News
lipub
samparksetu

ଅଲେଖ ମହିମା ମଠରୁ ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ଚୋରି !

କାମାଖ୍ୟାନଗର ବ୍ଲକ ତୁମୁସିଂହା ଥାନା ଅନ୍ତର୍ଗତ ଜକା ଗ୍ରାମରେ ଅବସ୍ଥିତ ସନାତନ ଧର୍ମର ଅନ୍ୟ ଏକ ପ୍ରମୁଖ ମଠ ହେଲା ମହିମା ଅଲେଖ । ଗତକାଲି ବିଳମ୍ବିତ ରାତ୍ରିରେ କିଛି ଦୁର୍ବୃତ୍ତ ମଠର ଗେଟ୍ ଭାଙ୍ଗି ମଠ ମଧ୍ୟରେ ଥିବା ୨୧ ହାତିଆ ମନ୍ଦିରର ମୁଖ୍ୟଦ୍ବାରା ଭାଙ୍ଗି ସେଥି ମଧ୍ୟରେ ଥିବା

ଆଜି ବୁଧବାର ରେ ଘରେ ବନାନ୍ତୁ ରେଷ୍ଟୁରାଣ୍ଟ ଷ୍ଟାଇଲ୍‌ ମଟନ୍‌

ବୁଧବାରରେ ନିରାମିଶାସିଙ୍କ ପସନ୍ଦ ଥାଏ ମଟନ, ହେଲେ ରେଷ୍ଟୁରାଣ୍ଟ ସ୍ୱାଦ ପରି ଘରେ ସ୍ୱାଦିଷ୍ଟ ନହେବାରୁ ସମସ୍ତେ ରେଷ୍ଟୁରାଣ୍ଟ ମୁହାଁ ହୋଇଥାନ୍ତି, ହେଲେ ଆଜି ଆମେ ଆପଣଙ୍କୁ ବତାଇବୁ କିଭଳି ଘରେ ବନାଇବେ ରେଷ୍ଟୁରାଣ୍ଟ ସ୍ୱାଦର ମଟନ୍  । ଆଵଶ୍ୟକିୟ ସାମଗ୍ରୀ ଏକ କିଲୋ ମଟନ୍‌ ଏକ

ପୌଷମାସ ଅମାବାସ୍ୟାର ବିଧି

ପୌଷମାସ ଅମାବାସ୍ୟା ଦିନଟି ବଉଳ ଅମାବାସ୍ୟା ଭାବେ ପାରମ୍ପରିକ ରୀତିରେ ଓଡ଼ିଶାର ଘରେ ଘରେ ଏକ ସାମାଜିକ ଉତ୍ସବ ରୂପେ ପାଳିତ ହୋଇଥାଏ । ସାଧାରଣତଃ ଏହି ସମୟରେ ଆମ୍ବ ଓ ପଣସ ଗଛଗୁଡ଼ିକରେ ବଉଳ ବା ଫଳକଷି ଧରେ । ଲୋକମାନଙ୍କ ମନରେ ବିଶ୍ୱାସ ଯେ ବଉଳ

ଏବିଭିପି ଢେଙ୍କାନାଳ ଜିଲ୍ଲା ପକ୍ଷରୁ ବିଭିନ୍ନ ସ୍ଥାନରେ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ପାଳିତ

ବିଶ୍ବ ଦରବାରରେ ଭାରତକୁ ପରିଚିତ କରିଥିବା ବ୍ୟକ୍ତି ପ୍ରତ୍ୟେକ ଯୁବକ ମାନଙ୍କର ପ୍ରେରଣାର ଉତ୍ସ ବିଶ୍ବ ବିଜୟୀ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଓ ରାଷ୍ଟ୍ରୀୟ ଯୁବ ଦିବସ ବିଶ୍ବ ସର୍ବ ବୃହତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଢେଙ୍କାନାଳ ଜିଲ୍ଲା ତରଫରୁ ବିଭିନ୍ନ ଶାଖାରେ ଆଜି

ଆଜି ଓଡ଼ିଶାରେ ପହଞ୍ଚିଛି କରୋନା ଟିକା ‘କୋଭିସିଲ୍ଡ’

କରୋନା କାଳରେ ରାଜ୍ୟ ପାଇଁ ଏହା ସବୁଠାରୁ ବଡ଼ ଖୁସୀ ଖବର। ଆଜି କରୋନା ଭ୍ୟାକ୍ସିନ କୋଭିସିଲ୍ଡ ଭୁବନେଶ୍ୱରରେ ଆସି ପହଞ୍ଚିଛି।ପୁଣେ ସ୍ଥିତ ସେରମ ଇନ୍‌ଷ୍ଟିଚ୍ୟୁଟରୁ ଭୁବନେଶ୍ୱରକୁ ଏକ ସ୍ୱତନ୍ତ୍ର ସ୍ପାଇସ ଜେଟ୍ ବିମାନରେ ଆଜି ଟିକା ଆସିଛି । ଟିକା ପହଁଚିବା ପରେ ଟିକା କାଢ଼ି ଏୟାରପୋର୍ଟରୁ

ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ବିକାଶ ଯୋଜନା ପଞ୍ଜିକରଣ ଶିବିର

ଗଁଦିଆ ବ୍ଳକ୍ ଷଡ଼ଙ୍ଗି ଗ୍ରା.ପ କାର୍ଯ୍ୟ।ଳୟଠାରେ ଆଜି ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ବିକାଶ ଯୋଜନା ପଞ୍ଜିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଢେଙ୍କାନାଳ ଜିଲ୍ଲା ଓରମାସ ତରଫରୁ ଏକଜିକ୍ୟୁଟିଭ ଆସିଷ୍ଟ।ଣ୍ଟ ଶ୍ରୀଯୁକ୍ତ ଅକ୍ଷୟ କୁମାର ଦାସ, ଗଁଦିଆ ପଞ୍ଚାୟତ ସମିତିର

ବିବେକାନନ୍ଦ ଜୟନ୍ତୀ ଓ ଜାତୀୟ ଯୁବ ଦିବସ

ରାମକୃଷ୍ଣ ପରମହଂସଙ୍କ ମୁଖ୍ୟ ଶିଷ୍ୟ ଥିଲେ ନରେନ୍ଦ୍ର ନାଥ ଦତ୍ତ ବା ସ୍ବାମୀ ବିବେକାନନ୍ଦା। ୧୮୬୩ ଜାନୁଆରି ୧୨ରେ ସେ ଜନ୍ମ ହୋଇଥିଲେ । ତାଙ୍କ ଜନ୍ମ ଦିବସକୁ ଯୁବ ଦିବସ ଭାବେ ପାଳନ କରିବା ଲାଗି, ଭାରତ ସରକାର ୧୯୮୪ରେ ବିଧିବଦ୍ଧ ଭାବେ ଘୋଷଣା କରିଥିଲେ । ୧୯୮୫ରୁ ପ୍ରତି ବର୍ଷ ଏହି

ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ସୁରେଖା

ନାମ ସୁରେଖା ସାହୁ, ବୟସ ୬୦ ରୁ ଅଧିକ ବ୍ଲଡ଼ ପ୍ରେସର୍, ଡାଇବେଟିସ, ଇସନଫୁଲିଆ ଭଳି ରୋଗରେ ପୀଡ଼ିତା। ମାସକୁ ୨୦୦୦ରୁ ଅଧିକ ଟଙ୍କା ର ମେଡିସିନ ଖାଉଛନ୍ତି। ଘର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କନ୍ତିଓକାଟେଣୀ ପଞ୍ଚାୟତ ଜୁଲଙ୍ଗ ଗାଁ। ବାର୍ଦ୍ଧକ୍ୟ ଭତ୍ତା ପାଇଁ ବିଡ଼ିଓ ଓ

ବାଉଁଶପୋଖରୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ

ବାଉଁଶପୋଖରୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଗତକାଲି ଅନୁଷ୍ଠିତ ହୋଇଥିବା ମ୍ୟାଚ୍ ରେ ହିନ୍ଦୋଳ କ୍ରିକେଟ୍ କ୍ଳବ ଓ ଠୋକର କ୍ରିକେଟ୍ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ୧୫ଓଭର ବିଶିଷ୍ଟ ମ୍ୟାଚରେ ହିନ୍ଦୋଳ ତାର ୨ଗୋଟି ୱିକେଟ ମଧ୍ୟରେ ୨୩୦ ରନ୍ ବିଶାଳ ସ୍କୋର୍ କରିଥିଲା। ଦଳ ପକ୍ଷରୁ

ପାରିମାଳ ଅଞ୍ଚଳରେ ହାତୀ ଉପଦ୍ରବ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବନଖଣ୍ଡ ପଶ୍ଚିମାଞ୍ଚଳ ରେଞ୍ଜ ପାରିମାଳ ଅଞ୍ଚଳରେ ହାତୀ ଉପଦ୍ରବ ଥମିବା ନା ଧରୁ ନାହିଁ। ରାତି ହେଲେ ହାତୀ ଜନବସତି ମୁହାଁ ହେଉଛନ୍ତି । ଚାଷୀ ଜମିରୁ ଧାନ ଅମଳ ପରେ ହାତୀ ଖାଲି ଜମିରୁ ଧାନ ନପାଇ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଉଛନ୍ତି । ଚାଷୀ ଅମଳ କରି
error: Content is protected !!