News
lipub
samparksetu

ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ୩ ବର୍ଷର ବାଳକ ନିଖୋଜ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ୍ ଖଙ୍କିରା ଗ୍ରାମରେ ଆଜି ସଂନ୍ଧ୍ୟା ସମୟରେ ଏକ ଦେଢ଼ ବର୍ଷର ବାଳକ ଗାଁ ଦାଣ୍ଡ ରେ ଖେଳୁଥିବା ସମୟରେ ନିଖୋଜ ଅଛନ୍ତି । ସୂଚନାଯୋଗ୍ୟ କି ,ଉକ୍ତ ଗ୍ରାମର ଚନ୍ଦନ ସାହୁ ଙ୍କ ଦୁଇ ପୁଅ ନିଜ ଘର ଦାଣ୍ଡ ରେ ଖେଳୁଥିଲେ । ବଡ଼ ପୁଅ ସଉଚ ହେବାକୁ ଗଲା ପରେ ଏବେ

ଇଲେକ୍ଟ୍ରି ସବ-ଷ୍ଟେସନର ନାମକରଣ ନେଇ ଭୁବନ ବ୍ଲକ ମୃଦଙ୍ଗା ଗ୍ରାମବାସୀ ଅସନ୍ତୋଷ ; କାର୍ଯ୍ୟ କ୍ଷମ ପୂର୍ବରୁ ପକାଇଲେ…

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମୃଦଙ୍ଗା ପଞ୍ଚାୟତର ମୃଦଙ୍ଗା ଗ୍ରାମବାସୀ ବିଦ୍ୟୁତ୍ ସବ-ଷ୍ଟେସନର ନାମକରଣ ପାଇଁ ଅସନ୍ତୋଷ ପ୍ରକାଶ କରିଛନ୍ତି। ସୂଚନା ମୁତାବକ ଗତ ସାଧାରଣ ନିର୍ବାଚନ ପୂର୍ବରୁ ବର୍ତ୍ତମାନର ସ୍ଥାନୀୟ ବିଧାୟକ ତଥା ଖଣି ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର

ବ୍ରାହ୍ମଣୀ ନଦୀରେ ଯୁବକଙ୍କ ନିଖୋଜ ଘଟଣା, ୨ ଦିନ ପରେ ମୃତଦେହ ଉଦ୍ଧାର

ଗାଧୋଇବାକୁ ଯାଇ ନଦୀରେ ବୁଡି ଯାଇଥିବା ନିଖୋଜ ଆମ୍ବୁଜ ଙ୍କ ମିଳିଲା ମୃତ ଦେହ । ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ମନ୍ଦାର ନିକଟସ୍ଥ ଦଲାର ବ୍ରାହ୍ମଣୀ ନଦୀ ଘାଟରେ ଡିସେମ୍ବର ୧୪ ରେ ସ୍ଥାନୀୟ ଦଲାର ଗ୍ରାମର ଆମ୍ବୁଜ ମଲ୍ଲିକ ନଦୀରେ ଗାଧୋଉଥିବାବେଳେ ଅସାବଧାନତା ବଶତଃ ନଦୀରେ ଭାସି ଯାଇଥିଲେ

ଗଡଦାତ୍ରୀ ମା ରଙ୍କେଈଙ୍କ ମନ୍ଦିର ପରିସରରେ ଭାଜପାର ପ୍ରଶିକ୍ଷଣ ଶିବିର

ହିନ୍ଦୋଳ ନଗର ସଭାପତି ତଥା ଆଈନଜିବୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ବେହେରା ଆବାହକତ୍ଵରେ ହିନ୍ଦୋଳ ଗଡଜାତ ର ଗଡଦାତ୍ରୀ ମା ରଙ୍କେଈଙ୍କ ମନ୍ଦିର ପରିସରରେ ହିନ୍ଦୋଳ ନଗର ମଣ୍ଡଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।ଶିବିରରେ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରାର୍ଥୀ ଅଶୋକ ନାୟକ,

ଓଡ଼ିଶାରେ କରୋନା ଟିକାକରଣ ପ୍ରସ୍ତୁତି ଆରମ୍ଭ: ଜାଣନ୍ତୁ କେଉଁ ମାନଙ୍କୁ ଦିଆଯିବ ପ୍ରାଥମିକତା

ଓଡିଶାରେ ହେବାକୁ ଥିବା ଟିକାକରଣ କେନ୍ଦ୍ର ପାଇଁ ହେଉଛି ବ୍ଲୁପ୍ରିଣ୍ଟ । ବ୍ଲୁପ୍ରିଣ୍ଟ ଅନୁଯାୟୀ ଟିକା ଦିଆଯିବା ସ୍ଥାନରେ ୩ଟି ରୁମର ବ୍ୟବସ୍ଥା କରାଯିବ । ଯେଉଁମାନେ ଟିକା ନେବାକୁ କେନ୍ଦ୍ରକୁ ଆସିବେ ସେମାନେ ଏହି ତିନୋଟି ରୁମ ଦେଇ ଯିବାକୁ ପଡିବ । ପ୍ରଥମେ ପ୍ରେକ୍ଷାଳୟରେ ଅପେକ୍ଷା

ସରକାରୀ ଯୋଜନା ରୁ ବଞ୍ଚିତ ଦିବ୍ୟାଙ୍ଗ ରାହୁଲ

ମୂଲ ନଲାଗିଲେ ଭୋକ ଉପାସରେ ଶୋଇବାକୁ ପଡେ। ତେବେ ଦଇବ ଦେଇଛି ଅସରନ୍ତି ଦୁଃଖ, ଦେଖିଲେ ଆଖିରୁ ଲୁହ ଝରି ପଡିବ। ଗୋଟିଏ ବୋଲି ସନ୍ତାନ ସେ ପୁଣି ଭିନ୍ନକ୍ଷମ। ବାପା ମା ବିନା କୌଣସି କାମ ନିଜେ କରିବାକୁ ଅକ୍ଷମ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କଣ୍ଟାପାଳ ପଞ୍ଚାୟତ ଗାଙ୍ଗିଯୋଡି

ଢେଙ୍କାନାଳ ଭାରତୀୟ ଜନତା ପାର୍ଟି ନଗର ମଣ୍ଡଳ ରେ ପ୍ରଶିକ୍ଷଣ ଶିବିର

ଢେଙ୍କାନାଳ ଜ଼ିଲ୍ଲା ଭାରତୀୟ ଜନତା ପାର୍ଟିର ନଗର ମଣ୍ଡଳ ପ୍ରଶିକ୍ଷଣ ଶିବିର ଜ଼ିଲ୍ଲା କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜ଼ିଲ୍ଲା ସଭାପତି ଶ୍ରୀ ନରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ନଗରମଣ୍ଡଳ ସଭାପତି ଶ୍ରୀ ଅଜୟ ଭଞ୍ଜ ପରିଚାଳନା କରିଥିଲେ | ପୂର୍ବତନ

କପିଳାସ ଅଭୟାରଣ୍ୟ କୁ ଜଗିବ କ୍ୟାମେରା

କପିଳ।ସ ଅଭୟାରଣ୍ୟରୁ ଶିକାରୀ ମାନଙ୍କ ଦୌରାତ୍ମ୍ୟ ବଢିବାକୁ ଲାଗିଛି । ଜଙ୍ଗଲ ମାଫିଆ ଙ୍କ କଳାକାରନାମା ପଦାରେ ପଡିଛି । ତେବେ ମାଫିଆଙ୍କୁ ଧରପଗଡ଼ ପାଇଁ ନୂଆ ଯୋଜନା ଆରମ୍ଭ କରିଛି ଢେଙ୍କାନାଳ ବନ ନିଭାଗ । କପିଳ।ସ ଅଭୟlରଣ୍ୟର ଇଞ୍ଚେ ଇଞ୍ଚେ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ଶହେ

ଢେଙ୍କାନାଳ ଜିଲ୍ଲାରେ ଥମୁନାହିଁ ମଣିଷ ହାତୀ ଲଢେଇ, ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ

ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଅନ୍ତର୍ଗତ ପାଣିଗେଙ୍ଗୁଟିଆ ଗ୍ରାମରେ ଆଜି ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ସେହି ଗ୍ରାମର ଦାମ ବେହେରାଙ୍କ ଝିଅ କୁମା ବେହେରା (୫୫) ଆଜି ସକାଳ ୬ ଟାରେ ନିକଟସ୍ଥ ଜଙ୍ଗଲକୁ ଶାଳ ପତ୍ର ଗୋଟାଇବାକୁ ଯାଇଥିବା ବେଳେ

ଲୁଟେରା ଙ୍କ ପେଣ୍ଠସ୍ଥଳ ପାଲଟିଛି ଢେଙ୍କାନାଳ ଜିଲ୍ଲା ; ଗ୍ୟାସ କଟର ରେ କାଟି ଏଟିଏମ ରୁ ଲୁଟିନେଲେ ଟଙ୍କା !

ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ନିମବାହାଳି ଛକରେ ଥିବା ଏକମାତ୍ର ଏସବିଆଇ ଏଟିଏମ ରୁ ଗତକାଲି ବିଳମ୍ବିତ ରାତିରେ ଏଟିଏମ କୁ ଗ୍ୟାସ କଟର ରେ କାଟି ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ସୂଚନାଯୋଗ୍ୟ କି ,ଗତ କିଛି ଦିନ ହେବ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଜାଗାରୁ ଲଗାତାର
error: Content is protected !!