ମହିଳା ସଶକ୍ତିକରଣ ପାଇଁ ଟାଟା ଷ୍ଟିଲ ବିଏସଏଲର ସିଲାଇ ପ୍ରଶିକ୍ଷଣ
ଢେଙ୍କାନାଳ ଜିଲ୍ଲା ନରେନ୍ଦ୍ରପୁରରେ ଅବସ୍ଥିତ ଟାଟାଷ୍ଟିଲ ବିଏସଏଲ ସ୍ଥାନୀୟ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ମହିଳାମାନଙ୍କୁ ସିଲାଇ ମେସିନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିଛି। କୋଭିଡ ୧୯ ଲକଡାଉନ ପରେ ଅର୍ଥନୈତିକ କ୍ଷେତ୍ରରେ ମହିଳା ମାନେ କିପରି ସୁଦୃଢ ହୋଇପାରିବେ!-->…
ସପ୍ତାହ ତଳେ ଜଳ ଯୋଗାଣ ଶୁଭାରମ୍ଭ ହୋଇଥିଲା ; ନିମ୍ନ ମାନର କାର୍ଯ୍ୟ ହେତୁ ଭୁଷୁଡିଲା କୂଅ
ଗ୍ରାମାଞ୍ଚଳରେ ପାନୀୟଜଳ ଯୋଗାଇ ଦେବାକୁ ସରକାରଙ୍କ ସ୍ବଜଳଧାରା ଯୋଜନାର ସ୍ଥାୟୀତ୍ବ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଢେଙ୍କାନାଳ ଜିଲ୍ଲାର ଅନେକ ସ୍ଥାନରେ ପାନୀୟ ଜଳ ପ୍ରକଳ୍ପ ସଠିକ ରୂପେ କାର୍ଯ୍ୟ କରୁ ନାହିଁ। ଏହାର ମୁଖ୍ୟ କାରଣ ହେଉଛି ନିମ୍ନ ମାନର କାର୍ଯ୍ୟ। ଏହାର ନଗ୍ନ ଉଦାହରଣ!-->…
ଖବର ପ୍ରସାରଣ ପରେ, ମରାମତି କରାଗଲା ସାରଙ୍ଗଧର ସେତୁ
ଢେଙ୍କାନାଳ ଜିଲ୍ଲା କମଗରା-ଗେଙ୍ଗୁଟିଆ ବ୍ରାହ୍ମଣୀ ନଦୀ ଉପରେ ୧୯୯୩ ମସିହା ନଭେମ୍ବର ୨୪ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ଏହି ସେତୁ କୁ ଉଦଘାଟନ କରିଥିଲେ।
ପୂର୍ବରୁ ପ୍ରସାରିତ ଖବର
ଏହା ମଧ୍ୟରେ ୨୭ ବର୍ଷ ବିତିଯାଇଥିଲେ ହେଁ ଏହାର ବିଭିନ୍ନ ସ୍ଥାନରେ!-->!-->!-->!-->!-->…
ବେସାହାରା ଆଈ ନାତୁଣୀ ଙ୍କୁ ସହଯୋଗ ର ହାତ ବଢାଇଲେ ସମାଜସେବୀ
ଢେଙ୍କାନାଳ ପରଜଙ୍ଗ ବ୍ଲକ ର ରୋଡ ଗ୍ରାମ ରେ ବାପା ମା ଛେଉଣ୍ଡ ଝିଅ ଲିନା ପ୍ରଧାନ ଓ ତାଙ୍କ ୭୫ ବର୍ଷ ର ବୁଢ଼ୀ ଜେଜେ ମା ଏକ ଭଙ୍ଗା କୁଡିଆରେ ରହୁଥିବା ଖବର ଆମେ ଗତକାଲି ପ୍ରକାଶ କରିଥିଲୁ।
ତାଙ୍କୁ ସହାୟତାର ହାତ ବଢାଇଛନ୍ତି କିଛି ସମାଜସେବୀ।ଅର୍ଥ ଅଭାବରୁ ଖାଦ୍ୟର ବହୁତ୍ କଷ୍ଟରେ ଜୀବନ!-->!-->!-->…
ବୟସର ଅପରାହ୍ନରେ ସତୀ ପୋଥାଳ କିନ୍ତୁ ଅନ୍ୟ ମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣାର ଉତ୍ସ
ଢେଙ୍କାନାଳ ଜିଲ୍ଲା ଭୁବନ ଏନ୍ଏସସି ଅନ୍ତର୍ଗତ ୮ନମ୍ବର ୱାର୍ଡର ଧନେଶ୍ବର ପୋଥାଳ ଙ୍କ ଧର୍ମପତ୍ନୀ ସତୀ ପୋଥାଳ ବୟସ ତାଙ୍କର ୬୫ ବର୍ଷ, ବୟସର ଅପରାହ୍ନରେ ପହଞ୍ଚିଥିବା ବେଳେ ପନିପରିବା ଚାଷ କରି ନିଜେ ଚଳିବା ସହିତ ଭଲ ଦି' ପଇସା ରୋଜଗାର କରି ଆତ୍ମନିର୍ଭଶୀଳ ହୋଇ ଅନ୍ୟ ମାନଙ୍କ ପାଇଁ!-->…
କରୋନା ଛଡ଼ାଇନେଲା ଜୀବିକା, ଦିନେ ସିନେମାରେ ଦେଉଥିଲେ ନିର୍ଦ୍ଦେଶନା ଆଜି ସାଜିଛନ୍ତି ମିଶ୍ଚର ବ୍ୟବସାୟୀ
ଲାଇଟ କ୍ୟାମେରା ଆକ୍ସନ ର ଦୁନିଆ ଗ୍ଲାମର ର ଦୁନିଆ ମାୟାନଗରୀ ରୁ ଦ୍ୱୈତ ନଗରୀ ସବୁଠେ ଗ୍ଲାମର ର ଝଲକ । ସାଧାରନ ଜୀବନଠାରୁ ଟିକେ ଦୂର । କାହାପାଇଁ କଣ୍ଟ୍ରାଷ୍ଟ କାହାପାଇଁ ସ୍ବପ୍ନ । ତେବେ କରୋନା କାୟାରେ ହଜିଯାଇଛି ଗ୍ଲାମର ଦୁନିଆ । ସତେଯେପରି ଫେରିଯାଇଛେ ସେହି ପୁରାତନ!-->!-->!-->…
ସାହାରା ଅପେକ୍ଷାରେ ଜେଜେମା ନାତୁଣୀ
ଜଣେ ଦୁନିଆ ଭଲରେ ଦେଖି ନାହିଁ, ଆଉ ଜଣେ ଜୀବନର ଶେଷ ପ୍ରାନ୍ତରେ ଠିଆ ହୋଇଛି ! ମୁଣ୍ଡ ଗୁଞ୍ଜିବାକୁ ଭଙ୍ଗାରୁଜା ଚାଳ ଘରଟିଏ, ଓଳିଏ ଖାଇଲେ ଓଳିଏ ଉପବାସ ।ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ରୋଡ ଗାଁ ର ଏହି ଦୁଇ ଜେଜେମା ଓ ନାତୁଣୀ । ବୃଦ୍ଧା ଜେଜେମା ତନୁ ପ୍ରଧାନ (୭୫) ନାତୁଣୀ ଲିନା!-->!-->!-->…
ପିଚୁ ରାସ୍ତା ମରାମତି ନା ରେ ଲୁଟ
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବlଇଁଶିଆ ପଞ୍ଚାୟତ ର ଆମ୍ବବlହାଳି ଛକ ଠାରୁ ବାଲିଯୋରନ୍ଦା ଦେଇ ରାଇତାଳା ଗ୍ରାମ ପଞ୍ଚାୟତ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ହୋଇଥିବା ପିଚୁ ରାସ୍ତା ମରାମତି ନିମ୍ନ ମାନର l ପନ୍ଦର ଦିନ ନଯାଉଣୁ ଗୋଡି ସବୁ ଉଠି ଯାଇଛି l
ଏହି ଦୁଇ ବର୍ଷ!-->!-->!-->…
କିଡନୀ ରୋଗରେ ଆକ୍ରାନ୍ତ ପଞ୍ଚାୟତ ପିଅନ ଙ୍କ ଚିକିତ୍ସା ପାଇଁ ସିଡିଏମଓ ଙ୍କୁ ନିର୍ଦ୍ଦେଶ ଦେଲେ ଜିଲ୍ଲା ପ୍ରଶାସନ
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଗଡ଼ପଳାଶୁଣୀ ପଂଚାୟତର ପିଅନ ମହେଶ୍ୱର ସାମଲ କିଡନୀ ରୋଗରେ ଆକ୍ରାନ୍ତ ହୋଇ ପଡିଛନ୍ତି l
ଦୁଃଖର ବିଷୟ ଏହାକି ଘରର ସେ ଏକମାତ୍ର ରୋଜଗାର କ୍ଷମ । ଅର୍ଥ ଅଭାବ ହେତୁ ତାଙ୍କର ଚିକିତ୍ସା ହୋଇପାରୁ ନାହିଁ । ତାଙ୍କର ଗୋଟେ ପୁଅ ଦୁଇ ଝିଅ ,ବଡ଼ ଝିଅ!-->!-->!-->…
ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳରେ ଘର ଚୋରି ଘଟଣା ; ହିନ୍ଦୋଳ ଉପଜିଲ୍ଲାପାଳ ଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳର ୯ ନମ୍ବର ଓ୍ବାର୍ଡର ରୂପାଲି ଗ୍ରାମର ସୁକୁମାର ନାଏକଙ୍କ ପତ୍ନୀ ସସ୍ମିତାଙ୍କ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ତାଙ୍କୁ ଏକ ଘର ମିଳିଥିଲା। ଯାହାର କାର୍ଯ୍ୟାଦେଶ ଏନଏସି ପକ୍ଷରୁ ଦିଆଯାଇଥିଲା, ନମ୍ବର ଥିଲା ୮୦୬(୨୫୭)।କାମ ଆରମ୍ଭ ହେଲା!-->…