News
lipub
samparksetu

ଏମ୍.ବି.ସି କ୍ରିକେଟ୍ କ୍ଳବ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଛି ମା ଭୁଲକେଶ୍ବରୀ ପ୍ରିମିୟର ଲିଗ୍

ସୋଲଗାଁ ଏମ୍.ବି.ସି କ୍ରିକେଟ୍ କ୍ଳବ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି ମା ଭୁଲକେଶ୍ବରୀ ପ୍ରିମିୟର ଲିଗ୍ । ଏହାର ଦ୍ବିତୀୟ ଲିଗ୍ ମ୍ୟାଚ୍ ରେ ଦଶିପୁର ଓ ଜାରଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଦଶିପୁର ଟସ୍ ବିଜୟୀ ଲାଭ କରି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ନିର୍ଧାରିତ ୧୫

ରାଜ୍ୟ ସଡ଼କ ପରିବହନ ନିଗମର ଅଧିକାରୀଙ୍କ ଢେଙ୍କାନାଳ ବସଷ୍ଟାଣ୍ଡ ପରିଦର୍ଶନ ; ଢେଙ୍କାନାଳ ବସଷ୍ଟାଣ୍ଡର ହେବ ନବକଳେବର

ରାଜ୍ୟ ସଡ଼କ ପରିବହନ ନିଗମର ଅଧିକାରୀଙ୍କ ଢେଙ୍କାନାଳ ବସଷ୍ଟାଣ୍ଡ ପରିଦର୍ଶନ । ଜାଞ୍ଚକଲେ ଭିତ୍ତିଭୂମି, ବସଷ୍ଟାଣ୍ଡ ର ବିକାଶ ଏବଂ ଏହାକୁ ଏକ ମଡେଲ ଵସଷ୍ଟାଣ୍ଡ ରେ ଭାବରେ ପରିଣତ କରିବା ପାଇଁ ଓଏସଆରଟିସି ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ପରିଦର୍ଶନ ସମୟରେ ଓଏସଆରଟିସିର ଜେନେରାଲ

ନୂଆ ପ୍ରାଇଭେସୀ ଟର୍ମ କୁ ନ ମାନିଲେ ଫେବ୍ରୁଆରୀ ୮ ତାରିଖରେ ହ୍ୱାଟ୍ସଆପ ଆକାଉଣ୍ଟ ହୋଇଯିବ ଡିଲିଟ !

ଗୋଟିଏ ପଟେ ହ୍ୱାଟ୍ସଆପର ଚାହିଦା ଏବଂ ୟୁଜର୍ସ ଦିନକୁ ଦିନ ବଢୁଥିବା ବେଳେ ଅନ୍ୟପଟେ ହ୍ୱାଟ୍ସଅପ ଆଣିଛି ପ୍ରାଇଭେସୀ ଟର୍ମ ଓ ପଲିସି । ହ୍ୱାଟ୍ସଆପ ୟୁଜର୍ସ ବା ବ୍ୟବହାରକାରୀଙ୍କ ଗୋପନୀୟ ତଥ୍ୟ ଫେସବୁକ ଓ ଫେସବୁକର ଅନ୍ୟ କଂପାନୀ ସହ ତଥ୍ୟ ସେୟାର କରିବ । ଏଣୁ ସମସ୍ତ ୟୁଜର୍ସଙ୍କୁ ପପଅପ୍

ଦୁର୍ଘଟଣାପ୍ରବଣ ସ୍ଥାନ ପାଲଟିଛି ସଂଯୋଗୀ କରଣ ରାସ୍ତା !

ଢେଙ୍କାନାଳ ଜିଲ୍ଲା ଓଡ଼ାପଡା ବ୍ଲକ ଦେଇ ଯାଇଥିବା ଜାତୀୟ ରାଜପଥ ପଞ୍ଚୁପଟି - ସିମିନଇ ବାଇପାସ ରେ ଏବେ ଦୁର୍ଘଟଣା ପ୍ରବଣ ସ୍ଥାନ ପାଲଟିବାରେ ଲାଗିଛି । ତେବେ ସିମିନଇ ଏବଂ ସଦାଶିବପୁର ଉଭୟ ବାସିନ୍ଦାଙ୍କ ଏହା ନିତିଦିନିଆ ରାସ୍ତା । ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ଅନୁଯାୟୀ ରାଜପଥ କୁ

ମା ‘

ଯଦି ମୁଁ କେବେ ମରିଯାଏ ତେବେ ଏତିକି ବିନତି ରହିଲା,ମୋତେ ପୁଣିଥରେ ସେହି ମା କୋଳଟିରେ ଦେଖାଇବ ସେହି ଚେହେରା । ସ୍ନେହମୟୀ ସେ ନାରୀ ଶ୍ୱାସଟିରେବହୁଥାଏ ତ୍ୟାଗ ପ୍ରେମର ଧାରା।ଦଶମାସ ଦଶଦିନ ଗରଭେ ତାହାରି,ପୁଣିଥରେ ବଢିବି ଜତନେ ମୁଁ ଝରି। ସରସ ସତେଜ କୋମଳ ହାତଟି ଯେବେ ଛୁଇଁଯିବ

୭ମ କେ.ସି.ସି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ହିନ୍ଦୋଳ, କାରନ୍ଦା ଖେଳ ପଡିଆରେ କାରନ୍ଦା ଗ୍ରାମ ପକ୍ଷରୁ କେ.ସି.ସି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଆଜି ଥିଲା ଉଦଯାପନ ଦିବସ (ମେଗା ଫାଇନାଲ୍)। ଏହି ମେଗା ଫାଇନାଲ ମ୍ୟାଚ୍ ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦୀ ଠୋକର କ୍ରିକେଟ୍ ଦଳ ଓ ବୋଉଳିଗଡ କ୍ରିକେଟ୍ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

୨୪ ତମ ଗଁଦିଆ ପ୍ରିମୀୟର ଲିଗି ଉଦଯାପିତ ; ବିଶ୍ୱନାଥପୁର ବିଜୟୀ

ଆଜି ୨୪ ତମ ଗଁଦିଆ ପ୍ରିମୀୟର ଲିଗି ଉଦଯାପିତ ହୋଇଯାଇଛି ମ୍ ପ୍ରଥମେ ଟସ ଜିତି ଗଁଦିଆ ଜେଡିସିଟି ଦଳ ତାର ସମସ୍ତ ୱିକେଟ ହରାଇ ୧୮୫ ରନ କରିଥିଲେ । ଗଁଦିଆ ତରଫରୁ ରାମ ଓ ଶ୍ୟାମ ଦୁଇ ଭାଇ ରାମ ୬୨ , ଶ୍ୟାମ ୫୬ ରନ ସଂଗ୍ରହ କରିଥିଲେ । ତାହାର ଜବାରେ ବିଶ୍ୱନାଥପୁର ନିର୍ଦ୍ଧାରିତ ୧୪-ଓଭର ରେ

ମା ନଣ୍ଡାବିର କ୍ରିକେଟ ଟୁନାମେଣ୍ଟ ଉଦଘାଟିତ ; ପ୍ରଥମ ମ୍ୟାଚ ରେ ବସନ୍ତପଡ଼ା ବିଜୟ

ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅଁଳାକଟାରେ ମା ନଣ୍ଡାବିରି କ୍ରିକେଟ ଟୁନାମେଣ୍ଟ ର ଉଦଘାଟନି ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏହି ଉଦଘାଟନି ମ୍ୟାଚଟି ସରକାରଙ୍କ କୋଭିଡ ନିୟମକୁ ମାନି ଅନୁଷ୍ଠିତ ହୋଇଥିଲା। ଏହା ସହିତ କ୍ଲବ ପକ୍ଷରୁ ସମସ୍ତଙ୍କୁ ସାନିଟାଇଜର ବଣ୍ଟନ କରାଯାଇଥିଲା।ଏହି

ଦିଗହରା ଆଜି ନାବିକ

ଦିଗହରା ଆଜି ନାବିକବର୍ଷା ବାତ୍ୟା ପବନରସମାହାରଜୁଆର ଖାଉଛି କୁଳଢେଉବି ଅମାନିଆଅଦ୍ଧାରର ତାଛଲ୍ୟଯାତ୍ରୀ ଶହ ଶହକେମିତି ବୁଝାଇବସମସ୍ତଙ୍କ ମୁଖମଣ୍ଡଳଜଣେ ଜଣେ ପରାଜିତସୈନିକଭଉଁରି ଖେଳୁଛି ଭାଗ୍ୟରଖେଳଦୁଇ ତିନ ଘଣ୍ଟା ଜୀବନମୁତ୍ୟୁର ଫାସରେହେ ପ୍ରଭୃ ରକ୍ଷାକରତ୍ରାହି ତ୍ରାହି ଡାକଇଶ୍ବର,ସେ

ମା ହିଙ୍ଗୁଳା (ଅଣ୍ଡର ୧୯) ଟୁନାମେଣ୍ଟ ର ଫାଇନାଲ ମ୍ୟାଚ ଆଜି ଅନୁଷ୍ଠିତ : ମୃଦଙ୍ଗା ବିଜୟୀ

‌କୋଭିଡ ଟିକାର ସମ୍ଭାବ୍ୟ ଟିକାକରଣ ଆରମ୍ଭକୁ ଲକ୍ଷ୍ୟ କରି ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ରିକେଟ ଟୁନାମେଣ୍ଟର ଆୟୋଜନ ଦେଖିବାକୁ ମିଳିଛି। ଭୁବନ ବ୍ଲକ ମୃଦଙ୍ଗା କ୍ରିକେଟ ପଡ଼ିଆରେ ମା ହିଙ୍ଗୁଳା (ଅଣ୍ଡର ୧୯) ଟେନିସବଲ ଟୁନାମେଣ୍ଟ ର ଫାଇନାଲ ମ୍ୟାଚ ଆଜି ଅନୁଷ୍ଠିତ ହୋଇଥିଲା। ଆଜିର
error: Content is protected !!