News
lipub
samparksetu

ଷ୍ଟିଲ କମ୍ପାନୀ ର ବର୍ଜ୍ୟ ପରିଚାଳନାରେ ଅବହେଳା

ପର୍ଜଙ୍ଗ ବ୍ଲକ ଗେଙ୍ଗୁଟିଆ ରାଜସ୍ବ ସର୍କଲ କୁଲେଇ ଗାଁ ନିକଟ ଥିବା ଜି.ଏମ.ଆଇରନ ଓ ଷ୍ଟିଲ କମ୍ପାନୀ ର ଲାଭଖୋର ମନବୃତ୍ତି ଯୋଗୁଁ ହଜାର ହଜାର ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। କମ୍ପାନୀ ବିରୁଦ୍ଧରେ ସ୍ଥାନୀୟ ଅଞ୍ଚଳ ବାସିନ୍ଦା ଗୁରୁତର ଅଭିଯୋଗ ଆଣିଛନ୍ତି। କମ୍ପାନୀ ବର୍ଜ୍ୟ

ଖବର ପ୍ରସାରଣ ର ପ୍ରଭାବ ସୁସ୍ଥ ହୋଇ ଘରକୁ ଫେରିଲା ସମା

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଳକର ଘାଘରାମୁଣ୍ଡା ଗ୍ରାମର ମଙ୍ଗୁଳୁ ତିରିଆଙ୍କ ୭ ବର୍ଷର ପୁଅ ସମା ତିରିଆ । ବାପା ମାଆଙ୍କର ଗୋଟିଏ ବୋଲି ପୁଅ ସମା । ଶରୀର ର ବିଭିନ୍ନ ଅଂଶ ଅସ୍ବଭାବିକ ଭାବରେ ଫୁଲୁଥିବା ବେଳେ ଆଖିକୁ ମଧ୍ୟ ଭଲରେ ଦେଖାଯାଉ ନଥିଲା । ଏହି ଖବର ଢେଙ୍କାନାଳ

ଖବର ପ୍ରସାରଣ ର ପ୍ରଭାବ; ସଚଳ ହେଲା ସଵଷ୍ଟେସନ୍ ଖୁବଶୀଘ୍ର ଦୂରହେବ ବିଦ୍ୟୁତ୍ ସମସ୍ୟା କର୍ତ୍ତୃପକ୍ଷ ଦେଲେ ସୂଚନା

ଢେଙ୍କାନାଳ ଜିଲ୍ଲାର ସଦର ବ୍ଲକ ସୁଆଖାଇ ଗ୍ରାମପଞ୍ଚାୟତ କଳାପାଣି ଛକ ନିକଟରେ ବିଦ୍ୟୁତ ବିଭାଗର ଏକ ସଵଷ୍ଟେସନ୍ ନିର୍ମାଣ କରାଯାଇଥିଲେ ମଧ୍ୟ ଏହା ୩ବର୍ଷ ଧରି ଅଚଳ ଅବସ୍ଥାରେ ପଡିରହିଛି ଫଳରେ ଅନ୍ୟୁନ ୨୦ ଟି ଗ୍ରାମରେ ନାହିଁ ନଥିବା ବିଦ୍ୟୁତ କାଟ ଭଳି ସମସ୍ୟା ଦେଖାଦେଇ ଦେଇଛି ବୋଲି

ମେଣ୍ଢାପଦା ଗାଁ ରେ ପାନୀୟ ଜଳ ସମସ୍ୟା

ମାସେ ପାଖାପାଖି ହେବ ପର୍ଜଙ୍ଗ ବ୍ଲକ ଲୋଧଣୀ ପଞ୍ଚାୟତ ମେଣ୍ଢାପଦା ଗାଁ ର ଲୋକ ପାନୀୟ ଜଳ ସମସ୍ୟା ଯୋଗୁଁ ଅତିଷ୍ଠ ହୋଇ ପଡିଲେଣି। ଦୁଇଟି ଓ୍ବାର୍ଡ ର ଲୋକ ବସୁଧା ଯୋଜନାରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପ ଦ୍ବାରା ଉପକୃତ ହେଉଥିଲେ। କିନ୍ତୁ ଏହି ପ୍ରକଳ୍ପର ବିଦ୍ୟୁତ ଟ୍ରାନ୍ସଫର୍ମ ଟି ପୋଡ଼ି

ବାର୍ଦ୍ଧକ୍ୟ ଭତ୍ତା ରୁ ବଞ୍ଚିତ କୋହ୍ଲା ଗାଁ ର ଦୁର୍ଗା

ଗଁଦିଆ ବ୍ଲକ ଷୋରିସିଆପଦା ପଞ୍ଚାୟତର କୋହ୍ଲା ଗାଁ ଅନ୍ତେଇ ସାହିର ଦୁର୍ଗା ଲାଗୁରି। ବୟସ ଷାଠିଏ ପାର, ଆଧାର କାର୍ଡ ଅନୁଯାୟୀ ୬୫ ବର୍ଷ କିନ୍ତୁ ବାସ୍ତବରେ ତାଠାରୁ ଯଥେଷ୍ଟ ଅଧିକ ହେବ। ସରକାରୀ ବାବୁମାନେ କ'ଣ ଲେଖି ଦେଇଛନ୍ତି ବୋଲି ଦୁର୍ଗା କହନ୍ତି। ଏମିତି ବି ସେ ରହୁଥିବା ବସ୍ତିକୁ

ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଫାଟି ଆଁ କଲାଣି ଫିଲ୍ଡ ଚ୍ୟାନେଲ କାନ୍ଥ ; ୧୦ ଲକ୍ଷ୍ୟ ଟଙ୍କା ବ୍ୟୟ ରେ ହୋଇଥିଲା କାର୍ଯ୍ୟ

ପରଜଙ୍ଗ ବ୍ଲକ ଆମ୍ବପଳାସ ପଞ୍ଚାୟତର ଏନଆରଜିଏସ ଯୋଜନାରେ ନିର୍ମିତ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଫିଲ୍ଡ ଚ୍ୟାନେଲ କାନ୍ଥ ଫାଟି ଆଁ କଲାଣି। ସୂଚନା ଫଳକରେ ସଠିକ ସୂଚନା ଦିଆ ବି ଯାଇନଥିଲା ଯେଉଁ କାରଣ ପାଇଁ ଠିକାଦାର ଜାଣି ଶୁଣି ଭାଙ୍ଗି ଦେଇଥିବା ଜଣାପଡିଛି। ଅନୁସନ୍ଧାନରୁ ଜଣାପଡିଛି ପ୍ରାୟ

ହଜାରେ ଗୁହାରୀ ପରେ ମଧ୍ୟ ଅଞ୍ଜଳୀ ଙ୍କୁ ମିଳିପାରୁନି ପକ୍କା ଘର

ସରକାର ଙ୍କ ଯୋଜନା ରୁ ବଞ୍ଚିତ ଅଞ୍ଜଳୀ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଳକ୍ ଅ଼ଁଳାବେରେଣୀ ପଞ୍ଚାୟତ ମହୁଲି ଗ୍ରାମରେ ରହୁଛନ୍ତି ଅଞ୍ଜଳୀ ସାହୁ ବୟସ ପାଖାପାଖି ୩୯ । ଆଗ ପଛ କହିଲେ କେହି ନାହାନ୍ତି । ବାପା ମା କେଉଁ କାଳରୁ ଆରପାରିରେ । ଏବେ ଏକାକୀ ଚାଳ ଛପର ଘରେ ମୁଣ୍ଡ

ଆନ୍ତରିକ ଶୁଭେଚ୍ଛା

ତାଜା ପତ୍ରକାରିତା କ୍ଷେତ୍ରରେ ଢେଙ୍କାନାଳ ଅପଡେଟ ର ସ୍ଥାନ ଅନ୍ୟତମ। ଡିଜିଟାଲ ଖବର ପ୍ରସାରଣ ରେ ମୋ ଜାଣିବାରେ ଢେଙ୍କାନାଳ ରେ ଏହା ସର୍ବପ୍ରଥମ । ନିତିଦିନ ଜିଲ୍ଲାର ଛୋଟ-ବଡ ଖବର ପଢ଼ିବାକୁ ମିଳେ, ରାଜ୍ୟ କିମ୍ବା ଦେଶ ବାହାରେ ଥିଲେ ମଧ୍ୟ ନିତିଦିନ ନିଜ ଗାଁ ଓ ଜିଲ୍ଲା ର ତାଜା ଖବର

ଢେଙ୍କାନାଳ ଅପଡେଟ୍ ସହ ପରିଚିତି

"Dhenkanal Update - connecting to every surrounding" ଅନୁଗୋଳ - ପୁରୀ ଯାତ୍ରୀବାହି ରେଳ ଗାଡି ର ପଛ ବଗି ରେ ଭୀଷଣ ଭିଡ ହୁଏ । ଜାଗା ମିଳେନି ବସିବା ପାଇଁ ତେଣୁ ଠିଆ ହେବାକୁ ହୋଇଥାଏ। ଏପରି ପରିବେଷ ରେ ଢେଙ୍କାନାଳ ଷ୍ଟେସନରୁ ଜଣେ ଯୁବକ ଉଠନ୍ତି ଓ ଆମ ଗହଣରେ ଠିଆ ହୁଅନ୍ତି।

ଖବର ପ୍ରସାରଣ ପରେ ମରାମତି ହେଲା ପାଣି ପାଇପ

ପାଣି କୁ ନେଇ ବିଭିନ୍ନ ଜାଗାରେ ବିଭିନ୍ନ ସମସ୍ୟା ଦେଖା ଦେଇଛି । ବିଶେଷ କରି ପିଇବା ପାଣି ସମସ୍ୟା ନେଇ, ପାଣି ବୁନ୍ଦାଏ ନଷ୍ଟ ନକରିବାକୁ ସରକାରଙ୍କ ପକ୍ଷରୁ ବିଭିନ୍ନ ସଚେତନ ବାର୍ତ୍ତା ଦିଆ ଯାଉଛି । ପୂର୍ବରୁ ପ୍ରସାରିତ ଖବର ହେଲେ ଢେଙ୍କାନାଳ ଜିଲ୍ଲାରେ ଏହାର ଏକ ବିକଳ୍ପ ଚିତ୍ର
error: Content is protected !!