ଆଜିଠାରୁ ଢେଙ୍କାନାଳ ଜିଲ୍ଲାରେ ଆରମ୍ଭ ଜାତୀୟ ସଡ଼କ ସୁରକ୍ଷା ମାସ
ଚଳିତ ବର୍ଷ ସଡ଼କ ସୁରକ୍ଷା ସପ୍ତାହ ନୁହଁ, ପାଳନ ହେବ ସଡ଼କ ସୁରକ୍ଷା ମାସ । ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ଏହି କାର୍ଯ୍ୟକ୍ରମର ଉଦ୍ଘାଟନ କରିଛନ୍ତି । ସେହିପରି ହେଲମେଟ ପିନ୍ଧିନଥିବା ବାଇକ୍ ଚାଳକଙ୍କୁ ଗୋଲାପ ଫୁଲ ଦେଇ ସଚେତନ କରାଇଛନ୍ତି ।
ବଢୁଥିବା!-->!-->!-->!-->!-->…
ଜାଣନ୍ତୁ କିପରି କଟିବ ଆଜିର ଦିନ
ମେଷ:
ଏକାଦଶ ଚନ୍ଦ୍ର ହେତୁ ଆୟର ମାର୍ଗ ଉତ୍ତମ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ । ଆର୍ଥିକ ଅବସ୍ଥା ସୁଦୃଢ଼ ହେବ । ମୂଲ୍ୟବାନ ଧାତୁ, ଭୂମି କ୍ରୟ କରିପାରନ୍ତି କିମ୍ବା ସେଥିପାଇଁ ଚିନ୍ତା କରିପାରନ୍ତି । କର୍ମରେ ଅଧିକ ସଫଳତା ମିଳିବ ଓ ଦରମାରେ କିଛି ବୃଦ୍ଧି!-->!-->!-->…
ଖବର ପ୍ରସାରଣ ପରେ ଅପହଞ୍ଚ କୋହ୍ଲା ଗାଁର ଦୁର୍ଗା ଙ୍କୁ ମିଳିଲା ବାର୍ଦ୍ଧକ୍ୟ ଭତ୍ତା
ଗଁଦିଆ ବ୍ଲକ ଷୋରିସିଆପଦା ପଞ୍ଚାୟତର କୋହ୍ଲା ଗାଁ ଅନ୍ତେଇ ସାହିର ଦୁର୍ଗା ଲାଗୁରି। ବୟସ ଷାଠିଏ ପାର, ଆଧାର କାର୍ଡ ଅନୁଯାୟୀ ୬୫ ବର୍ଷ କିନ୍ତୁ ବାସ୍ତବରେ ତାଠାରୁ ଯଥେଷ୍ଟ ଅଧିକ ହେବ। ସରକାରୀ ବାବୁମାନେ କ’ଣ ଲେଖି ଦେଇଛନ୍ତି ବୋଲି ଦୁର୍ଗା କହନ୍ତି। ଆଦିବାସୀ ସମ୍ପ୍ରଦାୟର ଦୁର୍ଗା, ଜଙ୍ଗଲ!-->…
“ଯୁବଶକ୍ତି” ସ୍ୱେଚ୍ଛାସେବୀ ସଂଗଠନ ଢେଙ୍କାନାଳ ପକ୍ଷରୁ ବ୍ରାହ୍ମଣୀ ନଦୀକୂଳ ସଫେଇ
ଆଜି "ଯୁବଶକ୍ତି" ସ୍ୱେଚ୍ଛାସେବୀ ସଂଗଠନ ଢେଙ୍କାନାଳ ପକ୍ଷରୁ ଯୁବଶକ୍ତିର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ ଢେଙ୍କାନାଳ ଜିଲ୍ଲାର ଓଡାପଡା ବ୍ଲକର ମଙ୍ଗଳପୁର, କୁସୁପଙ୍ଗା,କୁରୁଣ୍ଟି, କମଳାଙ୍ଗ,ଖଡକା ନଦୀ କୂଳବର୍ତ୍ତି ଅଞ୍ଚଳରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
!-->!-->!-->…
ପ୍ରଜାପିତ ବ୍ରହ୍ମ।କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଚଷାପଡ଼ା ଉପସେବାକେନ୍ଦ୍ରର ୨୧ ତମ ବାର୍ଷିକ ଉତ୍ସବ ପାଳିତ
ପ୍ରଜାପିତ ବ୍ରହ୍ମ।କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଚଷାପଡ଼ା ଉପସେବାକେନ୍ଦ୍ରର ୨୧ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି ।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ରାଉରକେଲା ଷ୍ଟିଲପ୍ଲାଣ୍ଟର ରିଟାଏଡ଼ ଡେପୁଟି ଡାଇରେକ୍ଟର ବ୍ରଜଯଶୋର ସାହୁ ।
ଢେଙ୍କାନାଳ ଶାଖାର ମୁଖ୍ୟ!-->!-->!-->…
ଫେଲ ମାରିଛି ବସୁଧା ଯୋଜନା ; ନିର୍ମାଣର ୨ ବର୍ଷ ପରେ ମଧ୍ୟ ମିଳୁନି ପାନୀୟ ଜଳ !
ଢେଙ୍କାନାଳ ଜିଲ୍ଲା ଓଡ଼।ପଡ଼ା ବ୍ଳକ୍ ଘଟିପିରି ଗ୍ରାମପଞ୍ଚାୟତରେ ବସୁଧ। ଯୋଜନାରେ ନିର୍ମାଣଧୀନ ମେଗା ପାନୀୟ ଜଳ ପ୍ରକଳ୍ପ ୨ ବର୍ଷ ହେବ ନିର୍ମାଣ ହୋଇ ପଡିଛି କିନ୍ତୁ ତାହା କାର୍ଯ୍ୟକ୍ଷମ ହୋଇ ପାରୁନାହିଁ ।
ଏହି ପଞ୍ଚାୟତ ଅନ୍ତର୍ଗତ ବୃନ୍ଦାବନପୁର ଘଟିପିରି ଗ୍ରାମର ପ୍ରାୟ ୨୦୦୦!-->!-->!-->…
ଖବର ପ୍ରସାରଣ ପରେ କାମ ହେଲା ବାଲିମୀ ଗାଁକୁ ଯାଇଥିବା ମୁଖ୍ୟ ରାସ୍ତା
ଗୁଡିଆକାଟେଣୀ-ହିନ୍ଦୋଳ ପୂର୍ତ୍ତ ବିଭାଗ ରାସ୍ତାରୁ ବାଲିମୀ ଗାଁ ଭିତରକୁ ଯାଇଥିବା ମୁଖ୍ୟ ରାସ୍ତା ଛଅ ବର୍ଷ ତଳେ କାମ ହୋଇଥିଲା। ଯାହା ଖାଲଖମଣ ହୋଇଯାଇଥିଲା ଯାହା ଉପରେ ବ୍ଲକ ପ୍ରଶାସନ ବା ସ୍ଥାନୀୟ ସରପଞ୍ଚଙ୍କ ଦୃଷ୍ଟି ପଡିନଥିଲା ।
ତେବେ ଏନେଇ ଢେଙ୍କାନାଳ ଅପଡେଟ୍ ରେ ଖବର ପ୍ରସାରଣ!-->!-->!-->…
ଶୀତୁଆ ସକାଳର ଗରମ ଚା ସହ ବନାନ୍ତୁ ଫ୍ରେଞ୍ଚ ଫ୍ରାଇଜ୍
ଫ୍ରେଞ୍ଚ ଫ୍ରାଇଜ୍ ବନାଇବା ପାଇଁ ଆବଶ୍ୟକ ସାମଗ୍ରୀ
ଦୁଇ ବଡ ସିଝା ଆଳୁ
ଏକ ଚାରି ଚାମଚ ଜିରା ପାଉଡର
ଚାରି ଚାମଚ ଗୋଲ ମରୀଚ ପାଉଡର
ଏକ ଚାରି ଚାମଚ ଲୁଣ କିମ୍ବା ସ୍ୱାଦାନୁସାରେ
ଏକ ଗିନା ଚୁଡା
ପ୍ରସ୍ତୁତି ପ୍ରଣାଳୀ
ସର୍ବପ୍ରଥମେ ଆମେ ଆଳୁର ଚୋପା ଛଡାଇ ଚକଟି!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->…
ଜାଣନ୍ତୁ କିପରି କଟିବ ଆଜିର ଦିନ
ମେଷ
କୌଣସି ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକିଥିବା କାମରେ ଅଗ୍ରଗତି ଘଟିବ। ଆର୍ଥିକ ସଂକଟ ଲାଗି ରହିଥିଲେ ମଧ୍ୟ ନୂତନ ଯୋଜନା ଆରମ୍ଭ ସକାଶେ ମନ ବଳାଇବେ। ସମ୍ପର୍କୀୟମାନେ କାଳେ ଦେବାକୁ ପଡିବ, ଏହି ଚିନ୍ତାରେ ପାଖ ମାଡିବେ ନାହିଁ। ମହିଳାମାନେ ମନକୁ ବୁଝାଇ ରହିବାକୁ ବାଧ୍ୟ ହେବେ।
!-->!-->!-->!-->!-->…
ନେତାଜୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ଢେଙ୍କାନାଳ ଦେଉଳସାହି ନେତାଜୀ କ୍ରିକେଟ୍ କ୍ଳବ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି ଚଳିତ ବର୍ଷର ନେତାଜୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ । ଶ୍ରୀଯୁକ୍ତ ଦୀପକ କୁମାର ମିଶ୍ର ଉଦ୍ଘାଟନ ମ୍ୟାଚ୍ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ।
ଉଦଘାଟନ ମ୍ୟାଚ୍!-->!-->!-->…