News
lipub
samparksetu

ଭାରସାମ୍ୟ ହରାଇ ଗଛରେ ପିଟିହେଲା ବୋଲେରୋ,୨ମୃତ, ୪ଗୁରୁତର

ପରଜଙ୍ଗ ଥାନା ଡୋଲିଆ ଛକ ନିକଟରେ ଆଜି ସଂନ୍ଧ୍ୟା ୬ଟାରେ ଭାରସାମ୍ୟ ହରାଇ ଏକ ଗଛରେ ପିଟିହୋଇ ଏକ ବୋଲେରୋ ଦୁର୍ଘଟଣା ଘଟି ଓଲଟି ପଡିଛି । ଫଳରେ ଘଟଣା ସ୍ଥଳରେ ୨ଜଣଙ୍କ ମୃତ ହୋଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ଉପଖଣ୍ଡ

ଦିନ ଦ୍ବିପ୍ରହରରେ ଟ୍ରଲି ଚାଳକ ଙ୍କ ଠାରୁ ଲୁଟିନେଲେ ୪୧ ହଜାର ଟଙ୍କା

ଢେଙ୍କାନାଳ ଜିଲ୍ଲା ଭୁବନ ସହର ର ୨ନଂ ୱାର୍ଡ଼ କଲୋନୀ ନୀବାସୀ କୈଳାଶ ଦାସ ନିଜ ଘର ନିର୍ମାଣ ଲାଗି ଦୁଇଟି ବ୍ୟାଙ୍କ- କାନରା ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ରୁ ଆଜି ଦିନ ୨ଘଟିକା ସମୟରେ ମୋଟ ୪୧ ହଜାର ଟଙ୍କା ଉଠାଇ ଏକ କପଡା ବ୍ୟାଗରେ ରଖି ୭ ନଂ ୱାର୍ଡ ସ୍ଥିତ ମୋଚିସାହି କୁ ଆସିଥିଲେ। ସେଠାରେ

କୃଷକ ମାନଙ୍କ ସମର୍ଥନରେ ଆପ୍ କର୍ମୀଙ୍କ ଉପବାସ

ଢେଙ୍କାନାଳ ଜିଲ୍ଲା ଆପ୍ ଆବାହକ ପଙ୍କଜ ନାୟକ ଙ୍କ ନେତୃତ୍ୱରେ କର୍ମୀ ମାନେ ଏକତ୍ରିତ ହୋଇ ଆଜି ବସଷ୍ଟାଣ୍ଡ ସ୍ଥିତ ଗାନ୍ଧୀ ପାର୍କ ଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଉପବାସ ରଖିଥିଲେ l ଏହି ଉପବାସ କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ତଥା ଆଇନଜୀବୀ ପ୍ରକାଶ

ଗାଧୋଇବାକୁ ଯାଇ ନଦୀରେ ବୁଡିଗଲେ ଯୁବକ : ଉଦ୍ଧାରକାର୍ଯ୍ୟ ଜାରି

ଗାଧୋଇବାକୁ ଯାଇ ନଦୀରେ ବୁଡିଗଲେ ଯୁବକ । ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକର ମନ୍ଦାର ନିକଟସ୍ଥ ଦଲାର ବ୍ରାହ୍ମଣୀ ନଦୀ ଘାଟରେ ଏହି ଅଘଟଣ ଘଟିଛି । ନଦୀରେ ନିଖୋଜ ହୋଇଥିବା ଯୁବକ ଜଣଙ୍କ ସ୍ଥାନୀୟ ଦଲାର ଗ୍ରାମର ଆମ୍ବୁଜ ମଲ୍ଲିକ ବୋଲି ଜଣାପଡିଛି । ସୂଚନାଯୋଗ୍ୟ କି , ଆମ୍ବୁଜ ନଦୀରେ

ଆମର ପ୍ରଭାବ ; ନଇଁ ଯାଇଥିବା ସହିଦ ସ୍ମୃତି ସ୍ତମ୍ଭ କୁ ତୁରନ୍ତ ମରାମତି କରାଇଲେ ପ୍ରଶାସନ

ସରକାର ସହିଦଙ୍କ ସମ୍ମାନାର୍ଥେ ଦେଶର ପ୍ରମୁଖ ସ୍ଥାନରେ ସହିଦ ମୀନାର ତ ସ୍ତମ୍ଭ ନିର୍ମାଣ କରିଛନ୍ତି । ସେମାନଙ୍କ ବଳିଦାନକୁ ମନେପକାଇବା ପାଇଁ ଏହା ଉଦ୍ଧିଷ୍ଟ । ଦେଶର ବିଭିନ୍ନ ସହରର ପ୍ରମୁଖ ସ୍ଥାନଗୁଡ଼ିକରେ ଏହି ପରି ସ୍ମୃତି ସ୍ତମ୍ଭ ବା ପୀଠ ସେହି ବୀର ଯବାନଙ୍କ ବିଜୟଗାଥାକୁ ସ୍ମରଣ କରି

ଦୋକାନ ସର୍ଟର ତାଲା ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ମଦ

ଢେଙ୍କାନାଳ ଜିଲ୍ଲା ଗଁଦିଆ ସ୍ଥିତ ଏକ ବିଦେଶୀ ମଦ ଦୋକାନରୁ ଶନିବାର ବିଳମ୍ବିତ ରାତ୍ରିରେ ଲୁଟ ହୋଇଛି । ଲୁଟେରାମାନେ ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ଲୁଟି ନେଇଯାଇଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ଗଁଦିଆ ସ୍ଥିତ ଏକ ବିଦେଶୀ ମଦ ଦୋକାନର ସର୍ଟର ତାଲା ତାଡି ଦୋକାନ ଭିତରକୁ

ବିନା ଡାକ୍ତର ରେ ଚାଲିଛି ଯୋରନ୍ଦା ଆୟୁର୍ବେଦ ଚିକିତ୍ସାଳୟ

ଗଁଦିଆ ବ୍ଳକ୍ ଯୋରନ୍ଦ। ମହିମାଗାଦି ରେ ଥିବା ଯୋରନ୍ଦ। ଆୟୁର୍ବେଦିକ ଚିକିତ୍ସାୟରେ ଡାକ୍ତର ପଦ ଖାଲି ପଡ଼ିଥିବାରୁ ଅଞ୍ଚଳର ରୋଗୀମାନେ ହନ୍ତସନ୍ତ ହେଉଛନ୍ତି । ଏହା ଉପରେ ପ୍ରାୟ ୧୦ ଟି ପଞ୍ଚାୟତ ର ଜନସାଧାରଣ ନିର୍ଭର କରୁଛନ୍ତି । ଏଠାରେ ପୂର୍ବରୁ ଥିବା ଡାକ୍ତର ଙ୍କୁ କୋଭିଡ ଦାୟିତ୍ୱରେ

ଶତକଡ଼ା ୯୦ ପ୍ରତିଶତ ଅକ୍ଷମ ବୋଲି ପ୍ରମାଣ ପତ୍ର ଥାଇ ମଧ୍ୟ, ସରକାରୀ ସୁଵିଧାରୁ ବଞ୍ଚିତ

ଦୁଇ ପୁଅରେ ଗୋଟିଏ ଝିଅ, ଜନ୍ମରୁ ଶରୀରର ନିମ୍ନ ଭାଗ କାମ କରୁ ନାହିଁ। ଅଣ୍ଟା ସଳଖି ଚାଲିବା ଦୂର କଥା ଆଜି ପର୍ଯ୍ୟନ୍ତ ଘୁଷୁରୀ ଘୁଷୁରୀ ନିଜର ସବୁ କାମ କରୁଛି। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବସୁଲେଇ ଗ୍ରାମର ଜଗନ୍ନାଥ ପରିଡ଼ାଙ୍କ ଝିଅ ଶ୍ରାବଣୀ ପରିଡ଼ା ବୟସ ମାତ୍ର ୧୬ ବର୍ଷ ।

ନୂଆ ବର୍ଷରେ ରିଲିଜ ହେବାକୁ ଯାଉଛି ଧୋକା ଏଇ ଆଖିର

ଆଦର୍ଶ ଏଣ୍ଟରଟେନମେଣ୍ଟ ଏବଂ ବ୍ରଦର୍ଶ ଏଣ୍ଟରଟେନମେଣ୍ଟ ର ମିଳିତ ଉଦ୍ୟମରେ ଆସୁଛି ନୂଆ ସଙ୍ଗୀତ ଧୋକା ଏଇ ଆଖିର । ଯାହାର ଲିରିକ୍ସ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଏବଂ ସ୍ୱର ଦେଇଛନ୍ତି ଢେଙ୍କାନାଳ ପୁଅ ସନ୍ଦୀପ ପଣ୍ଡା । ସନ୍ଦିପଙ୍କ ସହ ରୋମାଣ୍ଟିକ ଧୁନ ସହ ତାଳ ଦେଇଛନ୍ତି ଚୁଲବୁଲି ଗାୟିକା

ଭଙ୍ଗାଘରେ ବଞ୍ଚିବା ପାଇଁ ଲଢେଇ କରୁଛନ୍ତି ଦୁଲେଇ

କେଉଁ ଅମଳରୁ ଘରର ମରାମତି ହୋଇ ନାହିଁ ! ଘରର ଛପର ନାହିଁ କହିଲେ ଚଳେ । ଘରେ ସଦସ୍ୟ କହିଲେ ଜଣେ ୬୬ ବର୍ଷୀୟା ବିଧବା ବୃଦ୍ଧା। ସ୍ବାମୀ କେଉଁ ଦିନରୁ ଏକା କରି ଆରପାରିକୁ ଚାଲିଯାଇଛନ୍ତି । ତିନି ସନ୍ତାନ ବିବାହ ପରେ ଏକାକୀ ବଞ୍ଚିବା ପାଇଁ ଲଢେଇ କରୁଛନ୍ତି ଦୁଲେଇ ସାହୁ। କଙ୍କଡ଼ାହାଡ଼
error: Content is protected !!