫାନରେଭରା କଣ୍ଟା ହୁଏ ଚଲାପଥ ।ସେ ଚଲାପଥରେ ମୁଁ ରେ ଚାଲୁଛିଲହୁ ଲୁ‌ହରେ ମୁଁ ଭିଜିରେ ସାରିଛିତଥୀପି ତୋତେ ଖୋଜୁଛି

ଗ୍ୟାସଟାଙ୍କି ଫାଟି ମହିଳାଙ୍କ ମୃତ୍ୟୁ , ସ୍ୱାମୀ ଗୁରୁତ୍ତର !

ଗ୍ୟାସ ଟାଙ୍କି ବିସ୍ଫୋରଣ ରେ ମହିଳାଙ୍କ ମୃତ୍ୟୁ, ସ୍ତ୍ରୀ କୁ ବଞ୍ଚାଇବାକୁ ଯାଇ ସ୍ୱାମୀ ଗୁରୁତ୍ତର । ଏଭଳି ଅଘଟଣ ଘଟିଚି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମର ଉପର ନୁଆ ସାହିରେ । ସୂଚନା ଅନୁଗତକାଲି ଇନ୍ଦିପୁର ଗ୍ରାମର ଶୈଳବାଳା ପାତ୍ର ରୋଷେଇ କରୁଥିବା ସମୟରେ

ଅଗ୍ନିକାଣ୍ଡ ରେ ଚାଳ ଘର ସହ ଜଳିଗଲା ଶହେ ବସ୍ତା ଧାନ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ପଙ୍ଗାତିରା ଗ୍ରାମରେ ଆଜି ଅଗ୍ନିକାଣ୍ଡ ଘଟି ଚାଳ ଘର ସହ ଶହେ ବସ୍ତା ଧାନ ଜଳି ପାଉଁଶ ହୋଇଯାଇଛି । ସୂଚନାଯୋଗ୍ୟ କି , ଉକ୍ତ ଗ୍ରାମର କୃପାସିନ୍ଧୁ ସାହୁ ଙ୍କ ଚାଳ ଘରେ ଆଜି ସକାଳ ୧୦.୩୦ ମିନିଟ ରେ ହଠାତ ଅଗ୍ନିକାଣ୍ଡ ଘଟିଥିଲା । ଏହି

ଭୂମିହୀନ ମାନଙ୍କୁ ଘରଡିହ ପଟ୍ଟା ପାଇଁ ଦାବି ; ତହସିଲଦାର ଙ୍କୁ ଘେରିଲେ

ରାଜ୍ୟ ସରକାର ଜାଗା ମିଶନ ସମ୍ପର୍କରେ ଡିମଡିମ୍ ପିଟୁଥିବା ବେଳେ ଆଜି ସଦର ବ୍ଲକ ଅତିରିକ୍ତ ତହସିଲଦାର ଙ୍କୁ ଘେରିଥିଲେ ସଦର ବ୍ଲକ ଧୀରପାଟଣା ପଞ୍ଚାୟତର ଗଙ୍ଗାଧର ପ୍ରସାଦ ଓ ସରଧାପୁରର ଭୂମିହୀନ ମହିଳା ମାନେ । ସେହି ଜାଗାରେ ଗତ ୭୦ ବର୍ଷ ପୂର୍ବରୁ ଲୋକମାନେ ରହିଆସୁଥିବା ବେଳେ ସେମାନଙ୍କୁ

ସଦର ବ୍ଲକରେ ଚାଷୀଙ୍କୁ ମିଳୁନି ରବି ଫସଲ ବିହନ ,ଡାଲି ଜାତୀୟ ବିହନ ହଡପ ଅଭିଯୋଗ ରେ ଦାବିପତ୍ର

ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ମଧୁସାହୁ ପାଟଣା ପଞ୍ଚାୟତରେ ଚାଷୀଙ୍କୁ ମିଳୁନାହିଁ ରବି ଫସଲ ବିହନ କିଟ୍ । ୨୫୦ ରୁ ଉର୍ଦ୍ଧ୍ୱ ଚାଷୀ ନାମ ପଞ୍ଜିକରଣ କରିଥିବା ବେଳେ ମାତ୍ର ୮୦ ଜଣ ଚାଷୀଙ୍କୁ କି ଟ୍ ପ୍ରଦାନ କରାଯାଇଛି । ସେଥି ମଧ୍ୟରୁ କେତୋଟି ଘରେ ଦଶ ରୁ ପନ୍ଦର ଟି ଲେଖାଏଁ କିଟ୍

ତ୍ରିଲୋଚନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ଲିକୁ-11 ବରପଦା ଚମ୍ପିୟାନ

ପ୍ରଥମ ବାର୍ଷିକ ମା ପାଟମହାଦେଇ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଇଲେଇଜଙ୍ଗର ଆଜି ଥିଲା ଅନ୍ତିମ ଦିବସ ,ଅନ୍ତିମ ଦିବସରେ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲା ଜୁଆଳିବନ୍ଧ କ୍ରିକେଟ୍ କ୍ଳବ ଓ ଲିକୁ-11 ବରପଦା କ୍ରିକେଟ୍ କ୍ଳବ। ଉଭୟ ଦଳ ଟୁର୍ଣ୍ଣାମେଣ୍ଟରେ ଭଲ ଖେଳ ପ୍ରଦର୍ଶନ କରି ଫାଇନାଲରେ

ରାସୋଳ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା

ରାସୋଳ ଥାନା ଅନ୍ତର୍ଗତ ରାସୋଳ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା । ବାଇକ୍ କୁ ଧକ୍କା ଦେଲା ବୋଲେରୋ, ବାଇକ୍ ଚାଳକ ଗୁରୁତ୍ତର ଅବସ୍ଥାରେ ମେଡ଼ିକାଲ ରେ ଭର୍ତ୍ତି । ଦୁର୍ଘଟଣା ଘଟାଇ ବୋଲେରୋ ଘଟଣା ସ୍ଥଳରୁ ଫେରାର ହୋଇଥିବା ସ୍ଥାନୀୟ ବାସିନ୍ଦାଙ୍କ ସୂଚନା । ବାଇକ୍ ଚାଳକ ଜଣଙ୍କ
error: Content is protected !!