News
lipub
samparksetu

ନଇଁ ପଡ଼ିଛି ଅମର ଯବାନ ସହୀଦ ସ୍ମୃତି ସ୍ତମ୍ଭ

ଦେଶ ପାଇଁ ଲଢ଼ିବା ଭାଗ୍ୟରେ ଥିଲେ ମିଳେ । ସହିଦ ହେବା ର ସୌଭାଗ୍ୟ ସମସ୍ତଙ୍କ ଭାଗ୍ୟରେ ନଥାଏ । ସହିଦଙ୍କ ନାଁ ନେବା ବେଳେ ଶରୀର ଶିହରୀ ଉଠେ । ସରକାର ସହିଦଙ୍କ ସମ୍ମାନାର୍ଥେ ଦେଶର ପ୍ରମୁଖ ସ୍ଥାନରେ ସହିଦ ମୀନାର ତ ସ୍ତମ୍ଭ ନିର୍ମାଣ କରିଛନ୍ତି । ସେମାନଙ୍କ ବଳିଦାନକୁ ମନେପକାଇବା

ଜୀବନ ଯନ୍ତ୍ରଣାରେ ଛଟପଟ ଦୁଇ ବିଧବା ମହିଳା ଓ ଝିଅ

ଭୁବନ ବ୍ଲକ ଅନ୍ତର୍ଗତ ଭୂଷଳ ପଂଚାୟତ କୀର୍ତନପୁର ଗ୍ରାମର ବେଙ୍ଗ ବେହେରା, ବୟସ ୬୬ବର୍ଷ, ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରି ବଞ୍ଚୁଥିବା ସ୍ୱାମୀ ବାବୁଆଙ୍କର ଗତ ଦୁଇ ବର୍ଷ ହେଲା ଦେହାନ୍ତ ହେଲାଣି। ବାବୁଆଙ୍କର ଦୁଇ ପତ୍ନୀ ମଧ୍ୟରେ ବେଙ୍ଗ ବଡ଼। ତାଙ୍କ ଔରସରୁ କୌଣସି

ମହୁମାଛି ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

ମହୁମାଛି ଆକ୍ରମଣରେ ଆଜି ଜଣେ ବୃଦ୍ଧ ଙ୍କ ମୃତ୍ୟୁ ହୋଇଛି ।ମୃତକ ହେଲେ କଙ୍କଡାହାଡ ଥାନା ଅଢାପଲ୍ଲୀ ଗ୍ରାମର ଜଗବନ୍ଧୁ ବେହେରା । ସୂଚନାଯୋଗ୍ୟ କି , ଆଜି ଦିନ ପ୍ରାୟ ୧ ଟା ବେଳକୁ ଜଗବନ୍ଧୁ କଙ୍କଡାହାଡ ବଜରରୁ କାମସାରି ନିଜ ଘର ଅଢାପଲ୍ଲୀକୁ ଫେରୁଥିବା ବେଳେ କଙ୍କଡାହାଡ ହାଟଛକ ନିକଟରେ

ପ୍ରେମ ପ୍ରତିଶ୍ରୁତି ଏବଂ ତାପରେ ପ୍ରତାରଣା ଶେଷରେ କନ୍ୟା ସନ୍ତାନ ଜନ୍ମ

ପ୍ରେମ ପ୍ରତିଶ୍ରୁତି ଏବଂ ତାପରେ ପ୍ରତାରଣା ଶେଷରେ କନ୍ୟା ସନ୍ତାନର ଜନ୍ମ । ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାର ରାସୋଳ ଥାନା ଅଞ୍ଚଳରେ । ରାସୋଳ ଥାନା ଗିରିଧରପ୍ରସାଦ ଗ୍ରାମର ଜଣେ ଆଦିବାସୀ ବାଳିକାକୁ ସେହି ଗ୍ରାମର ଚନ୍ଦନ ବେହେରାଙ୍କ ପୁଅ ସୁନିଲ ଭଲ ପାଉଥିଲା । ବିବାହର

ବାଟମଙ୍ଗଳା ମନ୍ଦିର ପାଇଁ ଭୂମି ପୂଜା

ଢେଙ୍କାନାଳ ଜିଲ୍ଲା ଓଡ଼।ପଡ଼ା ବ୍ଳକ୍ ପନେଇଲୋ ଓ ଜରଡା ଗ୍ରାମବାସୀଙ୍କ ମିଳିତ ସହଯୋଗରେ ମଙ୍ଗଳବାର ଦିନ ମା ବାଟ ମଙ୍ଗଳା ଙ୍କ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟ ସମ୍ପନ୍ନ ହୋଇଛି । ଶ୍ରୀକ୍ଷେତ୍ର ରୁ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ଯଥା ବିଧି ଭୂମି ପୂଜନ କାର୍ଯ୍ୟ

ରାସୋଳ ନୂଆପାଟଣା ଗ୍ରାମରେ ଛୁରା ମାଡ଼

ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ନୂଆପାଟଣା ଗ୍ରାମରେ ଛୁରା ମାଡ଼ । ସେହିଗ୍ରାମର ଗ୍ରାମର ବିରିପୁଟ ସାହିର ସହଦେବ ନାଏକ ଗୁରୁତ୍ତର । ସଙ୍କଟାପନ୍ନ ଅବସ୍ଥାରେ ସହଦେବଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିବା ବେଳେ ପରେପରେ ତାଙ୍କୁ କଟକ ଏସସିବି କୁ ସ୍ଥାନାନ୍ତରିତ

ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଲୁଟ୍

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ସରଦେଇପୁର ଗ୍ରାମର ବାସିନ୍ଦା ପ୍ରମୋଦ ଶତପଥୀ । ପ୍ରମୋଦଙ୍କ ପୁଅ ବାହାଘର ଠିକ ହୋଇଥିବାରୁ ତାଙ୍କ ଘରେ ସୁନା ଏବଂ ଲକ୍ଷାଧିକ ଟଙ୍କା ରଖିଥିଲେ । ହେଲେ ଗତକାଲି ରାତିରେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ କିଛି ଦୁର୍ବୃତ୍ତ ଘରୁ ସବୁ କିଛି ଲୁଟି

ହାତୀ ଆକ୍ରମଣରେ ଚାଷୀଙ୍କ ମୃତ୍ୟୁ

ଢେଙ୍କାନାଳ ସଦର ରେଞ୍ଜ ଘଟିପିରି ସେକ୍ସନ ବୁଢ଼ୀବେରେଣି ପଞ୍ଚାୟତ ଚାତକ ଗ୍ରାମର ଚାଷୀ ଚଇନ ସାହୁ (୬୦) ଗତକାଲି ରାତିରେ ହାତୀ ଆକ୍ରମଣ ରେ ପ୍ରାଣ ହରାଇଛନ୍ତି । ବିଭାଗ ସୂତ୍ରରୁ ପ୍ରକାଶ ଯେ , ଚଇନ ଗତକାଲି ରାତି ୯ ଘଟିକାରେ ବିଲକୁ ଧାନ ଜଗିବାକୁ ଯାଇଥିଲେ , ସେଠାରେ ସେ ଏକ ହାତୀ

ଷଡଙ୍ଗୀ ଅଞ୍ଚଳରେ ହାତୀ ଉପଦ୍ରବ

ଢେଙ୍କାନାଳ ବନଖଣ୍ଡ ଷଡଙ୍ଗୀ ଅଞ୍ଚଳରେ ଦୀର୍ଘଦିନ ହେବ ୧୬ଟି ହାତୀପଲ ଉପଦ୍ରବ ଚଳାଇଛନ୍ତି। ସଂନ୍ଧ୍ୟା ହେବା ମାତ୍ରେ ହାତୀପଲ ଜନବସତି ମୁହାଁ ହେବା ସହିତ ଧାନ କ୍ଷେତରେ ପଶି ଫସଲପାତି ନଷ୍ଟ କରୁଛନ୍ତି। ଯେତେ ଅଭିଯୋଗ କରିଲେ ମଧ୍ୟ ବନବିଭାଗ ପକ୍ଷରୁ ଏଥିପ୍ରତି କୌଣସି ଦୃଷ୍ଟି ଆକର୍ଷଣ

ଢେଙ୍କାନାଳ ବନ ବିଭାଗର ବଡ଼ ସଫଳତା : କପିଳାସ ରେଞ୍ଜ ଜାମୁନାଳୀ ଗ୍ରାମରୁ ବାଘ ଛାଲ ଜବତ, ୩ ଜଣ ଗିରଫ

ଆକ୍ସନ ମୁଡ ରେ ଢେଙ୍କାନାଳ ବନବିଭାଗ, କପିଳାସ ରେଞ୍ଜ ଅନ୍ତର୍ଗତ ଜାମୁନାଳୀ ଗ୍ରାମରୁ ୨ଟି ଚିତା ବାଘ ଛାଲ ସହ, ହରିଣ, ବାଘ ନଖ, ବାଘ ଦାନ୍ତ, ହାତୀ ଦାନ୍ତ, ଭାଲୁ ନଖ ଆଦି ଜବତ କରାଯାଇଛି । ସମ୍ପୃକ୍ତ ଘଟଣାରେ ଯାମୁନାଳୀର ନରେନ୍ଦ୍ର ଦିଘି, କଙ୍କଡାହାଡ଼ ବ୍ଳକ କଳସପୁର ଗାଁର
error: Content is protected !!