News
lipub
samparksetu

ଯମୁନା କୋଟ ସତ୍ୟସାଇ ମନ୍ଦିରରେ ସ୍ବଚ୍ଛତା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଭୁବନ ବ୍ଲକ ଯମୁନାକୋଟ ସ୍ଥିତ ଶ୍ରୀ ସତ୍ୟସାଇ ମନ୍ଦିର ପରିସରରେ ଲକ୍ଷ୍ମୀନାରାୟଣ କ୍ଲବ ଓ ଶ୍ରୀ ସତ୍ୟସାଇ ସେବା ସମିତିର ମିଳିତ ଉଦ୍ୟମରେ ବୃକ୍ଷ ରୋପଣ ସହ ଚତୁଃପାର୍ଶ୍ଵକୁ ପରିଷ୍କାର କରାଯାଇଥିଲା । ଏହି ମନ୍ଦିର ସ୍ଥାନୀୟ ଅଞ୍ଚଳର ଏକ ପରିଚିତ ସ୍ଥାନ। ଭକ୍ତ ଙ୍କ ବ୍ୟତୀତ ବୟସ୍କ ଲୋକ

ପିଲାଟି ଦିନରୁ ଦେଶପ୍ରତି ଥିଲା ଭଲପାଇବା, ରୁଷିଆରେ ନିଜ ଦେଶକୁ ପ୍ରତିନିଧିତ୍ୱ କରିଥିଲେ ଢେଙ୍କାନାଳ ପୁଅ ଅଭିଷେକ

ଦେଶଭକ୍ତି ଦେଶ ପ୍ରତି ଅହେତୁକ ଭଲପାଇବା ପିଲାଟି ଦିନରୁ ଯେପରି ତାଙ୍କ ଆତ୍ମାରେ ରେ ହିଁ ରହିଯାଇଥିଲା । ଦେଶ ସୁରକ୍ଷା ପାଇଁ ୟୁନିଫର୍ମ ପ୍ରତି ପାଗଳ ଥିଲେ ଅଭିଷେକ । ଢେଙ୍କାନାଳ ଜିଲ୍ଲା ଓଡ଼ାପଡା ବ୍ଲକ ଅନ୍ତର୍ଗତ ଚିନ୍ତାପୋଖରୀ ଗ୍ରାମର ପ୍ରମୋଦ କୁମାର ମହାନ୍ତି ଏବଂ ସସ୍ମିତା

ସ୍ବଜଳଧାରା ଯୋଜନା କୂଅ ଭୁଶୁଡିବା ଘଟଣାର ତଦନ୍ତ କଲେ ବିଭାଗୀୟ ଅଧିକାରୀ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ କଳଦା ପଞ୍ଚାୟତ ଅନ୍ତର୍ଗତ କୁଣ୍ଢେଖୋଲ ଅଁଳାହତା ବସ୍ତି ବାସିନ୍ଦାଙ୍କ ନିମନ୍ତେ ସ୍ବଜଳଧାରା ଯୋଜନା ମାଧ୍ୟମରେ ପାନୀୟ ଜଳ ଯୋଗାଣ ନିମନ୍ତେ ନିର୍ମାଣାଧୀନ କୂଅଟି ଶୁକ୍ରବାର ସନ୍ଧ୍ୟାରେ ଭୁଶୁଡିପଡିଥିଲା। ବିଭାଗୀୟ ଅଧିକାରୀଙ୍କ ଦେଖାଶୁଣା ଅବହେଳା

ହନୁମାନ ମନ୍ଦିର ହୁଣ୍ଡି ତାଡ଼ି ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ !

ଢେଙ୍କାନାଳ ବସଷ୍ଟାଣ୍ଡ ଟ୍ରାଫିକ ଛକ ନିକଟସ୍ଥ ହନୁମାନଙ୍କ ମନ୍ଦିର ହୁଣ୍ଡି ତାଡ଼ି ଦୁବୃର୍ତ୍ତମାନେ ସେଥିରେ ଥିବା ଟଙ୍କା ଲୁଟି ନେଇଛନ୍ତି। ସୂଚନାଯୋଗ୍ୟ କି , ଗତକାଲି ବିଳମ୍ବିତ ରାତିରେ ବସଷ୍ଟାଣ୍ଡ ନିକଟରେ ଥିବା ହନୁମାନ ମନ୍ଦିର ରୁ ଚୋରି ହୋଇଥିବାର ସୂଚନା ମିଳିଛି । ପ୍ରଥମେ ମନ୍ଦିର

ଭାରସାମ୍ୟ ହରାଇ ରାସ୍ତା ରୁ ତଳକୁ ଖସିଲା କାର୍ ; ୩ ଗୁରୁତର ଆହତ

ଢେଙ୍କାନାଳ କାମାକ୍ଷାନଗର ପୂର୍ତ୍ତ ବିଭାଗ ରାସ୍ତାର ଖଟୁଆହତା ନିକଟରେ ଆଜି ଭାରସାମ୍ୟ ହରାଇ କାର ଦୁର୍ଘଟଣା ଘଟିଛି। ସୂଚନାଯୋଗ୍ୟ କି ତିନି ଯାତ୍ରୀ ସହ ଚାଳକ ଢେଙ୍କାନାଳ ରୁ କାମାକ୍ଷାନଗର ଯାଉଥିବା ସମୟରେ ଖଟୁଆହତା ନିକଟରେ କାର୍ ଟି ଭାରସ୍ୟାମ ହରାଇ ରାସ୍ତା ରୁ ତଳକୁ ଖସିଯାଇଥିବାର

ଜାଣନ୍ତୁ କମ ଜାଗାରେ କିପରି କରିବେ କିଚେନ ଗାର୍ଡେନ ପ୍ରସ୍ତୁତି

ଆମେ ଜାଣୁ ଜେ ଘର ତିଆରି କିମ୍ବା ମା ହାତ ରନ୍ଧା ଖାଦ୍ୟ ବଜାରରେ ମିଳୁଥିବା ଖାଦ୍ୟ ଠାରୁ ଆନେକ ପରିମାଣରେ ସୁଷମ , ସ୍ୱାଦିଷ୍ଟ ଏବଂ ସୁଚିନ୍ତିତ ପ୍ରଣାଳୀରେ ପ୍ରସ୍ତୁତ । ସେହିପରି ନିଜ ବଗିଚାରେ ହୋଇଥିବା ପନିପରିବା ବଜାରରେ ମିଳୁଥିବା ପନିପରିବା ଠାରୁ ଆନେକ ଗୁଣରେ ସ୍ୱାସ୍ଥ୍ୟ ପକ୍ଷେ

ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତ୍ତର

ଢେଙ୍କାନାଳ ବନଖଣ୍ଡ ପରଜଙ୍ଗ ରେଞ୍ଜ ଅନ୍ତର୍ଗତ ବସୁଇ ଗ୍ରାମରେ ହାତୀ ଆକ୍ରମଣ । ସୂଚନା ଅନୁଯାୟୀ ସେହି ଗ୍ରାମର ମାଗୁଣି ସାହୁ (୬୫) ଆଜି ସକାଳେ ଶୌଚ ଯାଇଥିବା ବେଳେ ହାତିଆକ୍ରମଣ ର ଶିକାର ହୋଇଥିଲେ । ହାତୀଟି ତାଙ୍କୁ ଶୁଣ୍ଢରେ କଛାଡ଼ି ଦେବାପରେ ସିଏ ଜୋରସେ ପାଟିକରିବାରୁ ପରିବାରଲୋକେ ଆସି

ଖବର ପ୍ରସାରଣ ର ପ୍ରଭାବ ; ବହୁତ ଦିନରୁ ଗଛରେ ବନ୍ଧା ହୋଇଥିବା ବିଦ୍ୟୁତ ତାର କୁ ଖୁଣ୍ଟି ରେ ବାନ୍ଧିଲା ବିଦ୍ୟୁତ ବିଭାଗ

ଢେଙ୍କାନାଳ ସଦର ବ୍ଲକ ତରଭl ଗାଁର ପାଟଣା ସାହିକୁ ସଂଯୋଗ କରୁଥିବା ବିଦ୍ୟୁତ୍ ତାର ଖୁଣ୍ଟ ବଦଳରେ ଗଛ ସହାୟତା ଦିଆଯାଇଥିଲା । ନିକଟରେ ମନ୍ଦିର ତେଣୁ ଏ ସ୍ଥାନଟି ଗାଁ ର ବ୍ୟସ୍ତ ବହୁଳ ସ୍ଥାନ କହିଲେ ଚଳେ। ପ୍ରତିଦିନ ଅନେକ ଲୋକ ଚଳପ୍ରଚଳ ସ୍ବଭାବିକ କଥା। ବିଜୁଳି ତାର ଯେପରି ଗଛର ସହାୟତାରେ

ଅବକାରୀ ବିଭାଗର ଚଢାଉ ; ୧୮୦ ଲିଟର ମହୁଲି ମଦ ଜବତ , ୮ ଗିରଫ

ଢେଙ୍କାନାଳ ଜ଼ିଲ୍ଲା ଭୁବନ ଅଞ୍ଚଳ ଯେମିତି ଚୋରା ଓ ନକଲି ମଦ ବିକ୍ରିର କେନ୍ଦ୍ର ବିନ୍ଦୁ ପାଲଟିଛି। ମଦ ମାଫିଆଙ୍କର ଖୁଲମଖୁଲା ମଦ ବେପାର ଚାଲିଛି। ଢେଙ୍କାନାଳ ଅବକାରୀ ଇନସ୍ପେଟର ସମିର ମହାନ୍ତି,ମୋବାଇଲ ସ୍ବାଡ୍ ଓ କାମାକ୍ଷାନଗର ଅବକାରୀ ବିଭାଗ ମିଳିତ ଭାବେ ଆଜି ଭୁବନ ଥାନା ଅଞ୍ଚଳର

ବେଆଇନ୍ ବାଲି ଚୋରାଚାଲାଣ ହାଇୱା ଜବତ ସହ ୧ଲକ୍ଷ ଟଙ୍କା ଜୋରିମାନା ଆଦାୟ

ଢେଙ୍କାନାଳ ଜିଲ୍ଲାକୁ ବ୍ରାହ୍ମଣୀ ନଦୀ ଦୁଇ ଭାଗରେ ବିଭକ୍ତ କରୁଛି। ଜିଲ୍ଲାର ୬ଟି ତହସିଲରେ ବାଲି ସଇରାତ ରହିଛି ।ସେଥିମଧ୍ୟରୁ ଭୁବନ ତହସିଲ ଅଧିନରେ ଥିବା ୧୧ଟି ସଇରାତରୁ ୯ଟିର ନିଲାମ ଅବଧି ଶେଷ ହୋଇଛି। ପୁରସତମପୁର ଓ ଯମୁନାକୋଟ ଘାଟର ନିଲାମ ଅବଧି ରହିଛି। ଏହି ଘାଟ ବାଦ୍ ଅନ୍ୟ
error: Content is protected !!