News
lipub
samparksetu

ବିଦ୍ୟୁତ ଖୁଣ୍ଟିରେ ବାଡେଇ ହୋଇ ବାଇକ୍ ଚାଳକ ଗୁରୁତର !

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଗୋଳାଗାଡ଼ିଆ ଶମ୍ଭୁମଠ ନିକଟରେ ଆଜି ସଂନ୍ଧ୍ୟାରେ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଜଣଙ୍କ ଗଡ଼ପଳାଶୁଣି ଗ୍ରାମର ଦୁଷ୍ମନ୍ତ ନାଏକ ବୋଲି ସୂଚନା । ସୂଚନା ଅନୁଯାୟୀ ଆଜି ବ୍ୟକ୍ତି ଜଣଙ୍କ ବାଇକ୍ ଯୋଗେ

ଟ୍ରକ ଧକ୍କାରେ ନାବାଳକ ମୃତ !

ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ପୁରୁଣା କଟକ ସମ୍ବଲପୁର ରାସ୍ତାର ପଶ୍ଚିମେଶ୍ୱର ମନ୍ଦିର ନିକଟରେ ଗତକାଲି ଅଜଣା ଗାଡି ଧକ୍କା ରେ ଜଣେ ନାବାଳକ ର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ତିଗିରିଆ ର ତୁଷାର ରଞ୍ଜନ ମଲ୍ଲିକ (୧୫) । ସୂଚନା ଅନୁଯାୟୀ ତୁଷାର ନିଜ ସାଇକେଲ ଯୋଗେ

ନନ୍ଦିନିଆ ଜଳ ପ୍ରପାତ କୁ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ପାଇଁ ବିଧାୟିକା ଙ୍କୁ ଦାବିପତ୍ର

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ୍.ଏ.ସି ଗଡଜାତ ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ପରିପୂର୍ଣ୍ଣ ନନ୍ଦିନିଆ ଜଳ ପ୍ରପାତ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ଓ ନନ୍ଦିନିଆ ଉନ୍ନତି କରଣ ପାଇଁ ବିଧାୟିକା ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ହିନ୍ଦୋଳ ଖେଳ ପଡିଆର ଉନ୍ନତିକରଣ ,ଚିକିତ୍ସାଳୟ ର

ଜିଲ୍ଲାରେ ୮ଟି ବ୍ଳକରୁ ୧୫୩୫୪ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଫିସରୁ ଛାଡ ପାଇବେ

ଢେଙ୍କାନାଳ ଛାତ୍ର ସମାଜର ବୃହତର ସ୍ୱାର୍ଥ କୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ହେବାକୁ ଥିବା ମାଟ୍ରିକ ପରୀକ୍ଷା ନିମନ୍ତେ ପିଲାମାନଙ୍କ ପରୀକ୍ଷା ଫିସ୍‌ ଛାଡ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ୱାରା

ଜିଲ୍ଲାପରିଷଦ ପାର୍ଥିନି ଶ୍ରୀମତୀ ମମତା ପାଣି ଙ୍କ ନାମାଙ୍କନ ପତ୍ର ପ୍ରଦାନ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀ ପରଜଙ୍ଗ ବ୍ଲକ ଅନ୍ତର୍ଗତ ୩ ନଂ ଜୋନ୍ ରେ ହେବାକୁ ଯାଉଥିବା ଜିଲ୍ଲାପରିଷଦ ଉପନିର୍ବାଚନ ପାଇଁ ମାନ୍ୟବର ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ ବିଜୁ ଜନତା ଦଳ ତରଫରୁ ଜିଲ୍ଲାପରିଷଦ ପାର୍ଥିନି ଶ୍ରୀମତୀ ମମତା ପାଣି ମହୋଦୟାଙ୍କ ନାମ ଘୋଷଣା

ଅଲେଖ ମହିମା ମଠରୁ ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ଚୋରି !

କାମାଖ୍ୟାନଗର ବ୍ଲକ ତୁମୁସିଂହା ଥାନା ଅନ୍ତର୍ଗତ ଜକା ଗ୍ରାମରେ ଅବସ୍ଥିତ ସନାତନ ଧର୍ମର ଅନ୍ୟ ଏକ ପ୍ରମୁଖ ମଠ ହେଲା ମହିମା ଅଲେଖ । ଗତକାଲି ବିଳମ୍ବିତ ରାତ୍ରିରେ କିଛି ଦୁର୍ବୃତ୍ତ ମଠର ଗେଟ୍ ଭାଙ୍ଗି ମଠ ମଧ୍ୟରେ ଥିବା ୨୧ ହାତିଆ ମନ୍ଦିରର ମୁଖ୍ୟଦ୍ବାରା ଭାଙ୍ଗି ସେଥି ମଧ୍ୟରେ ଥିବା

ଆଜି ବୁଧବାର ରେ ଘରେ ବନାନ୍ତୁ ରେଷ୍ଟୁରାଣ୍ଟ ଷ୍ଟାଇଲ୍‌ ମଟନ୍‌

ବୁଧବାରରେ ନିରାମିଶାସିଙ୍କ ପସନ୍ଦ ଥାଏ ମଟନ, ହେଲେ ରେଷ୍ଟୁରାଣ୍ଟ ସ୍ୱାଦ ପରି ଘରେ ସ୍ୱାଦିଷ୍ଟ ନହେବାରୁ ସମସ୍ତେ ରେଷ୍ଟୁରାଣ୍ଟ ମୁହାଁ ହୋଇଥାନ୍ତି, ହେଲେ ଆଜି ଆମେ ଆପଣଙ୍କୁ ବତାଇବୁ କିଭଳି ଘରେ ବନାଇବେ ରେଷ୍ଟୁରାଣ୍ଟ ସ୍ୱାଦର ମଟନ୍  । ଆଵଶ୍ୟକିୟ ସାମଗ୍ରୀ ଏକ କିଲୋ ମଟନ୍‌ ଏକ

ପୌଷମାସ ଅମାବାସ୍ୟାର ବିଧି

ପୌଷମାସ ଅମାବାସ୍ୟା ଦିନଟି ବଉଳ ଅମାବାସ୍ୟା ଭାବେ ପାରମ୍ପରିକ ରୀତିରେ ଓଡ଼ିଶାର ଘରେ ଘରେ ଏକ ସାମାଜିକ ଉତ୍ସବ ରୂପେ ପାଳିତ ହୋଇଥାଏ । ସାଧାରଣତଃ ଏହି ସମୟରେ ଆମ୍ବ ଓ ପଣସ ଗଛଗୁଡ଼ିକରେ ବଉଳ ବା ଫଳକଷି ଧରେ । ଲୋକମାନଙ୍କ ମନରେ ବିଶ୍ୱାସ ଯେ ବଉଳ

ଏବିଭିପି ଢେଙ୍କାନାଳ ଜିଲ୍ଲା ପକ୍ଷରୁ ବିଭିନ୍ନ ସ୍ଥାନରେ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ପାଳିତ

ବିଶ୍ବ ଦରବାରରେ ଭାରତକୁ ପରିଚିତ କରିଥିବା ବ୍ୟକ୍ତି ପ୍ରତ୍ୟେକ ଯୁବକ ମାନଙ୍କର ପ୍ରେରଣାର ଉତ୍ସ ବିଶ୍ବ ବିଜୟୀ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଓ ରାଷ୍ଟ୍ରୀୟ ଯୁବ ଦିବସ ବିଶ୍ବ ସର୍ବ ବୃହତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଢେଙ୍କାନାଳ ଜିଲ୍ଲା ତରଫରୁ ବିଭିନ୍ନ ଶାଖାରେ ଆଜି
error: Content is protected !!