ଖବର ପ୍ରସାରଣ ପରେ ବାପା-ମା’ ଛେଉଣ୍ଡ ୩ ଶିଶୁ ଙ୍କ ନିକଟରେ ପହଁଚିଲା ପ୍ରଶାସନ ;ଯିବେ ଶିଶୁ ପ୍ରଯତ୍ନ ଅନୁଷ୍ଠାନ
କୁନି କୁନି ପିଲାଙ୍କ ମୁଣ୍ଡରେ ଅସରନ୍ତି ଦୁଃଖ! ତିନି ବର୍ଷ ତଳେ ବାପା ପର କରି ଆରପାରିକୁ ଚାଲିଯାଇଥିଲେ ଗତବର୍ଷ ମା ବି ଛାଡ଼ି ଆରପାରିକୁ ଚାଲିଗଲେ।
ଦୁନିଆ କ’ଣ ଜାଣିବା ଦୂର କଥା ଠିକ୍ ଭାବରେ କଥା ବି କହି ଜାଣି ନାହାଁନ୍ତି କହିଲେ ଚଳେ। ଦୁଇ ଭାଇ ଓ ଗୋଟିଏ ଭଉଣୀ ଏବେ ଗରିବ ଅଜା ଉପରେ!-->!-->!-->…
ନୂଆ ବର୍ଷ ରେ କପିଳାସ ଚିଡିଆଖନା ରେ ନୂଆ ଅତିଥୀ
ନୂଆବର୍ଷ ପାଇଁ ନୂଆ ଅତିଥି । କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ପହଁଚିଲା ଆଉ ଏକ ହାତୀ ଛୁଆ । ଏହି ହାତୀ ଛୁଆର ବୟସ ମାତ୍ର ୬ ମାସ । ବ୍ରହ୍ମପୁର ବନଖଣ୍ଡରୁ ଉଦ୍ଧାର ହୋଇଥିବା ଏହି ମାଈ ହାତୀଛୁଆକୁ ସ୍ୱତନ୍ତ୍ର ଗାଡି ଯୋଗେ ଗତକାଲି କପିଳାସ ଅଣାଯାଇଛି ।
ପହଁଚିବା ପରେ ତାର!-->!-->!-->…
ସରକାରୀ ସହାୟତା ଅପେକ୍ଷାରେ ବାପା-ମା’ ଛେଉଣ୍ଡ ୩ ଶିଶୁ
କୁନି କୁନି ପିଲାଙ୍କ ମୁଣ୍ଡରେ ଅସରନ୍ତି ଦୁଃଖ! ତିନି ବର୍ଷ ତଳେ ବାପା ପର କରି ଆରପାରିକୁ ଚାଲିଯାଇଥିଲେ ଗତବର୍ଷ ମା ବି ଛାଡ଼ି ଆରପାରିକୁ ଚାଲିଗଲେ।
ଦୁନିଆ କ'ଣ ଜାଣିବା ଦୂର କଥା ଠିକ୍ ଭାବରେ କଥା ବି କହି ଜାଣି ନାହାଁନ୍ତି କହିଲେ ଚଳେ। ଦୁଇ ଭାଇ ଓ ଗୋଟିଏ ଭଉଣୀ ଏବେ ଗରିବ ଅଜା ଉପରେ!-->!-->!-->…
ହିନ୍ଦୋଳ ବିଜ୍ଞାପିତ ଅଂଚଳରେ ଆବାସ ଯୋଜନା ହେରାଫେରି ଘଟଣା ; କାଉନସିଲରଙ୍କ ବିରୋଧରେ ହେଲା ଦୃଢ଼ କାର୍ଯ୍ୟାନୁଷ୍ଠାନ
ହିନ୍ଦୋଳ ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ୯ ନଂ ୱାର୍ଡ କାଉନସିଲର ଶ୍ରୀମତୀ ଲବଙ୍ଗ ଦେଇଙ୍କୁ ଆବାସ ଯୋଜନା ହେରଫେର ମାମଲାରେ ପୁଲିସ ଗିରଫ କରିଛି l ତାଙ୍କର ଜାମିନି ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି l
ପ୍ରକାଶ ଥାଉକି , ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ!-->!-->!-->…
ଖୁବଶୀଘ୍ର ବାଇପାସ୍ ରାସ୍ତା ସହ ସଂଯୋଗ କରୁଥିବା ଏକ ନୂତନ ରାସ୍ତା ହେବ ନିର୍ମାଣ
ଜିଲ୍ଲା ସ୍ବାସ୍ଥ୍ୟ କଲ୍ୟାଣ ସମିତି ଆନୁକୁଲ୍ୟରେ ସ୍ଥାନୀୟ ସଦଭାବନା ସଭାଗୃହରେ ଜିଲ୍ଲାପାଳଙ୍କ ସଭାପତିତ୍ବରେ ରୋଗୀ କଲ୍ୟାଣ ସମିତିର ଏକ କାର୍ଯ୍ୟକାରୀଣି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଜାତା ରାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର!-->!-->!-->…
ଦଳ ପରିବର୍ତ୍ତନ କରିନାହାନ୍ତି ସୁମିତ୍ରା, ଜାରିକଲେ ଘୋଷଣା ପତ୍ର
ଦଳ ପରିବର୍ତ୍ତନ କରି ନାହାନ୍ତି ପୂର୍ବତନ ଉପ ନଗରପାଳ ସୁମିତ୍ରା ଭୋଇ । ଏନେଇ ଏକ ଘୋଷଣା ପତ୍ର ଜାରି କରିଛନ୍ତି ନିଜେ ସୁମିତ୍ରା । ଢେଙ୍କାନାଳ ଜିଲ୍ଲାରେ ହୋଇଥିବା ଗତକାଲି ହୋଇଥିବା ମିଶ୍ରଣ ପର୍ବରେ ବିଭିନ୍ନ ନେତା ଏବଂ କର୍ମୀଙ୍କ ଫଟୋ ମଧ୍ୟରେ ସୁମିତ୍ରା ଙ୍କ ଫଟୋ ଥିବା ବେଳେ ବିଭିନ୍ନ!-->…
ଅଲ ଇଣ୍ଡିଆ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦ୍ଵିତୀୟ ଦିନ ମ୍ୟାଚ ରେ ୟୁନିକ କ୍ରିକେଟ ଏକାଡେମୀ ବିଜୟ
ଭୁବନ ମିନି ଷ୍ଟାଡିୟମରେ ଅଲ ଇଣ୍ଡିଆ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ୨ୟ ଦିନ ମ୍ୟାଚରେ ଫ୍ରେଣ୍ଡସ କ୍ରିକେଟ କ୍ଲବ (ତାଳଚେର) ଓ ୟୁନିକ କ୍ରିକେଟ ଏକାଡେମୀ (କେଉଁଝର) ଅନୁଷ୍ଠିତ ହୋଇଥିଲା।
ଏହି ମ୍ଯାଚରେ ୟୁନିକ କ୍ରିକେଟ ଏକାଡେମୀ ପ୍ରଥମେ ବ୍ୟାଟିଂ କରି ୨୬.୩ ଓଭରରେ!-->!-->!-->…
ଫିଟର ୱାର୍କସପରୁ ଆଇପିଏସ ଅଫିସର, କିଛି ଏଭଳି ଥିଲା ତାଙ୍କ ଯାତ୍ରା
ଢେଙ୍କାନାଳ ଜିଲ୍ଲାର ନବ ନିଯୁକ୍ତି ଆରକ୍ଷୀ ଅଧିକାରୀ କେ.ଶିବା ସୁବ୍ରମଣି । ଆଇପିଏସ ସ୍ଥରରେ ଅଦଳ ବଦଳ ପରେ ୨୦୦୯ ବ୍ୟାଚ ର ଏହି ଆଇପିଏସ ଅଫିସର ଙ୍କୁ ମିଳିଛି ଢେଙ୍କାନାଳ ଜିଲ୍ଲାର ଆରକ୍ଷୀ ଅଧିକାରୀ ଦାୟିତ୍ୱ ।
ତେବେ ଜାଣିଛନ୍ତି ଆଇପିଏସ ଅଫିସର ସୁବ୍ରମଣି ଙ୍କ ଯାତ୍ରାର କାହାଣୀ ।!-->!-->!-->…
ଖବର ପ୍ରସାରଣ ପ୍ରଭାବ, ମିଳିଲା ଦିବ୍ୟାଙ୍ଗ ଭତ୍ତା
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କଣ୍ଟାପାଳ ପଞ୍ଚାୟତ ଗାଙ୍ଗିଯୋଡି ଗ୍ରାମ ଆଦିବାସୀ ସମ୍ପ୍ରଦାୟର ଟିପୁ ଦେହୁରୀ(୪୦) ଙ୍କ ଗୋଟିଏ ବୋଲି ପୁଅ ରାହୁଲ (୧୧ ) ।
ରାହୁଲ ଜନ୍ମରୁ ଦିବ୍ଯାଙ୍ଗ , ଜଣେ ମଜୁରୀଆ ଭାବେ ଟିପୁ ପରିବାର ଚଳାଇବା ସହ ପୁଅର ବୋଝ ସମ୍ଭାଳନ୍ତି । ପୁଅର!-->!-->!-->!-->!-->…
ଘର ତିଆରି କରୁଛନ୍ତି କି ତେବେ ଏହି ଦିଗ ପ୍ରତି ନିଶ୍ଚିତ ଧ୍ୟାନ ଦିଅନ୍ତୁ
ତେବେ ବସ୍ତୁଶାସ୍ତ୍ର କାହାକୁ କୁହାଯାଏ ? ଯେକୌଣସି ଘରେ କିମ୍ବା ଭବନରେ ପାଞ୍ଚ ଭୁତର ସଠିକ ସନ୍ତୁଳନକୁ ବସ୍ତୁ ଶାସ୍ତ୍ର କୁହାଯାଏ । ଯଦି ତାକୁ ସରଳ ଭାଷାରେ କହିବା ବସ୍ତୁ ହେଉଛି ଗୋଟିଏ ପ୍ରାଚୀନ ବିଜ୍ଞାନ , ଯାହାକୁ ପୂର୍ଵ କାଳର ଲୋକମାନ ପ୍ରୟୋଗ କରି ନିଜର ମନ ପସନ୍ଦର ଗୃହ ନିର୍ମାଣ!-->…