News
lipub
samparksetu

ଗଞ୍ଜରା ଗ୍ରାମରେ ଅଘଟଣ, ଦନ୍ତା ଆକ୍ରମଣରେ ନିରଞ୍ଜନ ସାହୁଙ୍କ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲାରେ ହାତୀ ମଣିଷର ଲଢେଇ ଉପର ମୁହାଁ । କେତେବଳେ କ୍ଷେତ ନଷ୍ଟ ତ କେତେବେଳେ ଜୀବନ । ବିଗତ କିଛି ଦିନ ହେବ ଶସ୍ୟ ଖାଇଵାକୁ ଯାଇ ବିଭିନ୍ନ ଅଞ୍ଚଳରେ ହାତୀ ଉପଦ୍ରଵ ଦେଖା ଦେଇଛି । ତେଣୁ ବିଭିନ୍ନ ସମ୍ୱୟରେ କିଛି ନା କିଛି ଅଘଟଣ ଘଟି ଚାଲିଛି । ଏଭଳି ଏକ ଅଘଟଣ ଘଟିଛି

ଖବର ପ୍ରସାରଣ ପରେ ସୁରକ୍ଷିତ ହେଲା ଅସୁରକ୍ଷିତ ବିଦ୍ୟୁତ୍ ଟ୍ରାନ୍ସଫର୍ମର

ଗଁଦିଆ ବ୍ଲକ୍ ଅନ୍ତର୍ଗତ ରାଇତଳା ପଞ୍ଚାୟତ ବାଲିଯୋରନ୍ଦା ଗ୍ରାମରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ବହୁଦିନ ହେବ ବିପଦ ସଙ୍କୁଳ ଅବସ୍ଥାରେ ପଡିଥିଲା , ଟ୍ରାନ୍ସଫର୍ମର ଚାରି ପାଖରେ ଗଛ ଲତା ମାଡି ଯାଇଥିବା ବେଳେ ଟ୍ରାନ୍ସଫର୍ମର ର ଫ୍ୟୁଜ ସେକସନ ଟି ବହୁ ତଳେ ଥିବାରୁ ଧନ ଜୀଵନ ହାନି ହେବାର ଆଶଙ୍କା

କୋହଳ ହେଲା କଟକଣା, ୨୧ରୁ ମନ୍ଦିର ଦର୍ଶନ ପାଇଁ ବାଧ୍ୟତାମୂଳକ ନୁହେଁ କୋଭିଡ ରିପୋର୍ଟ

ଆଜି ଜିଲ୍ଲା ସଦଭାବନା ସଭାଗୃହରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆହୁତ ବୈଠକରେ ଶ୍ରଦ୍ଧାଳୁମାନଙ୍କ ପାଇଁ ସମସ୍ତ ମନ୍ଦିର ଚଳିତ ମାସ ୨୧ ତାରିଖ ଠାରୁ ଖୋଲା ଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ପୂର୍ବରୁ ମନ୍ଦିରରେ ଦିଅଁ ଦର୍ଶନ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ଦେବାକୁ ବାଧ୍ୟ ହୋଇଥିଲା ।

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ। ଅର୍ଥ ସମ୍ବନ୍ଧୀୟ କୌଣସି କଥା ବନ୍ଧୁଙ୍କ ନିକଟରୁ ଶୁଣିବାକୁ ପାଇ ଉଲ୍ଲସିତ ହେବେ। ଅନ୍ୟର କଥାରେ ପ୍ରଭାବିତ ହୋଇ କିମ୍ବା ସତର୍କତାର ସହ କାମ ନ କଲେ ଫସିଯାଇ ପାରନ୍ତି। ପାରିବାରିକ, ପ୍ରଶାସନିକ କ୍ଷେତ୍ର

ସୁରଥ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ପରଜଙ୍ଗ ବ୍ଳକ୍ ପାଟରପଦା ନିମତଇଳା ଖେଳ ପଡିଆରେ ଆଜି ଠାରୁ ସୁରଥ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଉଦଘାଟିତ ହୋଇଯାଇଛି। ପାଟରପଦା ଗ୍ରାମର ସେକ୍ରେଟେରୀ ଶ୍ରୀଯୁକ୍ତ ନରୋତ୍ତମ ସାହୁ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ ।ଉଦଘାଟନୀ ମ୍ୟାଚ୍ ଆୟୋଜକ ପାଟରପଦା କ୍ରିକେଟ୍

କିନ୍ନର ମାନଙ୍କୁ ନେଇ ଆଇନ ସଚେତନତା ଶିବିର ଅନୁଷ୍ଠିତ

ଆଜି ଜିଲ୍ଲାଜଜ୍ ତଥା ଆଇନ୍ ସେବା ପ୍ରଧିକରଣ ଅଧ୍ୟକ୍ଷ ଶ୍ରୀ ଶରତ କୁମାର ଦେହୁରୀ ଙ୍କ ନିର୍ଦ୍ଦେଶ କ୍ରମେ ଏ.ଆଈ.ଆର.ଏ,(ଏନଜିଓ) ବୋରାପଦା ଢେଙ୍କାନାଳ ଠାରେ କିନ୍ନର ମାନଙ୍କୁ ନେଇ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୫୦ଜଣ କିନ୍ନର ଯୋଗଦେଇ ଥିଲେ। ଏହି ଶିବିରରେ

ତର୍କାବେଡା ଗ୍ରାମବାସୀଙ୍କ ଅନଶନ ଜାରି

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କନ୍ତିମିଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ତର୍କାବେଡା ଗ୍ରାମରେ ଏକ ଘରୋଇ କମ୍ପାନୀ ନିର୍ମାଣକାର୍ଯ୍ୟ ଚାଲିଛି । କିନ୍ତୁ ତର୍କାବେଡା ଗ୍ରାମରୁ ବାହାରି ଥିବା ମାଟି ରାସ୍ତାଟି କମ୍ପାନୀ ମଧ୍ୟରେ ରହୁଥିବା ରୁ ଗ୍ରାମବାସୀ ଙ୍କୁ ଯାତାୟାତ ପାଇଁ ଅସୁବିଧା ହେଉଛି

ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ଆଜି ମାତୃଶକ୍ତି ଯୁବକ ସଂଘ ପକ୍ଷରୁ ଭାଗିରଥିପୁର ଠାରେ ରକ୍ତ ଆବଶ୍ୟକତା କୁ ଦୃଷ୍ଟିରେ ରଖି ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ମାନ୍ୟବର ଢେଙ୍କାନାଳ ସାଂସଦ ମହେଶ ସାହୁ ପ୍ରଥମେ ଉଦଘାଟନ କରି କହିଥିଲେ କି "ରକ୍ତଦାନ ଜୀବନ

୩ ଦିନ ହେବ ଥିଲେ ନିଖୋଜ ; ଅଣ୍ଡରପାସିଂ ଖାଲରୁ ମିଳିଲା ମୃତଦେହ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରୋଡ଼ ଫାଣ୍ଡି ଅନ୍ତର୍ଗତ ଓଡ଼ପଡା କଲେଜ ଛକ ନିକଟରୁ ଆଜି ଏକ ମୃତ ଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ସ୍ଥାନୀୟ ନୂଆବାଙ୍ଗୁରିସିଂହ ଗ୍ରାମର ଚୁଇଁଆ ବେହେରା (୭୮) ବୋଲି ଜଣାପଡିଛି । ସୂଚନାଯୋଗ୍ୟ କି , ଚୁଇଁଆ ୩ଦିନ ହେବ ଘରୁ ନିଖୋଜ ଥିଲେ ଏ

ସ୍ପଷ୍ଟ ଦିବାଲୋକରେ ବନ୍ଧୁକ ଛୁରା ଦେଖାଇ ଲୁଟ !

ଢେଙ୍କାନାଳ ଜିଲ୍ଲାରେ ବଢିଚାଲିଛି ଅପରାଧୀଙ୍କ ରାଜ୍ । କେଉଁଠି ଏଟିଏମ ଲୁଟ୍ ତ କେଉଁଠି ଡକାୟତି । ତେବେ ସ୍ପଷ୍ଟ ଦିବାଲୋକ ରେ ଜନଗହଳି ପୂର୍ଣ୍ଣ ସ୍ଥାନରେ ମଧ୍ୟ ଲୁଟ୍ କରିବାକୁ ପଛାଉ ନାହାନ୍ତି ଲୁଟେରା । ତେବେ ଏଭଳି ଏକ ଘଟଣା ଘଟିଛି କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ଥାନା
error: Content is protected !!