News
lipub
samparksetu

ଖବର ପ୍ରସାରଣ ପରେ ମିଳିଲା ବାର୍ଦ୍ଧକ୍ୟ ଭତ୍ତା

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଧଳପଡା ପଞ୍ଚାୟତ ଅନଳ ଗାଁ ର ଡଲି ସାହୁ ଙ୍କୁ ୭୦ ଛୁଇଁବ , ଦେହରେ ଜୁ ନାହିଁ କାମ କରିବା ପାଇଁ ତାପର ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା। ସରକାର ଷାଠିଏ ବର୍ଷ ହେଲେ ଭତ୍ତା ଦେବାକୁ ବ୍ୟବସ୍ଥା କରିଥିଲେ ସୁଦ୍ଧା ଡଲିଙ୍କ ପରି ଅନେକ ବୃଦ୍ଧା ତଥା ବୃଦ୍ଧ ଏ

ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳରେ ଘର ଚୋରି !

ଟଙ୍କା ସୁନା ପରି ଜିନିଷ ଚୋରି ହେବା କଥା ସମସ୍ତେ ଶୁଣିଥିବେ କିନ୍ତୁ ଘର ଚୋରି ହେବା ଘଟଣା ଶୁଣିଲେ କେହି ବିଶ୍ବାସ କରିପାରିବେ ନାହିଁ। କଥାଟା ଅଡ଼ୁଆ ଅଡ଼ୁଆ ଲାଗୁଥିଲେ ବି ସତ। ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳର ୯ ନମ୍ବର ଓ୍ବାର୍ଡରେ। ଏହି ଓ୍ବାର୍ଡର

ଅନେକ ଅଭିଯୋଗ ପରେ ମଧ୍ୟ ଭିନ୍ନକ୍ଷମ ମହିଳାଙ୍କୁ ମିଳୁନି ଭତ୍ତା

କାହାର ଛଅଟି ଆଙ୍ଗୁଠି ଥିଲାବେଳେ ଭତ୍ତା ମିଳୁଛି ତ କାହାର ଆଖିର ଦୃଷ୍ଟିଶକ୍ତି ନଥାଇ ମଧ୍ୟ ଭିନ୍ନକ୍ଷମ ଭତ୍ତା ମିଳୁନାହିଁ। ଏପରି ଘଟଣା ଦୃଷ୍ଟିକୁ ଆସିଛି ତୁମୁଁସିଙ୍ଗା ପଞ୍ଚାୟତରେ। ଗୋଟିଏ କି ଦୁଇଟି ନୁହେଁ ଅନେକ ହିତାଧିକାରୀ ମିଥ୍ୟା ସତ୍ୟପାଠ ଦ୍ବାରା ଭିନ୍ନକ୍ଷମ ଭତ୍ତା ହାତେଇଛନ୍ତି।

ସାଧବ ସଂସ୍କୃତି ପାଇଁ ସମର୍ପିତ କଳା

ସଂସ୍କୃତି ସମ୍ପର୍ଣ୍ଣ ସମାଜରେ ଅବସ୍ଥାନ କରୁଥିବା ଜନମାନସମାନଙ୍କ ସାମାଜିକ ସମ୍ପର୍କ ଅତି ନିବିଡ଼ ଅଟେ । ସମୟର କଷଟି ପଥରରେ ବାରମ୍ବାର ଘଷି ମାଜି ହୋଇ ଚିକ୍କଣ ହୋଇ ଝକମକ କରୁଥାଏ । କାର୍ତ୍ତିକ ମାସର ପୂର୍ଣ୍ଣମୀ ତିଥିରେ ଦଳ ଦଳ ହୋଇ ଅତି ଉଲ୍ଲାସର ସହିତ ଓଡ଼ିଶାର ଜନ ସାଧାରଣମାନେ ଜଳାଶୟ

କିଡନୀ ରୋଗରେ ପଞ୍ଚାୟତ ପିଅନ ଆକ୍ରାନ୍ତ ; ଅର୍ଥ ଅଭାବ ହେତୁ ହୋଇପାରୁନି ଚିକିତ୍ସା

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଗଡ଼ପଳାଶୁଣୀ ପଂଚାୟତର ପିଅନ ମହେଶ୍ୱର ସାମଲ କିଡନୀ ରୋଗରେ ଆକ୍ରାନ୍ତ ହୋଇ ପଡିଛନ୍ତି l ଦୁଃଖର ବିଷୟ ଏହାକି ଘରର ସେ ଏକମାତ୍ର ରୋଜଗାର କ୍ଷମ । ଅର୍ଥ ଅଭାବ ହେତୁ ତାଙ୍କର ଚିକିତ୍ସା ହୋଇପାରୁ ନାହିଁ । ତାଙ୍କର ଗୋଟେ ପୁଅ ଦୁଇ ଝିଅ ,ବଡ଼ ଝିଅ

ବିଦ୍ୟୁତ ବିଭାଗର କାମଚଳା ନୀତି ; ଖୁଣ୍ଟ ବଦଳରେ ଗଛରେ ଭିଡ଼ା ହୋଇଛି ବିଦ୍ୟୁତ ତାର

ବ୍ରାହ୍ମଣ ପୂଜା କରିବା ସମୟରେ ବସ୍ତ୍ର ନଥିଲେ ସୂତା ଦ୍ଵାରା କାମ ଚଳାଇ ଦିଅନ୍ତି ଠିକ୍ ଏହି ପରି ଏକ ଦୃଶ୍ୟ ଢେଙ୍କାନାଳ ସଦର ବ୍ଲକ ତରଭା ଗାଁ ରେ ଦେଖିବାକୁ ମିଳିଛି । ତରଭା ଗାଁର ପାଟଣା ସାହିକୁ ସଂଯୋଗ କରୁଥିବା ବିଦ୍ୟୁତ୍ ତାର ଖୁଣ୍ଟ ବଦଳରେ ଗଛ ସହାୟତା ଦିଆଯାଇଛି। ଟ୍ରାନ୍ସଫର୍ମରରୁ

ଭଙ୍ଗା ଆଜବେଷ୍ଟ ତଳେ ଚାଲିଛି ରୋଗୀ ସେବା, ନାହାଁନ୍ତି ସ୍ଥାୟୀ ଡାକ୍ତର ରୋଗୀ ସେବା କରୁଛନ୍ତି ଷ୍ଟାଫ୍ ନର୍ସ

କଙ୍କଡାହାଡ ବ୍ଲକ ଏକ ଆଦିବାସୀ ଓ ପଛୁଆ ଅଞ୍ଚଳ ଭାବେ ପରିଚିତ। କଙ୍କଡାହାଡ ବ୍ଲକର କେନ୍ଦ୍ର ସ୍ଥଳ ମହାବିରୋଡ ଠାରେ ୧୦ଟି ପଞ୍ଚାୟତର ମହାବିରୋଡ, ଦଶିପୁର, ପଙ୍ଗାତିରା,ଝିଲ୍ଲୀ, କୁଟୁରିଆ,ବାମ୍,ଗଡପଳାଶୁଣୀ,ବିରିବୋଲାଇ,ଚାନ୍ଦପୁର ,ଘାଗରାମୁଣ୍ଡାର ୭୦ ହଜାର ଜନସାଧାରଣଙ୍କ ସ୍ବାସ୍ଥ୍ୟ ସେବା

ବୟସ ୭୦ ଛୁଇଁବ କିନ୍ତୁ ମିଳିପାରିନି ବାର୍ଦ୍ଧକ୍ୟ ଭତ୍ତା

ବୟସ ୭୦ ଛୁଇଁବ ଦେହରେ ଜୁ ନାହିଁ କାମ କରିବା ପାଇଁ ତାପର ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା। ଏ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଧଳପଡା ପଞ୍ଚାୟତ ଅନଳ ଗାଁ ର ଡଲି ସାହୁ, ବୟସ ୬୯। ସରକାର ଷାଠିଏ ବର୍ଷ ହେଲେ ଭତ୍ତା ଦେବାକୁ ବ୍ୟବସ୍ଥା କରିଥିଲେ ସୁଦ୍ଧା ଡଲିଙ୍କ ପରି ଅନେକ ବୃଦ୍ଧା

ଜନବସତି ଅଞ୍ଚଳରେ ମୁକୁଳା ଟ୍ରାନ୍ସଫର୍ମର ବସାଇ ଅଚିନ୍ତାରେ ବିଦ୍ୟୁତ ବିଭାଗ

ଅଧିକାଂଶ ସମୟରେ ବିଦ୍ୟୁତ ବିଭାଗର ଖାମଖିଆଲ ନୀତି ହେତୁ ଅନେକ ଧନ ଜୀବନ ହାନି ହେଉଛି । କେଉଁଠି ମୁକୁଳା ଟ୍ରାନ୍ସଫର୍ମର ତ କେଉଁଠି ବିପଦ ସଂକୁଳ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟ ରହୁଛି । ଯାହା ଉପରେ ନଜର ଦେଉ ନାହିଁ ବିଦ୍ୟୁତ ବିଭାଗ । ଏହି ପରି ଏକ ଘଟଣା ଦେଖିବାକୁ ମିଳୁଛି ଢେଙ୍କାନାଳ ସହର

ଝାଟିମାଟି ଘରେ ତେଲ ଲୁଣ ର ସଂସାର ଚଳାଇଛନ୍ତି ବିଦୁଲତା

କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କୁସୁମଯୋଡି ପଞ୍ଚାୟତ ନୂଆମହୁଲିର ବିଦୁଲତା ବିଶ୍ବାଳ ବୟସ ୪୨ବର୍ଷ। ସ୍ବାମୀ ସୁବାସ ବିଶ୍ବାଳ ଜଣେ ସ୍ବାଶ ରୋଗୀ। ଜମିବାଡ଼ି କହିଲେ ସେମିତି କିଛି ନାହିଁ। ଯାହା କିଛି ଅଛି ବହୁ କଷ୍ଟରେ ପରିବାର ଭରଣପୋଷଣ କରନ୍ତି। ରୋଗ ପାଇଁ କାମଧନ୍ଦା ବେଶୀ କରି ପାରନ୍ତି
error: Content is protected !!