News
lipub
samparksetu

ରାସ୍ତା କଡ଼ରେ ବିପଦ ସଂକୁଳ ବିଦ୍ୟୁତ ଖୁଣ୍ଟି

ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ କାଙ୍କଡପାଳ ଛକ ରାଧାକୃଷ୍ଣ ମନ୍ଦିର ନିକଟ ଛକରେ ବିଦ୍ୟୁତ୍ ଖୁଣ୍ଟ ବାଟୋଇ ମାନଙ୍କ ପାଇଁ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ ଗାଁ କୁ ବିଜୁଳି ସଂଯୋଗ ହେବା ଦିନଠାରୁ ଏ ଖୁଣ୍ଟ ଅଛି। ଏତେ ବର୍ଷର ଲୁହା ଖୁଣ୍ଟ ମୂଳ କଳଙ୍କି

ନୂତନ ଏଡିଏମଙ୍କ ଯୋଗଦାନ

ଢେଙ୍କାନାଳ ରେ ନୂତନ ଅତିରିକ୍ତ ଜିଲ୍ଳାପାଳ ଭାବେ ଶଶାଙ୍କ ଶେଖର ଦାସ ଶୁକ୍ରବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି । ପୂର୍ବରୁ ସେ ବୌଦ୍ଧ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ଆସୁଥିଲେ । ନୂତନ ଅତିରିକ୍ତ ଜିଲ୍ଲାପାଳଙ୍କୁ ବିଭାଗୀୟ ଅଧିକାରୀ ଓ

ଖବର ପ୍ରସାରଣ ପରେ କାର୍ଯ୍ୟକାରୀ ହେଲା ଦୀର୍ଘ ବର୍ଷ ଧରି ଖତ ଖାଉଥିବା ଟ୍ରାନ୍ସଫର୍ମର

ଗଁଦିଆ ବ୍ଲକ ଦିଗାମ୍ବରପୁର ଗାଁ ର କେନ୍ଦ୍ର ସରକାରଙ୍କ ଦିନଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନାରେ ତିନି ବର୍ଷ ତଳେ ଏହି ଗାଁର ନୂଆ ସାହି ପାଇଁ ଟ୍ରାନ୍ସଫର୍ମରଟି ସ୍ଥାପନ କରାଯାଇଥିଲା। ତେବେ କିଛିଦିନ ଟ୍ରାନ୍ସଫର୍ମରଟି କାର୍ଯ୍ୟ କରିବା ପରେ କାର୍ଯ୍ୟ କରିବା ବନ୍ଦ କରିଦେଇଥିଲା ।

କାଳିଆର ହତ୍ୟାକାରୀକୁ ଗିରଫ କଲା ପୋଲିସ୍, ଜାଣନ୍ତୁ କିଭଳି ଘଟିଥିଲା ଏହି ଜଘନ୍ୟ ହତ୍ୟାକାଣ୍ଡ

ନିହଲପ୍ରସାଦ ଥାନା ଅନ୍ତର୍ଗତ ଖଙ୍କିରା ଗ୍ରାମରେ ଶିଶୁ ମୃତ୍ୟୁ ଘଟଣା , ପୋଲିସ ହାତରେ କାଳିଆର ହତ୍ୟାକାରୀ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କୋମଳ ଶିଶୁକୁ ଶ୍ୱାସରୁଦ୍ଧ କରି ମାରିଦେଲା  ପଡୋଶୀ ମହିଳା  । ୧୬ ଡିସେମ୍ବର ସଂନ୍ଧ୍ୟାରେ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ

ଖବର ପ୍ରସାରଣ ର ପ୍ରଭାବ ସରକାରୀ ସୁବିଧା ପାଇବେ ବେବିନା ଏବଂ ତାଙ୍କ ପରିବାର

ଭୁବନ ବ୍ଲକ ଅନ୍ତର୍ଗତ ଭୂଷଳ ପଂଚାୟତ କୀର୍ତନପୁର ଗ୍ରାମର ବେଙ୍ଗ ବେହେରା(୬୬ ) ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରି ବଞ୍ଚୁଥିବା ସ୍ୱାମୀ ବାବୁଆଙ୍କର ଗତ ଦୁଇ ବର୍ଷ ହେଲା ଦେହାନ୍ତ ହେଲାଣି। ବାବୁଆଙ୍କର ଦୁଇ ପତ୍ନୀ ମଧ୍ୟରେ ବେଙ୍ଗ ବଡ଼। ତାଙ୍କ ଔରସରୁ କୌଣସି ସନ୍ତାନ

ଅନ୍ୟ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ବିଭୁତି!

ଦୃଢ଼ ଇଚ୍ଛା ଶକ୍ତି ହିଁ ଜଣେ ଦିବ୍ୟାଙ୍ଗ ଯୁବକ ଙ୍କୁ କରିପାରିଛି ସ୍ୱାବଲମ୍ବୀ ନିଜସ୍ୱ ଉଦ୍ୟମରେ ଜଣେ ସଫଳ ଚାଷୀ ହୋଇଥିବାବେଳେ ଅନେକଙ୍କୁ ସେ ଦେଇଛନ୍ତି ରୋଜଗାର । ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ ପାଟରପଦା ପଞ୍ଚାୟତର କଟାବାହାଳ ଗାଁ ର କିଶୋର ଚନ୍ଦ୍ର ପ୍ରଧାନଙ୍କ ପୁଅ ବିଭୁତି। ଏକ

ରାସ୍ତା କାମ କୁ ନେଇ ଗଣ୍ଡଗୋଳ ; ୩ ଆହତ , ୩ ଗିରଫ

ଢେଙ୍କାନାଳ ଜିଲ୍ଲାର ରାସୋଳ ଥାନା ଅଁଳାବେଡା ଗ୍ରାମରେ ରାସ୍ତା କାମ ଓ ଗଛ କଟା କୁ ନେଇ ତୁମୁଳକାଣ୍ଡ । ଦୁଇ ଗୋଷ୍ଠି ମଧ୍ୟରେ ଠେଙ୍ଗା ଓ ଭୁଜାଲି ରେ ଆକ୍ରମଣ । ଫଳରେ ଉଭୟ ପକ୍ଷରୁ ତିନିଜଣ ଆହତ ହୋଇଛନ୍ତି । ସୂଚନାଯୋଗ୍ୟ କି , ଅଁଳାବେଡା ଗ୍ରାମରେ ଏକ ରାସ୍ତା କାମ ଚାଲୁଥିବା ବେଳେ

କୂଅ ଭିତରୁ କାଳିଆ ର ମୃତଦେହ ଉଦ୍ଧାର ; ଗତକାଲି ଠାରୁ ଥିଲେ ନିଖୋଜ

ଗତକାଲି ସଂନ୍ଧ୍ୟାରେ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଖଙ୍କିରା ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଚନ୍ଦନ ସାହୁଙ୍କ ୩ ବର୍ଷର ପୁଅ କାଳିଆ ନିଖୋଜ ହୋଇଯାଇଥିଲା। ବହୁ ଖୋଜାଖୋଜି ପରେ ପରିବାର ଲୋକେ କାଳିଆର ଖୋଜ ଖବର ପାଇ ନ ଥିଲେ।ପରେ ପରିବାର ଲୋକେ ଥାନା ରେ ଏକ ଏତଲା ଦେଇଥିଲେ

ରୋଗୀନେଇ ଯାଉଥିବା ସମୟରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା ଦୁର୍ଘଟଣା ଗ୍ରସ୍ତ

ଢେଙ୍କାନାଳ ଜିଲ୍ଲା ମୋଟଗାଁ ଥାନା ଅଞ୍ଚଳର ଏକ ୧୦୮ ଆମ୍ବୁଲାନ୍ସ ରୋଗୀ କୁ ଆଜି ଭୋର ୪ ଘଟିକା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସୁଥିବା ସମୟରେ ଢେଙ୍କାନାଳ ସହର ଦକ୍ଷିଣ କାଳୀ ରୋଡ ରେ ଗାଡିଟି ଭରସ୍ୟ।ମ ହରାଇ ବିଲ ଭିତରକୁ ଓଲଟି ପଡିଛି ।ଗାଡ଼ିରେ ରୋଗୀଙ୍କ ସମେତ ୨ ଜଣ

ବିଲରେ ଧାନ କାଟୁଥିବା ସମୟରେ କାମୁଡିଲା ସାପ

କାମାକ୍ଷାନଗର ଉପଖଣ୍ଡ କଙ୍କଡାହାଡ ଥାନା କଣ୍ଟାପାଳ ପଂଚାୟତ ର ଓଡିଶ ଗ୍ରାମ ରେ ଗତକାଲି ସାପ କାମୁଡା ରେ ଜଣଙ୍କ ର ମୃତ୍ୟୁ ହୋଇଛି ମୃତକ ଜଣଙ୍କ ହେଲେ ସେହି ଗ୍ରାମ ର ପରେଶ ସିଂହ । ସୂଚନା ଅନୁସାରେ ପରେଶ କାଲି ସଂନ୍ଧ୍ୟା ସମୟରେ ନିଜ ବିଲ କୁ ଧାନ କାଟିବାକୁ ଯାଇଥିଲେ । ବିଲରେ ଧାନ
error: Content is protected !!