News
lipub
samparksetu

ଗାନ୍ଧୀ ମାର୍ଗରେ ଫକିରମୋହନ ସେନାପତିଙ୍କ ଜୟନ୍ତୀ ପାଳିତ

ଢେଙ୍କାନାଳ ଠାରେ ଫକିରମୋହନ ସେନାପତିଙ୍କ ଜୟନ୍ତୀ ପାଳନ ହୋଇଯାଇଛି। ଢେଙ୍କାନାଳ ଗାନ୍ଧୀ ମାର୍ଗରେ ଥିବା ଫକିର ମୋହନ ସ୍ମୃତି ସଦନଠାରେ ଜିଲ୍ଲାପାଳ ଭୂମେଶଚନ୍ଦ୍ରକ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସେଠାରେ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ

ନିର୍ମାଣଧୀନ ଓପିଟିସିଏଲ୍ ର ମେସିନ୍ ପୋଡି ଘଟଣାରେ ୩ ଗିରଫ

କାମାକ୍ଷାନଗର ବ୍ଲକ ତୁମୁସିଂହା ଥାନା ଅନ୍ତର୍ଗତ ଅଁଳାବେରେଣୀ ପଞ୍ଚାୟତ ଠାରେ ଗତ ଡିସେମ୍ବର ୧୮ତାରିଖରେ ନିର୍ମାଣଧୀନ ଓପିଟିସିଏଲ୍ ର ଟାଉନ୍ ସିପ ଗୃହ ନିର୍ମାଣ ପାଇଁ ଜମି ସମତାଳରେ ଆୟୋଜିତ ୬ ଟି ମେସିନ୍ ପୋଡି ଘଟଣାରେ ପୋଲିସ୍ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ଗ୍ରାମବାସୀଙ୍କ ୫୫ ନଂ ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ ; ସୁରକ୍ଷା ର ପ୍ରତିଶ୍ରୁତି…

ଢେଙ୍କାନାଳ ଜିଲ୍ଲା ଓଡାପଡ଼ା ବାଙ୍ଗୁରିସିଂହା ଗାଁରେ ବାରଂ ବାରଂ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଘର ଭାଙ୍ଗିବା ସହ ଚାଷ ଉଜାଡିଦେଉଛନ୍ତି ହାତୀପଲ । ଏହାକୁ ବିରୋଧ କରି ଆଜି ୫୫ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ଗ୍ରାମବାସୀ । ବୁଧବାର ବିଲମ୍ବିତ ରାତିରେ ହାତୀପଲ ଗାଁରେ ପଶି

ସଡ଼କ ଦୁର୍ଘଟଣା ରେ ଅଜା ମୃତ ନାତି ଗୁରୁତର !

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ କର୍ଣ୍ଣପୁର ନିକଟରେ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ସୂଚନା ମିଳିଛି । ଦୁର୍ଘଟଣାରେ ଅଜାଙ୍କର ମୃତ୍ୟୁ ହୋଇଥିବାବେଳେ ନାତି ଗୁରୁତର ହୋଇଛନ୍ତି । ସୂଚନା ଅନୁଯାୟୀ , ନୟାଗଡ଼ରୁ ଅନୁଗୋଳ ଅଭିମୁଖେ ଯାଉଥିବା ଏକ କାର୍ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ

ଦେଶୀମଦ ସହ ଅଟୋ ଜବତ , ୮ ଗିରଫ୍

ଢେଙ୍କାନାଳ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ଅବକାରୀ ବିଭାଗ ପକ୍ଷରୁ ସଦର ଏବଂ ଗଁଦିଆ ଥାନା ଅଞ୍ଚଳରେ ଚଢ଼ାଉ କରାଯାଇ ୨୦୧ ଲିଟର ଦେଶୀମଦ ଜବତ କରାଯାଇ ୮ ଜଣଙ୍କୁ ଗିରଫ୍ କରାଯାଇଛି । ଏଥିସହ ଏକ ଅଟୋ କୁ ଅବକାରୀ ବିଭାଗ ଜବତ କରିଛି । ଅବକାରୀ ବିଭାଗ ପକ୍ଷରୁ ଢେଙ୍କାନାଳ ସଦର

ବାଲିଯୋରନ୍ଦା ଗ୍ରାମରେ ବିଶ୍ୱ ଶାନ୍ତି ଯଜ୍ଞ ଓ ମକର ସଂକ୍ରାନ୍ତି ପାଳିତ

ଗାଁଦିଅl ବ୍ଲକ ରାଇତଳl ପଞ୍ଚାୟତ ଅନ୍ତର୍ଗତ ବାଲିଯୋରନ୍ଦା ଗ୍ରାମରେ ମା ଚଣ୍ଡୀ ଠାକୁରାଣୀଙ୍କ ପାଖରେ ବିଶ୍ୱ ଶାନ୍ତି ଯଜ୍ଞ ଓ ମକର ସଂକ୍ରାନ୍ତି ଉତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି l ଏହି ଉତ୍ସବରେ ଗ୍ରାମବାସୀ ମାନେ ବଢିଚଢ଼ି ଭାଗ ନେଇଥିବା ବେଳେ ଗ୍ରାମର ଚଣ୍ଡୀ ଠାକୁରାଣୀ ଙ୍କ ପାଖରେ

ପରଜଙ୍ଗ ଜିଲ୍ଲା ପରିଷଦ ଉପ ନିର୍ବାଚନ, ପ୍ରଶାନ୍ତ ବିଜେପି ପ୍ରାର୍ଥୀ

ଜିଲ୍ଲା ସଭାପତି ନରେଶ ମହାପାତ୍ର ସୁପାରିସ କରିଥିବା ପ୍ରଶାନ୍ତ ବିଶ୍ଵାଳଙ୍କ ନାମକୁ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଜିଲ୍ଲା ପରିଷଦ ଉପ ନିର୍ବାଚନ, ୩ ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଆନ୍ଦା

ଜାଣନ୍ତୁ କିପରି ତିଆରି କରିବେ ମକର ଚାଉଳ

ଆବଶ୍ୟକ ସାମଗ୍ରୀ : ଅରୁଆ ଚାଉଳ, କ୍ଷୀର, କୋରା ନଡ଼ିଆ, ଛୋଟ ଛୋଟ ଆଖୁ ଖଣ୍ଡ, ପାଚିଲା କଦଳୀ, ଚିନି, ଗୋଲ ମରିଚ ଗୁଣ୍ଡ, ଛେନା, ସରୁ ସରୁ କଟା ହୋଇଥିବା ଅଦା ଓ ଡାଳିମ୍ବ। ପ୍ରସ୍ତୁତି ପ୍ରଣାଳୀ: ମକର ଚାଉଳ ପ୍ରସ୍ତୁତ କରିବା ପୂର୍ବ ରାତିରେ ଅରୁଆ ଚାଉଳକୁ ବତୁରାଇ ଦିଅନ୍ତୁ। ପରଦିନ

ମକର ସଂକ୍ରାନ୍ତି ଓ ଏହାର ମହତ୍ୱ

ଆମ ଦେଶରେ ମକର ସଂକ୍ରାନ୍ତି ପର୍ବର ବିଶେଷ ମହତ୍ୱ ରହିଛି । ଯାହାକୁ ପ୍ରତିବର୍ଷ ଜାନୁୟାରୀ ମାସରେ ଖୁବ୍ ଧୂମଧାମରେ ପାଳନ କରାଯାଏ । ଏହି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇଥାନ୍ତି । ଅର୍ଥାତ୍ ପୃଥିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟଙ୍କ ଆଡକୁ ଢଳିଥାଏ । ପରମ୍ପରା ଅନୁସାରେ ଏହି ଦିନ ସୂର୍ଯ୍ୟ ମକର

ରୋଗୀ କଲ୍ୟାଣ ସମିତି ଖଙ୍କିରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିଚାଳନା କମିଟି ବୈଠକ

ଜାତୀୟ ସ୍ବାସ୍ଥ୍ୟ ମିଶନ ଓଡିଶା ସହାୟତାରେ ଗଁଦିଆ ବ୍ଲକ ଖଙ୍କିରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରେ ରୋଗୀ କଲ୍ୟାଣ ସମିତି ପକ୍ଷରୁ ନ୍ୟୁ ଇଣ୍ଡିଆ ଢେଙ୍କାନାଳ ସୌଦନାରୁ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀରାମଚନ୍ଦ୍ରପୁର ବରପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ର
error: Content is protected !!